ରାଶିଫଳ
ଓଡିଶା
ମନୋରଞ୍ଜନ
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡ଼ିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
LIVE TV
Cities
Bhubaneswar
Cuttack
Puri
Sambalpur
Gopalpur
Angul
Bargarh
Bhadrak
Balasore
Berhampur
Boudh
Deogarh
Dhenkanal
Gajapati
Ganjam
Jagatsinghpur
Jajpur
Kalahandi
Kandhamal
Kendrapara
Keonjhar
Khurda
Koraput
Malkangiri
Mayurbhanj
Nabarangpur
Nayagarh
Rayagada
Sonepur
Sundargarh
Balangir
Jharsuguda
Nuapada
Talcher
Paralakhemundi
Paradeep
Bhawanipatna
Daringbadi
Joda
Barbil
Jeypore
Sunabeda
Baripada
Konark
Pipili
Gunupur
Hirakud
Rourkela
Titilagarh
DARK MODE
Home
India
Latest
ଧାନ କିଣା ନେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଲେ-କଟ୍ନି୩୨ ଛଟ୍ନି କଲେ ମିଲର ଓ ପାକ୍ସଙ୍କୁ ଗିରଫ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି,ଗିରଫ ସହ ସେମାନଙ୍କ ମିଲ୍ ସିଜ୍ କରିବାକୁ ମଧ୍ୟ କୁହାଯାଇଛି
ବାଲେଶ୍ୱର: ଧାମରା ଅବଦୁଲ କାଲାମ ଦ୍ୱୀପରୁ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ଉତ୍କ୍ଷେପଣ, ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର ରହିଛି
କେନ୍ଦୁଝର: ଭଗାମୁଣ୍ଡା ଗାଁରେ ଜଣେ ଯୁବତୀଙ୍କ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର,କାଲି ଯୁବତୀଙ୍କ ଘରକୁ ଆସିଥିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ
ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୧୩ରୁ ଫର୍ମ ପୂରଣ, ୧୫ ଯାଏ ଫର୍ମ ପୂରଣ କରିପାରିବେ ବିଜ୍ଞାନ, ବାଣିଜ୍ୟ, କଳା ଛାତ୍ରଛାତ୍ରୀ ; ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର: ପାଇକ ସ୍ମାରକୀ ସ୍ତମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନ ସହ ଭେଟି ଅଭିଯୋଗ କଲେ ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ସରକାର ଜାଗା ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି କହିଲେ
ଭୁବନେଶ୍ୱର: କୋଣାର୍କ ମନ୍ଦିରର ସୁରକ୍ଷା ନେଇ ବୈଠକ ଆରମ୍ଭ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ବିଭାଗୀୟ ଅଧିକାରୀ ସାମିଲ
ସାଲେପୁର: କୋଲଣପୁର ଗାଁରେ ଘର ଭିତରୁ ଚାଷୀ ସୁମନ୍ତ ମଲ୍ଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଋଣ ବୋଝ ସହି ନ ପାରି ଆତ୍ମହତ୍ୟା କରିଥିବା କହିଲେ ସୁମନ୍ତଙ୍କ ପତ୍ନୀ
ଭବାନୀପାଟଣା: କର୍ଲାମୁଣ୍ଡା SBI ଶାଖାରୁ ଡକାୟତି, ସିସିଟିଭି ହାର୍ଡଡିସ୍କ ସହ ଲକରରୁ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି
ଆଠଗଡ଼: ପାର୍ବତୀପୁର ଗାଁରେ ଭୋଜି ଖାଇ ୪୦ରୁ ଅଧିକ ଶିଶୁ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ଆଇଏଏସ୍ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣା: ୩ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍, ଲୁଟେରାଙ୍କ ମଧ୍ୟରେ ୨ ନାବାଳକ ଥିବା ସୂଚନା
ଭୁବନେଶ୍ୱର: ୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ; ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୨ ଗିରଫ
ଅନୁଗୁଳ: କଇଁଫୁଲିଆ ରେଳ ଲାଇନ୍ କଡ଼ରୁ ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ଉଦ୍ଧାର, ବଇଣ୍ଡା ଯିବେ କହି ଘରୁ ବାହାରିଥିଲେ, ଟ୍ରେନରୁ ଖସି ମୃତ୍ୟୁ ଘଟିଥିବା ସନ୍ଦେହ
ଜିଲ୍ଲା ଭିତ୍ତିକ ବେକାରଙ୍କୁ ନିଯୁକ୍ତି, ଖାଲି ପଦବୀ ପୂରଣ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ
ରାଇରଙ୍ଗପୁର: ଦାଣ୍ଡବୋଷ ଗାଁ ନିକଟ ମୁଖ୍ୟରାସ୍ତା କଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ପରେ ନଡ଼ାଗଦାରେ ଭର୍ତ୍ତି କରି ଦୁର୍ବୃତ୍ତମାନେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି
ମୋହନା ଥାନା ଖତ୍ରାସିଂ ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ସ୍ୱାମୀ ଫେରାର, ଘରୋଇ କଳିରୁ ହତ୍ୟା ସୂଚନା
ଯାଜପୁର: ଏନ୍ଏଚ୍ ୧୬ ଛତିଆ ନିକଟରେ ଧାନକଟା ମେସିନକୁ ପିଟିଲା ଭ୍ୟାନ୍; ଜଣେ ମୃତ, ୨ ଗୁରୁତର
କାମାକ୍ଷାନଗର: ପରଜଙ୍ଗ ଥାନା ଲୋଧଣି ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା
କାମାକ୍ଷାନଗର: ଖଇରାମୁଣ୍ଡା ନିକଟରେ ଟୁରିଷ୍ଟ ବସ୍ ଓଲଟି ୧୫ ଆହତ, ବାଲେଶ୍ୱରରୁ ପିକନିକ୍ ସାରି ଅନୁଗୁଳ ଫେରୁଥିବା ବେଳେ ଦୁର୍ଘଟଣା, ସମସ୍ତ ଆହତ ଅନୁଗୁଳ ଅଞ୍ଚଳର
ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା, ଭିମସାର ନିର୍ଦ୍ଦେଶକଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ
ପୁରୀ: କୋଣାର୍କ #JMFC ରୁ ଅଭିଜିତ ଆୟର ମିତ୍ରଙ୍କୁ ମିଳିଲା ଜାମିନ, ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମିଳିଲା ଜାମିନ; ଭବିଷ୍ୟତରେ ଆଉ ଅରୁଚିକର ମନ୍ତବ୍ୟ ନଦେବାକୁ ସର୍ତ୍ତ
ମହିଳା ସଂରକ୍ଷଣ ବିଲ୍ ନେଇ ଆଉ ପାଦେ ଆଗେଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡ଼ି ସମସ୍ତଙ୍କୁ ଚିଠି ଲେଖିଲେ
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିବା ପ୍ରସଙ୍ଗରେ ପ୍ରତାପ ଷଡ଼ଙ୍ଗୀ କହିଲେ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ହିଁ ନିଷ୍ପତ୍ତି ନେବ, ବିଜେଡି ଭଳି ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମରୁଡ଼ି ନାହିଁ
ଡିସେମ୍ବର ୨୪ ତାରିଖରେ ଖୋର୍ଦ୍ଧା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଖୋର୍ଦ୍ଧାରେ ଏକ ବିଶାଳ ସମାବେଶରେ ଯୋଗ ଦେବେ; ସୂଚନା ଦେଲେ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ
ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା
ନବୀନ ନିବାସ ଆସି ବିଜେଡିରେ ଯୋଗଦେଲେ ମୋହନାର ପୂର୍ବତନ ବିଧାୟକ ଚକ୍ରଧର ପାଇକ
First
Prev
1648
1649
1650
1651
1652
1653
1654
1655
1656
1657
1658
Next
Last
Top stories
Parliament
New Income Tax Bill : ସଂସଦରେ ନୂଆ ଆୟକର ବିଲ୍ ; ୨୦୨୬ ଏପ୍ରିଲ ୧ ରେ ଲାଗୁହେବା ନେଇ ଆଶା
I
Feb 13,2025
5 T School
Education System: ମୁଣ୍ଡ ଉପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା; ଗଞ୍ଜାମ ଜିଲ୍ଲାରୁ ଆସିଲା ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର
O
Feb 13,2025
Odisha Congress
Sura Routray : ସୁରେଶ ରାଉତରାୟଙ୍କ ଉପରୁ ଉଠିବ କି ନିଲମ୍ୱନ ? ଭକ୍ତ ଦାସ ନୂଆ ପିସିସି ସଭାପତି ହେବାପରେ ଆରମ୍ଭହେଲା ଚର୍ଚ୍ଚା
O
Feb 13,2025
Heat Wave In Odisha
Odisha Weather Update: ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା; ୩୫ ଡେଇଁଲା ରାଜଧାନୀର ତାତି
O
Feb 13,2025
BJD
BJD Supremo in Tension: ହଲର ବଲର ନେତାଙ୍କୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ
B
Feb 13,2025
Jobs
Junior Teachers
JuniorTeacher: ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା
O
Feb 12,2025
Govt Jobs
India Post GDS Recruitment 2025: ଡାକ ବିଭାଗରେ ପୂରଣ ହେବ ୨୧,୪୦୦ରୁ ଅଧିକ ପଦବୀ; ଓଡ଼ିଶା ପାଇଁ ଏତେ…
I
Feb 11,2025
Career Tips
Career Tips: ଆପ୍ରାଇଜାଲ୍ ଫର୍ମରେ ନିଜକୁ କେତେ ଦେବେ ରେଟିଂ… ଜାଣନ୍ତୁ ପ୍ରମୋସନ୍ ପାଇବାର ଟିପ୍ସ
I
Feb 10,2025
Govt Jobs
ESIC Recruitment 2025: ଲକ୍ଷାଧିକ ଦରମା ବାଲା ଚାକିରି ଖୋଜୁଛନ୍ତି କି... ଫଟାଫଟ କରନ୍ତୁ ଆବେଦନ
I
Feb 07,2025
Govt Jobs
AAI Recruitment 2025: ବିମାନବନ୍ଦରରେ ଚାକିରି ସୁଯୋଗ; ଜାଣନ୍ତୁ କେଉଁମାନେ କରିବେ ଆବେଦନ
I
Feb 05,2025
Copyright © 2025 - Odisha Television Limited All Rights Reserved.
About us
Contact us
Privacy Policy
T&C
Cookie Policy