ମୁମ୍ବାଇ: ବଲିଉଡ ଅଭିନେତା ତଥା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅକ୍ଷୟ। ବର୍ତ୍ତମାନ ସେ ହୋମ୍ କ୍ୱାରେଣ୍ଟିନରେ ରହିଥିବା ବେଳେ ସୁସ୍ଥ ଥିବା ଟ୍ୱିଟ୍ ଯୋଗେ ସେ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। ଖୁବ୍ ଶୀଘ୍ର ବ୍ୟାକ୍ କରିବେ ବୋଲି ଅକ୍ଷୟ କହିଛନ୍ତି। ?? […]
ନୂଆଦିଲ୍ଲୀ: ସାମ୍ସଙ୍ଗ ଗ୍ୟାଲେକ୍ସି M51 (Samsung Galaxy M51)ର ର ଦାମ୍ କମ୍ ହୋଇଛି। ଆମାଜନ୍(Amazon) ରେ ଏହି ଫୋନ୍କୁ ଆପଣ ଶସ୍ତାରେ କିଣି ପାରିବେ। ପାୱାରଫୁଲ୍ ବ୍ୟାଟେରୀ ସହ ସାମ୍ସଙ୍ଗ ଭାରତରେ ଲଞ୍ଚ୍ କରିଥିବା 7000mAh ବ୍ୟାଟେରୀର Samsung Galaxy M51 ସ୍ମାର୍ଟଫୋନ୍କୁ ଆପଣ ଆମାଜନ୍ରେ ଡିସ୍କାଉଣ୍ଟରେ କିଣିପାରିବେ। 6GB RAM ଓ128GB ଷ୍ଟୋରେଜ୍ ଏହି ସ୍ମାର୍ଟ ଫୋନ୍ର ଦାମ୍ ୨୮,୯୯୯ ଟଙ୍କା ଥିବାବେଳେ Amazonରେ ଆପଣ ଏହାକୁ ୨୨,୯୯୯ ଟଙ୍କାରେ କିଣିପାରିବେ। ସେହିପରି 8GB […]
ବିଶାଖାପାଟଣା: ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଏସି ବସ୍। ଆଶ୍ୱସ୍ତିକର କଥା, ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆନ୍ଧ୍ରପ୍ରଦେଶ କାକିନାଡା ସହରରେ ଏହି ଅଘଟଣ ଘଟିଛି। ଇନ୍ଦ୍ରା ନାମକ ଏହି ବସ୍ଟି କାକିନାଡାରୁ ବିଜୟଓ୍ୱାଡା ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହି ସମୟରେ ବସ୍ରେ ୧୫ ଜଣ ଯାତ୍ରୀ ଥିଲେ। ଗାଡ଼ି ଭିତରୁ କିଛି ପୋଡ଼ି ଯିବାର […]
ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନ ସାଗର ଉପରେ ସୃଷ୍ଟ ହୋଇଥିବା ଡିପ୍ରେସନ୍ ଗତ ୬ ଘଣ୍ଟା ମଧ୍ୟରେ ୧୨ କି.ମି. ବେଗରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା Port Blair(ଆଣ୍ଡାମାନ ଦ୍ୱୀପପୁଞ୍ଜ)ର ପୂର୍ବ ଉତ୍ତର-ପୂର୍ବ ଦିଗରୁ ୫୪୦ କି.ମି. ଦୂର ଓ Yangon (ମ୍ୟାନ୍ମାର୍)ର ଦକ୍ଷିଣ ଦକ୍ଷିଣ-ପୂର୍ବରୁ ୪୪୦ କି.ମି. ଦୂରରେ ଅବସ୍ଥାପିତ ଥିବା ଜଣାପଡ଼ିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କଡ୍ ଲୋ ପ୍ରେସର୍ ଏରିଆରେ ପରିଣତ ହେବାସହ ଦୁର୍ବଳ […]
ନୂଆଦିଲ୍ଲୀ: କେଉଁଠୁ ଆସିଥାଇପାରେ କରୋନା ଭୂତାଣୁ ? ଚୀନର ଉହାନ୍ ଲ୍ୟାବ୍ ନା କୌଣସି ପଶୁପକ୍ଷୀ ? ଭିନ୍ନ ଭିନ୍ନ ଥିଓରୀ ଓ ଭିନ୍ନ ଭିନ୍ନ ମତବାଦକୁ ନେଇ ଭୂତାଣୁ ସଂକ୍ରମଣକୁ ୧୫ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ, ଏନେଇ କାହାରି ପାଖରେ ବି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ପ୍ରଥମେ ସନ୍ଦେହ ଘେରରୁ ଆସିଥିଲା ସାପ, ଏହାପରେ ପାଙ୍ଗୋଲିନ ବା ବଜ୍ରକାପ୍ତା ଓ ପରେ ପରେ ଶାଳିଆପତନି ଭଳି ରାତ୍ରିଚର […]