• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rohit
ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା, ରୋହିତ୍ ଆଉଟ୍

ମ୍ୟାଞ୍ଚେଷ୍ଟର: ଚଳିତ ବିଶ୍ୱକପର ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟିମର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମା ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଭାରତ ଷଷ୍ଠ ଓଭରର ଅନ୍ତିମ ଭଲରେ ଇଣ୍ଡିଜ୍ ପେସର କେମାର ରୋଚଙ୍କ ଇନସୁଇଙ୍ଗ୍ ବଲକୁ ରୋହିତ୍ ହିଟ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲଟି ରୋହିତଙ୍କ ବ୍ୟାଟରେ ଇନସାଇଡ୍ ଏଜ୍ ନେଇ ସିଧା ୱିକେଟକିପର ଶାଇ ହୋପଙ୍କୁ ହାତକୁ […]

Z6k8qJP3TN
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ୍‌ ଇଣ୍ଡିଆ

ମ୍ୟାଞ୍ଚେଷ୍ଟର: ବିଶ୍ୱକପରେ ୫ମ ବିଜୟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ଗତ ଶନିବାର ଲୋ-ସ୍କୋରିଂ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ମାତ ଦେଇଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଲଢ଼େଇ କରି ନ୍ୟୁଜିଲ୍ୟାଣ୍ଡ ଠାରୁ ୫ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ ସେମି ଫାଇନାଲ୍‌ ରେସରୁ ୱେଷ୍ଟଇଣ୍ଡିଜ୍ ବାଦ୍ ପଡ଼ିଛି। ତଥାପି ଭାରତକୁ ହରାଇବା ପାଇଁ ଜେସନ […]

Haris-Sohail-Pakistan-team
୧୯୯୨ ବିଶ୍ୱକପ୍‌ର ପୁନରାବୃତ୍ତି କରିବ କି ପାକିସ୍ତାନ !

ଲଣ୍ଡନ: ବିଶ୍ୱକପ୍‌ କ୍ରିକେଟ୍‌ ୨୦୧୯ରେ ଟ୍ରଫି ପାଇଁ ଲଢ଼େଇ ଯେତିକି ପାଖେଇ ଆସୁଛି, ପଏଣ୍ଟ ଟେବୁଲରେ ଓଲଟପାଲଟ ମଧ୍ୟ ସେତିକି ହେଉଛି। ତେବେ ସମଗ୍ର ବିଶ୍ୱରେ ୧୯୯୨ ବିଶ୍ୱକପ ଭଳି ୨୦୧୯ରେ ସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛରେ ପାକିସ୍ତାନ ହିଁ ରହିଛି। କାରଣ ୧୯୯୨ ବିଶ୍ୱକପ୍‌ରେ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ବିଶ୍ୱ ବିଜେତା ହୋଇଥିଲା। ୧୯୯୨ ପରି ୨୦୧୯ ବିଶ୍ୱକପ୍‌ ରାଉଣ୍ଡ ରବିନ୍‌ ଫର୍ମାଟରେ ଖେଳା ଯାଉଛି। ଅର୍ଥାତ ପ୍ରତ୍ୟେକ […]

744323-rohman-sush
ବୟଫ୍ରେଣ୍ଡ୍‌ ରୋହମନ୍‌ଙ୍କ ସହ ବ୍ରେକଅପ୍‌ କଲେ ସୁସ୍ମିତା ସେନ୍‌ !

ମୁମ୍ୱାଇ: ପୂର୍ବତମ ମିସ୍‌ ୟୁନିଭର୍ସ ଓ ବଲିଉଡ ହିରୋଇନ ସୁସ୍ମିତା ସେନ୍‌ ଏବେ ଫିଲ୍ମରେ ସକ୍ରିୟ ନ ଥିଲେ ମଧ୍ୟ ନିଜ ପର୍ସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହୁଛନ୍ତି। ୪୩ ବର୍ଷରେ ବି ସିଙ୍ଗଲ ଥିବା ସୁସ୍ମିତା ବୟଫ୍ରେଣ୍ଡ ବଦଳାଇବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨ ପୋଷ୍ୟକନ୍ୟା ପାଳନ କରୁଥିବା ସୁସ୍ମିତା କିଛି ଦିନ ହେବ ନିଜଠୁ ୧୫ ବର୍ଷ ସାନ ରୋହମାନ୍‌ ଶଲ୍‌ଙ୍କୁ ଡେଟ୍‌ କରୁଥିଲେ। ଉଭୟ ନିଜ ଆକାଉଣ୍ଟରେ ବହୁ ରୋମାଣ୍ଟିକ ଫଟୋ […]

nirav-modijpg
ନିରବ ମୋଦିଙ୍କ ୪ ସ୍ୱିସ୍‌ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଫ୍ରିଜ୍‌

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଆଉ ଏକ ଝଟ୍‌କା ଲାଗିଛି। ସ୍ୱିଜରଲ୍ୟାଣ୍ଡ ଅଧିକାରୀମାନେ ସେଠାରେ ଥିବା ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ପ୍ରାୟ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଦେଇଛନ୍ତି। ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ନିରବଙ୍କ ନାଁରେ ପ୍ରାୟ ଆମେରକୀୟ ଡଲାର ୬ ମିଲିୟନ ଓ କିଛି ସମ୍ପତ୍ତି ରହିଥିଲା। ଋଣ ଖିଲାପ […]

D9-U7BQWkAEBBsY_0-770x433
କଶ୍ମୀର ଗସ୍ତରେ ଅମିତ ଶାହ, ହୁରିଆତ୍‌ ନେତାଙ୍କ ସହ ହୋଇପାରେ ଆଲୋଚନା

ଶ୍ରୀନଗର: ନୂଆ ସରକାର ଗଠନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିନିକିଆ କାଶ୍ମୀର ଗସ୍ତ କରିବେ। ଗସ୍ତ ବେଳେ ରାଜ୍ୟରେ ସାମରିକ ଓ ବେସାମରିକ କାର୍ଯ୍ୟକଳାପ ନେଇ ଆଲୋଚନା କରିବେ। ଏଥି ସହ ହୁରିୟାତ ନେତାଙ୍କ ସହ କଥାବାର୍ତ୍ତା ନେଇ  ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ବେଳେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ […]

Salman-Khan
ସଲମାନ୍‌ଙ୍କ ଦବଙ୍ଗଗିରି, ସାମ୍ୱାଦିକଙ୍କ କ୍ୟାମେରା ଛଡ଼ାଇ ନେଲେ

ମୁମ୍ୱାଇ: ଭାଇଜାନ୍ ସଲମାନ ଖାନ୍‌ଙ୍କ ଆଉ ଏକ ଦବଙ୍ଗଗିରି। ତାଙ୍କ ନାମରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଧମକ ଏବଂ ମୋବାଇଲ୍ ଛଡ଼ାଇବାର ଅଭିଯୋଗ ଆସିଛି। ଏ ନେଇ ମୁମ୍ବାଇର ସାମ୍ବାଦିକ ଅଶୋକ ପାଣ୍ଡେ ଅନ୍ଧେରୀ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୨ ତାରିଖରେ ଏହାର ଶୁଣାଣି ହେବ। ଅଭିଯୋଗ ଅନୁସାରେ ଗତ ଏପ୍ରିଲ ମାସ ୨୪ ତାରିଖରେ ଅଶୋକ ତାଙ୍କ କ୍ୟାମେରାମ୍ୟାନ୍‌ ସହିତ ଜୁହୁରୁ କାନ୍ଦିଭାଲି ଅଭିମୁଖେ ଯାଉଥିଲେ। ଠିକ୍‌ ଏହି ସମୟରେ ସେ ସଲମାନ୍‌ ଖାନ୍‌ […]

mumbai-dadar-
ପୁରୁଣା ୧୦ ଟଙ୍କିଆ ନୋଟ ଦେଲେ ବୋଲି ଗ୍ରାହକଙ୍କୁ ଛୁରୀ ଭୁସି ଦେଲେ ଦୋକାନୀ

ମୁମ୍ୱାଇ: ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ। ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟକୁ ନେଇ ଗ୍ରାହକଙ୍କ ସହ ବଚସା ହେବା ପରେ ପରିବା ବିକାଳି ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୁଲିସ କହିଛି। ସୋମବାର ବିଳମ୍ୱିତ ରାତିରେ ହନିଫ୍ ସିଦ୍ଦିକି ନାମକ ବ୍ୟକ୍ତି ଦାଦର(ପଶ୍ଚିମ) ରେଲଓ୍ୱେ ଷ୍ଟେଶନ ବାହାରେ ବସିଥିବା ଜଣେ ପରିବା ବିକାଳୀ ପାଖରୁ ପରିବା କିଣିଥିଲେ। ଏଥିପାଇଁ ଏକ ପୁରୁଣା ୧୦ ଟଙ୍କିଆ ନୋଟ୍ ଦେଇଥିଲେ ସିଦ୍ଦିକି। […]

pic4
ଚନ୍ଦ୍ରବାବୁ ତିଆରି କରିଥିବା କୋଠାକୁ ଭାଙ୍ଗିଦେଲେ ଜଗନ ରେଡ୍ଡୀ

ଅମରାବତୀ: ରାତି ଅଧରେ ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ସମୟରେ ହୋଇଥିବା ‘ପ୍ରଜା ବେଦିକା’ ଘରେ ବୁଲଡୋଜର ବୁଲିଛି। ପୂର୍ବତନ ଟିଡିପି ସରକାର ଅମଳରେ ପ୍ରଜା ବେଦିକାର ନିର୍ମାଣ ହୋଇଥିଲା। ସରକାରକୁ ଆସିବା ପରେ ଏହି କୋଠା ବେଆଇନ ବୋଲି ଏବେର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ। ଏହାପରେ “ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ରାତିରେ ଆନ୍ଧ୍ର ପ୍ରଶାସନ ପ୍ରଜା ବେଦିକାକୁ ଭାଙ୍ଗିବା କାମ ଆରମ୍ଭ କରିଛି। ସବୁଠୁ ବଡ଼ କଥା ହେଲା […]

mike
ଭାରତ ଗସ୍ତରେ ଆମେରିଆ ବୈଦେଶିକ ସଚିବ ମାଇକ୍‌ ପୋମ୍ପିଓ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପିଓଙ୍କ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ପୋମ୍ପିଓଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ଦ୍ୱାରା ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜଭୁତ ହେବ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ପମ୍ପିଓ ଭିସା, ନାଗରିକତ୍ୱ, ଆମେରିକାରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ନେଇ ଆଲୋଚନା କରିବେ […]