ମୁମ୍ୱାଇ: ବଲିଉଡର ଟେଲି ଅଭିନେତା ସତ୍ୟଜିତ୍ ଦୁବେଙ୍କ ମା’ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍ କଥା ସତ୍ୟଜିତ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି। ସତ୍ୟଜିତ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଗତ କିଛି ଦିନ ହେବ ତାଙ୍କ ମା, ଭଉଣୀ ଓ ମୁଁ ଟିକିଏ ଅସୁବିଧାର ସମ୍ମୁଖୀନ ହେଉଛୁ। କିଛି ଦିନ ଧରି ମୋ ମା’ଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ସେ ମାଇଗ୍ରେନ୍ ରୋଗରେ ପୀଡିତ ଥିଲେ। ଥଣ୍ଡା ଜ୍ୱର […]
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଲକ୍ଡାଉନ୍ ଲାଗିଛି। ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ବି କରୋନା ଲକ୍ଡାଉନ୍ ଜାରି ରହିଛି। ତେବେ ଏହି ଲକ୍ଡାଉନ୍ରେ ପାକିସ୍ତାନର କ୍ରିକେଟର୍ ସ୍ୱାମୀ ଶୋଏବ୍ ମଲ୍ଲୀକଙ୍କଠାରୁ ଅଲଗା ହୋଇଯାଇଛନ୍ତି ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା। ଶୋଏବ୍ ପାକିସ୍ତାନରେ, ଆଉ ସାନିଆ ତାଙ୍କ କୁନି ପୁଅ ସହିତ ଭାରତରେ ଫସି ରହିଯାଇଛନ୍ତି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଏମିତି ପର୍ଯ୍ୟାୟ କ୍ରମେ ଲକ୍ଡାଉନ୍ ବଢୁଥିବାରୁ ପୁଅ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ସାନିଆ […]
ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଆମୀର ଖାନ୍ଙ୍କୁ କାହିଁକି ନିମନ୍ତ୍ରଣ କଲେ ତାକୁ ନେଇ ଭାରତରେ ଚର୍ଚ୍ଚା ହେଉଥିବା ବେଳେ ପାକିସ୍ତାନର ଏକ ଖବରକାଗଜରେ ଆଜି ‘ଲଗାନ୍’ ଫିଲ୍ମକୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଯାହାର ଶିରୋନାମାର ଅର୍ଥ ହେଉଛି ‘ଆମୀର ଯଦି ଲଗାନ୍ ଫିଲ୍ମରେ ଅଭିନୟ କରି ନଥା’ନ୍ତେ ?’ ଏହି ରିପୋର୍ଟରେ ଅବଶ୍ୟ କିଛି ନୂଆ କଥା ରହିଛି। ଯାହା ଶୁଣିଲେ ସିନେପ୍ରେମୀ ଆଶ୍ଚର୍ଯ୍ୟ ହୋଇଯିବେ। ନିର୍ଦ୍ଦେଶକ […]
ଭୁବନେଶ୍ୱର : ସୋଶାଲ ମିଡିଅାରେ କିକି ଚ୍ୟାଲେଞ୍ଜକୁ ନେଇ ଏବେ ଜୋରସୋର ଚର୍ଚ୍ଚା। ରାସ୍ତାରେ କାର ଚାଲିଥିବାବେଳେ ଚଳନ୍ତା କାରରୁ ଓହ୍ଲାଇ ଜଣେ କାରର ଡୋର୍ ସାଇଡ୍ରେ ନାଚ କରିବା ସହ ଡ୍ରାଇଭର ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ନେବା ହେଉଛି କିକି ଚ୍ୟାଲେଞ୍ଜ। ସୋଶାଲ ମିଡିଅାରେ ବହୁଳ ଭାବେ ଭାଇରାଲ ହୋଇଛି ଏହି ଭିଡିଓ। କାନାଡାର ରାପ୍ ଗାୟକ ଡ୍ରେକ୍ର ଲୋକପ୍ରିୟ ଅାଲବମ୍ ସ୍କୋର୍ପିଅନର ଏକ ଗୀତରେ କାରରୁ ବାହାରି ନାଚ କରୁଛନ୍ତି। ଅନ୍ୟ ଜଣେ […]