ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ଶିଳ୍ପପତି ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟ ଓ ସହଯୋଗୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଚଢ଼ଉକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି କଂଗ୍ରେସ। ଗତ ସାଢ଼େ ୪ ବର୍ଷରେ କେନ୍ଦ୍ର ସରକାର ରବର୍ଟ ଭଦ୍ରାଙ୍କ ବିରୋଧରେ ସାମାନ୍ୟ ଦୁର୍ନୀତି ପ୍ରମାଣ କରିପାରିନଥିବାବେଳେ, ଏବେ ନିର୍ବାଚନ ଥିବାରୁ ହୀନ ଉଦ୍ୟମ କରୁଛି ବୋଲି କଂଗ୍ରେସ […]
ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ସର୍ଜିକାଲ ଷ୍ଟ୍ରାଇକ୍। ଯାହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ସଫଳ ହୋଇଥିଲା, ସେହି ସେନା ଅଧିକାରୀଙ୍କ ମନ୍ତବ୍ୟ ସୃଷ୍ଟି କରିଛି ନୂଆ ଚର୍ଚ୍ଚା। ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ୍. ହୁଦା କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ରାଜନୀତି ହେବା ଉଚିତ ନୁହେଁ। ଏହାକୁ ନେଇ ବାହାସ୍ଫୋଟ ମାରିବା କାରଣରୁ ଏହାର ଗୁରୁତ୍ୱ କମି ଯାଇଛି। ସେନାକୁ ଯେଉଁ ଲାଭ ଦେବା କଥା, ତାହା ହେଲା ନାହିଁ। ଏହା ପରେ ଟ୍ୱିଟ […]
ମୁମ୍ବାଇ: ଚଳିତ ବର୍ଷ ଫେବୃଆରୀ ମାସ ଫୁଲ୍ ଏଣ୍ଟରଟେନ୍ କରିବାକୁ ଯାଉଛି। ଫେବୃଆରୀରେ ଏଣ୍ଟର୍ଟେନ୍ମେଣ୍ଟ ପିଲ୍ମର ସମାହାର ଦେଖିବାକୁ ମିଳିବ। ୧୪ ପେବୃଆରୀକୁ ରଣବୀର ସିଂହଙ୍କ ‘ଗଲି ବଏ’ ରିଲିଜ୍ ହେବାକୁ ଥିବାବେଳେ ମଲ୍ଟି ଷ୍ଟାରର୍ କମେଡି ଫିଲ୍ମ ‘ଟୋଟାଲ ଧମାଲ’ ମଧ୍ୟ ଏହି ମାସ ରିଲିଜ୍ ହେବ। ମାସ ଆରମ୍ଭରେ ଅନିଲ କପୁର ଓ ସୋନମ୍ କପୁରଙ୍କ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ରିଲିଜ୍ ହେବ। ଏଥିସହିତ ଫରହାନ୍ ଅଖ୍ତର୍ଙ୍କ […]
ନୂଆଦିଲ୍ଲୀ : ସରିଲା ୫ ରାଜ୍ୟରେ ବିଧାନସଭା ଭୋଟ୍। ୧୧ରେ ଗଣତି ସହ ଅସଲ ଫଳ ଅାସିବା ପୂର୍ବରୁ ପ୍ରକାଶ ପାଇଛି ଏକଜିଟ୍ ପୋଲ୍। ଫଳାଫଳ ଭିନ୍ନ ଭିନ୍ନ ସଂସ୍ଥାଙ୍କ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ରାଜସ୍ଥାନରେ କଂଗ୍ରେସ କ୍ଲିନସ୍ୱିପ୍ କରିବାର ସଙ୍କେତ ଅାସୁଛି। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର। ତେଲେଙ୍ଗାନାରେ କ୍ଷମତା ବଜାୟ ରଖିପାରନ୍ତି KCR। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି କଡ଼ା […]
ଅାଡିଲେଡ୍ : ଅାଡିଲେଡ୍ ଟେଷ୍ଟରେ ପାଳି ସମ୍ଭାଳିଲେ ଚେତେଶ୍ୱର ପୂଜାରା। ବ୍ୟକ୍ତିଗତ ଶତକ ହାସଲ କରିବା ପରେ ସମ୍ମାନଜନକ ରନ ସଂଗ୍ରହ କରିପାରିଛି ଟିମ୍ ଇଣ୍ଡିଅା। ପୂଜାରା ୨୪୬ ବଲରୁ ୧୨୩ ରନ୍ କରି ରନ୍ ଅାଉଟ ହୋଇଥିଲେ। ଅାଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ଓ୍ୱିକେଟ ହରାଇ ୨୫୦ ରନ୍ ସଂଗ୍ରହ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଅାର ବ୍ୟାଟସମ୍ୟାନ୍ କଙ୍ଗାରୁ ପେସ୍ ବାହିନୀର ସଫଳ […]