• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sachin
୧୦୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସଚିନ୍‌ , ଜାଣନ୍ତୁ ସେହି ବ୍ୟକ୍ତି ଜଣଙ୍କ କିଏ ?

ମୁମ୍ୱାଇ : ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀ ଶନିବାର ଦିନ ନିଜ ଜୀବନର ଶତକ ପୂରଣ କରିଛନ୍ତି । ଡାହାଣ ହାତି ବ୍ୟାଟ୍‌ସ ମ୍ୟାନ୍‌ ଥିବା ରାୟଜୀଙ୍କୁ ୧୦୦ ପୂରିଛି । ସେ ୧୯୪୦ର ଦଶକରେ ୯ଟି ପ୍ରଥମ  ଶ୍ରେଣୀ  ମ୍ୟାଚ୍‌ ଖେଳି ଥିଲେ । ଯେଉଁଥିରେ ୨୭୭ରନ୍‌ କରିଥିଲେ । ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୬୮ରନ୍‌ ।  ଯେତେବେଳେ ଭାରତ  ଦକ୍ଷିଣ ମୁମ୍ୱାଇର ବମ୍ୱେ ଜିମ୍‌ ଖାନାରେ ପ୍ରଥମ […]

puri image
ଶ୍ରୀକ୍ଷେତ୍ରରେ ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଶ୍ରୀଜୀଉ ରଥ ଉପରୁ ଜନ୍ମବେଦୀକୁ ବିଜେ କରିଛନ୍ତି। ଆଜିଠୁ ଜନ୍ମବେଦୀରେ ଦର୍ଶନ ପାଇଁ ଲାଗିବ ଭକ୍ତଙ୍କ ଗହଳି ଚହଳି। ଶରଧାବାଲିରେ ରହିଥିବା ତିନି ରଥରୁ ଗତକାଲି ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ବେଦୀକୁ ନିଆଯାଇଥିଲା। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ବିଜେ କରାଯିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ […]

cricket
ଅକଲ୍ୟାଣ୍ଡରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତିଲା ଭାରତ

ଅକଲ୍ୟାଣ୍ଡ୍‌ : ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଇଡେନ ପାର୍କରେ ଜବରଦସ୍ତ ଝଟକା ଦେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭ ଓ୍ୱିକେଟରେ ପରାସ୍ତ କରିଛି। ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ବିଜୟ ଦେଶବାସୀଙ୍କ ପାଇଁ ଉପହାର ସାଜିଛି। ଭାରତ ନ୍ୟୁଜିଲ୍ୟାଣ୍ଡ ସହିତ ମୋଟ୍ ୫ଟି ଟି-୨୦ ମ୍ୟାଚ ଖେଳିବ। ଆଜିର ମ୍ୟାଚ ଜିତିବା ପରେ ଭାରତ ଦୁଇଟି ମ୍ୟାଚ ବିଜୟୀ ହୋଇଛି। ସିରିଜର ତୃତୀୟ ମ୍ୟାଚ ବୁଧବାର ୨୯ ଜାନୁଆରୀରେ […]

parliament
କାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ମୌସୁମୀ ବର୍ଷାକୁ ନେଇ ପରିବେଶ ସିନା ଥଣ୍ଡା ହୋଇଛି। ହେଲେ ସଂସଦରେ ବୋହିପାରେ ଗରମ ହାଓ୍ୱା। କାରଣ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଖାସ୍ କରି ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଅାକ୍ରମଣ ପ୍ରସଙ୍ଗକୁ ଅସ୍ତ୍ର କରି ମୋଦି ସରକାରକୁ ଘେରିବାକୁ ସଜ ହୋଇଛନ୍ତି ବିରୋଧୀ। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍, ଅାର୍ଥିକ ନୀତି, ବେକାରୀଙ୍କ ନିଯୁକ୍ତି, କାଶ୍ମୀର ବ୍ୟାପାର ପରିଚାଳନା ଅାଦି ପ୍ରସଙ୍ଗ ଉଠାଇ ମୋଦି ସରକାରକୁ କାଠଗଡ଼ାରେ ଠିଅା କରିବାକୁ […]

shani2
୩୦ ବର୍ଷ ପରେ ସ୍ୱଗୃହକୁ ଶନି ଚଳନ ପରେ ବଢୁଛି ସଂଶୟ

ଭୁବନେଶ୍ୱର : କାହାର ପୁଷମାସ ତ କାହାର ହୋଇପାରେ ସର୍ବନାଶ। କାହା ଉପରେ ପଡ଼ିବ ନ୍ୟାୟର ଦେବତା ଶନିଙ୍କ କୋପଦୃଷ୍ଟି ? ଏବେ ଏଭଳି ସଂଶୟ ଅବସ୍ଥାରେ ଅଛନ୍ତି ଭାଗ୍ୟ ଓ ଭବିଷ୍ୟତ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ । କାରଣ ଜ୍ୟୋତିର୍ବିଦ୍‌ଙ୍କ ମତରେ ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ସ୍ୱଗୃହକୁ ଫେରିଛନ୍ତି ଦଣ୍ଡ ବିଧାନକାରୀ ଦେବତା ଅର୍ଥାତ୍ ଜାନୁଆରୀ ୨୪ ମାଘ ଅମାବାସ୍ୟା ତିଥି ସକାଳ ୯ଟା ୫୬ ମିନିଟ୍‌ରେ […]

Coffee With Karan
ଦ୍ରାବିଡ଼ କୋଚ୍‌ ଥିଲେ, ପାଣ୍ଡ୍ୟାଙ୍କୁ ‘କଫି ୱିଥ୍ କରଣ’ କୁ ଡାକିବାକୁ ସାହସ କରିନଥାନ୍ତେ କରଣ ଜୋହର

ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ପ୍ରଥମ ମ୍ୟାଚ୍ ବିଜୟ ଯିକା ପିନ୍ଧି ଅଭିଯାନ ଆରମ୍ଭ କରିଛି । ପ୍ରଥମ ଦିନିକିଆରେ ଭାରତୀୟ ଦଳ ଆୟୋଜକ ଦଳକୁ ୭ ୱିକେଟରେ ପରାସ୍ତ କରିଛି ।

fish sample
ତତ୍ପରତା ପ୍ରକାଶ କଲା ଫୁଡ୍ ସେଫ୍‌ଟି କମିଶନ୍

ଭୁବନେଶ୍ୱର : ଭୁବନେଶ୍ୱରରେ ମାଛରୁ ବିଷାକ୍ତ ଫର୍ମାଲିନ୍ ମିଳିବା ପରେ ତତ୍ପର ହୋଇଛନ୍ତି ରାଜ୍ୟ ଫୁଡ୍ ସେଫ୍‌ଟି କମିଶନ୍। ବଜାରରେ ମିଳୁଥିବା ମାଛର ନମୂନା ସଂଗ୍ରହ କରି ରାଜ୍ୟ ଫୁଡ୍ ଟେଷ୍ଟିଂ ଲାବରେଟୋରୀକୁ ପଠାଇବା ଲାଗି ସବୁ ଜିଲ୍ଲାର ଜନସ୍ୱାସ୍ଥ୍ୟ ଅଧିକାରୀ ଓ ମହାନଗର ନିଗମକୁ ଚିଠି ଲେଖିଛନ୍ତି କମିଶନ୍। ଅନ୍ୟପଟେ ଭୁବନେଶ୍ୱରରେ ପମ୍ଫ୍ରେଟ୍ ମାଛରେ ଫର୍ମାଲିନ୍ ମିଳିବା ପରେ ସଜାଗ ହୋଇଛି ରାଜଧାନୀର ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ମହାସଂଘ। ଅାସନ୍ତା ୧୦ ଦିନ ପର୍ଯ୍ୟନ୍ତ […]

marriage
ଉଡ଼ି ଉଡ଼ି ଆସିଲେ ବର-କନ୍ୟା, ଲୋକେ ଦେଖି ଆଶ୍ଚର୍ଯ୍ୟ

ସୋଶାଲ୍‌ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସମୟ ସମୟରେ ବିବାହର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ବରଯାତ୍ରୀମାନଙ୍କ ନୃତ୍ୟ ହେଉ ବା ବରଣ ମାଳା ପିନ୍ଧାଇବାର ଭିଡିଓ ହେଉ । ଏହାକୁ ନେଇ ଚର୍ଚ୍ଚା ହୁଏ । ଅନେକ ନିଜ ନିଜର ବିବାହକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବାକୁ ନୂଆ ନୂଆ  ପ୍ରୟାସ କରିଥାନ୍ତି । ଏବେ ଏମିତି ଏକ ବିବାହର ଭିଡିଓ ଭାଇରାଲ୍‌ […]

kari patt
ବ୍ଲଡ୍ ପ୍ରେସର ଓ ଓଜନ କମାଇଥାଏ ଆପଣଙ୍କ ବାଡ଼ିର ଏହି ପତ୍ର

ମହିଳାମାନେ ସାଧାରଣତଃ ଖାଦ୍ୟର ବାସ୍ନା ଓ ସ୍ୱାଦ ବଢ଼ାଇବା ପାଇଁ ଭୃଷଙ୍ଗ ପତ୍ର ବ୍ୟବହାର କରିଥାନ୍ତି। ହେଲେ ଅଧିକାଂଶ ମହିଳା ଜାଣିନଥିବେ ଯେ ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍‌ପୁର। ଏଥିପାଇଁ ଦକ୍ଷିଣ ଭାରତର ଲୋକମାନେ ପ୍ରତେକ ଦିନ ଏହି ପତ୍ରକୁ ନିଜ ଖାଇବାରେ ସାମିଲ୍‌ କରିଥାନ୍ତି। ଭିଟାମିନ ଏ, ବି, ସି, ଏମିନୋ ଏସିଡ଼୍, କ୍ୟାଲ୍‌ସିୟମ, ଫାଇବର୍‌, ପ୍ରୋଟିନ୍‌, ଫସ୍‌ଫରସ୍‌ ଓ ଆଇରନ୍‌ ଭଳି ତତ୍ତ୍ୱ ଏହି ପତ୍ରରେ […]

pm
ପ୍ରଧାନମନ୍ତ୍ରୀଙ୍କ ସଭାରେ ଭୁଶୁଡିଲା ଟେଣ୍ଟ୍ 

ମିଦନାପୁର : ପ୍ରଧାନମନ୍ତ୍ରୀଙ୍କ ସଭାବେଳେ ଭୁଶୁଡିଲା ଟେଣ୍ଟ୍ । ଏଥିରେ ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ମିଦନାପୁରରେ ଅାଜି ପ୍ରଧାନମନ୍ତ୍ରୀଙ୍କ ସଭାର ଅାୟୋଜନ ହୋଇଥିଲା। ସଭା ଚାଲିଥିବାବେଳେ ଟେଣ୍ଟଟି  ଭୁଶୁଡି ପଡିଥିଲା। ଏଥିରେ ୨୦ ଜଣ ଅାହତ ହୋଇଛନ୍ତି। ସମସ୍ତ ଅାହତଙ୍କୁ ମିଦନାପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ଯାଇ ଅାହତଙ୍କ ଅବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ମମତାଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ […]

adap bije
ଅାଜି ଅାଡ଼ପ ମଣ୍ଡପ ବିଜେ କରିବେ ମହାପ୍ରଭୁ

ପୁରୀ : ଅାଜି ଅାଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଅାସିଥିବା କାଳିଅା ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।  ଅାଜି ସକାଳୁ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅାଳତୀ ଏବଂ ଅବକାଶ ନୀତି ସମ୍ପନ୍ନ ହୋଇଛି । ପୁରୀରେ ବର୍ଷା ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀଘ୍ର ଅାଡପ ମଣ୍ଡପ ବିଜେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି […]

Brahmos_
ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର ଟେଷ୍ଟ୍‌ ରେଂଜ୍‌ରୁ ଆଜି ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସର ପରୀକ୍ଷଣ ହୋଇଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସକାଳ ୧୦ଟା ୧୮ରେ ଏହାର ପରୀକ୍ଷଣ ହୋଇଥିଲା। ବ୍ରହ୍ମୋସକୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ଭାରତର ଡିଆରଡିଓ ଏବଂ ରୁଷିଆର ଏନପିଓମ ପକ୍ଷରୁ ମିଳିତଭାବେ ବ୍ରହ୍ମୋସ୍‌ ତିଆରି କରାଯାଇଛି। ପର୍ବତ ଉପରେ କିମ୍ବା ବିମାନରେ ଯାଉଥିବା ଶତ୍ରୁପକ୍ଷକୁ ଟାର୍ଗେଟ୍‌ କରିବାକୁ ବ୍ରହ୍ମୋସ୍‌ର କ୍ଷମତା ରହିଛି। ବ୍ରହ୍ମୋସ୍ ମିସାଇଲ ଶବ୍ଦର ଗତିଠାରୁ […]

india
ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି

ଅକଲ୍ୟାଣ୍ଡ: ଆଜିଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଅକଲ୍ୟାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚ୍‌ରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ଥିବାରୁ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ କୁଳଦୀପ ଯାଦବ, […]

womans
ବଦଳୁଛି ମାନସିକତା ; ସବୁଠି ପ୍ରତିଷ୍ଠିତ ଏବେ ମହିଳାମାନେ

ଭୁବନେଶ୍ୱର : ବଦଳୁଛି ସମାଜ । ଆଉ ତା ସହ ତାଳ ଦେଇ ବଦଳୁଛି ଆମ ମାନସିକତା। ଝିଅ ମାନେ ଏବେ ପୁଅଙ୍କଠୁ ଗୋଟିଏ ପାଦ ଆଗରେ । ଶିକ୍ଷା, କ୍ରୀଡ଼ା, କଳା ସବୁଠି ଏବେ ଝିଅଙ୍କ ଦବଦବା। କନ୍ୟାଟିଏ, ସେ କେତେବେଳେ ମାଆ ତ କେତେବେଳେ ଭଉଣୀ। କେତେବେଳେ ଲକ୍ଷ୍ମୀ ତ ପୁଣି କେତେବେଳେ ଲକ୍ଷ୍ମୀବାଈ । ଭିନ୍ନ ତାର ରୂପ ଅନେକ ତାର ପରିଚୟ । ସୃଷ୍ଟିର ସେ ହେଉଛି ଅନନ୍ୟ ଅବଦାନ।  ଶିଶୁ […]

army
କୁପୱାଡ଼ା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ଜମ୍ମୁ କାଶ୍ମୀର:ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ। ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପୱାଡ଼ା ଅଞ୍ଚଳରେ ଭରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।ଘଟଣସ୍ଥଳରୁ ଗୋଟିଏ A K 47 ରାଇଫଲ ଜବତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ୧୧ ତାରିଖରେ କୁପୱାଡ଼ାରେ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ […]

Capture
ଫ୍ରାନ୍ସ ପିନ୍ଧିଲା ବିଶ୍ୱମୁକୁଟ: କ୍ରୋଏସିଆକୁ ୪-୨ ଗୋଲ୍‌ରେ ହରାଇ ହେଲା ବିଶ୍ୱବିଜୟୀ

ଭୁବନେଶ୍ୱର: କ୍ରୋଏସିଆକୁ ହରାଇ ବିଶ୍ୱକପ୍‌ ମୁକୁଟ ପିନ୍ଧିଲା ଫ୍ରାନ୍ସ। ସବୁ ଅଙ୍କକୁ ଭୁଲ୍‌ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲ୍‌ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଫ୍ରାନ୍ସ ନିଜ ନିୟନ୍ତ୍ରଣରେ ରଖିଥିଲା। ଫ୍ରାନ୍ସ ଖେଳାଳିଙ୍କ ସାମ୍ନାରେ କ୍ରୋଏସିଆ ଖେଳାଳି ହାର ମାନିଥିଲେ। ପ୍ରଥମାର୍ଦ୍ଧରେ ଫ୍ରାନ୍ସ ୨-୧ରେ ଅଗ୍ରଣୀ ରହିଥିଲା। ମ୍ୟାଚ୍‌ର ୧୮ ମିନିଟରେ ଫ୍ରାନ୍ସ ସପକ୍ଷରେ ପ୍ରଥମ ଗୋଲ୍‌ ହୋଇଥିଲା। ଫ୍ରାନ୍ସ୍‌କୁ ମିଳିଥିବା ଫ୍ରି-କିକ୍‌କୁ ଅଟକାଇବାକୁ ଯାଇ କ୍ରୋଏସିଆ ଖେଳାଳି ମାଣ୍ଡୁକିଚ୍‌ଙ୍କ ହେଡ଼୍‌ରୁ […]

vlcsnap-error159
ରାଜ୍ୟବ୍ୟାପୀ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି

ରାୟଗଡ଼ା/ଭବାନୀପାଟଣା/ଆସ୍କା: ରାଜ୍ୟବ୍ୟାପୀ ଲଗାଣ ବର୍ଷା ଯୋଗୁ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାୟଗଡ଼ା ବିଷମକଟକ ବ୍ଲକ୍‌ ପାଇକ ଡାକୁଲୁଗୁଡ଼ା ଓ ଥୁଆପାଡ଼ି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଆପାଡ଼ି ପଞ୍ଚାୟତର ଭେଜିପଦର କାଣିଯୋଡ଼ି ବ୍ରିଜ୍‌ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି। ସେପଟେ ଗୁଣପୁର-ଗୁମୁଡ଼ା ରାସ୍ତାର ସେରମା ନିକଟରେ କଲଭର୍ଟ ଧୋଇଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛିା ଗୁଣପୁରଠାରେ ବଂଶଧାରା ନଦୀରେ ବିପଦ ସଙ୍କେତ […]