ନୂଆଦିଲ୍ଲୀ: ବ୍ୟାଟିଂରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଅଧିନାୟକ ଭାବେ ବିରାଟଙ୍କ ଏହା ଦିନିକିଆ କ୍ୟାରିୟରର ୫୦ତମ ବିଜୟ ଥିଲା। ଏହି ମାମଲାରେ ସେ ପ୍ରଥମ ଏସୀୟ କ୍ୟାପଟେନ୍ ଭାବେ ଦ୍ରୁତ ୫୦ତମ ବିଜୟର ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୧୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ବିରାଟ ଭାରତୀୟ […]
ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇ ପଡ଼ିଥିବା ଭଳି ମନେ ହେଉଛି। ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପରେ ସେ ୨ ନଂ କ୍ୟାବିନେଟ୍ ମନ୍ତ୍ରୀ। ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦି-୨ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜନାଥଙ୍କ ବଦଳରେ ଶାହଙ୍କ ଉପରେ ବେଶୀ ଭରସା […]
ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ଜମିରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୋଦି ସରକାର ଘୋଷଣା କରନ୍ତୁ ବୋଳି ଆଜି ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଦାବି କରିଛନ୍ତି। ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି ଯେ “ରାମଜନ୍ମଭୂମି ନ୍ୟାସ କିମ୍ବା ଭିଏଚପି ଦ୍ୱାରା ମୋଦି ସରକାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଘୋଷଣା କରନ୍ତୁ। ଏବେ ରାମ ମନ୍ଦିର ନିର୍ମାଣ କରିବାର ସମୟ ଆସିଛି। ଅଯୋଧ୍ୟାରେ ଥିବା ୬୭.୭୦୩ ଏକର […]
ଭୁବନେଶ୍ୱର: ଭାତୀୟ ରିଜର୍ଭ ବ୍ୟାଙ୍କ(ଆର.ବି.ଆଇ) ପ୍ରତି ଦୁଇ ମାସରେ ଥରେ ଏହାର ମୁଦ୍ରାନୀତି ସମୀକ୍ଷା ବୈଠକ କରିଥାଏ। ସେଥିରେ ସୁଧହାର, ବୈଧାନିକ ଜମାରାଶି, ନଗଦ ଜମାରାଶି ଭଳି କେତେକ ପାଣ୍ଠିର ପରିମାଣ ବା ପ୍ରତିଶତ କେତେ ରହିବ, ତାହା ନିର୍ଦ୍ଧାରଣ କରାଯାଏ। ଆପଣ ଅନେକ ସମୟରେ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, କ୍ୟାଶ ରିଜର୍ଭ ରେସିଓ(ସି.ଆର.ଆର୍), ଷ୍ଟାଚ୍ୟୁଟରି ଲିକ୍ୱିଡିଟି ରେସିଓ(ଏସ୍.ଏଲ୍.ଆର୍.) ଭଳି କେତୋଟି ବ୍ୟାଙ୍କ ସମ୍ବନ୍ଧୀୟ ଟର୍ମ ଶୁଣିଥିବେ। ସେହିପରି ରେପୋ ରେଟ୍ ହ୍ରାସ ହେବା […]
ହାଇଦ୍ରାବାଦ୍: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆଜି ଏକ ମନଛୁଆଁ ଏବଂ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଜଗନ ମୋହନ ସରକାରୀ କାମରେ ବିଶାଖାପଟନମ ଏୟାରପୋର୍ଟ ନିକଟରେ ଯାଉଥିବା ବେଳେ ହଠାତ୍ ରାସ୍ତାରେ ଛିଡ଼ା ହୋଇଥିବା କିଛି ପିଲାଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା। ସେ ତୁରନ୍ତ ନିଜ କନଭୟକୁ ରାସ୍ତା ଉପରେ ଅଟକାଇ ପିଲାମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ପିଲାମାନେ ତାଙ୍କ ସହିତ ଥିବା ୧୫ […]
ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ଙ୍କ ‘ଭାରତ’ ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ କମାଲ କରିଛି। ବୁଧବାର ଇଦ୍ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା। ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଛି। ଏଥିସହ ବକ୍ସ ଅଫିସରେ ଫିଲ୍ମଟି ଗୋଟିଏ ଦିନରେ ୪୨. ୩ କୋଟି ଆୟ କରିଛି। ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ […]
ବେଙ୍ଗାଲୁରୁ: ଜୀବନରେ କିଛି ଲକ୍ଷ୍ୟ ନେଇ ଆଗକୁ ବଢିଲେ, ଯେକୌଣସି ପ୍ରତିକୂଳ ପରିସ୍ଥିତି ମଧ୍ୟ ବାଧା ସୃଷ୍ଟି କରିପାରେ ନାହିଁ। ନିଜ ଇଚ୍ଛାଶକ୍ତିକୁ ଦୃଢ କଲେ ଆପଣ ଯେକୌଣସି ସ୍ଥିତିର ବି ମୁକାବିଲା କରିପାରିବେ। ଏପରି ଜଣେ ମହିଳା ହେଉଛନ୍ତି ବେଙ୍ଗାଲୁରୁର ୬୮ ବର୍ଷୀୟା ଜନେତ୍ ୟଗ୍ନେଶ୍ୱରନ। ଏ ବୟସରେ ବି ସେ ନିଜ ଅଞ୍ଚଳ ତଥା ରାଜ୍ୟକୁ ସବୁଜିମାରେ ପରିପୂର୍ଣ୍ଣ କରିବା ଲକ୍ଷ୍ୟ ନେଇ ସେ ଆଗେଇ ଚାଲିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଥିବା […]
ମୁମ୍ୱାଇ: ଭାଇଜାନ୍ ସଲମାନ୍ ଖାନ୍ଙ୍କ ଦବଙ୍ଗଗିରି। ସମସ୍ତଙ୍କ ସମ୍ମୁଖରେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରିଲେ ସଲମାନ୍ ଖାନ୍। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ବର୍ତ୍ତମାନ ଭାଇରାଲ୍ ହୋଇଛି। ସୂଚନା ଅନୁସାରେ, ଫିଲ୍ମ ‘ଭାରତ’ର ପ୍ରମୋସନ୍ ପାଇଁ ମୁମ୍ବାଇର ଏକ ମଲ୍ରେ ପହଞ୍ଚିଥିଲେ ସଲମାନ୍। ଏହି ସମୟରେ ସଲମାନ୍ଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ସେଠାରେ ଥିବା କିଛି ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ନିକଟରେ ଥିବା ଛୋଟ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏହା ସଲମାନ୍ଙ୍କ […]
ମୁମ୍ୱାଇ: ମୁମ୍ବାଇରେ ଜଣେ ଏୟାର ହଷ୍ଟେସଙ୍କୁ ତାଙ୍କ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ସହଯୋଗୀଙ୍କ ଆପାର୍ଟମେଣ୍ଟରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ପୀଡ଼ିତା ଜଣକ କହିଛନ୍ତି। ଅଭିଯୋଗ ପରେ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଘଟଣା ବେଳେ ଆପାର୍ଟମେଣ୍ଟରେ ଥିବା ଅନ୍ୟ ତିନିଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଭିଯୋଗ ଅନୁଯାୟୀ, ପୀଡିତା ଜଣକ ଗତ ସୋମବାର ହାଇଦ୍ରାବାଦରୁ ଆସି ମୁମ୍ବାଇର ଛତ୍ରପତି ଶିବାଜୀ […]
ମୁମ୍ବାଇ: ‘ମିଲେ ହୋ ତୁମ୍ ହମ୍ କୋ ବଡେ ନସିବୋଁ ସେ, ଚୁରାୟା ହୈ ମେନେ କିସ୍ମତ୍ କି ଲକିରୋଁ ସେ’। ଏହିଭଳି ଅନେକ ରୋମାଣ୍ଟିକ୍ ହିଟ୍ ଗୀତ ସହ ହିପ୍ହପ୍ ଗୀତ ଗାଇ ଫ୍ୟାନ୍ଙ୍କ ମନ ଜିଣିଥିବା ସିଙ୍ଗର ନେହା କକ୍କରଙ୍କ ଆଜି ହେଉଛି ୩୧ ତମ ଜନ୍ମଦିନ। ୧୯୮୮ ମସିହା ୬ ଜୁନ୍ ଅର୍ଥ ଆଜିର ଦିନରେ ଋଷିକେଶରେ ବଲିଉଡ୍ର କ୍ୟୁଟ୍ ସିଙ୍ଗର୍ ନେହା ଜନ୍ମ ହୋଇଥିଲେ। ସେ କେବଳ ସୁମଧୁର ସଙ୍ଗୀତ ନୁହେଁ, […]