ବାସ୍ତୁ ଅନୁଯାୟୀ ମନି ପ୍ଲାଣ୍ଟକୁ ଘରେ ଲଗାଇବା ଦ୍ୱାରା ସ୍ୱାସ୍ଥ୍ୟ,ଧନ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । କିନ୍ତୁ ଏହାକୁ ଯଦି ସଠିକ୍ ଦିଗରେ ରଖାଯାଏ ନାହିଁ ତେବେ ଏହା ମଧ୍ୟ ଦୁର୍ଭାଗ୍ୟ ଆଣିପାରେ ।