Advertisment

Daily Horoscope, 13 Sept 2021: ଜାଣନ୍ତୁ ଆଜିର ରାଶିଫଳ

କ’ଣ ରହିଛି ଆପଣଙ୍କର ଆଜିର ଭାଗ୍ୟଫଳ ? କେଉଁ ରାଶି ପାଇଁ କ’ଣ ଶୁଭ ରହିଛି ଆସନ୍ତୁ ଜାଣିବା।

author-image
Minati Mishra
ଅଦ୍ୟତନ ହୋଇଛି
Daily Horoscope

Daily Horoscope

କ’ଣ ରହିଛି ଆପଣଙ୍କର ଆଜିର ଭାଗ୍ୟଫଳ ? କେଉଁ ରାଶି ପାଇଁ କ’ଣ ଶୁଭ ରହିଛି ଆସନ୍ତୁ ଜାଣିବା। 

Advertisment

ଆଜି ୨୦୨୧, ସେପ୍ଟେମ୍ବର ମାସ ୧୩ ତାରିଖ ସୋମବାର। ସିଂହ ୨୮ ଦିନ ଭାଦ୍ରବ ମାସ ,ଶୁକ୍ଳପକ୍ଷ ସପ୍ତମୀ ତିଥି, ଅନୁରାଧା ନକ୍ଷତ୍ର। ବିଛାଚନ୍ଦ୍ର।  ଆଜି ମିଥୁନ ରାଶିର ଘାତବାର । ଆଜିର ଦିନରେ ତାଳ ଖାଇବା ମନା 

ମେଷ-
ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ । ନଚେତ ଦୁର୍ଘଟଣାର ସମ୍ମୁକୀନ ହେବାର ଆଶଙ୍କା ରହିଛି । ଛାତ୍ର ଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ।
ପ୍ରତିକାର-  ଗଂ ଗଣପତୟ ନମଃ ଜପ କରନ୍ତୁ
ବୃଷ-
ସରକରୀ କାର୍ଯ୍ୟରେ ଲାଭବାନ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଧନଲାଭ ଯୋଗ ରହିଛି। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦମ୍ପତ୍ୟ ସୁଖମୟ ହେବ।
ପ୍ରତିକାର-  ଧଳା ବସ୍ତ୍ର ପରିଧାନ କରନ୍ତୁ।

Advertisment

ମିଥୁନ-
କର୍ମକ୍ଷେତ୍ରକୁ ନେଇ ଯୋଉ ଚିନ୍ତାରେ ଥିଲେ ତାହା ଆଜି ଦୂରିଭୁତ ହେବ। ନୂତନ ଆୟ ରହିବାରୁ ମନ ଖୁସି ରହିବ। ବ୍ୟବସାୟ ପାଇଁ ଦୁରସ୍ଥାନକୁ ଯାତ୍ରା କରିବେ ।
ପ୍ରତିକାର- ଶେତ୍ୱ ଚନ୍ଦନ ମଥାରେ ଲଗାନ୍ତୁ

କର୍କଟ-
ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ପାରିବାରିକ ଅଶାନ୍ତି ଦେଖାଦେବ । ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ।

ପ୍ରତିକାର- ମହାଦେବଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ

ସିଂହ-
ପାରିବାରିକ ସମସ୍ୟାକୁ ନେଇ ଅପବାଦ ଯୋଗ ରହିଛି । ନୁତନ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଲାଭବାନ ହେବେ
ପ୍ରତିକାର  କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ।
କନ୍ୟା- 
ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇପାରିବେ। ଅର୍ଥଲାଭର ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଘରକୁ ଅତିଥୀ ଆ।ଗମନ କରିବେ।
ପ୍ରତିକାର -  ବ୍ରହ୍ମଣଙ୍କୁ ପ୍ରଣାମ କରନ୍ତୁ

ତୁଳା-
ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତିହେବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତ୍ୟେକ କାର୍ଯ୍ୟରେ  ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବ ।
ପ୍ରତିକାର-  ମା’ଙ୍କୁ ପ୍ରଣାମ କରନ୍ତୁ  

ବିଛା- 
ପାରିବାରିକ କଳହ ଲାଗି ରହିବ ଏବଂ ଶରୀରରେ ଆଘାତ ଲାଗିବ। ଅପରାହ୍ନରେ ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହେବ।ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ଲାଲ ସିନ୍ଦୁର ମଥାରେ ଲଗାନ୍ତୁ 

ଧନୁ-
କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ। ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ପ୍ରତିକାର- ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ  

ମକର-
ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ସୁଚିନ୍ତା କରିବେ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ ।ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।
ପ୍ରତିକାର-  କୁକୁରକୁ ଖାଦ୍ୟ ଦିଅନ୍ତୁ
କୁମ୍ଭ -
ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦରେ ରହିବେ। ପରିବାରପାଇଁ ବନ୍ଧୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବେ। ଆୟ ଅନୁପାତରେ ବ୍ୟୟ ଅଧିକ ହେବ।
ପ୍ରତିକାର- ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ।

ମୀନ-
ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟା ସମାଧାନ ହେବ। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିବେ । ଆର୍ଥିକ ସମସ୍ୟା ଲାଗି ରହିବ 
ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ 

Horoscope Today Horoscope
Advertisment
Advertisment