• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Corona
କମିବାରେ ନା ନେଉନାହିଁ ସଂକ୍ରମଣ: ୨୪ ଘଂଟାରେ ୧୧୭୩୨ ଆକ୍ରାନ୍ତ ହେଲେ ଚିହ୍ନଟ

ରାଜ୍ୟରେ ଥମିବାରେ ନା ନେଉ ନାହିଁ ସଂକ୍ରମଣ। ପୁଣି ଥରେ ଉପରମୁହାଁ ରହିଛି କରୋନା ଗ୍ରାଫ୍‌। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

taukte
ପ୍ରଚଣ୍ଡ ରୂପ ନେଇ ଗୁଜରାଟ ଆଡକୁ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ

ତାଉ ଦେଖାଇ ମାଡ଼ି ଚାଲିଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ କେରଳରେ ତାଣ୍ଡବ ରଚିଲା ବର୍ଷା, ଗାଁରେ ପଶିଲା ଜୁଆର ୧୮ରେ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ ପୂର୍ବାନୁମାନ ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ବାତ୍ୟା ତାଉତେ । ଅନେକ ରାଜ୍ୟକୁ…

corona
ଲକଡାଉନ୍‌ ପରେ ବି ରାଜ୍ୟରେ କାହିଁକି କମୁନାହିଁ କରୋନା ସଂକ୍ରମଣ

ଦେଶରେ କମୁଛି, ହେଲେ ରାଜ୍ୟରେ ଥମୁନି କରୋନା ସଂକ୍ରମଣ। କରୋନା ଦ୍ୱିତୀୟ ଲହର ଢେଉ ଭଳି ମାଡ଼ି ଆସିବା ପରେ ଲକଡାଉନ୍ ଷ୍ଟ୍ରାଟେଜି ପାଇଁ ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ଅଧିକ ପ୍ରଭାବିତ ରାଜ୍ୟରେ ଖସୁଛି ସଂକ୍ରମଣ ହାର

corona
‘ଭାରତରେ ଚିହ୍ନଟ B 1.617.2 ଭାରିଏଣ୍ଟକୁ ରୋକିବା ପାଇଁ ଟିକାକରଣ କମ ପ୍ରଭାବଶାଳୀ’

 B 1.617.2ଭାରିଏଣ୍ଟକୁ  ନେଇ ବ୍ରିଟେନ୍ ବୈଜ୍ଞାନିକ ଏନ୍ଥନୀ ହାର୍ନଡେନଙ୍କ ଚେତାବନୀ ହାର୍ନଡେନ୍ କହିଛନ୍ତି, ଭ୍ୟାକ୍ସିନ ମଧ୍ୟ ଏହି ଭାରିଏଣ୍ଟର ସଂକ୍ରମଣ ରୋକିବାରେ କମ ପ୍ରଭାବଶାଳୀ କରୋନା ଭାଇରସର ଏହି ଭାରିଏଣ୍ଟ ସର୍ବପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ତେବେ ଏହି ଭାରିଏଣ୍ଟ ଅଧିକ…

cyclone
ମାଡ଼ି ଆସୁଛି ବାତ୍ୟା: ଏପଟେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ରହିଛି ସମ୍ଭାବନା

ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହେଉଛି ସାମୁଦ୍ରିକ ଝଡ଼ ତାଉତୋ। ଘଣ୍ଟା ପ୍ରତି ଏବେ ୯ କିଲୋମିଟର ବେଗରରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ଏହି ବାତ୍ୟା ଗୋଆର ପାଣାଜୀ ଠାରୁ ୧୫୦ କିଲୋମିଟର ଏବଂ ମୁମ୍ବାଇ ଉପକୂଳରୁ ୪୯୦ କିଲୋମିଟର ଏବଂ ଗୁଜରାଟର ବୀରବଲ ଉପକୂଳରୁ ୭୩୦ କିଲୋମିଟର ଦୂରରେ ରହିଛି।

vaccine
ବିଏମସିର ବଡ଼ ନିଷ୍ପତ୍ତି: ଏଣିକି ଡୋରଷ୍ଟେପରେ ମିଳିବ ଟିକାକରଣ ସହ ଟେଷ୍ଟିଂ ସୁବିଧା

ଏଣିକି ଡୋରଷ୍ଟେପରେ ମିଳିବ ଟିକାକରଣ ସହ ଟେଷ୍ଟିଂ ସୁବିଧା। ଅର୍ଥାତ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗକୁ ଘରୁ ନେଇ ଟିକା ଦିଆଯିବ ଏବଂ ଘରେ ଆଣି ଛଡ଼ାଯିବ। ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତିା

shutdown
ସପ୍ତାହାନ୍ତ ସଟଡାଉନ୍‌: ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ

୨ ଦିନିଆ ସପ୍ତାହାନ୍ତ ସଟଡାଉନ୍‌ର ଶେଷ ଦିନ। ଆଜି ରବିବାର ତେଣୁ ଆଜି ସରିବ ସପ୍ତାହାନ୍ତ ସଟଡାଉନ୍‌। ରାଜ୍ୟରେ ଦୈନିକ ବଢିଚାଲିଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ୍‌ କରାଯାଇଛି

Gaza Building
Israel-Hamas Conflict: ମିସାଇଲ ମାଡ଼ରେ ୨ ସେକେଣ୍ଡରେ ମାଟିରେ ମିଶିଗଲା ୧୨ ମହଲା ବିଶିଷ୍ଟ ଗାଜା ଟାଓ୍ୱାର୍

ମାତ୍ର ୨ ସେକେଣ୍ଡରେ ମାଟିରେ ମିଶିଗଲା ୧୨ ମହଲା ବିଶିଷ୍ଟ ଗାଜା ଟାଓ୍ୱାର୍ । ଇସ୍ରାଏଲର ମିସାଇଲ୍ ମାଡ଼ରେ ଭୟଙ୍କର ବିସ୍ଫୋରଣ ପରେ ଫିଲିସ୍ତିନରେ ଏହି ବିଶାଳ କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ଅନ୍ତର୍ଜାତୀୟ ଗଣାମାଧ୍ୟମ ସଂସ୍ଥା ଆସୋସିସିଏଟେଡ୍ ପ୍ରେସ୍…

liquor home delivery
ଏଣିକି ଲକଡାଉନରେ ବି ମିଳିବ ମଦ, ହୋମ ଡେଲିଭରୀ ପାଇଁ ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍ ମଦ ବିକ୍ରି ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ଫଳରେ ଦୋକାନିମାନେ ଅନଲାଇନ ଜରିଆରେ ମଦ ବିକ୍ରି କରିପାରିବେ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏ ଅନଲାଇନରେ ମଦ ବିକିବା…

swargadwar
ନୂଆ ରୂପରେ ଲୋକାର୍ପିତ ହେଲା ପୁରୀ ସ୍ୱର୍ଗଦ୍ୱାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଶନିବାର ଏହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ କରାଯାଇଛି…

ask
ମା’ ପରେ ଚାଲିଗଲା ଝିଅ, କରୋନା ସନ୍ଦେହରେ ‍ଆସିଲେନି ବନ୍ଧୁ ପରିଜନ ! ପ୍ରଶାସନ କଲା ଅନ୍ତିମ ସଂସ୍କାର

ବ୍ରହ୍ମପୁର: ମାଆ ଓ ଝିଅର ମୃୃତଦେହକୁ ଛୁଇଁଲେନି ଗ୍ରାମବାସୀ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ କଲେ ଶବସତ୍କାର । ଗଂଜାମ ଜିଲ୍ଲା ଆସିକା ଅଂଚଳରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା । ସାନଖେମୁଣ୍ଡି…

medicine
ମାତିଛନ୍ତି ଅସାଧୁ ବ୍ୟକ୍ତି ଏବଂ ମୁନାଫାଖୋର୍ ବ୍ୟବସାୟୀ: କରୋନାର ସଙ୍କଟ ଭିତରେ ଚାଲିଛି କଳାବଜାରୀ

ଭୁବନେଶ୍ଵର: ମହାମାରୀର ମଉକା ଦେଖି ମାତିଛନ୍ତି ମୁନାଫାଖୋର୍।  କରୋନା କଷ୍ଟବେଳେ ଚଳାଇଛନ୍ତି ବେଧଡ଼କ କଳାବଜାରୀ। ଅକ୍ସିଜେନ୍ ସିଲିଣ୍ଡରଠୁ ଆମ୍ବୁଲାନ୍ସ ଯାଏଁ, ସେବା ନାଁରେ ଚଳାଇଛନ୍ତି ଶୋଷଣର ଗୋଲକଧନ୍ଧା। ଭୁବନେଶ୍ୱର ପ୍ରଶାନ୍ତି ବିହାରର ରତିକାନ୍ତ ନାୟକ। କମ୍ ବେତନ ପାଉଥିବା ଏକ ଛୋଟମୋଟ ଘରୋଇ…

Tauktae
ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ବୋଝ ଉପରେ ନଳିତା ବିଡ଼ା, କରୋନା ପରେ ଏବେ ‘ତାଉତେ’ ଡର..

ମହାମାରୀ ସହ ଲଢ଼ି ଲଢ଼ି ସ୍ଥିତି ଟିକିଏ ସୁଧୁରିଛି କି ନାହିଁ, ମହାରାଷ୍ଟ୍ର ଓ ଗୁଜରାଟ ଉପରେ ଘୋଟି ଆସିଲାଣି ବାତ୍ୟା ବିପଦ । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ ଭୟଙ୍କର ରୂପ ନେଇ କୋଙ୍କଣ ତଟ ନିକଟ…

mask
ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୦୨୪୫୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆରୋଗ୍ୟଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ଅଛନ୍ତି।…

ratha
ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା। ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ପୁରୀ ପୋଲିସ ଏଥିଲାଗି କଡ଼ା ପଦକ୍ଷେପ ନେଇଛି। ୧୪୪ ଧାରା…

Modi
ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, କହିଲେ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ବୃଦ୍ଧି କରାଯାଉ

ନୂଆଦିଲ୍ଲୀ: ଦେଶର ଯେଉଁ ଜିଲ୍ଲାରେ ଅଧିକ କରୋନା ସଂକ୍ରମଣ ହେଉଥିବା ଜାଣାପଡ଼ୁଛି, ସେହି ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଆବଶ୍ୟକ । ଏନେଇ ଶନିବାର ଦେଶରେ କରୋନା ମହାମରୀ ସ୍ଥିତି ଏବଂ ଟକାକରଣ ନେଇ ସମୀକ୍ଷା…

କୋଭିଶିଲ୍ଡ ୨ୟ ଡୋଜ୍ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି

ନୂଆଦିଲ୍ଲୀ : କୋଭିଶିଲ୍ଡ ୨ୟ ଡୋଜ୍ ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି ଘଟଣା। ବ୍ୟବଧାନ ବୃଦ୍ଧି ବିଜ୍ଞାନସମ୍ମତ ବୋଲି କହିଲେ ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍। ବୈଜ୍ଞାନିକମାନଙ୍କ ସୁପାରିସକୁ ନେଇ ବ୍ୟବଧାନ ଅବଧି ବୃଦ୍ଧି କରାଯାଇଛି। ତେବେ ଟିକା ଅଭାବ…

ଘରେ ରଖନ୍ତୁ ନାହିଁ ଏହି ଜିନିଷ; ନକରାତ୍ମକତା ଆଣେ

ବାସ୍ତୁଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ଘର ଭିତରେ ଶୁଭ ଆଣୁଥିବା ବେଳେ କିଛି ଜିନିଷ ହେତୁ ଘରେ ନକାରାତ୍ମକ ଶକ୍ତି ବଢି ପାରିବାରିକ କଳହ, ଋଣ ବୃଦ୍ଧି, ଆର୍ଥିକ ସଙ୍କଟ ଇତ୍ୟାଦି ସାମ୍ନା କରିବାକୁ ପଡେ। ଯଦି ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଓ ଏଥିରୁ ମୁକୁଳିବାର କୌଣସି ଉପାୟ ନ ମିଳେ ତା’ହେଲେ ତୁମ ଘରେ ପଡ଼ିଥିବା ଜିନିଷ ଉପରେ ନଜର ପକେଇବାକୁ ହେବ।

deadbody
ଆଗ ପଛ ହୋଇ ଚାଲିଗଲେ ମା, ଝିଅ: କରୋନା ସନ୍ଦେହରେ ଶବ ସତ୍କାର କଲେନି ଗାଁ ଲୋକେ

ଆସିକା (ମନୋଜ ମୁନୀ): ମହାମାରୀର ଭୟ ଏତେ ଯେ, ଶବ ଦେଖିଲେ ନିଜ ସମ୍ପର୍କୀୟ ବି ୨ କୋଷ ଦୂରକୁ ଘୁଞ୍ଚିଯାଉଛନ୍ତି । କରୋନା ସନ୍ଦେହରେ ଗାଁ ଲୋକେ ମା ଓ ଝିଅଙ୍କ କଲେନି ଶବସତ୍କାର । ଏପରିକି ମୃତଦେହ ଉଠାଇବାକୁ…

Sanjaya Singh
ବିଏମସିର ନୂଆ ବ୍ୟବସ୍ଥା, ଏଣିକି ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକାକରଣ କରାଯିବ

ଭୁବନେଶ୍ୱର: ବିଏମସିର ନୂଆ ବ୍ୟବସ୍ଥା । ଏଣିକି ଫୋନ୍ କଲେ ଘରେ ପହଞ୍ଚିବ ବିଏମସି । ‍ଆଉ ସାମ୍ପୁଲ ସଂଗ୍ରହ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଏଣିକି…

ଚୀନର ବଡ଼ ଉପଲବ୍ଧି

ଚୀନ୍ ଅଭିଯାନର ଜ୍ୟୁରୋଗ୍ ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିବାବେଳେ ତିନି ମାସ ପୂର୍ବେ ଆମେରିକୀୟ ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଛି। ଏହାକୁ ଚୀନ୍‌ର ଏକ ବଡ଼ ସଫଳତା ବୋଲି ବୁଝିବା ଜରୁରୀ ଅଟେ।

Suresh-Mahapatra
ଟିକା ପାଇଁ ଟେଣ୍ଡର ! ଚାରି ମାସରେ ‍ଆସିପାରେ ୩.୮ କୋଟି ଭ୍ୟାକ୍ସିନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଶେଷ କରି ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦…

Randeep Guleria
‘ବ୍ଲାକ୍ ଫଙ୍ଗସ’କୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି…

dgp
ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ ଆତ୍ମସମର୍ପଣ କରନ୍ତୁ: ଡିଜିପି

କଳାହାଣ୍ଡି : ମାଓ ଦମନ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ। ବିଏସ୍ଏଫ୍ କ୍ୟାମ୍ପରେ ସମୀକ୍ଷା ବେଳେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି। ଯଦି କେହି ମାଓବାଦୀ କରୋନା ସଂକ୍ରମିତ, ତା ହେଲେ ଆତ୍ମସମର୍ପଣ…

wear mask
୪ ଗୁଣା ଅଧିକ ସତର୍କ ହୁଅ, ଘରେ ରହିଲେ ବି ମାସ୍କ ପିନ୍ଧ: ତ୍ରେହାନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁଁ ସ୍ଥିତି ସଂଗୀନ ହେଉଥିବାବେଳେ ସୁରକ୍ଷିତ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ,…