• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vote
ସରିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ : ସରିଲା କର୍ଣ୍ଣାଟକ ଭୋଟ୍। ଇଭିଏମରେ ସିଲ୍ ହୋଇଛି ୨ହଜାର ୬୫୪ ପ୍ରାର୍ଥୀଙ୍କ ଭାଗ୍ୟ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୨୨ ଆସନ ଲାଗି ମତଦାନ ଶେଷ ହୋଇଛି। ମତଦାନ ବେଳେ କିଛି ଅଞ୍ଚଳରେ ଭୋଟିଂ ମେସିନରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା। ସେପଟେ ମତଦାନ ଚାଲିଥିବା ବେଳେ କିଛି ସ୍ଥାନରେ ମାରପିଟ୍ ଓ ଭୋଟରଙ୍କୁ ଟଙ୍କା ବଣ୍ଟାର ଅଭିଯୋଗ ବି ଆସିଛି। ଏହି ହାଇଭୋଲଟେଜ୍ ଲଢ଼େଇରେ ବିଜେପି, କଂଗ୍ରେସ ଓ […]

asif
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦାରି ଗିରଫ

ଇସ୍‌ଲାମାବାଦ : ନକଲି ବ୍ୟାଙ୍କ ଆକାଉଣ୍ଟ ଘଟଣାରେ ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦାରି ଗିରଫ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ସବୁଠାରୁ ବଡ଼ ଦୁର୍ନୀତି ନିରୋଧ ସଂସ୍ଥା ଗିରଫ କରିଛି। ଜର୍ଦ୍ଦାରି ନକଲି ବ୍ୟାଙ୍କ ଆଉଣ୍ଟ ଖୋଲି ପାକିସ୍ତାନରୁ ବିଦେଶକୁ ଟଙ୍କା ପଠାଉଥିବା ଜଣାପଡ଼ିଛି। ଏକଥା ଜଣା ପଡ଼ିବା ପରେ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ବିଏ) ଆଜି ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲା। ଏହି ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରାଯାଇଛି। […]

kathua
କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ, ବାକି ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ସଜା

ପଠାନକୋଟ : ବହୁଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆ ଗଣଦୁଷ୍କର୍ମ ମାମଲାର ପଠାନକୋଟର ସ୍ୱତନ୍ତ୍ର ଅଦାଲତା ଦଣ୍ଡାଦେଶ ଶୁଣାଣି କରିଛନ୍ତି। ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ବିଶାଲ ରାମ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛି। ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ, ପରଭେଶ କୁମାର ଏବଂ ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ) ଦୀପକ ଖଜୁରିଆଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହୋଇଛି। […]

himesh reshmiya
ଦ୍ୱିତୀୟ ବିବାହ କଲେ ହିମେଶ ରେଶମିଆଁ

ମୁମ୍ବାଇ: ଏମିତି ଲାଗୁଛି ଯେମିତି ବଲିଉଡ଼୍‌ ଇଣ୍ଡଷ୍ଟ୍ରିରେ ବିବାହ ସିଜିନ୍‌ ଚାଲିଛି। ଗୋଟିଏ ସପ୍ତାହ ଭିତରେ ତିନି ତିନି ଜଣ ବଲିଉଡ଼ ଷ୍ଟାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଯେତେବେଳେ ସୋନମ୍‌ କପୁରଙ୍କ ବିବାହକୁ ପୂରା ବି-ଟାଉନ୍‌ ବ୍ୟସ୍ତ ଥିଲା, ଠିକ୍‌ ସେହି ସମୟରେ ଅଭିନେତ୍ରୀ ନେହା ଧୂପିଆ ବିବାହ ଘୋଷଣା କରିଥିଲେ। ଏହାପରେ ବର୍ତ୍ତମାନ ବଲିଉଡ଼ର ପ୍ରଖ୍ୟାତ ଗାୟକ ଓ ମ୍ୟୁଜିକ୍‌ କମ୍ପୋଜର୍‌ ହିମେଶ ରେଶମିଆଁଙ୍କ ନାଁ ବିବାହ ତାଲିକାରେ ସାମିଲ ହୋଇଯାଇଛି। ହିମେଶ ତାଙ୍କ […]

rupees
ଖୋଲିଲା ରାୟଗଡ଼ା ମଝିଘରିଆଣି ମନ୍ଦିର ହୁଣ୍ଡି

ରାୟଗଡ଼ା(ମନୋଜ ପାତ୍ର) : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିରର ହୁଣ୍ଡି ଖୋଲାଯାଇଛି। ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଓ ବହୁ ସୁନା ରୂପା ଅଳଙ୍କାର ମିଳିଛି। ଟଙ୍କା ଗଣତି କାର୍ଯ୍ୟରେ ଲାଗିଛନ୍ତି ମନ୍ଦିର କର୍ମଚାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମନ୍ଦିର ଟ୍ରଷ୍ଟି, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବଳୟ ଭିତରେ ଟଙ୍କା ଗଣତି କାର୍ଯ୍ୟ ଦିନ ୧୦ଟାରୁ ଚାଲିଛି। ପ୍ରତି ୪ ମାସରେ ଥରେ ମନ୍ଦିରର ହୁଣ୍ଡି ଖୋଲାଯାଇଥାଏ। ଗତଥର ହୁଣ୍ଡିରୁ ବହୁ ସୁନା […]

election
କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ଆରମ୍ଭ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍‌ରେ ଭୋଟ୍ ଗ୍ରହଣ ଚାଲିଛି। ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍‌ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ ଆସନରେ ମତଦାନକୁ ଘୁଞ୍ଚାଇ ଦିଆଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର […]

wc
ବିଶ୍ୱକପ ୨୦୧୯ : ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କଲା ଭାରତ

ଲଣ୍ଡନ୍: ଚଳିତ ବିଶ୍ୱକପର ରବିବାର ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଭେଟିଥିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟିମ୍ ଇଣ୍ଡିଆ ସବୁ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି। ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ […]

dhoni
ବିନା “ବଳିଦାନ ବ୍ୟାଜ୍” ଗ୍ଲୋଭସ ପିନ୍ଧି ମଇଦାନକୁ ଓହ୍ଲାଇଲେ ଧୋନି

ଲଣ୍ଡନ: ଭାରତୀୟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ୍ କିପିଙ୍ଗ୍ ଗ୍ଲୋଭସରେ “ବଳିଦାନ ବ୍ୟାଜ୍”କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଆଇସିସି ସ୍ପଷ୍ଟ କରିଥିଲା ଯେ, ଧୋନି ନିଜ ଗ୍ଲୋଭସରେ ଏହି ସ୍ୱତନ୍ତ୍ର ବ୍ୟାଜ୍ ବ୍ୟବହାର କରି ଖେଳିପାରିବେ ନାହିଁ। ଏହା ପରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୋନିଙ୍କ କିପିଙ୍ଗ୍ ଗ୍ଲୋଭସରେ ସେହି ବଳିଦାନ ବ୍ୟାଜ୍ ନଥିବା ଦେଖିବାକୁ ମିଳିଛି। ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବଳିଦାନ […]

DAWANB
ବିଶ୍ୱକପ୍‌-୨୦୧୯ ; ଟିମ୍ ଇଣ୍ଡିଆ ୩୫୨/୫

ଲଣ୍ଡନ: ଚଳିତ ବିଶ୍ୱକପର ସୁପର ସଣ୍ଡେରେ ଆଜି ଏକ ହାଇଭୋଲ୍ଟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଟିମ୍ ଇଣ୍ଡିଆ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୫୨ ରନର ବିଶାଳ ସ୍କୋର କରିଛି। ଚଳିତ ବିଶ୍ୱକପରେ ଏହା ସର୍ବାଧିକ ସ୍କୋର । ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୩୪୮ ରନ୍ କରିଥିଲା। ଫଳରେ ଏହି ମ୍ୟାଚକୁ ଜିତିବା […]

abp car
ଏବିପି ନ୍ୟୁଜର ସାମ୍ବାଦିକଙ୍କ କାର୍ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ : ବଢ଼ିଚାଲିଛି ସାମ୍ୱାଦିକଙ୍କ ଉପରେ ଆକ୍ରମଣ। ଏଥିରୁ ବାଦ ପଡ଼ିନି ଜାତୀୟ ଘରୋଇ ଟିଭି ଚ୍ୟାନେଲ ଏବିପି ନ୍ୟୁଜର ସାମ୍ବାଦିକ ଓ କ୍ରୁ’। ରାଜଧାନୀ ଦିଲ୍ଲୀ ସ୍ଥିତ ଏବିପି ନ୍ୟୁଜର ରିପୋର୍ଟିଂ ଟିମ୍‌ ଉପରକୁ ଦୁର୍ବୃତ୍ତମାନେ ଗୁଳି କରିଛନ୍ତି। ରାତିରେ ରିପୋର୍ଟିଂ ପାଇଁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଟିମ୍‌ ଯାଉଥିବା କାର ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ହେଲେ ତିନୋଟି ଯାକ ଗୁଳି କାହାରି ଦେହରେ ବାଜିନଥିବା ଜଣାପଡ଼ିଛି। ଏବିପି ନ୍ୟୁଜର କ୍ରାଇମ୍‌ ରିପୋର୍ଟର […]