• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

corona vaccine
ଏହି ସବୁ ଟିକାକୁ ଦେଶରେ ଅନୁମତି ଦେବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

ଦେଶରେ ବଢିବାରେ ଲାଗିଛି କରୋନା। ସ୍ଥିତି ଏମିତି ହେଲାଣି, ଶତାଧିକ ଲୋକଙ୍କୁ ଜୀବନ ନେବାରେ ଲାଗିଛି କରୋନା। ତେବେ ଏହି ସମୟରେ ଦେଶରେ ଟିକାର ଅଭାବ ଥିବା ବି ଜଣାପଡ଼ିଛି

india-corona
କରୋନା ସ୍ଥିତି ସଙ୍ଗୀନ, ଶବ ପୋଡ଼ିବାକୁ ବି ଶ୍ମଶାନରେ ମିଳୁନାହିଁ ସ୍ଥାନ

ହୃଦୟ ବିଦାରକ ଛାତି ଫାଟିଲା ଭଳି, ମନକୁ ବିଚଳିତ କରିବା ଭଳି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ଦୁର୍ଗର ଏକ ଶ୍ମଶାନର। ଏକା ସାଙ୍ଗରେ ଦାହ ହେଉଛି ବହୁ ସଂଖ୍ୟାରେ ମୃତଦେହ

mamata-banerji
୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ଦିଦି

ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ବ୍ୟାନ କରିଛନ୍ତି କମିଶନ। ୨୪ ଘଂଟା ଲାଗି ବ୍ୟାନ କରିଛନ୍ତି ନିର୍ବାଚନ କମିଶନ। ତେବେ ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ ସୂଚନା ମିଳିଛି।

20th-death
କରୋନାର ଭୟଙ୍କର ଚିତ୍ର। ଶ୍ମଶାନରେ ଦାହ ହୋଇପାରୁନାହିଁ ଶବ, ବାଧ୍ୟ ହୋଇ ଘରେ ଫ୍ରୀଜରେ ମୃତ ଦେହ ରଖୁଛନ୍ତି ସମ୍ପର୍କୀୟ ଲୋକ

‌ଭୟଙ୍କର ହେଲାଣି କରୋନା। କହିବାକୁ ଗଲେ କରୋନା ମହାମାରୀକୁ ଆୟତ୍ତ କରିବା ଲାଗି ଆଉ କୌଣସି ପନ୍ଥା ବି କାମ କରୁନାହିଁ। ସ୍ଥିତି ଏମିତି ହେଲାଣି ଯେ, କେତେବେଳେ କାହାକୁ ଗ୍ରାସ କରୁଛି କରୋନା ତାହାର କୌଣସି ସୂଚନା କାହା ପାଖରେ ନାହିଁ

exam
ମହାରାଷ୍ଟ୍ରରେ କରୋନା ପାଇଁ ବାତିଲ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର। କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା ସୂଚନା ଦେଇଛନ୍ତି

corona vaccine
ସ୍ପୁଟନିକ-ଭି ଟିକାକୁ ମିଳିଲା ମଂଜୁରୀ, ଭାରତରେ ଜରୁରୀ ବ୍ୟବହାର ପାଇଁ ମଂଜୁରୀ ସୂଚନା

ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମିଳିଲା ମଞ୍ଜୁରି । ତୃତୀୟ କରୋନା ଟିକା ଭାବେ ଭାରତରେ ବ୍ୟବହାର ପାଇଁ ମିଳିଲା ଅନୁମତି। ପୂର୍ବରୁ  କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିସାରିଛି। ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି

cyeclone
ସାମ୍ନାସାମ୍ନି ହେବେ ୨ଟି ସାମୁଦ୍ରିକ ବାତ୍ୟା, ଭୂ-ଭାଗରେ ରଚିବେ ପ୍ରଳୟ

ନୂଆଦିଲ୍ଲୀ: ଘୂର୍ଣ୍ଣିବାତ୍ୟା ନାଁ ଶୁଣିଲେ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଏ। କାରଣ ଏହା ଏମିତି ଏର ପ୍ରାକୃତିକ ବିପର୍ଯ୍ୟୟ ଯାହା ମାତ୍ର କେହି ମୁହୂର୍ତ୍ତରେ ସାରା ଦୁନିଆକୁ ଛାରଖାର କରିଦେଇଥାଏ। ତେବେ ଏହାରି ମଧ୍ୟରେ ପଶ୍ଚିମ ଅଷ୍ଟ୍ରେଲିଆରେ ଘୃର୍ଣ୍ଣିବାତ୍ୟା ନେଇ ସତର୍କ ଜାରି କରିଛନ୍ତି ପାଣିପାଗ ବିଭାଗ। ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ଏକାଥରେ ୨ଟି ସାମୁଦ୍ରିକ ବାତ୍ୟା ଅଷ୍ଟ୍ରେଲିଆରେ ସୃଷ୍ଟି ହୋଇଛି। ଏହି ଦୁଇଟି ସାମୁଦ୍ରିକ ବାତ୍ୟା ଅଲଗା ଅଲଗା ହୋଇଥିବାରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ଯିବା […]

Diya Mirza
ଦିୟା ମିର୍ଜା ମା’ ହେଲେ : ୨ ମାସ ପରେ ଦେଲେ ସୂଚନା

ବର୍ତ୍ତମାନ ଦିୟା ମିର୍ଜା ଏହି ସୂଚନା ଦେଇ ପ୍ରଶଂସକମାନଙ୍କୁ ପୁଣି ଥରେ ଆଶ୍ଚର୍ଯ୍ୟ କରିଛନ୍ତି ଯେ ସେ ମାତ୍ର ଦୁଇମାସ ପୂର୍ବେ ଅର୍ଥାତ୍ ମେ ୧୪ରେ ମା’ ହୋଇଥିଲେ। କେବଳ ଏତିକି ନୁହେଁ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି।

kolkata
ପଶ୍ଚିମବଙ୍ଗରେ ଫୁଟିଲା ଗୁଳି, ତେଜିଲା ରାଜନୀତି

ଫୁଟିଲା ଗୁଳି, ବୋହିଲା ରକ୍ତ। ବଙ୍ଗ ଲଢ଼େଇର ଚତୁର୍ଥ ଚରଣରେ ସୀମା ଟପିଲା ହିଂସା, ତାଣ୍ଡବ କଲା ମୃତ୍ୟୁ। କୋଚ୍ବିହାର ଜିଲ୍ଲା ସଂରକ୍ଷିତ ଆସନ ଶୀତଲକୁଚିରେ ଆଜି ପାଞ୍ଚ ଜଣଙ୍କ ଜୀବନ ଯାଇଛି।

gold ornaments
ମହଙ୍ଗା ହେଲା ସୁନା

ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଚଳିତ ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଥିଲା।