• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

suresh pujari
ଗଠନ ହେଲା ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି

ନୂଆଦିଲ୍ଲୀ :  ଗଠନ ହୋଇଛି ବିଜେପି ସଂସଦୀୟ ଦଳର କାର୍ଯ୍ୟ ନିର୍ବାହୀ କମିଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଛନ୍ତି। କାର୍ଯ୍ୟ ନିର୍ବାହୀ କମିଟିରେ ଲୋକସଭାରେ ରାଜନାଥ ସିଂ ଦଳର ଉପନେତା ନିଯୁକ୍ତ। ସେହିପରି ରାଜ୍ୟସଭାରେ ଥାୱରଚାନ୍ଦ ଗେହଲଟ୍ ଦଳର ନେତା ନିଯୁକ୍ତ। ପୀୟୂଷ ଗୋଏଲ ରାଜ୍ୟସଭାରେ ଦଳର ଉପନେତା ନିଯୁକ୍ତ ଏହାଛଡ଼ା ତିନି ଜଣ ଓଡ଼ିଆଙ୍କୁ ଏହି କମିଟିରେ ସ୍ଥାନ ମିଳିଛି। ଲୋକସଭାରେ ସଚେତକ ଭାବେ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ମିଳିଛି। ଓଡ଼ିଶା, […]

chandrayana
ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨ ; ଇସ୍ରୋ ଅଧ୍ୟକ୍ଷଙ୍କ ସୂଚନା

ବେଙ୍ଗାଲୁରୁ  : ଜୁଲାଇ ୧୫ତାରିଖରେ ଛଡ଼ାଯିବ ଚନ୍ଦ୍ରଯାନ-୨। ରାତି ୨ଟା ୫୧ ମିନିଟରେ ଚନ୍ଦ୍ରଯାନକୁ ଉତ୍‌କ୍ଷେପଣ କରାଯିବ। ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ। ଏହା ଆଗରୁ ପ୍ରଥମ ଥର ପାଇଁ ଇସ୍ରୋ ପକ୍ଷରୁ ଜାରି ହୋଇଛି ଚନ୍ଦ୍ରଯାନ-ଟୁ ର ଭିଡିଓ। ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟରେ ଚନ୍ଦ୍ରଯାନ୍ ମିଶନରେ ଜଡ଼ିତ ଥିବା ବୈଜ୍ଞାନିକ ମାନେ ଅହରହ ଭାବେ ଏଥିରେ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରଯାନ-ଟୁ ରେ ତିନିଟି ମଡ୍ୟୁଲ୍ ରହିଛି। ଯାହା ଚନ୍ଦ୍ରରେ ପରିକ୍ରମା ଏବଂ ପ୍ରବେଶ […]

match
ବର୍ଷା ଯୋଗୁ ବିଶ୍ୱକପ୍‌ର ଆଉ ଏକ ମ୍ୟାଚ୍‌ ବାତିଲ

ବ୍ରିଷ୍ଟଲ୍‌: ଆଇସିସି ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବଳି ପଡ଼ିବାରେ ଲାଗିଛି। ଆଜି ବ୍ରିଷ୍ଟଲ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ କରିଦିଆଯାଇଛି। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହାପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ସେହିପରି ଗତକାଲି ମଧ୍ୟ ବର୍ଷା ଯୋଗୁ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ବାଂଲାଦେଶ ଏବଂ ଶ୍ରୀଲଙ୍କା ବିଶ୍ୱକପ୍‌ରେ […]

ବବ
ବିଦାୟୀ ଭାଷଣରେ ଭାବପ୍ରବଣ ଯୁବି

ନୂଆଦିଲ୍ଲୀ : ଦୁଇଟି ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଯୁବରାଜ ସିଂହଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ବ୍ରେକ୍ ଲାଗିଛି। ଯୁବି ଆଜି ନିଜର ସନ୍ନ୍ୟାସ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଯୁବରାଜ କେବଳ ଭାରତୀୟ କ୍ରିକେଟର ଯୁବରାଜ ନୁହନ୍ତି, ବରଂ ପୂରା କ୍ରିକେଟ୍ ଦୁନିଆର ଯୁବରାଜ। ଯେତେବେଳେ ଏହି ଖେଳାଳି କ୍ରିଜରେ ଉପସ୍ଥିତ ଥାନ୍ତି, ସେତେବେଳେ ପ୍ରଶଂସକ ଭାବନ୍ତି ଯୁବି ଅଛନ୍ତି ତ ସବୁକିଛି ସମ୍ଭବ। କ୍ରିଜରେ ସର୍ବଦା ଦୃଢ଼ତାର ସହ ବୋଲରଙ୍କୁ ଧୂଲେଇ କରୁଥିବା ଯୁବରାଜ […]

karnataka
କର୍ଣ୍ଣାଟକ କାହାର? ଜାଣନ୍ତୁ କେଉଁ ଏକ୍‌ଜିଟ୍‌ ପୋଲ୍‌ କ’ଣ କହୁଛି

ନୂଆଦିଲ୍ଲୀ: ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ କୁହାଯାଇଛି ଯେ, କର୍ଣ୍ଣାଟକରେ ଝୁଲା ବିଧାନସଭା ହୋଇପାରେ।  କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଅଧିକାଂଶ ଏକ୍‌ଜିଟ୍ ପୋଲ୍‌ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୁବର୍ଣ୍ଣା ନ୍ୟୁଜ୍‌ ସର୍ଭେ ଅନୁସାରେ କଂଗ୍ରେସକୁ ୧୦୬ରୁ ୧୧୬ ସିଟ୍, ବିଜେପିକୁ ୭୯ରୁ ୯୨ ଏବଂ ଜେଡିଏସ୍‌କୁ୨୨-୩୦ ଆସନ ମିଳିବ। ସେହିପରି ଟାଇମ୍ସ ନାଓ-ଭିଏମ୍ଆର୍ ସର୍ଭେରେ କଂଗ୍ରେସକୁ ୯୦ରୁ ୧୦୩, ବିଜେପିକୁ ୮୦-୯୩ ଏବଂ ଜେଡିଏସ୍‌କୁ ୩୧ରୁ […]

hockey
ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ଏକ ସମୟରେ ୧-୧ ଗୋଲରେ ବରାବର ଥିଲା। କିନ୍ତୁ ଏହା ପରେ ଭାରତ ଲଗାତାର ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଜିତି ନେଇଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ମନପ୍ରୀତ ସିଂହ ଦୁଇଟି (୨୧ତମ, ୨୬ତମ) ଏବଂ ହରମନପ୍ରୀତ ସିଂହ […]

Tej Pratap Wedding
ତେଜ୍‌ ପ୍ରତାପ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ମଞ୍ଚ ଭୁଶୁଡିଲା, ଖାଇବା ଓ ବାସନ ଲୁଟିନେଲେ ଲୋକେ

ପାଟନା: ବାହାହେଲେ ଲାଲୁଙ୍କ ଲାଡ଼୍‌ଲା। ଆର୍‌ଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇଛନ୍ତି ତେଜ୍।   ବିହାର ରାଜଧାନୀ ପାଟ୍‌ନା ସ୍ଥିତ ଭେଟନାରୀ କଲେଜ ପଡ଼ିଆରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି।  ଏହି ହାଇପ୍ରୋଫାଇଲ୍ ବିବାହ ଉତ୍ସବରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେହିପରି ଉତ୍ତରପ୍ରଦେଶ […]

Dowry system
ଯୌତୁକ ପ୍ରଥାର ଅନ୍ତ ପାଇଁ ରାଜ୍ୟପାଳଙ୍କ ପରାମର୍ଶ : ଛାତ୍ରଛାତ୍ରୀ ଡିଗ୍ରି ନେବା ପୂର୍ବରୁ ବଣ୍ଡ୍ ସାଇନ୍ କରିବା ଆବଶ୍ୟକ

ଶିକ୍ଷା ଭଲ ମନ୍ଦ ବିଚାର କରିବାର ଶକ୍ତି ଦେଇଥାଏ । ଯୌତୁକ ଦେବା ଓ ନେବା ଜଘନ୍ୟ ଅପରାଧ । ତେବେ ବଣ୍ଡ ସାଇନ୍ କରିବାର ଏହି ନିୟମ କେବଳ ଛାତ୍ରମାନଙ୍କ ମଧ୍ୟରେ ସୀମିତ ରହିବ ନାହିଁ ।