ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ବର୍ଦ୍ଧିତ ଦୁଗ୍ଧ ମୂଲ୍ୟ ଆସନ୍ତାକାଲି ଠାରୁ ଲାଗୁ ହେବ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଦେଶରେ ଏହି ନୂତନ ମୂଲ୍ୟ ଲାଗୁ ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ଉପରେ…
ହାଇଦ୍ରାବାଦ: ନିଜାମ ନଗରୀରେ ଗେରୁଆ ବାନା ଉଡ଼ାଇବାରେ ସଫଳ ହୋଇଛି ବିଜେପି। ଗ୍ରେଟର ହାଇଦ୍ରାବାଦ ପୌର ର୍ନିବାଚନରେ ଦଳ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଦଳ। ଗତଥର ପୌର ର୍ନିବାଚନରେ ମାତ୍ର ୪ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବିଜେପି ଏବେ ୪୯ଟି ଆସନ ହାତେଇଛି। ତେବେ ପୂର୍ବ ଅପେକ୍ଷା କମ ଆସନ ପାଇଥିଲେ ବି କେସିଆରଙ୍କ ଟିଆରଏସ ପ୍ରଥମ ସ୍ଥାନ ବଜାୟ ରଖିଛି। ର୍ନିବାଚନ ହୋଇଥିବା ୧୫୦ ଆସନରୁ କେସିଆରଙ୍କ ଟିଆରଏସ […]
ପରମଜ୍ଞାନୀ ଚାଣକ୍ୟଙ୍କ ମାତ୍ର ୩ଟି କଥା ଆପଣଙ୍କୁ କୋଟିପତି ବନାଇବାରେ ସହାୟକ ହେବ। ଧନୀ ହେବାକୁ ହେଲେ ପ୍ରଥମେ ନିଜ ଅନ୍ତଃକରଣକୁ ଅତି ମଜଭୁତ୍ କରିବାକୁ ହେବ ଏବଂ ଆପଣଙ୍କ ନୀତି ଆଦର୍ଶ ସେପରି ବଳିଷ୍ଠ ହେବା ଦରକାର। ଚାଣକ୍ୟଙ୍କ ମତ ଅନୁସାରେ ବ୍ୟକ୍ତିଙ୍କ ଭଲ ଓ ମନ୍ଦ କାମ ଅନୁସାରେ ତାଙ୍କୁ ସେହିଭଳି ଫଳ ପ୍ରାପ୍ତ ହୁଏ। ପରୋପକାରୀ ମଣିଷ ଏବଂ ସୁକର୍ମ କରୁଥିବା ଲୋକଙ୍କ ଉପରେ ସର୍ବଦା ଲକ୍ଷ୍ମୀମାଆଙ୍କ କୃପାଦୃଷ୍ଟି ଥାଏ। ଲକ୍ଷ୍ମୀ ମାତା […]
ଭୁବନେଶ୍ୱର : ଦିନିକିଆ ସିରିଜର ବଦଲା ଟି-୨୦ରେ ଟି ସିରିଜର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯ।ନ ଆରମ୍ଭ କରିଛି ଟିମ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ୍ ହାରିଥିବା ଭାରତ ଶୁକ୍ରବାର କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତି ନେଇଥିଲା। ମୁକାବିଲାରେ ସବଷ୍ଟିଚ୍ୟୁଟ୍ ଭାବେ ଏଣ୍ଟ୍ରି କରିଥିବା ୟୁଜବେନ୍ଦ୍ର ଚହଲ ଓ ଡେବ୍ଯୁ କରିଥିବା ଟି. ନଟରାଜନଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଛି ଟିମ ଇଣ୍ଡିଆ । ଏହି ବିଜୟ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ Dearness Allowance (DA) ବୃଦ୍ଧି ପାଇବା ପୂର୍ବରୁ ଏହି ମାସ ଶେଷ ସୁଦ୍ଧା କର୍ମଚାରୀମାନଙ୍କର ଦରମା ବୃଦ୍ଧି ପାଇବ ବୋଲି ଶୁଣିବାକୁ ମିଳୁଛି। ଲାଟେଷ୍ଟ୍ ରିପୋର୍ଟ ଅନୁସାରେ, ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ(7th Central Pay Commission) ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀ ଏହି ଦରମା ବୃଦ୍ଧି ହେବ। ଯଦି ଦରମା ବୃଦ୍ଧି ହୁଏ ତା’ହେଲେ ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। […]
ଚଣ୍ଡୀଗଡ଼: ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ୍ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ନଭେମ୍ବର ୨୦ରେ ଅମ୍ବାଲାର ଏକ ହସ୍ପିଟାଲ୍ରେ ସ୍ୱେଚ୍ଛାକୃତ ଭାବେ ସେ କୋଭାକ୍ସିନର ଏକ ଡୋଜ୍ ନେଇଥିଲେ। କୋଭାକ୍ସିନର ୩ୟ ପର୍ଯ୍ୟାୟ ଟ୍ରାଏଲରେ ସେ ଏହି ଟିକା ନେଇଥିଲେ। ତେବେ କିଛି ଦିନ ପରେ ସେ […]
ମୁମ୍ବାଇ: କମେଡି ଶୋ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ମିରର୍ର ରିପୋର୍ଟ ଅନୁସାରେ, ନଭେମ୍ବର ୨୭ରେ ମୁମ୍ବାଇର କାନ୍ଦିବଲି ସ୍ଥିତ ଘରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଅଭିଷେକଙ୍କ ମୃତଦେହ ମିଳିଥିଲା। ତେବେ ମୃତ୍ୟୁର ସପ୍ତାହକ ପରେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ୩୭ ବର୍ଷୀୟ ଅଭିଷେକ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ […]
ବିଜ୍ଞାନ ମଣିଷକୁ ଅନେକ ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚାଇଛି। ଯେମିତିକି ଅନ୍ୟଗ୍ରହରେ ମଣିଷକୁ ବିଜ୍ଞାନ ହିଁ ପହଞ୍ଚାଇପାରିଛି। ସେମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଆମେରିକାରେ ଗୋଟିଏ ୨୭ ବର୍ଷର ଶିଶୁ ଜନ୍ମ ହୋଇଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ କଥାଟା ଠିକ୍। କିନ୍ତୁ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ହିସାବ କରାଯାଇଛି। ପ୍ରକୃତରେ, ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ ଭ୍ରୁଣକୁ ଫ୍ରିଜ୍ କରାଯାଇଥିଲା। ଏହି ଭ୍ରୁଣ ଫେବୃଆରୀ […]
ଭୁବନେଶ୍ୱର: ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଘୋଷଣା:୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଆଉ ୩ ଜିଲ୍ଲା ଏଥିରେ ସାମିଲ ହେଲା ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ…
ଭେ।ଟରଙ୍କ ମନ ଜିତିବାର ସମସ୍ତ କୌଶଳ ମେ।ଦୀଙ୍କୁ ବେଶ ଭଲ ଭାବରେ ଜଣା । କେମିତି ଭାବରେ ଲେ।କଙ୍କ ମନ ଜିଣିବାକୁ ହୁଏ ସେଥିରେ ସିଦ୍ଧହସ୍ତ ।
ନୂଆଦିଲ୍ଲୀ: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ହେଲେ ମ୍ୟୁନିସିପାଲିଟି କାଉନ୍ସିଲର ମନୋଜ ମହଲୱତ। ଭ୍ରଷ୍ଟାଚାର ଅଭିଯୋଗରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି କାଉନ୍ସିଲର ମନୋଜ ମହଲୱତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା […]
ଗୁରୁଗ୍ରାମ: ତିନି ରାତିରେ ୩ଟି ହତ୍ୟାକାଣ୍ଡ ଭିଆଇଲା ୨୨ ବର୍ଷୀୟ ସିରିଏଲ୍ କିଲର ମହମ୍ମଦ ରାଜୀ। ସେ ପୁଣି ଅଜବ ପ୍ରକାର ହତ୍ୟାକାଣ୍ଡ। କେମିତି ଲଗାତାର ଘଟୁଛି ବୀଭତ୍ସ୍ୟ ହତ୍ୟାକାଣ୍ଡ, ତାର ଖିଅ ପାଇଲାନି ପୋଲିସ। କିନ୍ତୁ ଆଇନର ହାତ ବେଶ୍ ଲମ୍ବା। ହତ୍ୟାକାରୀ ଯେତେ ଚାଲାକ୍ ହେଲେବି ପୋଲିସ ପଞ୍ଝାରେ ପଡ଼ିବା ଥୟ। ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ତିନିଟି ରାତିରେ ହରିୟାଣାର ଗୁରୁଗ୍ରାମରେ ଘଟିଛି। ଏବେ ସିରିୟଲ ମହମ୍ମଦଙ୍କୁ ଇଫ୍କୋ ଚୌକ ଦିଲ୍ଲୀରୁ ଗିରଫ […]
ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପତ୍ନୀକୁ ପୋଡି ହତ୍ୟା କରିବା ପରେ ମରଶରୀରକୁ ସୁଟକେସରେ ରଖି ଏକ ନିଛାଟିଆ ସ୍ଥାନରେ ପୋତି ଦେଇଛନ୍ତି ସ୍ୱାମୀ । ପୋଲିସ ସୁଟକେସକୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି…
ପାଖରେ ଟଙ୍କା ଥିଲେ ଜଣେ କିଛି ବି କରିପାରିବ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁ ଘଟଣାରେ ଜଣେ କୋଟିପତି କେବଳ ବର୍ଗର ଖାଇବା ପାଇଁ ହେଲିକପ୍ଟର ଭଡ଼ା କରି ପ୍ରାୟ ୩୬୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଋଷରେ ଏଭଳି ଅଜବ ଘଟଣା ଘଟିଛି। ଘଟଣା ଅନୁସାରେ, ଏହି ଧନୀ ବ୍ୟକ୍ତିଙ୍କର ବର୍ଗର ଖାଇବାକୁ ଇଚ୍ଛା ହେଲା। ହେଲେ ଆଖପାଖରେ ଥିବା କୌଣସି ଦୋକାନ ତାଙ୍କର ପସନ୍ଦ ଆସିଲା ନାହିଁ। ଯେଉଁଥିପାଇଁ ସେ ଦୁଇ […]