ନୂଆଦିଲ୍ଲୀ: ଖୁବଶୀଘ୍ର ଦୂର ହେବ ଭ୍ୟାକ୍ସିନ ଅଭାବ ସମସ୍ୟା । ଆସନ୍ତା ଜୁନ୍ ୧୫ ସୁଦ୍ଧା ରାଜ୍ୟଗୁଡିକୁ ମିଳିବ ୫ କୋଟି ୮୬ ଲକ୍ଷ ୨୯ ହଜାର ଡୋଜ୍ କରୋନା ଟିକା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସବୁ ଟିକା ମାଗଣାରେ ଯୋଗାଇ ଦିଆଯିବ । ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫ ଜୁନ୍ ପର୍ଯ୍ୟନ୍ତ ରାଜ୍ୟଗୁଡିକୁ ଟିକା ଯୋଗାଣ ନେଇ ଆଗୁଆ ସୂଚନା ଦିଆଯାଇଛି । ଟିକା ଉତ୍ପାଦନକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟମାନଙ୍କ ସିଧାସଳଖ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଅନଲକ୍-୨ର ଗାଇଡଲାଇନ୍ ଜାରି କରିଛନ୍ତି। ଅନଲକ୍-୧ର ଅବଧି ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି। ଏହା ସହ ଅନଲକ୍-୨ର ଘୋଷଣା କରାଯାଇଛି, ଯାହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଛି। କେନ୍ଦ୍ରର ନୂଆ ଗାଇଡଲାଇନ୍ ଅନୁଯାୟୀ:- କଣ୍ଟେନମେଣ୍ଟ ଜୋନରୁ ବାହାରେ ଥିବା କିଛି ଅଞ୍ଚଳରେ କଟକଣାକୁ କୋହଳ କରାଯିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। […]
ଇସଲାମବାଦ: ପାକିସ୍ତାନକୁ ବଡ଼ ଝଟ୍କା। ଏୟାରଲାଇନ୍ସ ବିମାନ ଉଡ଼ାଣ ଉପରେ EASAର ବଡ଼ ପଦକ୍ଷେପ। ଆସନ୍ତା ୬ ମାସ ଯାଏ ୟୁରୋପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡ଼ାଣ ବ୍ୟାନ୍। ଏହି ପ୍ରତିବନ୍ଧକ ଲଗାଇଛି ୟୁରୋପୀୟ ଆକାଶପଥ ନିରାପତ୍ତା ସଂସ୍ଥା EASA। ଜୁଲାଇ ୧ ଅର୍ଥାତ୍ ଆସନ୍ତାକାଲି ଠାରୁ ଆଗାମୀ ୬ ମାସ ଯାଏ ୟୁରୋପ ଆକାଶରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏନେଇ ବିମାନ ଉଡ଼ାଣ ସଂସ୍ଥା ମୁଖପାତ୍ର ସୂଚନା ଦେଇଛନ୍ତି। […]
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। କାଲି ଅପରାହ୍ନ ୪ଟାରେ ସେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ ହେଉଥିବା ବେଳେ, ସେ ସଂପର୍କରେ ଦେଶବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। Prime Minister @narendramodi will address the nation at 4 PM tomorrow. — PMO India (@PMOIndia) June […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୭୪୩ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। Another 137 #COVID19 patients have recovered and are being discharged on 28.6.2020. 33 from Ganjam 29 from Khurdha 22 from Cuttack 13 from Balasore 9 from Jajpur 6 […]
ନୂଆଦିଲ୍ଲୀ: କୋଲକତା ନାଇଟ ରାଇଡର୍ସ ଉପରେ ଖପ୍ପା ବିରେନ୍ଦ୍ର ସେହୱାଗ। କହିଲେ ଦୁଇ ଦୁଇ ଥର ଟାଇଟଲ ହାସଲ କରିଥିବା ଏହି ଦଳ ଏଭଳି କେମିତି ଖେଳୁଛି। ଆଇପିଏଲ୍ ୨୦୨୧ରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଖରାପ ରହିଆସିଛି । କେକେଆର୍ ଏହି ସିଜନରେ ୭ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ଦୁଇଟି ମ୍ୟାଚରେ ଜିତିଛି । ଦୁଇ ଦିନ ପୂର୍ବେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଲିଗ ମ୍ୟାଚରେ ସେ ପଞ୍ଚମ ପରାଜୟର ସମ୍ମୁଖୀନ […]
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଥିବା ଦେଖାଯାଇଛି। ଏବେ ସୁଦ୍ଧା ଗୋଟିଏ ଥର ବି ଆଇପିଏଲ ଟାଇଟଲ ହାସ କରିନଥିବା ଏହି ଦଳ ଏଥର ଟାଇଟଲ ପାଇବା ରେସରେ ଆଗରେ ରହିଥିବା ଦେଖାଯାଉଛି। ଆରସିବି ଚଳିତ ସିଜନରେ ଏବେ ସୁଦ୍ଧା ୭ଟି ମ୍ୟାଚ୍ ଖେଳିସାରିଥିବା ବେଳେ ସେଥିରୁ ମାତ୍ର ଦୁଇଟି ପରାଜୟ ସ୍ୱୀକାର କରିଛି ଏବଂ ୫ରେ ବିଜୟ ହୋଇଛି। ସେ ୧୦ ପଏଣ୍ଟ ସହ ପଏଣ୍ଟ […]
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳ ୩୪ ରନରେ ପଞ୍ଜାବ କିଙ୍ଗସଠାରୁ ପରାଜୟ ସ୍ୱୀକାର କରିଛି। ଏହି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଆସିଛି। ମ୍ୟାଚରେ ପଞ୍ଜାବ ଦଳ ପାଇଁ ଅଧିନାୟକ କେ.ଏଲ୍ ରାହୁଲ ସର୍ବାଧିକ ୯୧ ରନ୍ ସଂଗ୍ରହ କରି ନଟ ଆଉଟ ରହିଥିବା ବେଳେ ବାଙ୍ଗଲୋର ଦଳର ଅଧିନାୟକ ବିରାଟ କୋହଲି ସର୍ବାଧିକ ୩୫ ରନ୍ ସଂଗ୍ରହ କରି ଦଳକୁ ଦେଇଥିଲେ। […]
ନୂଆଦିଲ୍ଲୀ: ପରଲୋକରେ ମହାନ୍ ଆମେରିକୀୟ ମହାକାଶଚାରୀ ମାଇକେଲ୍ କଲିନ୍ସ । ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ୧୯୬୯ ମସିହା ନାସାର ଆପୋଲୋ-୧୧ ମିଶନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡ୍ଓ୍ୱିନ୍ ବା ବଜ୍ ଆଲଡ୍ରିନ୍ ଚନ୍ଦ୍ରରେ ଅବତରଣ କରି ଇତିହାସ ରଚିଥିଲେ ସତ, ହେଲେ ଏହି ଇତିହାସର ଆଉ ଏକ ଅନାଲୋଚିତ, ଆଉ ଏକ ଅଖ୍ୟାତ ନାଁ ହେଉଛି ମାଇକେଲ୍ କଲିନ୍ସ। ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ଏଡ୍ଓ୍ୱିନ୍ […]
ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ। କରୋନା ସଂକ୍ରମିତ ହେବା ପରେ ତାଙ୍କର ପରୋଲୋକ ହୋଇଥିବା ଜଣାପଡ଼ିଛି। ପ୍ରଥମେ ତାଙ୍କ ମା’ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦୀର୍ଘ ଦିନ ଧରି ଜି’ ନ୍ୟୁଜରେ ଆଙ୍କର୍ ଭାବେ କାର୍ଯ୍ୟ କରିଥିବା ରୋହିତ ସରଦାନା ଏବେ ଆଜ୍ ତକ ନ୍ୟୁଜ ଚ୍ୟାନେଲରେ ଆଙ୍କର ଭାବେ କାର୍ଯ୍ୟ କରୁଥିଲେ। ସୁଧିର ଚୌଧରୀ ଟ୍ୱିଟ୍ କରି ରୋହିତଙ୍କ ଦେହାନ୍ତର ସୂଚନା ଦେଇଥିଲେ। ସୁଧିର ଚୌଧରୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, […]