• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

prickly-heat
ଖରାଦିନେ ଘିମିରିକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର: ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ କରି ଦେଉଛି। ଆଉ ଏହି ଗରମରେ ଯେଉଁଟା ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି ସେଇଟା ହେଉଛି ଘିମିରି। ଗରମ ଦିନରେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ, ଆସନ୍ତୁ ତା’ର କିଛି ଘରୋଇ ଉପଚାର ଜାଣିବା। ଟି ବ୍ୟାଗ୍‌ ଏଥିରେ ଆପଣଙ୍କୁ ସାହାଯ୍ୟ କରିବ ସବୁଦିନେ ପିଉଥିବା ଟି ବ୍ୟାଗ୍। ଆପଣ ବ୍ୟବହାର କରୁଥିବା ଟି ବ୍ୟାଗରୁ ଚା’ପିଇ […]

9
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମିଗ୍-୨୧ ଉଡ଼ାଣ ଭରିଲେ ବାୟୁସେନା ମୁଖ୍ୟ

ଭୁବନେଶ୍ୱର: ୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଲେ ବାୟୁସେନା ମୁଖ୍ୟ ଚିଫ ମାର୍ଶାଲ ବି.ଏସ. ଧାନୋଆ। ୧୯୯୯ କାରଗିଲ ଯୁଦ୍ଧ ସମୟରେ ସଫେଦ ସାଗର ଅପରେସନ ବେଳେ ଆଇଏଏଫ ସ୍କ୍ୱାର୍ଡନ ଲିଡର ଅଜୟ ଆହୁଜା ସହିଦ ହୋଇଥିଲେ। ତାଙ୍କୁ ସମ୍ମାନ ଜଣାଇ ବାୟୁସେନା ମୁଖ୍ୟ ବି.ଏସ. ଧାନୋଆ ମିଗ୍ ୨୧ ଏୟାରକ୍ରାଫ୍ଟ ଉଡାଣ ଭରିଛନ୍ତି। ପଂଜାବର ଭୈସାନା ଏୟାରଫୋର୍ସ ଷ୍ଟେସନରୁ ସେ ଉଡାଣ ଭରିଥିଲ। ଏୟାର ମାର୍ଶାଲ ଆର. ନାମ୍ବିଆର ମଧ୍ୟ ଉଡାଣ […]

PANKAJA-JAIN
ଝିଅକୁ ଅଙ୍ଗନବାଡ଼ି ଛାଡ଼ିଲେ ଜିଲ୍ଲାପାଳ

ଭୋପାଲ: ଝିଅକୁ ଅଙ୍ଗନବାଡ଼ି ପଠାଇ ସାରା ଦେଶରେ ପ୍ରଶଂସାର ପାତ୍ର ହୋଇଛନ୍ତି ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ପଙ୍କଜା ଜୈନ। ଘରୋଇ ସ୍କୁଲ ଅପେକ୍ଷା ଗୋଟିଏ ଛୋଟ ଛୁଆର ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡି ସବୁଠୁ ଭଲ ବୋଲି ଚିନ୍ତା କରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିଲ୍ଲାପାଳ ଡକ୍ଟର ଜୈନ। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଜିଲ୍ଲାପାଳଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଜିଲ୍ଲାର ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଏପରି ନିଷ୍ପତ୍ତି […]

54
ହାରିବା ଦୁଃଖରେ ଦୁଇଦିନ ଖାଇ ପାରିଲେନି ଲାଲୁ

ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍‌ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ। ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି। ସାଧାରଣ ନିର୍ବାଚନରେ ଆରଜେଡି ନୈରାଶ୍ୟଜନକ ପ୍ରଦର୍ଶନ ଭୋଟ୍‌ ଗଣତି ସମୟରେ ସାମ୍ନାକୁ ଆସିଥିଲା। ଏହାପରେ ଲାଲୁ ମନ ଦୁଃଖ କରି ଖାଇବା ଛାଡ଼ି ଦେଇଥିଲେ। ୨୩ ଓ ୨୪ ତାରିଖରେ କିଛି ଖାଇ ନଥିବା […]

1
ଆଉ ନାହାନ୍ତି ଅଜୟ ଦେବଗନ୍‌ଙ୍କ ବାପା ବିରୁ ଦେବଗନ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ବିରୁ ଦେବଗନଙ୍କର ଆଜି ହେଦାନ୍ତ ହୋଇଯାଇଛି। ଆଜିମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଂଧ୍ୟା ୬ଟା ବେଳେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଫିଲ୍ମ କ୍ରିଟିକ୍ ତରନ୍ ଆଦର୍ଶ ଟ୍ୱିଟରରେ ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। କାର୍ଡିଆକ୍ ଆରେଷ୍ଟ ହେବା ଯୋଗୁ ଗତକାଲି ରାତିରେ ସ୍ଥାନୀୟ ସାଣ୍ଟା କ୍ଲସ୍‌ ହସ୍ପିଟାଲରେ […]