• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sushant
ଜୁନ୍‌ ୧୩ ତାରିଖ ରାତିରେ କ’ଣ ଘଟିଥିଲା ସୁଶାନ୍ତଙ୍କ ଘରେ ? ପଡ଼ୋଶୀ ଦେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ସୁଶାନ୍ତଙ୍କ ରୋଷେୟା ନିରଜଙ୍କଠୁ ଆରମ୍ଭ କରି ସୁଶାନ୍ତଙ୍କ ସହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ରହୁଥିବା ସିଦ୍ଧାର୍ଥ ପିଠାନୀ, ଦୀପେଶ ସାୱନ୍ତଙ୍କୁ CBI ମାରାଥନ ଜେରା କରିଛି। ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଜଣେ ପଡ଼ୋଶୀ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସମ୍ପୃକ୍ତ ପଡ଼ୋଶୀ ଜଣକ କହିଛନ୍ତି, ଜୁନ୍ ୧୩ ତାରିଖ ରାତିରେ ସୁଶାନ୍ତଙ୍କ […]

rhea 11
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କୁ ଜେରା କରିପାରେ CBI

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ CBI ଖୋଳତାଡ଼ ଆରମ୍ଭ କରିଛି। ଦ୍ୱିତୀୟ ଥର ପାଇଁ ସୁଶାନ୍ତଙ୍କ ରୋଷେୟା ନିରଜଙ୍କୁ ପଚରାଉଚରା କରିଥିଲା ସିବିଆଇ। ଗତକାଲି ବିଳମ୍ବିତ ରାତି ଯାଏ ନିରଜ ଓ ସୁଶାନ୍ତଙ୍କ ସହ ଫ୍ଲାଟ୍‌ରେ ରହୁଥିବା ସିଦ୍ଧାର୍ଥ ପିଠାନୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଲୋକଙ୍କୁ ସିବିଆଇ ପଚରାଉଚରା କରିପାରେ। ଏହାସହ ଆଜି ବି ସିଦ୍ଧାର୍ଥ ଓ ସୁଶାନ୍ତଙ୍କ ମୃତ୍ୟୁ ଦିନ […]

ସୁଶାନ୍ତ ସିଂ ମୃତ୍ୟୁ ପଛରେ ଅଛନ୍ତି ଆଉ ଜଣେ ମାଷ୍ଟରମାଇଣ୍ଡ୍‌ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପଛରେ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ପ୍ରମୁଖ ଭୂମିକା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣା ପଛରେ ଆଉ ଜଣେ ମାଷ୍ଟରମାଇଣ୍ଡ୍‌ ଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସିବିଆଇ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି। ତେଣୁ ସୁଶାନ୍ତଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ଖୁବ୍‌ଶୀଘ୍ର ପରଦା ହଟିବ ବୋଲି ସୁଶାନ୍ତଙ୍କ ପ୍ୟାନ୍ସମାନେ ଆଶବାଦୀ ଅଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ବନ୍ଧୁ କହୁଥିବା […]

coronsaviryd
ଦିନକରେ ୬୯,୨୩୯ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ; ୯୧୨ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକରେ ୬୯ ହଜାର ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି। ସେହିଭଳି ୯୧୨ ଜଣଙ୍କର ଜୀବନ ନେଇଛି ମହାମାରୀ କୋଭିଡ-୧୯ ଭାଇରସ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ମୃତ୍ୟ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬,୭୦୬ରେ ପହଞ୍ଚିଛି।। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ଟିଭ୍ କେସ୍- ୭,୦୭,୬୬୮ ରହିଛି। ସେହିଭଳି […]

daaud
ପାକିସ୍ତାନର ଦୋମୁହାଁ ନୀତି; ଆଗେ କହିଲା ଦାଉଦ କରାଚୀରେ ଅଛି, ପରେ ମନାକଲା

ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଦୋମୁହାଁ ନୀତି ସାମ୍ନାକୁ ଆସିଛି। କୁଖ୍ୟାତ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍‌ ପାକିସ୍ତାନରେ ଲୁଚି ରହିଥିବା ନେଇ ଶନିବାର ଲିଷ୍ଟ ଜାରି କରିଥିଲା ପାକିସ୍ତାନ। ଦାଉଦ୍‌ର ପାସ୍‌ପୋର୍ଟ ସହିତ କରାଚୀ ଠିକଣା ଜରି କରିଥିଲା ପାକ୍। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ନିଜ କଥାରେ ଓହରିଯାଇଛି ଇସ୍‌ଲାମାବାଦ। ଦାଉଦ୍ କରାଚୀରେ ନାହିଁ। ସେ କରାଚୀରେ ଥିବା ସରକାର କହିନଥିବା ପାକିସ୍ତାନ କହିଛି। ଗଣମାଧ୍ୟମ ମିଥ୍ୟା ପ୍ରଚାର କରୁଛି ବୋଲି ପାକିସ୍ତାନ ଅଭିଯୋଗ […]

shooting
ଫିଲ୍ମ ଓ ଟିଭି ସୁଟିଂ ପାଇଁ ଜାରି ହେଲା SOP

ନୂଆଦିଲ୍ଲୀ: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଟିଭି ପ୍ରଡକ୍ସନ ଇଣ୍ଡଷ୍ଟ୍ରି ଓ ଫିଲ୍ମ ସୁଟିଂ କାର୍ଯ୍ୟ ପୁଣିଥରେ ଆରମ୍ଭ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଘୋଷଣା କରିଛନ୍ତି। ଏଥିପାଇଁ ନୂଆ ଗାଇଡଲାଇନ୍ସ ଜାରି ହୋଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି ନୂଆ SOP(Standard Operating Procedure) ବାବଦରେ ସୂଚନା ପ୍ରଦାନ କରିଛନ୍ତି। ନୂଆ ଗାଇଡାଲାଇନ୍ସ ମିଡିଆ ପ୍ରଡକ୍ସନ ଇଣ୍ଡଷ୍ଟ୍ରି ପାଇଁ ସଞ୍ଜୀବନୀ ଭଳି କାର୍ଯ୍ୟ କରିବ। ସାମାଜିକ ଦୂରତା […]

coronavaccin
ଭାରତୀୟଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: ଋଷିଆ କରୋନା ଭ୍ୟାକ୍ସିନ ଆବିଷ୍କାର କରିସାରିଥିବା ବେଳେ ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ ଉପରେ ସାରା ବିଶ୍ୱର ଆଶା ରହିଛି। ଏହାକୁ ଭାରତରେ ଉତ୍ପାଦନ କରିବା ପାଇଁ ମଧ୍ୟ ପୂର୍ବରୁ ସିରମ ଇନଷ୍ଟିଟ୍ୟୁଟ୍‌କୁ ଅନୁମିତ ମିଳିସାରିଛି। ଏବେ ଏହି ଭ୍ୟକ୍ସିନ୍‌କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି। କେନ୍ଦ୍ର ସରକାର ସେରମ ଇନଷ୍ଟିଟ୍ୟୁଟ୍ ଠାରୁ ଭ୍ୟାକ୍ସିନ କିଣି ଲୋକଙ୍କୁ ମାଗଣାରେ ଦେବାକୁ ଯୋଜନା କରୁଥିବା କୁହାଯାଉଛି। ଜାତୀୟ ଗଣମଧ୍ୟମ ଆଜ୍‌ ତକ୍‌ର ଏକ ରିପୋର୍ଟ […]

pranab mukharjee
Pranab Mukharjee Health Update: ଏବେ ବି ଡିପ୍‌ କୋମାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (Pranab Mukharjee) ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ବର୍ତ୍ତମାନ ସେ ଡିପ୍ କୋମାରେ ଥିବା ଦିଲ୍ଲୀ ଆର୍ମୀ ହସ୍ପିଟାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭେଣ୍ଟିଲେଟର ସପୋର୍ଟରେ ହିଁ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯିବାରୁ ତାଙ୍କ ବ୍ରେନ୍‌ରେ ବ୍ଲଡ୍ କ୍ଲଟ୍‌ ହୋଇଥିଲା।  ଏହାର ଅପରେସନ ପାଇଁ ଗତ ୧୦ ତାରିଖରେ ତାଙ୍କୁ ଦିଲ୍ଲୀସ୍ଥିତ କେଣ୍ଟନମେଣ୍ଟର ଆର୍ମି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। […]

Sushant Singh House
ସୁଶାନ୍ତଙ୍କ ଫ୍ଲାଟ୍‌ରେ ଲୁଚି ରହିଛି କି ମୃତ୍ୟୁର ରହସ୍ୟ ? CBI ଖୋଜୁଛି ସୁରାକ୍‌

ମୁମ୍ବାଇ: ସିବିଆଇର ସ୍ପେଶାଲ୍‌ ଟିମ୍‌ ଗତକାଲି ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌କୁ ଯାଇ ସେଠାରେ ୬ ଘଣ୍ଟା ଧରି କ୍ରାଇମ୍ ସିନ୍‌କୁ ରିକ୍ରିଏଟ୍ କରିଥିଲା। କିପରି ହୋଇଥିଲା ଏହି କ୍ରାଇମ ସିନ୍ ରିକ୍ରିଏଟ୍, ଆସନ୍ତୁ ଜାଣିବା… ସୁଶାନ୍ତଙ୍କ ଓଜନ ଓ ସମାନ ଉଚ୍ଚତା ଥିବା ଏକ କଣ୍ଢେଇକୁ ଡମି ଭାବେ ବ୍ୟବହାର କରାଯାଇଥିଲା। ଲକ୍ ଖୋଲିଥିବା ମେକାନିକ୍ ମହମ୍ମଦ୍ ରଫି ସେଖ୍‌ଙ୍କ ବୟାନ ମୁତାବକ, ଲକ୍‌କୁ ଖୋଲିବାକୁ ଚେଷ୍ଟା କରାଗଲା। ଏଥିପାଇଁ […]

jp-nadda
ନୀତୀଶଙ୍କ ନେତୃତ୍ୱରେ ଲଢ଼ାଯିବ ବିହାର ନିର୍ବାଚନ: ଜେପି ନଡ୍ଡା

ନୁଆଦିଲ୍ଲୀ: ନୀତୀଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ଜେପି ମିଳିତ ହୋଇ ବିହାରରେ ନିର୍ବାଚନ ଲଢ଼ିବେ। ଆଜି ଏହା ସ୍ପଷ୍ଟ କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା। ଏହି ଘୋଷଣା ପରେ NDAର ଫାଟ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ବିହାର ବିଜେପି ପ୍ରଦେଶ କାର୍ଯ୍ୟସମିତି ବୈଠକରେ ଯୋଗେ ଦେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ନଡ୍ଡ। ଅକ୍ଟୋବର ଓ ନଭେମ୍ବର ମାସରେ ହେବାକୁ ଥିବା ବିହାର […]

nad
'ବିଜେପି ହେ ତୈୟାର ଆତ୍ମନିର୍ଭର ବିହାର' ନାରା ଦେଇ ବିହାର ନିର୍ବାଚନ ଲଢ଼ିବ ବିଜେପି

ପାଟନା: ଏଥର ନୂଆ ନାରା ସହିତ ବିହାର ବିଧାନସଭା ନର୍ବାଚନ ଲଢ଼ିବ ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ନାରାକୁ ନେଇ ବିଜେପି ବିହାରରେ ଆଉ ଏକ ନାରା ଦେଇଛି। ବିଜେପି ପ୍ରଦେଶ କାର୍ଯ୍ୟ ସମିତି ବୈଠକରେ ଯୋଗ ଦେଇ ରାଜ୍ୟ ବିଜେପି ମୁଖ୍ୟ ଭୁପେନ୍ଦ୍ର ଯାଦବ କହିଛନ୍ତି ଦଳ ଏଥର ନୂଆ ସ୍ଲୋଗାନ ଦେଇ ନିର୍ବାଚନ ଲଢ଼ିବ। ଏହି ସ୍ଲୋଗାନ ହେଲା- ‘ବିଜେପି ହେ ତୈୟାର, ଆତ୍ମନିର୍ଭର ବିହାର।’ ଏହି ସ୍ଲାଗାନ ଦେବା ସହିତ […]

ranjna-gogoi
'ମୁଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ କି ରାଜନେତା ନୁହେଁ'

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରଞ୍ଜନ ଗୋଗୋଇ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି “ ମୁଁ ଜଣେ ରାଜନେତା ନୁହେଁ କି ମୋର ଏଭଳି ଉଦ୍ଦେଶ୍ୟ କି ଅଭିଳାଶା ନାହିଁ। ଏଭଳି ପଦବୀ ପାଇଁ କେହି ମୋ ନା ସୁପାରିଶ କରିନାହାଁନ୍ତି କି କରିବାରୁ ସମ୍ଭାବନା ବି ନାହିଁ।” ଏଥିସହିତ […]

hall-of-fame
ଆଇସିସି 'ହଲ୍ ଅଫ୍ ଫେମ୍'ରେ ସାମିଲ୍‌ ହେଲେ ଏସିଆର ବ୍ରାଡମ୍ୟାନ୍

ନୂଆଦିଲ୍ଲୀ: ଏସିଆର ବ୍ରାଡମ୍ୟାନ୍ କୁହାଯାଉଥିବା ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜାହିର୍ ଆବାସଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ‘ହଲ୍‌ ଅଫ୍ ଫେମ’ରେ ସାମିଲ୍‌ କରିଛି। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଅଲରାଉଣ୍ଡର ଜ୍ୟାକ୍ କାଲିସ୍ ଏବଂ ପୁନେରେ ଜନ୍ମିତ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ଲିସା ଷ୍ଟାଲେକରଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି। ଆଇସିସି ରବିବାର ଏହି ଘୋଷଣା କରିଛି। କୋଭିଡ୍-୧୯ ମହାମାରୀ କାରଣରୁ ଆଇସିସି ଭର୍ଚ୍ୟୁଆଲ୍‌ ସମାରୋହର ଆୟୋଜନ କରିଛି। ଏଥିରେ […]

congress
ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ! କ'ଣ କହିଲା କଂଗ୍ରେସ ?

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି। ଦଳର ଜଣେ ସଦସ୍ୟ ଚିଠିର ଉତ୍ତର ଦେଇ ସୋନିଆ ଏପରି କହିଥିବା ଚର୍ଚ୍ଚା ହେଉଛି। ଦଳର ପରିବର୍ତ୍ତନ ପାଇଁ ସଦସ୍ୟ ଜଣଙ୍କ ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ। ଯାହାର ଉତ୍ତରରେ ସୋନିଆ କହିଛନ୍ତି, ସମସ୍ତେ ଏକାଠି ହୋଇ ଦଳର ନୂଆ ମୁଖିଆ ଖୋଜିବା ଉଚିତ୍। ସେ ଆଉ ଦାୟିତ୍ୱ ନେବାକୁ ଚାହୁଁ ନାହାଁନ୍ତି। ତେବେ ଏନେ କଂଗ୍ରେସ ପକ୍ଷରୁ କିନ୍ତୁ କିଛି ସୂଚନା ମିଳି ନାହିଁ। […]

hand
ଏକାଥରକେ ପରିବାରର ୫ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୋପାଳ: ମଧ୍ୟପ୍ରଦେଶର ଟିମକଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରିଟାୟର୍ଡ ସରକାରୀ କର୍ମଚାରୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ପରିବାର ଅନ୍ୟ ତିନି ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ଏକ ୪ ବର୍ଷର ପିଲା ମଧ୍ୟ ଥିଲା। ପଡ଼ୋଶୀଙ୍କଠାରୁ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ପଡ଼ୋଶୀମାନେ କିଛି ଦିନ ହେବ ଘରୁ କାହାକୁ ବାହାରକୁ ଆସୁଥିବାର ଦେଖିବାକୁ ପାଇନଥିଲେ, ଯାହା ପରେ ସେମାନଙ୍କ […]

crpf
CRPF କ୍ୟାମ୍ପକୁ ଆସିଲା ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍‌ ବିଲ୍

ଶ୍ରୀନଗର: କାଶ୍ମୀର ଭ୍ୟାଲିର ‘ଚାରାରେ ସରିଫ’ରେ ଥିବା ଏକ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଆସିଛି ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍ ବିଲ୍। ତାହା ପୁଣି କେବଳ ଜୁଲାଇ ମାସର। ଏତେ ମୋଟା ଅଙ୍କର ଇଲେକ୍ଟ୍ରିକ୍ ବିଲ୍ ଦେଖି ମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାମ୍ମୁ-କାଶ୍ମରୀ ପାୱାର ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ୧୮୧ ବାଟାଲିୟନ ସିଆର୍‌ପିଏପ୍‌ ନାଁରେ ଏହି ବିଲ୍ ଦେଇଛି। ଯଦିଓ ଜାମ୍ମୁ- ଓ କାଶ୍ମୀର ପୁଲିସ ଏହି ବିଲ୍‌ ପୈଠ କରିଥାଏ। ତେବେ ଏତେ ମୋଟା ଅଙ୍କର ବିଲ୍ ସିଆର୍‌ପିଏଫ୍‌କୁ […]

ganesha
ଏବର୍ଷ ମାର୍କେଟରୁ ଉଭାନ ଚାଇନିଜ୍ ଗଣେଶ ମୂର୍ତ୍ତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ତଥା ଚୀନ୍ ସହ ସୀମା ବିବାଦର ପ୍ରଭାବ ଚଳିତବର୍ଷର ଗଣେଶ ପୂଜା ଉପରେ ପଡ଼ିଛି। ଗୋଟିଏ ପଟେ କୋଭିଡ୍‌-୧୯ କାରଣରୁ ସରକାର ସାର୍ବଜନୀନ ସ୍ଥାନରେ ପୂଜା କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସହ ଚାଲିଥିବା ବିବାଦ କାରଣରୁ ଦେଶରେ ଚାଇନିଜ୍ ସାମଗ୍ରୀ ପ୍ରତି ଆକ୍ରୋଶ ଜାରି ରହିଛି। ଏହି ପ୍ରଭାବରେ ଚଳିତବର୍ଷ ମାର୍କେଟରୁ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇଯାଇଛି ଚାଇନିଜ୍ ମୂର୍ତ୍ତି। ଏ ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) […]