ନୂଆଦିଲ୍ଲୀ : ପୋଲାଭରମ ଜନଶୁଣାଣିକୁ ନେଇ ନୂଅା ଅଡୁଅା। ଅାସନ୍ତାକାଲି ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ କେନ୍ଦ୍ରର ସାନି ସତ୍ୟପାଠ ପ୍ରସଙ୍ଗକୁ ଅଧିକ ଗୋଳିଅା କରିଛି। ଗତକାଲିର ସତ୍ୟପାଠରେ ୨୯ ନଭେମ୍ବରରେ ଦିଅାଯାଇଥିବା ସତ୍ୟପାଠକୁ ତ୍ରୁଟିପୂର୍ଣ ଦର୍ଶାଇଛି କେନ୍ଦ୍ର। ଏଥିରେ ଜନଶୁଣାଣି ନେଇ ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ବି ଉଲ୍ଲେଖ କରାଯାଇଛି। ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନତାରେ ଜନଶୁଣାଣି ହେବା ଦରକାର ବୋଲି କେନ୍ଦ୍ର […]
ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମନ୍ତ୍ରୀ ସିଦ୍ଧୁଙ୍କ ତାତ୍ସଲ୍ୟକୁ ନେଇ ଶାସକ ଦଳ ଦୁଇ ଭାଗ। ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବାରୁ ଓ ମାନୁନଥିବାରୁ ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ରାଜ୍ୟର ୪ ଜଣ ମନ୍ତ୍ରୀ ଦାବି କରିଛନ୍ତି। ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ତ୍ରିପ୍ତ ରାଜିନ୍ଦର ବାଜୱା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ଯଦି ଭରସା ନାହିଁ ତା ହେଲେ ସିଦ୍ଧୁ ଇସ୍ତଫା ଦେଇଦିଅନ୍ତୁ। ରାଜସ୍ୱମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଅା ମଧ୍ୟ ସିଦ୍ଧୁ […]
ଭୁବନେଶ୍ୱର : ବିଶ୍ୱକପ୍ ହକିରେ ଅାଜି ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍। ବିପକ୍ଷରେ ଶକ୍ତିଶାଳୀ ବେଲଜିୟମ୍। ଓ୍ୱାର୍ଲଡ ରାଙ୍କିଙ୍ଗ୍ରେ ନମ୍ବର ଥ୍ରୀରେ ଥିବା ୟୁରୋପିୟନ୍ ପାଓ୍ୱାର ହାଉସ୍ ବେଲଜିୟମ ଗତ କିଛି ବର୍ଷ ହେବ ଲଗାତାର ଭଲ ପ୍ରଦର୍ଶନ କରି ଅାସୁଛି। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା ବେଲଜିୟମ। ଅଲିମ୍ପିକ୍ସରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଏଥର ବିଶ୍ୱକପ୍ ଖେଳୁଛନ୍ତି। ତେଣୁ ଅାୟୋଜକ ଭାରତକୁ ତାର ଘରୋଇ ଗ୍ରାଉଣ୍ଡରେ ମାତ୍ ଦେବାକୁ ଚେଷ୍ଟା କରିବ ବେଲଜିୟମ୍। […]
ଅାର୍ଜେଣ୍ଟିନା : ଜାପାନ ଓ ଅାମେରିକା ସହ ଭାରତର ସମ୍ପର୍କ ଅଧିକ ସୁଦୃଢ଼ ହେଉଛି। ଅାଗକୁ ମଧ୍ୟ ଏହି ସମ୍ପର୍କ ଅାଗକୁ ବଢ଼ିବ। ଅାର୍ଜେଣ୍ଟିନାରେ ଅାୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରି-ପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ପିଏମ୍ ‘ଜୟ’ର କଥା କହିଛନ୍ତି। ଜୟ ଅର୍ଥାତ ଜାପାନ-ଅାମେରିକା ଓ ଇଣ୍ଡିଅା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନ ରାଷ୍ଟ୍ରପତି ସିଞ୍ଜୋ ଅାବେ ଏବଂ ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]
ଭୁବନେଶ୍ୱର : ଚଳିତ ରଣଜୀ ସିଜିନର ଦ୍ୱିତୀୟ ବିଜୟ ହାସଲ କଲା ଓଡ଼ିଶା। ଚତୁର୍ଥ ଲିଗ୍ ମ୍ୟାଚରେ ତ୍ରିପୁରାକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି ଓଡ଼ିଶା। ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଲଢ଼ୁଅା ବ୍ୟାଟିଂ ବଳରେ ଓଡ଼ିଶା ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କରିଛି। ତ୍ରିପୁରା ପ୍ରଥମ ଇଂନିସରେ ୧୨୨ ରନ କରିଥିବା ବେଳେ ଦ୍ୱିତୀୟ ଇଂନିସରେ ୩୦୪ କରି ଅଲଅାଉଟ ହୋଇଯାଇଥିଲା। ଏହାର ଜବାବରେ ଓଡ଼ିଶା ପ୍ରଥମ ଇଂନିସରେ ୨୧୨ ଓ […]
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଅାର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ମହମ୍ମଦ ଅାଝାରୁଦ୍ଦିନଙ୍କୁ ତେଲେଙ୍ଗାନା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଅାଯାଇଛି। ନିର୍ବାଚନ ପୂର୍ବରୁ ଅାଝାରୁଦ୍ଦିନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ଦଳରେ ତାଙ୍କର ପ୍ରାଧାନ୍ୟ ବଢ଼ାଇଥିବା କୁହାଯାଉଛି। ଅାଝାରୁଦ୍ଦିନ ୨୦୦୯ରେ ଉତ୍ତରପ୍ରଦେଶର ମୋରାଦାବାଦରୁ ଲୋକସଭାକୁ ବିଜୟୀ ହୋଇଥିଲେ। ହେଲେ ୨୦୧୪ରେ ରାଜସ୍ଥାନର ଟଙ୍କ-ସୱାଇ ଅାସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ଅାଝାରୁଦ୍ଦିନ। ତେବେ ୨୦୧୯ ନିର୍ବାଚନରେ ସେ ତେଲେଙ୍ଗାନାର ସିକନ୍ଦରାବାଦ ଅାସନରୁ ନିର୍ବାଚନ […]
ନୂଆଦିଲ୍ଲୀ : ରାଜଧାନୀର ରାଜରାସ୍ତାରେ ଚାଷୀ। ନିଜର ହକ୍ ପାଇଁ ଚାଲିଛି ଲଢେଇ। ଚାଷୀ ଅାନ୍ଦୋଳନର ଦ୍ୱିତୀୟ ଦିନରେ ଦିଲ୍ଲୀରେ କୃଷକଙ୍କ ଗର୍ଜନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଦେଶର କୃଷକ। କିଶାନ ମୁକ୍ତି ମୋର୍ଚ୍ଚାର ବିଭିନ୍ନ ରାଜ୍ୟ ସଂଗଠନ ଶୁକ୍ରବାର ସରକାର ବିରୋଧୀ ନାରା ଦେବା ସହ ହକ୍ ପ୍ରଦାନ ପାଇଁ ଦାବି କରିଛନ୍ତି। ହଜାର ହଜାର ଚାଷୀ ରାଲି କରି ସଂସଦ ଅଭିମୁଖେ ବାହାରିଥିଲେ। ଏମ୍ଏସ୍ପିରେ ଦେଢ଼ଗୁଣା ବୃଦ୍ଧି, […]