ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ବ୍ୟାଟିଂ ପାଇଁ ସବୁ ପାଗଳ। ନିଜର ୨୪ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ସଚିନ ଟେଷ୍ଟ ଓ ଦିନିକିଆରେ ଏକାଧିକ ରେକର୍ଡ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଛି। ବ୍ୟାଟିଂରେ ତ ସଚିନ ସଫଳତାର ଶିଖର ଛୁଇଁଲେ, କିନ୍ତୁ କ୍ୟାପଟେନ୍ସିରେ ସେ ଏହାର ସମ୍ପୂର୍ଣ୍ଣ ଓଲଟା। ସଚିନ ୧୯୯୬ରୁ ୨୦୦୦ ମଧ୍ୟରେ ୭୬ଟି ଦିନିକିଆ ଓ ୨୫ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କ […]
ଭୋପାଳ: ଗୋଟିଏ ପଟେ କରୋନାଭାଇରସ୍ ଏବଂ ଅନ୍ୟପଟେ ରାଜ୍ୟସଭାର ୨୪ଟି ଆସନ ପାଇଁ ଶୁକ୍ରବାର ଭୋଟିଂ ପ୍ରକ୍ରିୟା ଜାରି ରହିଛି। କିନ୍ତୁ କରୋନାଭାଇରସ୍ ଭଳି ମହାମାରୀ ରୋଗ ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କୁ ଭୋଟ୍ ଦେବାରୁ ରୋକିପାରି ନାହିଁ। କରୋନାରେ ଆକ୍ରାନ୍ତ ଥିବା କଂଗ୍ରେସର ବିଧାୟକ କୁନାଲ୍ ଚୌଧୁରୀ ରାଜ୍ୟସଭା ଭୋଟ୍ ଦେବାକୁ ଭୋପାଳସ୍ଥିତ ବିଧାନସଭାରେ ପହଞ୍ଚିଥିଲେ। କରୋନା ଆକ୍ରାନ୍ତ ଥିବା ବିଧାୟକ କୁନାଲ କରୋନାଙ୍କର ଏବେ ଚିକିତ୍ସା ଚାଲିଛି। ପ୍ରାୟ ୨୦୫ଜଣ ବିଧାୟକ ମତଦାନ ଦେବା ପରେ […]
ଇସଲାମବାଦ: ପାକିସ୍ତାନ ପୋଲିସ ହେପାଜତରେ ଥିବା ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସର ୨ କର୍ମଚାରୀ ମୁକ୍ତ। ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। ତେବେ ଏନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା। ଭାରତୀୟ ହାଇକମିଶନ ପକ୍ଷରୁ ଦୁଇ କର୍ମଚାରୀ ନିଖୋଜ ନେଇ ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ କର୍ମଚାରୀ ପୋଲିସ ହେପାଜତରେ ଥିବା ସୂଚନା ଦେଇଥିଲା ପାକିସ୍ତାନ। ତେବେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ସଂଗୀନ ହେଉଛି ପରିସ୍ଥିତି। ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି। ଏଥିପାଇଁ ଦିଲ୍ଲୀରେ ଘନଘନ ବୈଠକ। ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦୁଇ ଥର ବୈଠକ ଡାକିଥିବାବେଳେ ଆଜି ପୁଣି ଥରେ ଦିଲ୍ଲୀର ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛିନ୍ତି। ବୈଠକରେ ସବୁଦଳ ପକ୍ଷରୁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ ପାଇଁ ମତ ପ୍ରକାଶ ପାଇଥିଲା। ଦିଲ୍ଲୀରେ ସମସ୍ତଙ୍କ କରୋନା ନମୁନା ପରୀକ୍ଷା ପାଇଁ ଦାବି କରିଛି କଂଗ୍ରେସ। […]
ମୁମ୍ୱାଇ: ପଞ୍ଚଭୂତରେ ଲୀନ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କରୋନା ପାଇଁ କଟକଣା ରହିଥିଲେ ମଧ୍ୟ ଅନେକ ବଲିଉଡ୍ କଳକାର ଅନ୍ତେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ। ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ତାଙ୍କ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା। ବଲିଉଡର ଅନେକ କଳାକାର ମେଡିକାଲରେ ପହଞ୍ଚି ସୁଶାନ୍ତଙ୍କ ଶେଷ ଦର୍ଶନ କରିଥିଲେ। ଏହାପରେ ସୁଶାନ୍ତଙ୍କ ଶରୀରକୁ ଶୋଭାଯାତ୍ରାରେ ଭିର୍ଲେପାର୍ଲେସ୍ଥିତ ଶ୍ମଶାନଘାଟକୁ […]
ନୂଆଦିଲ୍ଲୀ: କରୋନାର ନୂଆ ଲକ୍ଷଣ। ଯଦି ହଠାତ ଜଣେ ଗନ୍ଧ କିମ୍ବା ସ୍ୱାଦ ବାରି ପାରୁନାହାନ୍ତି, ତାହେଲେ ତାହା କରୋନାର ଲକ୍ଷଣ ବୋଲି ଧରାଯିବ। କରୋନାର ୮ଟି ଲକ୍ଷଣ ଭିତରୁ ଏହା ବି ଏକ ଲକ୍ଷଣ ଭାବେ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଡକ୍ୟୁମେଣ୍ଟରେ ସାମିଲ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏପଟେ ଦେଶରେ ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୧ ହଜାର ୪୫୮ ନୂଆ ଆକ୍ରାନ୍ତ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]