ମୁମ୍ବାଇ: ଶ୍ରୀଦେବୀ-ବୋନି କପୁରଙ୍କ ଝିଅ ଜାହ୍ନବୀ ଖାଲି ଜଣେ ଅଭିନେତ୍ରୀ ନୁହଁନ୍ତି, ଜଣେ ନିରହଙ୍କାରୀ, ଦରଦୀ ମଣିଷ। ନାରୀସୁଲଭ କୋମଳ ହୃଦୟଟିଏ ତାଙ୍କ ପାଖରେ ରହିଛି। ଏକଥା ଆମେ କହୁନୁ, ତାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଭିଡ଼ିଓରୁ ଏକଥା ସ୍ପଷ୍ଟ ହୋଇଛି। ନୂଆ ନୂଆ ବଲିଉଡ୍ରେ ପାଦ ଥାପିଛନ୍ତି ଜାହ୍ନବୀ। ତାଙ୍କର ମାତ୍ର ଗୋଟିଏ ଫିଲ୍ମ ‘ଧଡ଼କ୍’ ରିଲିଜ୍ ହୋଇଛି। ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ନିଜ ଅଭିନୟ ଦକ୍ଷତାକୁ […]
ନୂଆଦିଲ୍ଲୀ:ଭୋକର ଦାଉ କିଏ ସମ୍ଭାଳି ପାରିବ ! ମଣିଷଟିଏ ହେଉ ବା ପଶୁ, ଭୋକ ବେଳରେ ଯାହା ମିଳିବ ଖାଇବାକୁ ପଛାଇବ ନାହିଁ। ହେଲେ ଭୋକରେ ନିଜକୁ କିଏ ଖାଇବାର ନଜୀର ଅଛି କି ? ବୋଧହୁଏ ନା ! ହେଲେ ସେମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଭୋକ ବିକଳରେ ସାପଟିଏ ନିଜକୁ ନିଜେ ଖାଇ ଦେଉଛି। ଆଉ ଏଇ ଭିଡିଓଟି ଭାଇରାଲ ହୋଇଛି। ଅବଶ୍ୟ ଘଟଣାଟି କେଉଁ ସ୍ଥାନର ଯଦିଓ ଜଣାପଡ଼ି ନାହିଁ ତେବେ […]