ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅାବେଦନ। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍ସାଇଟ ଜରିଅାରେ ଅାବେଦନ କରିପାରିବେ। ଏଥିପାଇଁ ଜୁନିୟର କଲେଜମାନଙ୍କରେ ସାମ୍ସ ରିସୋର୍ସ ସେଣ୍ଟର ଖୋଲାଯାଇଛି। ଅଗଷ୍ଟ ୧୦ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ଅଗଷ୍ଟ ୧୧ରୁ ୧୪ ତାରିଖ ମଧ୍ୟରେ ଅାଡମିସନ କରିପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରିରେ ପାସ୍ କରିଥିବା ଏବଂ […]
ନୂଆଦିଲ୍ଲୀ: ନୂଆ ଦଳ ନୂଆ ଅଧିନାୟକ। ନୂଆ କୋଚ୍ ଫିଟ୍ ଏଣ୍ଡ ଫାଇନ୍ ୟୁଥ୍ ବ୍ରିଗେଡ୍। ୨୦୧୧ ପରାଜୟର ପ୍ରତିଶୋଧ ମୁଡ୍ରେ ଇଂଲିସ ଟିମ୍କୁ ଧୂଳି ଚଟାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। କାଲି ଠାରୁ ଆରମ୍ଭ ହେବ ହ୍ୱାଇଟ୍ ଡ୍ରେସ ଫାଇଟ। ଇଂଲିସ୍ ଟିମକୁ ସ୍ପିନ ଜାଲରେ ଫସାଇବାକୁ ବ୍ୟାକୁଳ ଅଛନ୍ତି ସ୍ପିନର। ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେଉଛନ୍ତି ୟଙ୍ଗ ରିଷ୍ଟ ସ୍ପିନର କୁଳଦୀପ ଯାଦବ। ସେପଟେ ଏକୁଟିଆ ଇଂଲଣ୍ଡ ମେରୁଦଣ୍ଡ ଭାଙ୍ଗିବା ପାଇଁ ଦମ୍ […]
ଯାଜପୁର: ଓଡ଼ିଆ ବାଳକ ଅଭିଜିତ ରାଉତ ଅନ୍ତର୍ଜାତୀୟ ବେସବଲ ଲିଟିଲ୍ ଖେଳିବାକୁ ମନୋନିତ ହୋଇଛନ୍ତି। ୧୮ଜଣିଆ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଅଭିଜିତଙ୍କ ଘର ଯାଜପୁର ଦାନଗଦୀ ବ୍ଲକ ରାଛିପୁର ଗାଁରେ। ସେ ଯୁଝପଦା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ତାଇଓ୍ୱାନରେ ହେବାକୁ ଥିବା ବେସବଲ ଲିଟିଲ୍ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ପ୍ରତିଯୋଗିତାରେ ଭାଗନେବା ପୂର୍ବରୁ ସେ ଚଣ୍ଡିଗଡ଼ ଗସ୍ତ କରିଛନ୍ତି। ଚଣ୍ଡିଗଡ଼ କ୍ୟାମ୍ପରେ ସେ ଆସନ୍ତା ଅଗଷ୍ଟ୧୦ ତାରିଖ ଯାଏ ରହିବେ। […]
ଭୁବନେଶ୍ୱର: ଆଜି ଅଧିକ ଲାଲ୍ ଓ ଉଜ୍ୱଳ ଦୃଶ୍ୟମାନ ହେଉଛି ମଙ୍ଗଳ ଗ୍ରହ। କାରଣ ଦୀର୍ଘ ୧୫ ବର୍ଷ ପରେ ପୁଣି ପୃଥିବୀର ଅତି ନିକଟକୁ ଆସିଛି ମଙ୍ଗଳ। ଲାଲ୍ ଓ କମଳା ରଙ୍ଗ ସମ୍ମେଳନରେ ମଙ୍ଗଳ, ଆକାଶରେ ଏକ ବିରାଟ ତାରା ଭଳି ପ୍ରତୀୟମାନ ହେଉଛି। ଖାଲି ଆଖିରେ ଏହାକୁ ଅତି ସହଜରେ ଦେଖିହେବ। ମଙ୍ଗଳ ଗ୍ରହର ଏହି ବିରଳ ରୂପ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍ଡାଉନ୍ ଯୋଗୁ ସବୁକିଛି ଠପ୍ ହୋଇଯାଇଛି। ଏଭଳି ପରିସ୍ଥିତିରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ପ୍ରବାସୀ ଶ୍ରମିକମାନେ ଚିତାବାଘର ପଛେପଛେ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ବଲିଉଡର ଲୋକପ୍ରିୟ […]
ଭୁବନେଶ୍ୱର: ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହେଉଛନ୍ତି ଅନେକ ଯବାନ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଭୁବନେଶ୍ୱର ଏମ୍ସ କ୍ୟାମ୍ପସରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ରହିଥିଲା। ମୂଳ ଡିଜାଇନ୍ରେ ଟ୍ରମା କେୟାର ସେଣ୍ଟର ପାଖରେ ହେଲିପ୍ୟାଡ୍ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ମାତ୍ର ଏବେ ମୂଳ ନକ୍ସାରେ କରାଯାଇଛି ପରିବର୍ତ୍ତନ। ହେଲିପ୍ୟାଡ୍ ନିର୍ମାଣ ଲାଗି ଉଦ୍ଦିଷ୍ଟ ସ୍ଥାନରେ ରୋଗୀଙ୍କ ସଂପର୍କୀୟଙ୍କ ରହିବା ପାଇଁ […]
ଭୁବନେଶ୍ୱର: ସମ୍ପର୍କର ସେତୁ ଗୁରୁପ୍ରିୟା ନିର୍ମାଣରେ ୭୪ କୋଟିର ଘୋଟାଲା। ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୁରୁପ୍ରିୟା ସେତୁ ନିର୍ମାଣରେ ଧରାପଡ଼ିଛି ଏହି ୭୪ କୋଟିର ଅନିୟମିତତା। ଠିକାଦାରଙ୍କୁ ଅହେତୁକ ଲାଭ ଦେବାକୁ ଯାଇ ହୋଇଛି ବଡ଼ ଧରଣର ଗଡ଼ବଡ଼ି। ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ବା ପିଏଜିର ପୁରୀ ସ୍ଥିତ ଇକୋନମିକ୍ ସେକ୍ଟର ୨ ପକ୍ଷରୁ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଏକ ଚିଠି ଖୋଲିଛି ଠିକାଦାରଙ୍କୁ ଅହେତୁକ ଲାଭର ପୋଲ୍। ଠିକାଦାରକୁ […]
କର୍ଣ୍ଣାଟକ : କର୍ଣ୍ଣାଟକର କାବିନିରେ ଏମିତି କିଛି ଘଟଣା ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ଜଣାପଡିଛି । ଭିଡିଓଟିରେ ଏକ ଜଙ୍ଗଲି କୁକୁର ବାଘଠାରୁ କିପରି ନିଜକୁ ରକ୍ଷା କରୁଛି , ତାହା ଦେଖିବାକୁ ମିଳିଛି। Tiger Chasing a Dhole aka Wild dog at Kabini. Never ever heard or seen d alarm call of Dhole in […]
ମୁମ୍ବାଇ: ଭୟଙ୍କର ରୂପ ନେବାରେ ଲାଗିଛି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି। ଆଉ ଦାବି ପୂରଣ ପାଇଁ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଆଜି ନାନ୍ଦେଡ୍ ଅଂଚଳରେ ଜଣେ ଆନ୍ଦୋଳନକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ୫ଜଣ ଆତ୍ମହତ୍ୟା କରି ସାରିଲେଣି। ହେଲେ ସଂରକ୍ଷଣ ଦାବିରେ ପରିସ୍ଥିତି ଶାନ୍ତ ପଡ଼ିବାର ନାଁ ନେଉନି। ଏହା ସହିତ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା କରୁଛନ୍ତି। […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ସୂଚନା ମୁତାକ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ବଳରାମପୁର ହସ୍ପପିଟାଲରେ ଗୁରୁବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସେହି ମେଡିକାଲରେ ସାପ କାମୁଡିଥିବା ଜଣେ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଯେତେବେଳେ ତାଙ୍କୁ ପଚାରିଲେ ଯେ ତମର କ’ଣ ହୋଇଛି ରୋଗୀ ଜଣକ ତାଙ୍କୁ ସାପ କାମୁଡିଥିବା କହିଥିଲେ । ହେଲେ ଡାକ୍ତର କେଉଁ ସାପ କାମୁଡିଛି ବୋଲି ପଚାରିବାରୁ ରୋଗୀ ଜଣଙ୍କ ଯେପରି ତାହାର ଉତ୍ତର ଦେଲେ ତାହା ଦେଖି ଛାନିଆ […]
ନୂଆଦିଲ୍ଲୀ: ଆସାମ ନାଗରିକ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଗୃହ ଭିତରେ ନାରାବାଜି ସହ ବାହାରେ ପ୍ଲାକାର୍ଡ ଧରି ବିରୋଧୀମାନେ ପ୍ରତିବାଦ କରିଥିଲେ। ଅନ୍ୟ ରାଜ୍ୟର ନାଗରିକମାନଙ୍କୁ ବାହାର କରିବାପାଇଁ ଏପରି ଚକ୍ରାନ୍ତ କରାଯାଉଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ଚିହ୍ନଟ ପ୍ରକ୍ରିୟା କେବଳ ଲୋକମାନଙ୍କର ଦାୟିତ୍ୱ ନୁହେଁ ଏଥିପାଇଁ ସରକାର ମଧ୍ୟ ସମପରିମାଣରେ ଦାୟୀ ବୋଲି […]
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ୱନ କରୁଥିବାର ଦେଖୁବାକୁ ମିଳୁଛି। ଘରକୁ ଫେରୁଥିବା ଶ୍ରମିକଙ୍କର ଏଭଳି କଷ୍ଟ ଓ ଯନ୍ତ୍ରଣା ପ୍ରକୃତରେ ଦୃଦୟ ବିଦାରକ। ଏଠି ଆଉଜଣେ ଶ୍ରମିକଙ୍କ ଘରବାହୁଡା ଦୁଃଖ ଓ ଯନ୍ତ୍ରଣା କଥା କହିବୁ ଯିଏ ହାତ ତିଆରି ଏକ କାଠଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଶିଶୁ ସନ୍ତାନକୁ […]
ଭୋପାଲ: ଦିନେ ଦୃଷ୍ଟିହୀନ ବାପା-ମା’ଙ୍କୁ ଭାରରେ ବୋହି ବୁଲୁଥିଲେ ଶ୍ରବଣକୁମାର। ଆଜି ଭିନ୍ନକ୍ଷମ ପୁଅ ପାଇଁ ଶ୍ରବଣକୁମାର ସାଜିଛନ୍ତି ମା‘। ପୁଅକୁ ଝୁଲାରେ ବୋହି ଚାଲିଚାଲି ଯାଉଛନ୍ତି। ମହାମାରୀ କରୋନା ଯୋଗୁଁ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ ଯୋଗୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି। ଜଣେ ମା’ ନିଜ ଶାରୀରିକ ଭିନ୍ନକ୍ଷମ ପିଲାଟିକୁ […]