• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

trs
ତେଲେଙ୍ଗାନାରେ ଟିଆର୍‌ଏସ୍ ସରକାର !

ହାଇଦ୍ରାବାଦ :  କେ. ଚନ୍ଦ୍ରଶେଖର ରାଓ କେଉଁ ରିସ୍କ ନେଇଥିଲେ, ତାହା କାମ ଦେଇଛି। ଟ୍ରେଣ୍ଡ ଅନୁସାରେ ତେଲେଙ୍ଗାନାରେ ସ୍ପଷ୍ଟ  ବହୁମତ ସହିତ ପୁଣି କ୍ଷମତାକୁ ଫେରୁଛି ଟିଆର୍‌ଏସ୍। ସେଥିପାଇଁ ଔପଚାରିକ ଘୋଷଣା ହୋଇନଥିଲେ ମଧ୍ୟ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି। ବାଣ ଫୁଟାଇ, ରଙ୍ଗ ଖେଳି ସେମାନେ ଉତ୍ସବ ପାଳନରେ ମାତି ଗଲେଣି। ଟ୍ରେଣ୍ଡ ଅନୁସାରେ ଟିଆର୍‌ଏସ୍ ଏକ ପ୍ରକାର କ୍ଲିନ ସୁଇପ୍ କରୁଛି। ଏହି ଦଳ ୧୧୯ଟି ଆସନରୁ ୯୬ଟି ଆସନରେ ଆଗେଇଛି। କଂଗ୍ରେସ, […]

congress
ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସମୁକ୍ତ

ମିଜୋରାମ  : ସାରା ଭାରତରେ ନ ହେଲା ନାହିଁ, ଦେଶର ଉତ୍ତର-ପୂର୍ବାଞ୍ଚଳରେ ମୋଦି-ଶାହାଙ୍କ ମିଶନ ସଫଳ ହୋଇଛି।  ଅର୍ଥାତ ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସ ଶାସନମୁକ୍ତ ହୋଇଛି। କଂଗ୍ରେସ ହାତରୁ ଯାଇଛି ମିଜୋରାମ। ଶାସକ ଦଳକୁ କ୍ଷମତାଚ୍ୟୁତ କରି ବିଜୟ ଆଡ଼କୁ ଅଗ୍ରସର ହେଉଛି ମିଜୋରାମ ନ୍ୟାସନାଲ ଫ୍ରଣ୍ଟ। ଅବସ୍ଥା ଏପରି ଯେ, ମୁଖ୍ୟମନ୍ତ୍ରୀ ଲାଲ ଥନଓ୍ୱାଲା ମଧ୍ୟ ନିଜ ଆସନ ରକ୍ଷା କରିପାରି ନାହାନ୍ତି। ଚମ୍ପାଇ ସାଉଥ-ଇଷ୍ଟ ଆସନରେ ତାଙ୍କୁ ପରାସ୍ତ କରିଛନ୍ତି ବିରୋଧୀ MNF ପ୍ରାର୍ଥୀ। ଟ୍ରେଣ୍ଡ […]

sachin
ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ପାର୍ କରିଛି କଂଗ୍ରେସ

ରାଜସ୍ଥାନ : ରାଜସ୍ଥାନରେ ବହୁମତ ଆଡ଼କୁ ଅଗ୍ରସର ହେଉଛି କଂଗ୍ରେସ। ୨୦୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍‌ ନମ୍ବର ପାର୍ କରିଛି କଂଗ୍ରେସ। ଦଳ ୧୦୨ଟି ଆସନରେ ଆଗୁଆ ଅଛି। ଗଣତି ଆରମ୍ଭରୁ ହିଁ  କଂଗ୍ରେସ ଆଗୁଆ ରହିଥିଲା। ମଧ୍ୟାହ୍ନରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର। କେତେବେଳେ କଂଗ୍ରେସ ଆଗରେ ତ କେତେବେଳେ କଂଗ୍ରେସ ଆଗରେ ରହିଥିଲା। ଏପରିକି ନିର୍ବାଚନ ପଣ୍ଡିତଙ୍କ ଏକ୍‌ଜିଟ୍ ପୋଲ୍ ମଧ୍ୟ ଭୁଲ […]

vijaya-up
ଭାରତ ଫେରିବେ ବିଜୟ ମାଲ୍ୟା!

ଲଣ୍ଡନ : ଭାରତକୁ ପ୍ରତ୍ୟର୍ପଣ ହେବେ ବିଜୟ ମାଲ୍ୟା। ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ଦେଇଛନ୍ତି ଲଣ୍ଡନର ୱେଷ୍ଟମିନ୍‌ଷ୍ଚର କୋର୍ଟ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା କୋର୍ଟ କହିଛନ୍ତି। କିଙ୍ଗ୍ ଫିସର ଏୟାରଲାଇନ୍ସ ପାଇଁ ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟିରୁ ଅଧିକ ଟଙ୍କା ଋଣ ନେଇ ଆଉ ଶୁଝି ନଥିଲେ ମାଲ୍ୟ। ଟଙ୍କା ଶୁଝିବା ବଦଳରେ ବିଦେଶକୁ ପଳାୟନ କରିଥିଲେ ସେ। ସେପଟେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ମାଲ୍ୟା କୋର୍ଟ […]