ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଣିକି କାରରେ ଏକାକୀ ଡ୍ରାଇଭ୍ କରି ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ହାଇକୋର୍ଟ
ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗ ବେଶ୍ ସାଙ୍ଘାତିକ ରହିଥିଲା । ଗୃହମନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ରହିଛି ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୂର୍ବରୁ କହିଥିଲେ । ପାଓ୍ୱାରଙ୍କ ପ୍ରେସମିଟରେ […]
ରାଫେଲକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ। କହିବାକୁ ଗଲେ ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ୍ ଚୁକ୍ତିକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି
କେରଳରେ ଜୋରଧରିଛି ପ୍ରଚାର। ଏପ୍ରିଲ ୬ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି।
ଛତିଶଗଡ଼ ନକ୍ସଲ ଆକ୍ରମଣ ପରେ ଆଜି ବିଜାପୁରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ବିଜାପୁରରେ ସେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି
ଉଠୁଛି ପଡ଼ୁଛି ବଙ୍ଗ ରାଜନୀତି। ଗୋଟିଏ ପରେ ଗୋଟିଏ ଘଟଣା ବଙ୍ଗରେ ଘଟୁଛି। ତେବେ ଏପ୍ରିଲ୍ ୧ ତାରିଖ ଦିନ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅନ୍ତର୍ଗତ ଏକ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା ଅଭିଯୋଗ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ
ମାଓବାଦୀ-ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଘଟଣା। ଘଟଣାସ୍ଥଳରୁ ଆଜି ୧୪ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମ ସରବରାହ ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଛନ୍ତି।
ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ମାତ୍ର ଦିନକରେ ୯୩,୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଜଣ ସଂକ୍ରମିତଙ୍କ ମୃତ ହୋଇଛି। ଦେଶରେ ଦିନକରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି।
ନୂଆଦିଲ୍ଲୀରେ ଜନ୍ମିତ ତାପସୀ ମାତାଜୀ ଜୟ କୌର୍ ପବ୍ଲିକ୍ ସ୍କୁଲରୁ ପାଠ ପଢା ସାରି ଗୁରୁ ତେଘ୍ ବାହାଦୂର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର୍ ସାଇନ୍ସରେ ଗ୍ରାଜୁଏସନ୍ ଶେଷ ପରେ ସଫ୍ଟୱାର୍ ଇଂଜିନିୟର୍ ଭାବେ କାମ କରୁଥିଲେ। ପରେ ସେ ମଡେଲିଂ ଜଗତରେ ପାଦ ଥୋଇଥିଲେ।
ସହିଦ ହୋଇଗଲେ ୫ ଯବାନ। ଛତିଶଗଡ଼ର ବିଜାପୁରରେ ୫ ଯବାନ ସହିଦ ହୋଇଛନ୍ତି। ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ
୨୦୨୧ ମସିହାରେ ବି କରୋନା ପିଛା ଛାଡ଼ିଲା ନାହିଁ। ଲଗାତାର ଭାବରେ ଦେଶରେ ଓ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି। ମୋଦି-ଦିଦିଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଗୋଟିଏ ପଟେ ନିଜ ପାରମ୍ପରିକ ଆସନରୁ ଏଥର ନିର୍ବାଚନ ନଲଢି ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରୋବର୍ଟ ଭଦ୍ରା କରୋନାରେ ସଂକ୍ରମିତ ହେବା ପରେ ପ୍ରିୟଙ୍କା ନିଜର ଆସାମ ଗସ୍ତକୁ ରଦ୍ଦ କରିଥିବା ନେଇ ସୂଚନା ମିଳିଛି। କେବଳ ଏତିକି ନୁହେଁ ପ୍ରିୟଙ୍କା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି
ଦେଶରେ ଲଗାତାର ଭାବରେ ବଢିବାରେ ଲାଗିଛି କରୋନା। ତେବେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।
ତେବେ ସମସ୍ତଙ୍କ ନଜର, ନନ୍ଦିଗ୍ରାମ ଉପରେ ରହିଛି। କାରଣ, ସବୁ ସିଟ୍ ଭିତରେ ହଟସିଟ୍ ପାଲଟିଛି ନନ୍ଦିଗ୍ରାମ। ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରେ ବାଜି ଲଗାଇଛନ୍ତି ଟିଏମସି ସୁପ୍ରିମୋ। ଆଉ ତାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ
ଦିଲ୍ଲୀ ଏମ୍ସରେ ସଫଳତାର ଶେଷ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସଫଳ ଅସ୍ତ୍ରୋପଚାର ପାଇଁ ଏମ୍ସ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଲେ ରାଜନାଥ। କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ମଧ୍ୟ ହେଲେ ରାଜନାଥ।
ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ SWAYAM ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଅନୁଦାନ ଆୟୋଗ (ୟୁଜିସି) ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତର ଜାତୀୟ ମାସିଭ୍ ଓପନ୍ ଅନ ଲାଇନ ପାଠ୍ୟକ୍ରମ (MOOCs) ଗ୍ରହଣ କରିବାକୁ କହିଛି
ଦେଶରେ ଉପର ମୁହାଁ ରହିଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୫୬ ହଜାର ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କ ମୃତ୍ୟୁ ହୋଇଛି।
ମିଆଁମାରରେ ଶାସନ ଭାର ମିଆଁମାରରେ ଶାସନ ଭାର ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ।ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ
ଦୈନିକ ବଢ଼ିଚାଲିଥିବା କରୋନା ମହାମାରୀର ମହାବିପତ୍ତି ଭିତରେ ମହାରାଷ୍ଟ୍ରରେ ପୁଣି ହୋଇପାରେ ଲକଡାଉନ। କରୋନା ସ୍ଥିତି ସମୀକ୍ଷା ପରେ ଏଭଳି ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ଦେଶରେ ମାଡ଼ି ଚାଲିଛି କରୋନା ମହାମାରୀ। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଲାଣି। ଦିନକୁ ଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟାରେ ସାରା ଦେଶରେ ୬୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ଅଗ୍ନିକନ୍ୟା ବନାମ୍ ଭୂମିପୁତ୍ରର ଲଢେଇ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ୍ ତାଙ୍କ ଶିଷ୍ୟରୁ ଶତ୍ରୁ ବନିଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଜୋରଦାର ହେଉଛି ଫାଇଟ୍
ପୁନେ ୩ୟ ଦିନିକିଆରେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ ହୋଇଛି। ଇଂଲଣ୍ଡକୁ ୭ ରନରେ ହରାଇଲା ଭାରତ। ୩ୟ ଦିନିକିଆ ସହ ସିରିଜ୍ ଜିତିଲା ଭାରତ।
ଅମରାବତୀ: ଆତ୍ମହତ୍ୟା କଲେ ୨୮ ବର୍ଷୀୟ ରେଞ୍ଜ ଅଫିସର। ତେବେ ଯୌନ ନିର୍ଯାତନା ଲାଗି ସେ ଆତ୍ମହତ୍ୟା କରିଥିବା ନେଇ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଛନ୍ତି ଯାହାକୁ ପୋଲିସ ଜବତ ମଧ୍ୟ କରିଛି। ଏଠାରେ କହିରଖୁଛୁ ଯେ, ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାରେ ନୁହେଁ ବରଂ ମହାରାଷ୍ଟ୍ରରେ ଘଟିଛି। ଆତ୍ମହତ୍ୟା କରିଥିବା ଲେଡି ଅଫିସର ଜଣଙ୍କ ଦିପାଳୀ ଚୌହ୍ୱାନ ମୋହିତେ ବୋଲି ସୂଚନା ମିଳିଛି । ଦିପାଳୀଙ୍କ ସ୍ୱାମୀ ରାଜେଶ ମୋହିତେ ଜଣେ ଟ୍ରେଜରୀ […]
ଆମେରିକାରେ ପରସା ଯିବ ଦେଶୀ ଖାଇବା। ସୋନା ହୋଟେଲରେ ମିଳିବ ଭାରତୀୟ ଆଇଟମ୍। ନ୍ୟୁୟର୍କରେ ଏମିତି ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯାହାର କାମ ଜୋରସୋରରେ ଚାଲିଛି ବୋଲି ସୂଚନା ମିଳିଛି। ଆମେରିକାର ମେଗା ସିଟି ନ୍ୟୁୟର୍କରେ ‘ସୋନା’ ନାଁରେ ରେଷ୍ଟୁରାଣ୍ଟ ତିଆରି କରୁଛନ୍ତି ପ୍ରିୟଙ୍କା