• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

1
ହିନ୍ଦୀ ଫିଲ୍ମ ‘ଅନ୍ଧାଧୁନ୍‌’ରେ ହେବ ତାମିଲ ରିମେକ୍‌

ମୁମ୍ବାଇ: ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ପିଲ୍ମ ‘ଅନ୍ଧାଧୁନ୍‌’ର ଖୁବଶୀଘ୍ର ତାମିଲ ରିମେକ୍ ହେବାକୁ ଯାଉଛି। ସୂଚନା ଅନୂଯାୟୀ, ସାଉଥ ସୁପରଷ୍ଟାର ଧନୁଷ୍‌ ଏହି ଫିଲ୍ମ ବନାଇବାକୁ ଚାହୁଁଛନ୍ତି। ଧନୁଷ୍‌ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ନୁହେଁ, ବଲିଉଡରେ ବି ନିଜ ଅଭିନୟର କମାଲ ଦେଖାଇସାରିଛନ୍ତି। ସେ ବଲିଉଡ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ସହ ‘ରାଞ୍ଝଣା’ ଫିଲ୍ମରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ରେସପନ୍ସ ମିଳିଥିଲା। ସୂଚନା ଅନୁୟାୟୀ, ସେ […]

Capture
ମନି ଲଣ୍ଡରିଂରେ ରହିଛି ସୋନିଆଙ୍କ ନାମ, ଇଡି ଜେରା ବେଳେ ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସ ପାଇଁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରା ବେଳେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଇଡି ପକ୍ଷରୁ ଗତକାଲି ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘନିଷ୍ଠ ସହଯୋଗୀ ତଥା ଦୁବାଇର ବ୍ୟବସାୟୀ ପିପି ଥାମ୍ପିଙ୍କୁ ଜେରା କରାଯାଉଥିଲା। ଏହି ସମୟରେ ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାଁ ନେଇଥିବା ଜଣାପଡ଼ିଛି। ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସହାୟକ ପିପି ମାଧବନ […]

w-4
ଘରେ ପଶି ମହିଳାଙ୍କୁ ମାରିଦେଲେ ଆତଙ୍କବାଦୀ

ପୁଲୱାମା: ସମଗ୍ର ବିଶ୍ୱରେ ପବିତ୍ର ଇଦ-ଉଲ-ଫିତର ପାଳନ ହେଉଥିବା ବେଳେ ଜମ୍ମୁ-କଶ୍ମୀରରେ ଆଜି ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ୨ରୁ ୩ ଜଣ ସଶସ୍ତ୍ର ଆତଙ୍କବାଦୀ ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଆଜି ସକାଳେ ନିଗୀନା ବାନୋ ଓ ମହମ୍ମଦ ସୁଲତାନ ଘରେ ବସିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେଠାରେ ପହଞ୍ଚି ଆଖିବୁଜା ଗୁଳି ମାଡ଼ କରିଥିଲେ। ଆତଙ୍କୀଙ୍କ ଗୁଳି ମାଡ଼ରେ […]

ext
ପିତା ହେଲେ ୬ ମାସ ଛୁଟି ଦେବ ‘ଜୋମାଟୋ’

ନୂଆଦିଲ୍ଲୀ: ଫୁଡ୍ ଏଗ୍ରୀଗେଟର କମ୍ପାନୀ ‘ଜୋମାଟୋ’ ତା’ର କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି କମ୍ପାନୀର ଯେଉଁ ବ୍ୟକ୍ତି ବାପା ହେବେ, ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ। ତା’ସହିତ ତାଙ୍କୁ ୭୦ ହଜାର ଟଙ୍କାର ସହାୟତା ବି ଦିଆଯିବ। ସାଧାରଣତଃ ମହିଳାମାନଙ୍କୁ ମ୍ୟାର୍ଟନିଟି ଲିଭ୍ ମିଳିଥାଏ। କିନ୍ତୁ ଜୋମାଟୋ ପ୍ୟାର୍ଟନିଟି ଲିଭ୍ ବ୍ୟବସ୍ଥା ଆରମ୍ଭ କରିଛି। କଂପାନୀର ଏହି ନିୟମ ସରୋଗେସୀ ଓ ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ବି ଲାଗୁ […]

NEET-JEE
ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ଫଳ, ନଳୀନ୍‌ ଖଣ୍ଡେଲୱାଲ ହେଲେ ଟପ୍ପର୍‌

ନୂଆଦିଲ୍ଲୀ: ଆଜି ନିଟ୍‌(ନାସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ)ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ସମ୍ପର୍କର ସୂଚନା ଦେଇଛି ଏନ୍‌ଟିଏ(ନାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍ସି) । ଏହି ପରୀକ୍ଷାକୁ ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ବୋଲି କୁହାଯାଏ। ଏଥିରେ ରାଜସ୍ଥାନର ନଳୀନ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛି। ସେ ମୋଟ୍‌ ୭୨୦ରୁ ୭୦୧ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ଦିଲ୍ଲୀର ଭୈବିକ ବଂଶଲ ଥିବା ବେଳେ ତୃତୀୟରେ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ଅଛନ୍ତି। ଭୈବିକ ୭୦୦ […]

66
କଶ୍ମୀରରେ ପୁଣି ମାତିଲେ ପଥର ଫିଙ୍ଗାଳି

ଶ୍ରୀନଗର: ପୁଣି ଥରେ ଶ୍ରୀନଗରରେ ପଥର ଫିଙ୍ଗାଳି ମାତିଛନ୍ତି। କିଛି ଦିନର ବ୍ୟବଧାନ ପରେ ଏମାନେ ଜାମ୍ମୁ ଓ କାଶ୍ମୀରରେ ପଥର ଫିଙ୍ଗିବା ସହ ପାକିସ୍ତାନ ପତାକା ଉଡ଼ାଇଛନ୍ତି। ଶ୍ରୀନଗର ସ୍ଥିତ ଜାମିଆ ମସଜିଦ୍‌ରେ ଇଦ୍ ନମାଜ ପାଠ ପରେ ବିପୁଳ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସେନା ବାହିନୀ ଉପରକୁ ଆକ୍ରମଣ କରିଛନ୍ତି। ସେନା ଉପରକୁ ପଥର, ଢେଲା ‍ଫିଙ୍ଗିବା ସହ ଆକ୍ରମଣ କରିଛନ୍ତି। ଏହାସହ ପାକିସ୍ତାନ, ଆଇଏସ୍‌ଆଇଏସ୍‌ ପତାକା ଖୋଲାଖୋଲି ଭାବେ ପ୍ରଦର୍ଶନ କରିଛନ୍ତି। […]

pppp1
ମିଟିଙ୍ଗ୍‌ ବେଳେ ଚାଲିଲା ଅଶ୍ଳୀଳ ଭିଡିଓ

ଜୟପୁର: ରାଜସ୍ଥାନ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏକ ବୈଠକ ବେଳେ ପର୍ଣ୍ଣ ଭିଡିଓ ଚାଲିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଗତ ସୋମବାର ସଚିବାଳୟର ଏନ୍‌ଆଇସି ରୁମ୍‌ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ମୁଗ୍ଧା ସିହ୍ନା ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକ କରୁଥିଲେ। ଏଥିରେ ଭିଡିଓ କନ୍‌ଫରେସିଂ ମାଧ୍ୟମରେ ସବୁ ଜିଲ୍ଲାରର ଅଧିକାରମାନେ ବି ସାମିଲ ହୋଇଥିଲେ। ବୈଠକରେ […]

PM_Modi_162554_730x419
ଏଥର ଆପଣ ମୋଦିଙ୍କ ସହିତ ପିଇପାରିବେ ଚାହା,ଯଦି...

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଚାହା ପିଇବାକୁ ଆପଣଙ୍କ ଇଚ୍ଛା ଅଛି କି? ଆପଣ କହିବେ ଏହା ଅସମ୍ଭବ। କିନ୍ତୁ ନା, ଏହା ମଧ୍ୟ ସମ୍ଭବ। ଏପରି ସ୍ୱପ୍ନ ବି ପୂରଣ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ଭଳି କି ଭଳି ଯୋଜନା ନେଇ ଆସୁଥିବା ମୋଦି ସରକାର ଏବେ ଏହି ନୂଆ ଉପାୟ ଆପଣାଇଛନ୍ତି। ହେଲେ କେଉଁମାନେ ଏପରି ସୁଯୋଗ ପାଇ ପାରିବେ ଜାଣିଛନ୍ତି, କି? ସବୁଠୁ ଅଧିକ ଟ୍ୟାକ୍ସ ପଇଠ କରୁଥିବା ବ୍ୟକ୍ତି ପାଇବେ […]

Indian-cricket-team
ଆଜି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ, ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଦେବ ଟକ୍କର

ନୂଆଦିଲ୍ଲୀ: ଆଜିଠାରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ବିଶ୍ୱକପ୍‌ର ପ୍ରଥମ ମୁକାବିଲାରେ ସାଉଥ ଆଫ୍ରିକା ବିରୋଧରେ ପଡ଼ିଆକୁ ଓହ୍ଲାଇବ ‘ବିରାଟ’ ବାହିନୀ। ଗତ ୨ ବର୍ଷ ମଧ୍ୟରେ ୧୩ଟି ସିରିଜରୁ ୧୦ଟିରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟସ୍‌ମ୍ୟାନ୍‌ରେ ଶିଖର ଧାଓ୍ୱନ ଓ ରୋହିତ ଶର୍ମାଙ୍କ ରହିଛନ୍ତି। ସେହିପରି ଜସପ୍ରିତ ବୁମରାହଙ୍କ ନେତୃତ୍ୱାଧିନ ପେସ୍ ବୋଲିଂ ଏବଂ […]