ଚେନ୍ନାଇ: ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ଟିମ୍ ଆଇପିଏଲ୍-୨୦୨୦ ଅଭିଯାନରେ ବାହାରିଛି। ଶୁକ୍ରବାର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ୟୁଏଇ ଅଭିମୁଖେ ଯାତ୍ରା କରିଛି। ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇ ଫ୍ରାଞ୍ଚାଇଜି ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଖେଳାଳିଙ୍କ ଫଟୋ ପୋଷ୍ଟ କରିଛି। ଏଥିରେ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି, ଭାଇସ୍ କ୍ୟାପଟେନ୍ ସୁରେଶ ରାଇନା, ରବୀନ୍ଦ୍ର ଜାଡେଜା ଓ ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀଙ୍କୁ ଦେଖିବାକୁ ମିଳିଛି। ଟିମର ଖେଳାଳିଙ୍କ ମୁହଁରେ […]
ନୂଆଦିଲ୍ଲୀ: ନିର୍ବାଚନ ବେଳେ ଡୋର୍ ଟୁ ଡୋର କ୍ୟାମ୍ପେନିଂରେ ରହିବେ ୫ ଜଣ ବ୍ୟକ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ। ଆଗାମୀ ନିର୍ବାଚନ ଓ ଉପନିର୍ବାଚନ ବେଳେ କିପରି ପ୍ରଚାର ହେବ ଏବଂ ଭୋଟିଂ ହେବ ସେ ନେଇ ଇସିଆଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ, ସିକ୍ୟୁରିଟି ଟଙ୍କା ଜମା ଏବଂ ନିର୍ବାଚନ ସମ୍ପର୍କିତ ସମସ୍ତ ଦସ୍ତାବିଜ ଅନଲାଇନରେ ଦାଖଲ ହେବ। ଭୋଟ୍ […]
ମୁଜାଫରପୁର: ବିହାରର ମୁଜଫରପୁରରେ ସରକାରୀ ଯୋଜନାରେ ସାଙ୍ଘାତିକ ଘୋଟାଲାର ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୬୫ ବର୍ଷୀୟ ମହିଳା ୧୪ ମାସ ଭିତରେ ୮ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଶୁଣିଲେ ଯିଏ ହେଉ ନା କାହିଁକି ଆଶ୍ଚର୍ଯ୍ୟ ହେବେ। ମେଡିକାଲ୍ ସାଇନ୍ସରେ ଏହା ଅସମ୍ଭବ, କିନ୍ତୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ଆଳରେ ଏହାକୁ କାଗଜପତ୍ରରେ ସତ ଭାବେ ଦର୍ଶାଯାଇଛି। ତେବେ ଏସବୁ ସ୍କାମ୍ ପିଲା ଜନ୍ମ ହେବା […]
ନୂଆଦିଲ୍ଲୀ: ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ। ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାରଙ୍କୁ ଭାରତୀୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। Rajiv Kumar appointed as the Election Commissioner following the resignation of Ashok Lavasa. pic.twitter.com/9dNc0P4Efe — ANI (@ANI) August 21, 2020 ଅଗଷ୍ଟ ୩୧ ତାରିଖରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ। ଦିନକ […]
ନୂଆଦିଲ୍ଲୀ: ଏବେ ପ୍ରାୟ ସବୁଦିନ ଦେଶରେ ୭୦ ହଜାର ପାଖାପାଖି କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୬୯,୮୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ୯୪୫ ଜଣଙ୍କର ଜୀବନ ନେଇଛି ଏହି ମହାମହାରୀ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪ରେ ପହଞ୍ଚିଥିବା ବେଳେ ମୋଟ […]
ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟ୍କା ଦେଲା ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ବାତିଲ କରାଯାଇଛି। ସପ୍ତାହକ ମଧ୍ୟରେ ଏଥିପାଇଁ ସାନି ଟେଣ୍ଡର କରାଯିବ ନୂଆ ଟେଣ୍ଡର ବେଳେ ଭାରତୀୟ କଂପାନୀକୁ ଅଗ୍ରାଧିକାର ଦିଆଯିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚୀନର ସହଭାଗିତାରେ ଭାରତର ସିଆରଆରସି ପାଓନିୟର ଇଲେକ୍ଟ୍ରିକ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏକମାତ୍ର ବିଦେଶୀ କଂପାନୀ ଭାବେ ଟେଣ୍ଡରରେ ସାମିଲ ହୋଇଥିଲା। କିନ୍ତୁ ଟେଣ୍ଡରରେ ଚୀନ ସହଭାଗିତାରେ ଥିବା […]
ନୂଆଦିଲ୍ଲୀ: ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଫେସବୁକ୍। ଭାରତର ଫେସ୍ବୁକ୍ ମୁଖ୍ୟ ଅଜିତ ମୋହନ କହିଛନ୍ତି ” ପକ୍ଷପାତିତା କରାଯାଉଥିବା ଅଭିଯୋଗକୁ ଫେସବୁକ୍ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଗତ କିଛି ଦିନ ହେଲା ଆମ ଉପରେ ଆରୋପ ଲଗାଯାଉଛି। ମାତ୍ର ଆମେ ଆମର ସ୍ୱଚ୍ଛତା ନୀତି ବଜାୟ ରଖିଛୁ। ଫେସ୍ବୁକ୍ ପକ୍ଷରୁ ଯେ କୌଣସି ପ୍ରକାର ଘୃଣା ସୃଷ୍ଟିକୁ ନିନ୍ଦା କରାଯାଇଛି। ଫେସବୁକ […]
ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ JEE ମେନ୍ ଓ NEET UG 2020 ପ୍ରବେଶିକା ପରୀକ୍ଷା ହେବ। ପରୀକ୍ଷା ପାଇଁ ତାରିଖ ଘୁଞ୍ଚିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି ନ୍ୟାସ୍ନାଲ୍ ଟେଷ୍ଟ ଏଜେନ୍ସି (NTA) । ଏ ନେଇ ଶୁକ୍ରବାର ଏନ୍ଟିଏର ୱେବ୍ସାଇଟ୍ରେ ଏକ ନୋଟିସ୍ ଜାରି ହୋଇଛି। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସେପ୍ଟେମ୍ବର ୧-୬ ମଧ୍ୟରେ ଜେଇ ମନେ ପରୀକ୍ଷା ହେବ ଓ NEET UG 2020 ସେପ୍ଟେମ୍ବର ୧୩ ତାରିଖରେ […]
ଶ୍ରୀଗନର: ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍କାଉଣ୍ଟର କଲା ସେନା। ଏମାନେ ପଞ୍ଜାବର ତର୍ନ ତାରନ ଜିଲ୍ଲାର ଦେଇ ଉପାକିସ୍ତାନରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ବିଏସ୍ଏଫ୍ର ୧୦୩ ବାଟାଲିୟନ୍ ଅନୁପ୍ରବେଶକାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ୍ ରାଇଫଳ ଜବତ ହୋଇଛି। ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଏହି ଅନୁପ୍ରବେଶକାରୀମାନେ ଭାରତକୁ ପ୍ରବେଶ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଭୋର ପ୍ରାୟ ୫ ଟା […]
ଭୁବନେଶ୍ୱର: ସୁଶାନ୍ତଙ୍କୁ ଶେଷଥର ପାଇଁ ସରି ବାବୁ କହିଥିଲେ ରିୟା ଚକ୍ରବର୍ତ୍ତୀ। ମୃତ୍ୟୁର ସପ୍ତାହେ ପୂର୍ବରୁ ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିବା ରିୟା କଣ ପାଇଁ ସରି କହିଲେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ଏହି ମାମଲାରେ ନୂଆ ଟ୍ୱିଷ୍ଟ ବି ଆସିଛି, କାହିଁକିନା ଏବେ ସରି ବାବୁର ଗୁମର ଖୋଲିଛନ୍ତି କରଣୀ ସେନାର କର୍ମୀ ସୁରଜିତ ରାଠୋର। ସୁରଜିତ ସେଦିନ କୋପର ହସ୍ପିଟାଲରେ ସୁଶାନ୍ତଙ୍କ ମରଶରୀର ପାଖରେ ରହିଥିଲେ ରିୟା ଯେତେବେଳେ ସୁଶାନ୍ତଙ୍କୁ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ତଦନ୍ତ ଯେତିକି ଆଗଉଛି ମାମଲା ସେତିକି ସନ୍ଦେହଜନକ ହେଉଛି। ଏବେ ସୁଶାନ୍ତ ବେଡ୍ରୁମ ତାଲା ଭାଙ୍ଗିଥିବା ବ୍ୟକ୍ତି ରଫିକ୍ଙ୍କ ବୟାନକୁ ନେଇ ସନ୍ଦେହ ବଢ଼ିଛି। ତାଲା ଭାଙ୍ଗିବାକୁ ୩ରୁ ୪ ଜଣ ଡାକିଥିବା ରଫିକ୍ କହିଛି। ରଫିକ କହିଛି, ବେଡ୍ ରୁମ୍ରେ କମ୍ପ୍ୟୁଟରାଇଜ୍ ଲକ୍ ଥିଲା। ଭାଙ୍ଗିବାକୁ କଷ୍ଟ ହେଲା। ମାତ୍ର ତାଲା ଭାଙ୍ଗିବା ପରେ ମୋତେ ଭିତରକୁ ଯିବାକୁ ଦିଆଗଲା ନାହିଁ। ତାଲା ଭାଙ୍ଗିବା ପରେ ସେମାନେ […]
ଲକ୍ଷ୍ନୌ: କଥାରେ ଅଛି ଅତିରୁ ଇତି। ଅର୍ଥାତ ଆବଶ୍ୟକ ଠାରୁ ଅଧିକ ମିଳିବା ଖରାପ। ସମ୍ପର୍କରେ ବି ଠିକ୍ ସେମିତି ହୋଇଥାଏ। କୁହାଯାଏ, ପିଲାଙ୍କୁ ଆବଶ୍ୟକତା ଠାରୁ ଅଧିକ ଗେହ୍ଲା କଲେ ସେମାନେ ବିଗିଡ଼ିଯାଆନ୍ତି, କିନ୍ତୁ ଅତ୍ୟଧିକ ଭଲପାଇବା ଯେ କାହାକୁ ଅଣନିଶ୍ୱାସୀ କରିଦେବ, ଏକଥା ଅପଣ କେବେ ଶୁଣିନଥିବେ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଠିକ୍ ଏଭଳି ଏକ ଘଟଣା ଘଟିଛି। ସ୍ୱାମୀରେ ଅତ୍ୟଧିକ ଭଲ ପାଇବାରେ ଅତିଷ୍ଠ […]
ନୂଆଦିଲ୍ଲୀ: ପାକିସ୍ତାନ ଇମ୍ରାନ ଖାନ୍ ସରକାର ମାନିଲା ବଡ଼ ସତ। ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା ମାନିଲା ଇମ୍ରାନ ସରକାର। ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦାଉଦ ପାକିସ୍ତାନର ବନ୍ଦର ନଗରୀ କରାଚିରେ ରହିଛି। ଏ ନେଇ ଇମ୍ରାନ ସରକାର ମାନିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ୮୮ଟି ଆତଙ୍କୀ ସଂଗଠନ ଉପରେ କଟକଣା ପାକିସ୍ତାନ ଜଣାଇଛି। କଟକଣା ନେଇ ଜାତିସଂଘ ସୁରକ୍ଷା ପରିଷଦକୁ ପାକିସ୍ତାନ ଜଣାଇଛି। ୮୮ ଆତଙ୍କୀ ତାଲିକାରେ ଦାଉଦ […]