• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

cricket
ବୁମ୍ରାଙ୍କ ଡବଲ୍ ଝଟ୍‌କା, ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ସାଉଥହମ୍ପଟନ୍ : ଚଳିତ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ସଫଳତା ମିଳିଛି। ତେବେ ଏହି ସଫଳତା ଦେଇଛନ୍ତି ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତିକୁ ଭାରତୀୟ ପେସ ବୋଲର ବୁମ୍ରା ଭୁଲ୍ ପ୍ରମାଣିତ କରିଥିଲେ। ମ୍ୟାଚର ପ୍ରଥମ ତିନି ଓଭରରେ ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ହାଶିମ୍ ଆମଲା […]

sonam
ଆଜି ବିବାହ କରିବେ ସୋନମ୍ କପୁର୍

ବଲିଉଡ ଅଭିନେତ୍ରୀ ସୋନମ୍ କପୁରଙ୍କ ଆଜି ବାହାଘର। ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୁରା କପୁର୍ ଫ୍ୟାମିଲି ଚଳ ଚଞ୍ଚଳ ହୋଇ ଉଠିଛି। ସୋନମ୍‌ଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି। ସୋନମ୍‌ଙ୍କ ମୁମ୍ବାଇ ବାସଭବନରେ ଗତ ଦୁଇ ଦିନ ଧରି ସମ୍ପକୀୟ ଏବଂ ବଲିଉଡ ଷ୍ଟାରଙ୍କ ଭିଡ ଜମିଲାଣି। ମିଳିଥିବା ସୂଚନା ମୁତାବକ ପାରମ୍ପରିକ ଶିଖ୍ […]

dust
ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ  

ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏ ହରିଆଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିପରି […]

deepak
ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସଂପର୍କିତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏ.କେ ସିକ୍ରୀ, ଏସ.ଏ, ବୋବ୍‌ଡେ, ଏନ୍‌ଭି ରମନା,ଅରୁଣ  ଓ ଜଷ୍ଟିସ  ଏ.କେ. ଗୋୟଲଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ। ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ବିରୋଧୀ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ […]

earphone
ହେଡ୍‌ଫୋନ ଲଗେଇ ଶୋଇପଡିଲେ ; କରେଣ୍ଟ ଲାଗି ଚାଲିଗଲା ମହିଳାଙ୍କ ଜୀବନ

ତାମିଲନାଡୁ : ଆପଣ ଅନେକ ସମୟରେ ଦେଖିଥିବେ କିଛି ଲୋକ ହେଡ୍‌ଫୋନ୍ ଲଗେଇ ଗୀତ ଶୁଣି ଶୋଇଯାଆନ୍ତି। ଏମିତି ଅଭ୍ୟାସ ଅନେକ ଲୋକଙ୍କର ଅଛି। ହେଲେ ଏହା ଯେ ବିପଦ ଜନକ ହୋଇପାରେ ଆପଣ କେବେ ଭାବିନଥିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜଣେ ମହିଳାଙ୍କ ଏହି ଭୁଲ୍‌ ପାଇଁ ତାଙ୍କ ଜୀବନ ଯାଇଛି। ୪୬ ବର୍ଷୀୟ ଏହି ମହିଳାଙ୍କର ଗୀତ ପ୍ରତି ଭାରି ସଉକ ଥିଲା। […]

whatsapp
ହ୍ୱାଟ୍ସଆପ୍‌ର ନୂଆ ଫିଚର : ଆପ୍‌ ନଖୋଲି କରିପାରିବେ ଚାଟିଂ

ହ୍ୱାଟ୍ସଆପ୍‌ ଏବେ ଏକ ନୂଆ ଫିଚର ଆଣିଛି। ଯାହା ଦ୍ୱାରା ଆପ୍‌ ନଖୋଲି ମଧ୍ୟ ଚାଟ୍‌ କରିହେବ। ଫେସ୍‌ବୁକ୍‌ର ଏଫ୍‌୮ କନ୍‌ଫରେନ୍ସରେ ହ୍ୱାଟ୍ସଆପ୍‌ ନିଜର ୟୁଜର ମାନଙ୍କୁ ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛି। ହ୍ୱାଟ୍ସଆପ୍‌ର ସାରା ବିଶ୍ୱରେ ୧.୫ ବିଲିୟନରୁ ଅଧିକ ଆକ୍ଟିଭ୍‌ ୟୁଜର ଅଛନ୍ତି। ଆଗକୁ ହ୍ୱାଟ୍ସଆପ୍‌ ଆଣୁଥିବା ନୂଆ ଫିଚରରେ ଗ୍ରୁପ୍‌ ଭିଡ଼ିଓ କଲିଂ ଓ ଷ୍ଟିକର ଉପଲବ୍ଧ ହେବ। ହ୍ୱାଟ୍ସଆପ୍ ଏକ ନୂଆ ଡୋମେନ୍‌ ‘wa.me’ ଲଂଚ କରିଛି। ଯାହା […]

imd
ଓଡ଼ିଆ ପାଣିପାଗ ବିଜ୍ଞାନୀ ହେଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ-ଆଇଏମ୍‌ଡିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ସେ ଆାଇଏମ୍‌ଡିର ଏଡିଜି ସହ ସାଇକ୍ଲୋନ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଅଛନ୍ତି। ସେ ଅଗଷ୍ଟ ପହିଲାରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ। ୫ ବର୍ଷ ପାଇଁ ସେ ମହାନିର୍ଦ୍ଦେଶକ ପଦବୀରେ ରହିବେ ମୃତ୍ୟୁଞ୍ଜୟ ମହାପାତ୍ର । ଗତ ଫୋନି ବାତ୍ୟା ସମୟରେ ମୃତ୍ୟୁଞ୍ଜୟଙ୍କ ସଠିକ୍ ଆକଳନ ଯୋଗୁଁ ବହୁ ଧନଜୀବନ ରକ୍ଷା ହୋଇପାରିଲା। ଏଥିପାଇଁ ତାଙ୍କୁ ସବୁ […]