• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ooo
ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ। ଦେଶର ପ୍ରଥମ ରାଜ୍ୟ ଭାବେ SHGଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ ହେବ।   ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ବିଶ୍ୱ ମହିଳା ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି।   ଏହି ବିଭାଗ ଦ୍ୱାରା […]

  • Monday, 26 July 2021
niranjna
ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନିରଞ୍ଜନ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ରହିବା ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିୟମ ଅନୁସାରେ ଜାତୀୟ ବ୍ୟାଙ୍କରେ ଟଙ୍କା ରହିବା କଥା  ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ କିଏ ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯିଏ ରଖିଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅଧିକ ସୁଧ ନା କମିଶନ ପାଇଁ ଟଙ୍କା ରଖିଥିଲେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ଏହାସହ ଚାବି […]

  • Monday, 26 July 2021
arrest-12333-650x430
ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ବେଟିଂ ଅଭିଯୋଗରେ ୩ ଗିରଫ

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁରର ପିଚିକି ଇଶ୍ୱର ରାଓ, ଜେଲ୍‌ପେଟା ସାହିର ଡାଟି ରମେଶ ଓ ବାଉରୀ ଦାହିର ସନ୍ତୋଷ ବାଉରୀ।ସେମାନଙ୍କଠାରୁ ପୁଲିସ୍‌ ୧ଲକ୍ଷ ୨୬ ହଜାର ଟଙ୍କା, ୬ଟି ମୋବାଇଲ, ୩ଟି […]

  • Monday, 26 July 2021
ploice
ଓଡ଼ିଶା ପୋଲିସ୍‌ର ୧୦୩ ମହିଳା ଅଫିସର୍: ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର: ଓଡ଼ିଶା ପୋଲିସ୍‌ରେ ନିୟୋଜିତ ଅଛନ୍ତି ୧୦୩ ମହିଳା ଅଫିସର୍। ଯାହାଙ୍କ ପାଇଁ ଗର୍ବିତ ଓଡ଼ିଶା ପୋଲିସ୍। ଆଜି ଏନେଇ ପୋଲିସ୍ ଡିଜିଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। ୧୦୩ ଅଫିସର୍ ରାଜ୍ୟର ବିଭିନ୍ନ ଥାନା ଦାୟିତ୍ୱରେ ରହିଛନ୍ତି। ଯେଉଁମାନେ ଦକ୍ଷତାର ସହ ନିଜ କାର୍ଯ୍ୟ ନିର୍ବାହ କରୁଛନ୍ତି। କ୍ରାଇମବ୍ରାଞ୍ଚର ସାଇବର୍ ପୋଲିସ୍ ଥାନାଧିକାରୀ ରେଣୁବାଳା ତ୍ରିପାଠୀ, ରାଉରକେଲା ସାଇବର ଥାନାଧିକାରୀ ସେରୋଫିନା ଜେଜ୍, ଜୟପୁର ମହିଳା ଥାନାଧିକାରୀ ତିଲୋତ୍ତମା ନାୟକ, ନବରଙ୍ଗପୁର ରାଇଘର ଥାନାଧିକାରୀ ସରିତା କୁମାରୀ […]

  • Monday, 26 July 2021
cjdo
ଏପଟେ ବାଇକ୍‌ ମୁହାଁମୁହିଁ ଧକ୍କା, ସେପଟେ ଟ୍ରକ୍‌ ଚାପିଦେଲା ଦୁଇ ଜୀବନ: ୫ମୃତ

ଜଳେଶ୍ୱର/ ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଦି ଦୁଇଟି ଜାଗା ବାଲେଶ୍ୱର ଓ ଅନଗୁଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣି ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳରେ ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ପତି, ପତ୍ନୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରେ ଘଟିଥିବା ଘଟଣାରେ ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଲେ ଶଙ୍କର ପଣ୍ଡିତ ଓ ଗଙ୍ଗାଧର […]

  • Monday, 26 July 2021
rain
ଘଡ଼ଘଡ଼ି ସହ ବର୍ଷା; ଅପରାହ୍ଣ ୧ଟା ଯାଏ ୬ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହିତ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଅପରାହ୍ଣ ୧ଟା ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ଯାଜପୁର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର। ଏଥିସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ମଧ୍ୟ […]

  • Monday, 26 July 2021
CORRENT
୧୧ କେଭି ତାର ଲାଗି ITI ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପବନରେ ଉଡ଼ି ଯାଇଥିବା ପୋଷାକ ଆଣିବାକୁ ଯାଇ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିବା ବଲାଙ୍ଗିର ସରକାରୀ ଆଇଟିଆଇ କଲେଜର ଛାତ୍ର ସୌମ୍ୟରଞ୍ଜନ ଭୋଇଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ସୋନପୁର ଜିଲ୍ଲା ତମାମୁରା ଗାଁରେ। ସେ ବଲାଙ୍ଗିର ସହର ସ୍ଥିତ ଶାନ୍ତିପଡ଼ାରେ ଏକ ମେସ୍‌ରେ ରହୁଥିଲେ। ଗତକାଲି ସୌମ୍ୟରଞ୍ଜନ ଛାତ ଉପରେ ତାଙ୍କର କିଛି ପୋଷାକ ଶୁଖାଇଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ପବନରେ ତାଙ୍କ ପ୍ୟାଣ୍ଟ ଓ ଶର୍ଟ ଉଡ଼ି ଅନ୍ୟ […]

  • Monday, 26 July 2021
KKO
ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ: ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ ହୋଇଛି। ଗତକାଲି କଟକ ବଡ଼ ମେଡିକାଲ୍‌ରେ ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। — Naveen Patnaik (@Naveen_Odisha) March 7, […]

  • Monday, 26 July 2021
tara-bahini
ତାରାଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ କେସିସି ବ୍ୟାଙ୍କ ସଭାପତି

କୋରାପୁଟ: କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପର୍କରେ ବିଧାନସଭାରେ ତାରା ବାହିନୀପତିଙ୍କ ପ୍ରଶ୍ନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେସିସି ବ୍ୟାଙ୍କ ସଭାପତି ଇନ୍ଦିରା ନନ୍ଦ। କେସିସି ବ୍ୟାଙ୍କ ଏକ ସ୍ୱାଧୀନ ପରିଚାଳନା ବୋର୍ଡ। ତେଣୁ ଏନେଇ ଯାହା ପ୍ରଶ୍ନ ଜୟପୁର ବିଧାୟକଙ୍କ ରହିଛି ତାହା ସିଧା ବୋର୍ଡକୁ ପଚାରନ୍ତୁ ବୋଲି କହିଛନ୍ତି ଇନ୍ଦିରା। ସେ ଖୋଦ୍ ବ୍ୟାଙ୍କର ନିର୍ଦ୍ଦେଶକ। ତେଣୁ ଏନେଇ ସେ ବୋର୍ଡ ମିଟିଂରେ ପଚାରିବା ଠିକ୍ ଥିଲା। ଯଦି, ବିଧାନସଭାରୁ ଉତ୍ତର ଚାହୁଁଛନ୍ତି, ତେବେ […]

  • Monday, 26 July 2021
sudrashna
ଆନ୍ତର୍ଜାତିକ ମହିଳା ଦିବସ: ବାଲୁକା କଳାରେ ନାରୀ ଶକ୍ତି ପ୍ରଦର୍ଶନ

ପୁରୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନୁଷ୍ଠାନର ୧୧ଜଣ ଛାତ୍ରୀ ମହିଳାଙ୍କ ୬ଟି ଶକ୍ତି ଦର୍ଶାଇଛନ୍ତି। ପୋଲିସ, ଆଇନଜୀବୀ, ପାଇଲଟ, କ୍ରୀଡାବିତ ଓ ଧାବିକାଙ୍କ  ପାରଦର୍ଶିତାକୁ ବାଲୁକାକଳାରେ ପ୍ରଦର୍ଶିତ କରିଛନ୍ତି। ଏହି ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ମଧ୍ୟ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ବିଭିନ୍ନ ଦେଶ, ଧର୍ମ,ଜାତିର ନାରୀମାନଙ୍କର ଚିତ୍ରଣ କରାଯାଇଛି।  ନାରୀମାନଙ୍କୁ ସମାନ ଅଧିକାର ଦେବା ଉପରେ […]

  • Monday, 26 July 2021
FREE
ଆଜି ବସ୍‌ ଯାତ୍ରା ସମ୍ପୂର୍ଣ୍ଣ ମାଗଣା

ଭୁବନେଶ୍ୱର: ଆଜି ବିଶ୍ୱ ମହିଳା ଦିବସ। ଏହି ଅବସରରେ ‘ମୋ ବସ୍‌’ରେ ଆଜି ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ‘ମୋ ବସ୍’ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ CRUTର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ବିଶ୍ୱ ମହିଳା ଦିବସ ଉପଲକ୍ଷେ ମହିଳାଙ୍କ ଯାତ୍ରା ଲାଗି ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ଦିଆଯାଇଛି। ବର୍ତ୍ତମାନ ‘ମୋ ବସ୍’ ଯୋଜନାରେ ମୋଟ ଗାଇଡ୍‌ମାନଙ୍କ ମଧ୍ୟରୁ ୩୦ ପ୍ରତିଶତ […]

  • Monday, 26 July 2021
lki
କେବେ ଠାରୁ ପାଳନ ହୋଇ ଆସୁଛି ଆନ୍ତର୍ଜାତିକ ମହିଳା ଦିବସ  ?

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜିର ଦିନଟିକୁ ମହିଳା ମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି।  ୧୯୭୭ ମସିହାରୁ ସାରା ବିଶ୍ୱରେ ଆଜିର ଦିନକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି।  ଚଳିତ ବର୍ଷର ଥିମ୍‌ ରହିଛି ‘ଇଚ୍ ଫର ଇକ୍ୱାଲ।’ ଅର୍ଥାତ୍ ମହିଳାମାନଙ୍କୁ ସମାନ ଅଧିକାର ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ମହିଳାମାନଙ୍କ ଉନ୍ନତି, ମହିଳା ଆଥଲେଟମାନଙ୍କୁ ସମାନ ଅଧିକାର, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପାଇଁ ସୁସ୍ଥ ବାତାବରଣ, ମହିଳାମାନେ […]

  • Monday, 26 July 2021
bhima
ଅସହାୟଙ୍କ ପାଖରେ ପହଞ୍ଚି ସବୁ ସରକାରୀ ସୁବିଧା ଯୋଗାଇ ଦେଲେ ବିଡିଓ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ଜାମଜୋଡୀ ଗାଁର ଅସହାୟ ଭୀମ ଖିଲଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ବିଡିଓ ଗାଁକୁ ଯାଇ ଭିନ୍ନକ୍ଷମ ଭତ୍ତା, ବିପିଏଲ ଚାଉଳ, ପେନସନ ଓ  ଇନ୍ଦିରା ଆବାସ ଆଦି ଯୋଗାଇ ଦେଇଛନ୍ତି। ସେହିପରି ଡାକ୍ତର ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ପିଲାଙ୍କୁ ପ୍ରଥାମିକ ଚିକିତ୍ସା ପାଇଁ ମାଲକାନଗିରି ମେଡ଼ିକାଲ ନିଆଯାଇ ଚିକିତ୍ସା କରିବା ପରେ କଟକ ବଡ଼ ମେଡିକାଲ ପଠାଯିବାର ବ୍ୟବସ୍ଥା କରାଯାଇଛି। ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି […]

  • Monday, 26 July 2021
saharukhu6666
ଝଡ଼ ତୋଫାନ ସହ ବର୍ଷା: ସକାଳ ସାଢ଼େ ୮ ଯାଏ ୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଘୂର୍ଣ୍ଣି ବଳୟ ଓ ଟ୍ରପ ଲାଇନ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଲାଗି ରହିବ। ବର୍ଷା ସହିତ ଝଡ଼ ତୋଫାନ ବି ହୋଇପାରେ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ସକାଳ ୮ଟା ୩୦ ଯାଏ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଏହି ୩ଟି […]

  • Monday, 26 July 2021
ୱଗରବୋ
Yes ବ୍ୟାଙ୍କ୍‌ରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ନେଇ ଏମିତି କହିଲେ ବିଜୟ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଧାରା ୪(୬) ଅନୁସାରେ ହୁଣ୍ଡିରୁ ଆଦାୟ ପାଣ୍ଠି ଓ ଫାଉଣ୍ଡେସନ ଫଣ୍ଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ହେବା କଥା। ମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏହାକୁ ଖିଲାପ କରିପାରିବେ ନାହିଁ। ତେବେ ଆଇନରେ ବ୍ୟବସ୍ଥା ସତ୍ତ୍ୱେ ଉଲ୍ଲଂଘନ ଅଧିକାର କିଏ ଦେଲା, ତୁରନ୍ତ ସେହି ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ […]

  • Monday, 26 July 2021
op]
YES ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖାଯିବାର ଭିଜିଲାନ୍ସ ତଦନ୍ତ ଦାବି

ଭୁବନେଶ୍ୱର: YES ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରଖାଯିବାକୁ ନେଇ ଭିଜିଲାନ୍ସର ହସ୍ତକ୍ଷେପ ଲୋଡ଼ିଲା ଶ୍ରୀଜଗନ୍ନାଥ ସେନା। ସେନା ପକ୍ଷରୁ ପୁରୀ ଭିଜିଲାନ୍ସ ଡିଏସ୍‌ପିଙ୍କ ପାଖରେ ଏନେଇ ଅଭିଯୋଗ କରାଯାଇଛି। କେଉଁ ଆଧାରରେ ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଗଲା, ତାହାର ତଦନ୍ତ କରିବାକୁ ଭିଜିଲାନ୍ସ ପାଖରେ ଦାବି କରାଯାଇଛି। ସେପଟେ YES ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରଖାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ଖୁବ୍‌ଶୀଘ୍ର […]

  • Monday, 26 July 2021
karin3333 copy
କାଦୁଅ ଭିତରେ ପଶିଗଲା ଆମ୍ୱୁଲାନ୍ସ: ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ନୟାଗଡ଼: କାଦୁଅରେ ଫସିଲା ଆମ୍ୱୁଲାନ୍ସ। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ। ଜନନୀ ଯନ୍ତ୍ରଣା ଠାରୁ ବଳିଗଲା ରାସ୍ତାରେ ଫସିଥିବା ଆମ୍ୱୁଲାନ୍ସର ଦୂରାବସ୍ଥା। ଘଟଣାଟି ଘଟିଛି ନୟାଗଡ଼ ଦଶଫଲ୍ଲା ବ୍ଲକର ଜୁଦାଗଣ୍ଡା ଗାଁରେ। ଜଣେ ଗର୍ଭବତୀଙ୍କୁ ୪୫ କିଲୋମିଟର ଦୂର ଦଶପଲ୍ଲା ମେଡ଼ିକାଲକୁ  ନେବାବେଳେ ବାଟରେ କାଦୁଅରେ ଫସି ଯାଇଥିଲା  ଆମ୍ୱୁଲାନ୍ସ। ଉପସ୍ଥିତ ଥିବା ଲୋକମାନେ  ଆମ୍ୱୁଲାନ୍ସଟିକୁ କାଦୁଅରୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିପାରି ନଥିଲା। ତେବେ ପରିସ୍ଥିତି ଏପରି […]

  • Monday, 26 July 2021
harrasment
ଇଂଜିନିୟରିଂ ଛାତ୍ରୀଙ୍କୁ ଜବରଦସ୍ତ ଟଚ୍ କଲେ ହୋମଗାର୍ଡ

ଖୋର୍ଦ୍ଧା: ଛାତ୍ରୀଙ୍କୁ ହୋମଗାର୍ଡଙ୍କ ଅସଦାଚରଣ ଅଭିଯୋଗ। ଇଂଜିନିୟରିଂ କଲେଜ ଉତ୍ସବ ବେଳେ ଘଟିଛି ଏପରି ଅଭାବନୀୟ ଘଟଣା। ଗତ ରାତିରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଇଲାକାର ଏକ କଲେଜ ଉତ୍ସବରେ ଛାତ୍ରୀଙ୍କୁ ଜଣେ ହୋମଗାର୍ଡ ଅସଦାଚରଣ କରିଥିବା ଅଭିଯୋଗ ସାମନାକୁ ଆସିଛି। ଅଭିଯୁକ୍ତ ହୋମଗାର୍ଡ ଶିଳ୍ପାଞ୍ଚଳ ଫାଣ୍ଡିର ଗାଡ଼ି ଡ୍ରାଇଭର ସୀତାକାନ୍ତ ସାମନ୍ତରାୟ। ସୁରକ୍ଷା ଦୃଷ୍ଟିରୁ ଗତକାଲି(ବୁଧବାର) କଲେଜରେ ଡ୍ୟୁଟି କରୁଥିଲେ ସଂପୃକ୍ତ ହୋମଗାର୍ଡ। ଛାତ୍ରୀଙ୍କ କହିବା ଅନୁଯାୟୀ, ସେ ତାଙ୍କ କଲେଜ ଉତ୍ସବ ସାରି ରାତି ୧୦ଟାରେ […]

  • Monday, 26 July 2021
abinash
ଓଡ଼ିଆ ଖାଦ୍ୟ ପାଇଁ ମୁଁ ଜିତିଛି

ଭୁବନେଶ୍ୱର: ମାଷ୍ଟର୍ ସେଫ୍ ସିଜିନ୍-୬ର ବିଜେତା ହେଉଛନ୍ତି ଅବିନାଶ ନାୟକ। ଆପଣମାନେ ସମସ୍ତେ ତାଙ୍କୁ ଜାଣିଥିବେ। ଅଡ଼ିସନ୍ ରାଉଣ୍ଡରେ ଅବିନାଶ ଚିକେନ୍ ବେସର ତିଆରି କରିଥିଲେ। ଏହି ଓଡ଼ିଆ ଖାଦ୍ୟକୁ ସମସ୍ତ ଜଜ୍ ଖୁବ୍ ପସନ୍ଦ କରିଥିଲେ। ସେ ଗଞ୍ଜାମ ଜିଲ୍ଲା ଆସିକା କାଳଷଣ୍ଢପୁର ଅଞ୍ଚଳର।ଅବିନାଶ ହାଇଦ୍ରାବାଦର ଏକ ଏମ୍‌ଏନସିରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଛନ୍ତି। ଗ୍ରାଣ୍ଡ ଫିନାଲେରେ ସ୍ୱିଟ୍ ଡିସରେ ସବୁ ଓଡିଆଙ୍କ ପ୍ରିୟ ଛେନାପେ।ଡ଼ ତିଆରି କରି ଗେଲଡ଼େନ ଆପ୍ରନ୍ ହାସଲ କରିଥିଲେ। […]

  • Monday, 26 July 2021
congress
ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା ପାଇଁ ଦାବି କଲେ କଂଗ୍ରେସ ନେତା

ରାଜ୍ୟ ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କ୍ୟାପିଟାଲ୍ ଓ ପଶ୍ଚିମ କିମ୍ବା ଦକ୍ଷିଣ ଓଡ଼ିଶାରେ ସ୍ୱୟଂଶାସିତ ପରିଷଦ ସ୍ଥାପନ କରାଯାଉ। ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟତା କରୁଥିବା ଅଭିଯୋଗ କରି ପଶ୍ଚିମ ଓଡ଼ିଶାରେ ରାଜ୍ୟର ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ବଲାଙ୍ଗିରରେ ଆୟୋଜିତ ଏକ ବୈଠକରେ ଭକ୍ତ ଦାବି କରିଛନ୍ତି ଯେ ପଶ୍ଚିମ […]

  • Monday, 26 July 2021
minor-fined
ଫାଇନକୁ ନାହିଁ ଭୟ: ଧରାପଡ଼ିଲେ ୨ ନାବାଳକ ଗାଡ଼ିଚାଳକ

ସମ୍ୱଲପୁର:  ଦୀର୍ଘ ୬ମାସ ଧରି ମିଳିଲା ସମୟ। ପୁଣି ହେଲା କଡାକଡି ଯାଂଚ। ହେଲେ ଟ୍ରାଫିକ ନିୟମକୁ ନେଇ ଯେତେ ସଚେତନ ଆଉ ମୋଟା ଅଙ୍କର ଫାଇନ୍ କରାଗଲେବି ପରିବର୍ତ୍ତନର ଗନ୍ଧ ଆଦୌ ବାରି ହେଉନାହିଁ।  ବିଗତ ଦିନରେ କମ୍ ବୟସର ପିଲା ଗାଡି ଚଳାଉଥିବା ନେଇ ଫାଇନ୍ କରାଯାଇଥିବା ବେଳେ ଆଜି ପୁଣି ସମ୍ବଲପୁରରେ ଦୁଇ ନାବାଳକ ଗାଡି ଚାଳକଙ୍କୁ ୬୦ ହଜାର ଟଙ୍କା ଜୋରିମାନା କରାଯାଇଛି। ନାବାଳକଙ୍କ ମଧ୍ୟରୁ ଜଣେ ୧୦ମ ଶ୍ରେଶୀରେ ପଢୁଥିବା […]

  • Monday, 26 July 2021
bus-fine
ବସକୁ ୬.୭୨ଲକ୍ଷ ଫାଇନ୍: ନଥିଲା ଏସବୁ ଡକ୍ୟୁମେଣ୍ଟ

ବୌଦ୍ଧ: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସାରା ରାଜ୍ୟରେ କଡାକଡି ଭାବେ ଯାଂଚ ଚାଲୁଛି। ଆଜି ବୌଦ୍ଧରେ ବସକୁ ୬ ଲକ୍ଷ ୭୨ ହଜାର ଟଙ୍କା ଫାଇନ୍ ହୋଇଛି। ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ମିନାର ନାମକ ଯାତ୍ରୀବାହୀ ବସଟି ଧରାପଡ଼ିଥିଲା। ପରେ ଗୋଟିଏ କି ଦୁଇଟି ନୁହେଁ, ପାଞ୍ଚ ପାଞ୍ଚଟି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ବିନା ରେଜିଷ୍ଟ୍ରେସନ୍, ବିନା ରୁଟ୍ ପର୍ମିଟ୍, ବିନା ଇନ୍ସୁ୍ରାନ୍ସ ସହିତ ୨୦୧୮ ମସିହାରୁ ବସ୍ ବକେୟା […]

  • Monday, 26 July 2021
ranendra
ବିଜେପିକୁ ରଣେନ୍ଦ୍ରଙ୍କ ତେର୍ଚ୍ଛା ବାଣ;  ନାଁ ନନେଇ ଏମିତି କହିଲେ

ଭୁବନେଶ୍ୱର: ସରକାରୀ କାର୍ଯ୍ୟକ୍ରମରେ ବିଜେପି ବିରୋଧରେ ପରୋକ୍ଷରେ ବର୍ଷିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କୌଣସି ନେତା କିମ୍ବା ଦଳର ନାଁ ନନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଦେଶରେ ଧର୍ମ ନାଁରେ ରାଜନୀତି କରିବା ସହ ବିଭାଜନ କରିବାକୁ ଉଦ୍ୟମ କରାଯାଉଛି। ଏପରିକି ବିଭିନ୍ନ ସ୍ଥାନରେ ମଧ୍ୟ କାଣ୍ଡ କାରଖାନା କରାଯାଉଛି ବୋଲି ଅଭିଯୋଗ କରି ପରୋକ୍ଷରେ ବିଜେପି ଉପରେ ବର୍ଷିଛନ୍ତି ମନ୍ତ୍ରୀ ରଣେନ୍ଦ୍ର। ସେ ଆହୁରି କହିଛନ୍ତି ଯେ ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ […]

  • Monday, 26 July 2021
bijuu
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିରୋଧୀ ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ପ୍ରେସମିଟ୍ କରି ତଥ୍ୟ ରଖିବା ସହ ସରକାରଙ୍କୁ ହିସାବ ମାଗିଛନ୍ତି। ଓଡ଼ିଶାରେ ଫନି ପରଠାରୁ ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦେଇନାହାନ୍ତି କି ହିତାଧିକାରୀଙ୍କ ଚୟନ ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇପାରିନଥିବା ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି। ସାମାଜିକ ଅର୍ଥନୈତିକ ସର୍ଭେରେ ଥିବା ୨୭ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମେ ଘର ଦେବାକୁ […]

  • Monday, 26 July 2021