• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rape
ଲିଫ୍ଟ ଦେବା ବାହାନାରେ ମହିଳାଙ୍କ ସହିତ ଦୁଷ୍କର୍ମ କଲେ ୭ ଅଭିଯୁକ୍ତ

କାଙ୍ଗ୍ରା: ଗାଡ଼ିରେ ଲିଫ୍ଟ ଦେବା ବାହାନାରେ ମହିଳାଙ୍କ ସହିତ ଦୁଷ୍କର୍ମ କଲେ ୭ ଅଭିଯୁକ୍ତ। ପ୍ରଥମେ ଏକ ଫାର୍ମରେ ଦୁଷ୍କର୍ମ କରିବା ପରେ  ମହିଳାଙ୍କୁ ମେକ୍ଲୋଡ୍‌ଗଞ୍ଜର ଏକ ହୋଟେଲ୍‌କୁ ନେଇ ଯାଇ ପୁଣିଥରେ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ। ଗୁରୁବାର ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ। ଘଟଣାରେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗଗଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଛି। ପୀଡ଼ିତା ପୁଲିସକୁ କହିବାନୁଯାୟୀ, ସେ ବନୋଇ ଠାରେ ଏକ ବସ୍‌କୁ ଅପେକ୍ଷା କରିଥିଲେ। […]

shahsi-tharoor
ହେଟ୍ ସ୍ପିଚ୍ ପୋଷ୍ଟିଂ ପ୍ରସଙ୍ଗ; ନିଜ ପକ୍ଷ ରଖିବାକୁ ଫେସ୍‌ବୁକ୍‌କୁ ନୋଟିସ କଲେ ଶଶୀ ଥରୁର

ନୂଆଦିଲ୍ଲୀ: ଦ୍ୱେଷ ଉଦ୍ରେକକାରୀ ପୋଷ୍ଟ ମାମଲାରେ ଫେସବୁକକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ସମନ କରିଛି। କମିଟି ଆଗରେ ହାଜର ହୋଇ ଏନେଇ ପକ୍ଷ ରଖିବାକୁ କମିଟି ଅଧ୍ୟକ୍ଷ ଶଶୀ ଥରୁର ଫେସବୁକକୁ ସମନ କରିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ନାଗରିକ ସୁରକ୍ଷା ପ୍ରସଙ୍ଗରେ ପକ୍ଷ ରଖିବାକୁ ସମନରେ କୁହାଯାଇଛି। ବିଶେଷ କରି ମହିଳାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି। ଫେସବୁକର ପ୍ରତିନିଧି ବ୍ୟତୀତ ଇଲେ୍ରୋନିକ୍ସ ଆଣ୍ଡ ଆଇଟି ମନ୍ତ୍ରାଳୟର ଅଧିକାରୀଙ୍କୁ ମଧ୍ୟ ସେପଟେମ୍ବର […]

sbp
ସୁଧୁରୁନି ପ୍ରଖ୍ୟାତ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା; ଏବେବି ଗୁରୁତର

ଚେନ୍ନାଇ: କରୋନା ଆକ୍ରାନ୍ତ ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମ(ଏସ୍‌ବିପି)ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଚେନ୍ନାଇର ଏମ୍‌ଜିଏମ୍ ହେଲ୍‌ଥ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କୁ ଆଇସିୟୁର ଭେଣ୍ଟିଲେଟର୍ ଓ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ନେଇ ଏମଜିଏମ୍ ହେଲ୍‌ଥ କେୟାର ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ଏହି ଟିମ୍ ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟର ପ୍ରତିଟି ଦିଗ […]

pinak
ନିଜସ୍ୱ ଜ୍ଞାନକୌଶଳରେ ଭାରତ ତିଆରି କଲା ରକେଟ୍‌ ପିନାକ

ନୂଆଦିଲ୍ଲୀ: ଶତ୍ରୁର ମୁକାବିଲା ଲାଗି ଭାରତ ଏବେ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଘାତକ ଅସ୍ତ୍ର ପିନାକ ରକେଟ ପ୍ରସ୍ତୁତ କରିଛି ଭାରତ। ଡିଆରଡିଓ ପକ୍ଷରୁ ପୋଖରାନର ଏକ ଫାୟାରିଂ ରେଂଜରେ ଏହାର ପରୀକ୍ଷଣ କରାଯାଇଛି। ପରୀକ୍ଷାମୂଳକ ଭାବେ ୬ଟି ପିନାକ ରକେଟର ପରୀକ୍ଷା କରାଯିବା ପରେ ଏହା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଭେଦ କରିଥିଲା। ଯେ କୌଣସି ପାଗରେ ଏହି ଅତ୍ୟାଧୁନିକ ରକେଟ୍ ଶତ୍ରୁକୁ ଟାର୍ଗେଟ କରିପାରିବ। ପ୍ରଥମଥର ପାଇଁ ଘରୋଇ ନିର୍ମାତାଙ୍କ […]

ରିୟା-ମହେଶ ଭଟ୍ଟଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ଭାଇରାଲ୍‌

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଏହି ସମୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଏକ ହ୍ୱାଟ୍ସଆପ୍‌ ଚାଟ୍‌ ଭାଇରାଲ ହୋଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ରିୟାଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ଏହି ବାର୍ତ୍ତାଳାପ ହୋଇଥିଲା। ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡ଼ି ଯିବା ପରେ ମହେଶ ଭଟ୍ଟଙ୍କୁ ରିୟା ହ୍ୱାଟ୍ସଆପ୍‌ରେ ମେସେଜ୍ […]

telengana
ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଅଗ୍ନିକାଣ୍ଡ; ୧୦ ଉଦ୍ଧାର, ୯ ନିଖୋଜ୍

ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡି ଘଟିଛି। ଏଥିରେ ୯ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି। ଗୁରୁବାର ରାତି ପ୍ରାୟ ୧୦.୩୦ରେ ପାୱାର ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ପ୍ରାୟ ୧୯ ଜଣ କାମ କରୁଥିଲେ। ମିଳିଥିବା ସଦ୍ୟ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଏବେବି ନିଖୋଜ ଅଛନ୍ତି। ଏହି ୯ ଜଣଙ୍କ ମଧ୍ୟରେ […]

ranjna-gogoi
ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ତଦନ୍ତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାର ପତି ରଞ୍ଜନ ଗୋଗୋଇ ଏକ ମାମଲାରେ ଭୁଲ୍‌ ରାୟ ଦେଇଥିବା ନେଇ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ୨୦୧୮ରେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଏହି ଆବେଦନ ହୋଇଥିଲା। ଆଜି ଏହି ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ସିଜେଆଇ ରଞ୍ଜନ ଗୋଗୋଇ ଅବସର ନେଇସାରିଛନ୍ତି। ତେଣୁ ଏହି ଆବଦେନ ଏବେ ମୂଲ୍ୟହୀନ। କିନ୍ତୁ ଆବେଦନକର୍ତ୍ତାଙ୍କ ଯୁକ୍ତି ଥିଲା ଯେ ସେ ୨୦୧୮ରୁ ଏହି ଅଭିଯୋଗ […]

aslam'
ଦିଲ୍ଲୀପ କୁମାରଙ୍କ ସାନଭାଇ ଅସଲମ ଖାନଙ୍କ ପରଲୋକ; କରୋନାରେ ଆକ୍ରାନ୍ତ ଥିଲେ

ମୁମ୍ବାଇ: ଭେଟେରାନ ଫିଲ୍ମ ଷ୍ଟାର ଦିଲ୍ଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କର ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଷ୍ଟାର୍ ଦିଲ୍ଲୀପ କୁମାର ଏନେଇ ଏକ ଟ୍ୱିଟ୍‌କୁ ରିଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଲୀଳବତୀ ହସ୍‌ଟିପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କ ସହିତ ତାଙ୍କ  ବଡ଼ ଭାଇ ଇସାନ ଖାନ ମଧ୍ୟ […]

sushant
ଆକ୍ସନ୍‌ ମୁଡ୍‌ରେ CBI: ରିୟାଙ୍କ ଭାଇ ଓ ସୁଶାନ୍ତଙ୍କ ରୋଷେୟାଙ୍କୁ ପଚରାଉଚରା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି CBIର ସ୍ପେଶାଲ୍‌ ଟିମ୍‌। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା ଚଳାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ମାମଲାର ତଦନ୍ତ ପାଇଁ ଶୌଭିକଙ୍କୁ ସିବିଆଇ ଟିମ୍‌ ଗେଷ୍ଟ ହାଉସ୍‌କୁ ଡକାଇଥିଲେ। ଏହାପରେ ତାଙ୍କୁ ସେଠାରେ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ରୋଷେୟା ନିରଜଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରାଉଚରା ଚଳାଇଥିବା ଜଣାପଡ଼ିଛି।  ପୂର୍ବରୁ […]

lalu
RJD ମୁଖ୍ୟ ଲାଲୁ ଯାଦବଙ୍କ ସୁରକ୍ଷାରେ ଥିବା ୯ ସୁରକ୍ଷା କର୍ମୀଙ୍କୁ କରୋନା

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ ଜଣ ସୁରକ୍ଷା କର୍ମୀଙ୍କୁ କରୋନା। ଶୁକ୍ରବାର ଲାଲୁଙ୍କ ସୁରକ୍ଷା କର୍ମୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ୭୨ ବର୍ଷୀ ଲାଲୁ ବର୍ତ୍ତମାନ କେଲି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ କୋଭିଡ୍ କେସ୍‌ ବଢ଼ିବାରୁ ତାଙ୍କୁ ଡାକ୍ତରଖାନାରୁ କେଶି ବଙ୍ଗଲୋକୁ ପଠାଇଯାଇଥିଲା। […]

kejriwal
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ : ଡାକ୍ତରଙ୍କୁ ଦିଆଯାଉ ଭାରତ ରତ୍ନ

ନୂଆଦିଲ୍ଲୀ : ସଙ୍କଟ ସମୟର ଦେବଦୂତଙ୍କୁ ଦିଆଯାଉ ଭାରତ ରତ୍ନ ପୁରସ୍କାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିଜର ଦାବି ଜଣାଇଛନ୍ତି । ଚଳିତ ବର୍ଷ ଡାକ୍ତରଙ୍କୁ ଭାରତ ରତ୍ନ ଦେବା ପାଇଁ…

ଆଜି ବାଲି ତୃତୀୟା: ଭିନ୍ନ ଏକ ଓଡ଼ିଆ ପରମ୍ପରା

|| ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ । ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ || ଆଜି ବାଲି ତୃତୀୟା। ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ। ଏହି ପର୍ବ ଭାରତ ବର୍ଷରେ କେବଳ ଓଡ଼ିଶାରେ ହିନ୍ଦୁ ତଥା ବିଶେଷ କରି ବ୍ରାହ୍ମଣ ପରିବାରର ଗୁଡ଼ିକରେ ପାଳନ କରାଯାଏ। ବିବାହିତା ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା […]

corona
୨୪ ଘଣ୍ଟାରେ ସୁସ୍ଥ ହେଲେ ୬୨, ୨୮୨; ବଢ଼ିଲା ସୁସ୍ଥ ହାର

ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟାକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରେକର୍ଡ ସଂଖ୍ୟାକ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ଦେଶରେ ୬୨,୨୮୨ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୭୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨୧.୫ ଲକ୍ଷ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି କରୋନାଭାଇରସ୍ ଜନିତ ମୃତ୍ୟୁ ହାର ୧.୮୯ ପ୍ରତିଶତକୁ ଖସି ଆସିଛି। ବର୍ତ୍ତମାନ ଦେଶରେ […]

telengna
ତେଲେଙ୍ଗାନା ହାଇଡ୍ରୋଇଲେକ୍ଟ୍ରିକ୍‌ ପ୍ଲାଣ୍ଟ ଅଗ୍ନିକାଣ୍ଡ ଘଟଣା: ୬ ମୃତ, ୩ ଏବେ ବି ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଟିମ୍ ଦ୍ୱାରା ସେମାନଙ୍କର ମୃତଦେହକୁ ଟାଣି ବାହାର କରାଯାଇଛି। ପ୍ଲାଣ୍ଟରେ ଅଗ୍ନିକାଣ୍ଡ ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଫସି ରହିଥିଲେ। ଏବେ ସେହି ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଗୁରୁବାର ରାତି […]

harley-davidson
ଭାରତରେ ପ୍ଲାଣ୍ଟ ବନ୍ଦ କରିବ ହାର୍ଲେ ଡେଭିଡସନ

ନୂଆଦିଲ୍ଲୀ: ହାର୍ଲେ ଡେଭିଡ୍‌ସନ ବାଇକ୍‌ ଫ୍ୟାନଙ୍କ ପାଇଁ ଖରାପ ଖବର। ଭାରତରେ ଥିବା ଆସେମ୍ବଲ୍ଡ ପ୍ଲାଣ୍ଟ ବନ୍ଦ କରିବାକୁ ଯାଉଛି ଏହି ଆମେରିକୀୟ କମ୍ପାନୀ। ବାଇକ୍‌ର ବିକ୍ରି କମ୍‌ ହେଉଥିବା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପ୍ଲାଣ୍ଟ ବନ୍ଦ କରିଦେଲେ ବି କମ୍ପାନୀ ଭାରତୀୟ ବଜାରରେ ବାଇକ୍‌ ବିକ୍ରି ଜାରି ରଖିବ। ବିଦେଶରୁ ଅମଦାନୀ କରି ଭାରତରେ ବିକ୍ରି କରାଯିବ। କେବଳ ଭାରତରେ ନୁହେଁ ଉତ୍ତର ଆମେରିକା, ୟୁରୋପ ଓ ଏସିଆରେ ଯେଉଁ ସ୍ଥାନମାନଙ୍କର […]

raina
ଧୋନିଙ୍କ ପରେ ରାଇନାଙ୍କୁ ବି ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିନକ ତଳେ ମହେନ୍ଦ୍ର ସିଂହ ଧୋନିଙ୍କୁ ଚିଠି ଲେଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ପୂର୍ବତନ ଅଲରାଉଣ୍ଡର ତଥା ଜବରଦସ୍ତ ଫିଲ୍ଡର ସୁରେଶ ରାଇନାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ରାଇନା ମଧ୍ୟ ଅଗଷ୍ଟ ୧୫ ତାରିଖରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଚିଠି ଲେଖି ଭାରତୀୟ କ୍ରିକେଟ୍‌ ପ୍ରତି ତାଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୋଦି ରାଇନାଙ୍କୁ ଜଣେ ଚମତ୍କାର ଫିଲ୍ଡର ମଧ୍ୟ କହିଛନ୍ତି। ଚିଠିରେ […]