ଘରୁ ବାହାରକୁ ଯିବା ପୂର୍ବରୁ ଆପଣ ନିଶ୍ଚୟ ପର୍ଫ୍ୟୁମ୍ ବା ଡିଓ ବ୍ୟବହାର କରୁଥିବେ। ଏହା ଆପଣଙ୍କ ମନକୁ ଫ୍ରେସ୍ ରଖିବା ସହ ମନୋଲୋଭା ବାସ୍ନା ମଧ୍ୟ ଦେଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ପରଫ୍ୟୁମ୍ ବା ଡିଓ ଅଧିକ ବ୍ୟବହାର କରିବା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ। ତେଣୁ ଜାଣନ୍ତୁ ଏହାକୁ ଅଧିକ ବ୍ୟବହାର କଲେ ଏହା ଆମ ଶରୀରରେ କ’ଣ କ୍ଷତି ହୁଏ। ୧) ପର୍ଫ୍ୟୁମ୍ରେ ହାନିକାରକ କେମିକାଲ ଥାଏ। ଏହା ଆପଣଙ୍କ […]
ସାଧାରଣତଃ ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଛନ୍ତି କି ପ୍ରତିଦିନ ଦହି ଖାଉଥିବା ଲୋକଙ୍କ ପାଖ ମାଡ଼ିବନି ରୋଗ। ଦହି ପ୍ରୋବାୟୋଟିକ ହୋଇଥିବାରୁ ଏହା ପେଟ ସମସ୍ୟା ଭଲ କରିବା ସହ ପାଚନ କ୍ରିୟାକୁ ମଧ୍ୟ ତ୍ୱରିତ କରିଥାଏ। ଦହି ଖାଇବା ଦ୍ୱାରା ଗ୍ୟାସ୍ ପରି ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍ ଲାଭପ୍ରଦ ହୋଇଥାଏ। ଦହିରେ ପ୍ରୋଟିନ, କ୍ୟାଲସିୟମ ସହ […]
How To Prepare Murg Jafrani: ଆବଶ୍ୟକ ସାମଗ୍ରୀ: ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରି ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ। ତା’ପରେ ପିଆଜ ବଟା, ଅଦା-ରସୁଣ ବଟା ଓ କଞ୍ଚାଲଙ୍କା କଟା ପକାଇ […]
ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେବେ […]
How to Prepare Achari Chicken ଆବଶ୍ୟକ ସାମଗ୍ରୀ: ଚିକେନ୍, କଟା ପିଆଜ, ପିଆଜ-ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍ ମସଲା, ଆଚାର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ। ତା’ପରେ […]
ଭୁବନେଶ୍ୱର: ଆପଣଙ୍କ ଗୋଇଠି ବାରମ୍ୱାର ଫାଟୁଛି କି? ଏଥିପାଇଁ ଆପଣ ଚିନ୍ତାରେ ରହୁଥିବେ। ଏହାକୁ ଭଲ କରିବା ପାଇଁ ଔଷଧ ମଧ୍ୟ ବ୍ୟବହାର କରୁଥିବେ। ଏହାଦ୍ୱାରା ଗୋଇଠି ଫାଟିବା ଭଲ ହୋଇଯାଇଥାଏ। ହେଲେ ବେଳେ ବେଳେ ଯେତେ ଔଷଧ ବ୍ୟବହାର କଲେ ମଧ୍ୟ କିଛି କାମ ଦେଇନଥାଏ। ବିଜ୍ଞାନ ଯୁଗରେ ଏହାର କାରଣ ଯାହା ହୋଇଥାଉ ପଛେ, ଏପରି ସ୍ଥିତି ଉପୁଜିବାର କାରଣ ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଗୋଇଠି ଫାଟିବାକୁ ଅଶୁଭ […]
ଆମ ରୋଷେଇ ଘରେ ଏମିତି ଅନେକ ମସଲା ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। କିନ୍ତୁ ଜାଣିଛନ୍ତି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ଏହି ସବୁ ମସଲା ମଧ୍ୟରୁ ଡାଲଚିନି ହେଉଛି ଅନ୍ୟତମ। ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି। ଆଉ ଡାଲଚିନିର ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇଲେ, ଏହାର ଉପକାରିତା ଦୁଇ ଗୁଣା ବଢ଼ିଯାଏ। ଏବେ ଆସନ୍ତୁ ଜାଣିବା, ଡାଲିଚିନି ଗୁଣ୍ଡକୁ କ୍ଷୀର ସହ ମିଶାଇ ପିଇଲେ ଶରୀରକୁ କି କି […]
ଆପଣ ହାଇଦ୍ରାବାଦୀ ବିରିୟାନି, ଚିକେନ୍ ବିରିୟାନୀ, ମଟନ ବିରିୟାନି ଓ ଭେଜ୍ ବିରିୟାନୀ ଆଦି ନିଶ୍ଚୟ ଖାଇଥିବେ। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଆପଣ କେବେ ରୋହୀ ମାଛ ତିଆରି ଦେଶୀ ବିରିୟାନୀ ଖାଇଛନ୍ତି କି? ଏହି ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଅନ୍ୟ ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଠାରୁ ଟିକେ ଭିନ୍ନ। ଆଉ ସ୍ୱାଦରେ ମଧ୍ୟ ଏହା ଅଲଗା ହୋଇଥାଏ। ତେବେ ଆଜି ହିଁ ଏହି ଭିନ୍ନ ସ୍ୱାଦର ବିରିୟାନୀ […]
ଭୁବନେଶ୍ୱର: ମାଛ ଶରୀର ଓ ତ୍ୱଚା ପାଇଁ ଉପକାରୀ । ତେଣୁ ଡାକ୍ତର ମଧ୍ୟ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି। କେବଳ ଯେ ମାଛ ଖାଇବା ଶରୀର ପାଇଁ ଉପକାରୀ ତାହା ନୁହେଁ, ମାଛ ତେଲ ମଧ୍ୟ ସୁନ୍ଦର ତ୍ୱଚା ଓ କେଶ ପାଇଁ ବହୁ ଲାଭଦାୟକ। ଏଥିରେ ଓମେଗା ୩ ଫ୍ୟାଟି ଏସିଡ୍ ଥାଏ । ଯାହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ କେଶକୁ ଘନ ଓ ଲମ୍ବା କରିଥାଏ । ଏହା ସହ […]
ଭୁବନେଶ୍ୱର: ଏହି ଭାଲେଣ୍ଟାଇନ୍ ସପ୍ତାହରେ ନିଜ ମନର ମଣିଷକୁ ଖୁସିରେ ରଖି ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ଅନେକ ସମୟରେ ସମ୍ପର୍କରେ ନିରାଶା ଓ ଦୁଃଖର କଳାବାଦଲ ଦେଖାଯାଇଥାଏ। ତେବେ କ’ଣ ଆପଣ କେବେ ଚିନ୍ତା କରିଛନ୍ତି, ଏସବୁ ବାସ୍ତୁଦୋଷ ଯୋଗୁ ମଧ୍ୟ ହୋଇପାରେ। ଏସବୁ ସମସ୍ୟାକୁ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ମଧ୍ୟ ରହିଛି। ପ୍ରେମସମ୍ବନ୍ଧ ବା ବୈବାହିକ ଜୀବନକୁ ଅଧିକ ରୋମାଣ୍ଟିକ ଓ ମଜାଦାର କରିବା ପାଇଁ ଚୀନ୍ […]
ସାଧାରଣତଃ ଆମେ ମକାକୁ ସିଝାଇ ବା ପୋଡ଼ି ଖାଇଥାଉ। କାହିଁକି ନା ଏହା ପାଟିକୁ ଭଲ ଲାଗିଥାଏ। କିନ୍ତୁ କେବେ ମକାରେ ପ୍ରସ୍ତୁତ ଦହି ମକେଇ ଖାଇଛନ୍ତି କି? ଖାଲି ଏହା ସ୍ୱାଦିଷ୍ଟ ନୁହେଁ, ଖୁବ୍ ଅଳ୍ପ ସମୟରେ ମଧ୍ୟରେ ହୋଇଥାଏ। ଏହାକୁ ଆପଣ ସକାଳ ଜଳଖିଆରେ ମଧ୍ୟ ଖାଇ ପାରିବେ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଦହି ମକେଇ। ଆବଶ୍ୟକୀୟ ସାମଗ୍ରୀ…. ମକା, ଅଦା, ରସୁଣ କଞ୍ଚାଲଙ୍କା, ଦହି, ଧନିଆ ପତ୍ର, ଲୁଣ,ତେଲ, ପିଆଜ, […]
ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧିୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଘି କୁଆଁରୀରେ ଆମିନୋଏସିଡ୍, ଆଇରନ୍, ପଟାସିୟମ୍, କ୍ୟାଲ୍ସିୟମ୍ ରହିଛି। ଏଥିରେ ଭିଟାମିନ୍ B, C, E ଓ ଫଲିକ୍ ଏସିଡ୍ ମଧ୍ୟ ରହିଛି। ଏହାର ଆନାଲ୍ଜେସିକ୍ ଓ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଛି। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହା ଉପରେ ଏବେ ମଧ୍ୟ ଗବେଷଣା ଜାରି ରହିଛି। ତେବେ ପଢ଼ନ୍ତୁ ଏହାକୁ […]
ଆମେ ସକାଳୁ ଉଠି ପ୍ରଥମେ ବ୍ରଶ୍ କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ଏହି କୋଲ୍ଗେଟ୍ ଆମର ଦାନ୍ତ ସଫା କରିବା ସହ ଆଉ କଣ କଣ ସଫା କରିବାରେ ସାହାଯ୍ୟ କରେ। ତେବେ ପଢ଼ନ୍ତୁ କୋଲଗେଟ୍କୁ କିପରି ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ ୧.ଆପଣଙ୍କ ନଖ ଯଦି ହଳଦିଆ ହୋଇଯାଇଛି ତାହାଲେ ଆପଣ କୋଲଗେଟ୍ ଲଗାଇ ନଖ ସଫା କରିପାରିବେ। ୨.ଆପଣ କୋଲଗେଟ୍କୁ ବ୍ୟବହାର କରି ଚସମା କାଚ, ଆଇନା ,ମୋବାଇଲ୍ ସ୍କ୍ରିନ୍, ଗାଡ଼ି […]
ଆମ ରୋଷଇ ଘରେ ଅନେକ ପ୍ରକାର ମସଲା ରହିଥାଏ। ସେଥିମଧ୍ୟରୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଅନେକ ସମୟରେ ଲବଙ୍ଗ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ନୁହେଁ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ତେବେ ଛୋଟ ଛୋଟ ସମସ୍ୟା ପାଇଁ ଆମେ ଔଷଧ ଖାଇବା ବଦଳରେ ଲବଙ୍ଗକୁ ବ୍ୟବହାର କରି ସମସ୍ୟା ଦୂର କରିପାରିବା। ଲବଙ୍ଗକୁ କିପରି ବ୍ୟବହାର କରିବେ? ପେଟ […]
୩୦ ବର୍ଷ ବୟସ ହୋଇଗଲା ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର ସାମ୍ନା କରିବାକୁ ପଡ଼ିଥାଏ। ମହିଳାମାନେ ଶାରୀରିକ ଦୁର୍ବଳତା ଅନୁଭବ କରିବା ସହ ଆହୁରି ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ମହିଳାମାନଙ୍କୁ କେଉଁ କେଉଁ ରୋଗ ହେବାର ସମ୍ଭାବନା ଥାଏ। ସ୍ତନ କର୍କଟ- ମହିଳା ମାନଙ୍କର ସବୁ ବୟସରେ ସ୍ତନ କର୍କଟ ହେବାର ସମ୍ଭାବନା ଥାଏ। କିନ୍ତୁ ୩୦ […]
ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ। […]
ଛେନା ତରକାରୀ, ରସଗୋଲା ଏବଂ ଛେନାରେ ତିଆରି ହୋଇଥିବା ଅନେକ ଆଇଟମ୍ ଆପଣ ଖାଇଥିବେ। କିନ୍ତୁ କେବେ ଛେନାରେ ତିଆରି ମୁଡୁକି ଖାଇଛନ୍ତି କି? ଏହାର ସ୍ୱାଦ ସବୁ ମିଠା ଜିନିଷ ଠାରୁ ଅଲଗା ହୋଇଥାଏ। ତେବେ ବହୁତ କମ୍ ସାମଗ୍ରୀରେ ଆଜି ଘରେ ପ୍ରସ୍ତୁତ କରନ୍ତୁ ଛେନା ମୁଡୁକି। ଜାଣନ୍ତୁ ,ଛେନା ମୁଡକି ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ବିଷୟରେ ପନୀର-୨୦୦ଗ୍ରାମ, ଚିନି-୩୫୦ ଗ୍ରାମ ଏବଂ ପାଣି-ତିନି କପ୍ ପ୍ରଥମେ ଏକ ଗଭିରିଆ ପ୍ୟାନ୍ […]
ଛୋଟ ଛୋଟ ଛୁଆମାନେ କଲରା ଖାଇବାକୁ ଭଲ ପାଆନ୍ତି ନାହିଁ। କାହିଁକି ନା ଏହା ବହୁତ ପିତା ଲାଗିଥାଏ। ଏହା ପିତା ଲାଗିଲେ ବି ଶରୀର ପାଇଁ ବହୁତ ହିତକର। ଯଦି କଲରାକୁ ଆମେ ନୂଆ ଟେଷ୍ଟ ଦେବା ଅର୍ଥାତ୍ ଏଥିରେ କିଛି ଚଟ୍ପଟା ଜିନିଷ ତିଆରି କରିବା ତେବେ ଖାଲି ଏହା ସୁସ୍ୱାଦୁ ଲାଗିବ ନାହିଁ ବରଂ ଏହା ସମସ୍ତଙ୍କୁ ଖାଇବାକୁ ଭଲ ମଧ୍ୟ ଲାଗିବ। ତେବେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଲରା କଖାରୁ […]
ସକାଳ ଜଳଖିଆରେ ହେଉ ବା ପିଲାଙ୍କ ଟିଫିନ୍ ପାଇଁ ସବୁବେଳେ ଆମେ ସୁସ୍ଥ ଓ ଅଳ୍ପ ସମୟ ମଧ୍ୟରେ ହୋଇପାରୁଥିବା ଖାଦ୍ୟ ପସନ୍ଦ କରିଥାଉ। ସେଥିପାଇଁ ବ୍ରେଡ୍କୁ ଆମେ ଏକ ସ୍ୱ୍ୟାସ୍ଥ୍ୟକର ଖାଦ୍ୟ ଭାବେ ଖାଇଥାଉ। ଅଧିକାଂଶ ଲୋକ ବ୍ରେଡ୍ ସହ ଜାମ୍ କିମ୍ବା ବଟର୍ ଲଗାଇ ଏହାକୁ ଖାଇଥାନ୍ତି। ଏହି ବ୍ରେଡ୍କୁ ଆହୁରି ସୁସ୍ୱାଦୁ କରିବା ପାଇଁ ପ୍ରସ୍ତୁତ କରନ୍ତୁ ବିନା ଅଣ୍ଡାରେ ବ୍ରେଡ୍ ଅମ୍ଲେଟ୍। ଯାହା ଖାଲି କମ୍ ସମୟରେ ହୋଇନଥାଏ ସୁସ୍ୱାଦୁ ମଧ୍ୟ […]
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନ୍ୟକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ହଜମ ସମସ୍ୟା ଯୋଗୁ ମଧ୍ୟ ଓଜନ ବଢ଼ିଥାଏ। ଅଦା, ହଳଦୀ,ମହୁ ଇତ୍ୟାଦି ହଜମ ସମସ୍ୟା ଦୂର କରିବା ସହିତ ଓଜନ ମଧ୍ୟ କମାଇଥାଏ। ତେବେ ଆପଣ ଓଜନ କମାଇବାକୁ ଚାହୁଁଥିଲେ ଏହି ସବୁ ଜିନିଷରେ ପାନୀୟ ପ୍ରସ୍ତୁତ କରି ସକାଳେ ଖାଲି ପେଟରେ ପିଅନ୍ତୁ। ପଢ଼ନ୍ତୁ ଏହି […]
ପୁଦିନା ପତ୍ର ର ଉପକାରିତା ବିଷୟରେ ଆପଣ ଜାଣିଥିବେ। ଏଥିରେ ଅନେକ ଔଷଧିୟ ଗୁଣ ରହିଛି। ପୁଦିନା ଖାଇବା ଦ୍ୱାରା ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ। ପୁଦିନାକୁ ଆମେ ଚଟଣୀ ଭାବେ ବ୍ୟବହାର କରିଥାଉ। କିନ୍ତୁ ପୁଦିନା ଚା’ କେବେ ପିଇଛନ୍ତି କି? ତେବେ ଜାଣନ୍ତୁ ପୁଦିନା ଚା’ ତିଆରି କରିବାର ପ୍ରଣାଳୀ ଓ ଉପକାରିତା। ପୁଦିନା ଚା’ର ଉପକାରିତା -ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଛଥାଏ -ପାଚନ କ୍ରିୟା ନିୟନ୍ତ୍ରଣ କରେ […]
ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ୍ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନ୍ରେ ଗେମ୍ ନ ଖେଳିଲେ ଖାଉ ନାହାଁନ୍ତି। ଯେଉଁ ବୟସରେ ବାହାରେ ବୁଲି ଖେଳ କୁଦ କରିବା କଥା ସେତେବେଳେ ଘରେ ବସି ସ୍ମାର୍ଟଫୋନ୍ରେ ଗେମ୍ ଖେଳୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସ୍ମାର୍ଟଫୋନ୍ ଆପଣଙ୍କ ପିଲାର କ’ଣ କ୍ଷତି କରୁଛି। ଜାଣନ୍ତୁ ସ୍ମାର୍ଟଫୋନ୍ ଆପଣଙ୍କ ପିଲା ଉପରେ କିପରି ଖରାପ ପ୍ରଭାବ ପକାଉଛି […]
ଆଜିର ବ୍ୟସ୍ତବହୁଳ ଜୀବନରେ ସଡ଼କ ଦୁର୍ଘଟଣା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ଟିଭି ଖୋଲିଲେ ଦୁର୍ଘଟଣା। ଖବରକାଗଜ ଖୋଲୁଖୋଲୁ ଦୁର୍ଘଟଣା ଖବର। ସୋଶାଲ ମିଡିଆରେ ବି ଦୁର୍ଘଟଣାର ଲାଇଭ୍। ପ୍ରତି ବର୍ଷ ଭାରତରେ ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ୧୨ ଲକ୍ଷ ୭୦ ହଜାର ଲୋକ ଗୁରୁତର ଆହତ ହେଉଛନ୍ତି। ପ୍ରତି ୪ମିନିଟ୍ରେ ଜଣେ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏକ ସର୍ବେକ୍ଷଣ କହୁଛି, ପ୍ରତିଦିନ ପ୍ରାୟ […]
ରୋଜାଲିନ୍ ରଥ ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିସାତ୍ ମଧ୍ୟ କରିଦେଇପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳ ଶକ୍ତି ଉପରେ। ଆଜିକାଲି ଦେଖାଯାଉଛି ଯେ,ଦାମ୍ପତ୍ୟ ସମ୍ପର୍କ ଅଧିକା ଦିନ ତିଷ୍ଠି ପାରୁନାହିଁ। ତେବେ ପଢ଼ନ୍ତୁ କିପରି ଏକ ହସ ଖୁସିର ସହ ଦାମ୍ପତ୍ୟ ଜୀବନ ବିତାଇବେ। ୧.ଯେତେବେଳେ ଆପଣ ନିଜ ମନ କଥା ସ୍ୱାମୀଙ୍କ ଆଗରେ କହିବାକୁ […]
(ରୋଜାଲିନ୍ ରଥ)ଘରେ ହେଉ କିମ୍ବା ବାହାରେ, ଆଜିର ସମାଜରେ ମହିଳାମାନେ କେଉଁଠାରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି ଅସଦାଚାରଣ ଓ ଦୁର୍ବ୍ୟବହାର। ନାବାଳିକା ବି ବାଦ୍ ପଡ଼ୁନାହାନ୍ତି। ଏହି ସବୁରୁ ନିଜକୁ କିପରି ରକ୍ଷା କରିପାରିବେ ସେ ନେଇ ଝିଅମାନେ ଜାଣିବା ନିହାତି ଦରକାର। କାରଣ ବିପଦ ସମୟରେ ଆପଣଙ୍କ ପାଖରେ ଆପଣଙ୍କ ସମ୍ପର୍କୀୟ ବଞ୍ଚାଇବାକୁ ନ ଥିବେ। ସେହି ସମୟରେ କିପରି ଆପଣ ବିପଦକୁ ଏଡ଼ାଇ […]