ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସୁପର୍ଫ୍ୟାନ୍ ଚାରୁଲତା ପଟେଲ ଆଉ ନାହାନ୍ତି। ତାଙ୍କ ବିୟୋଗରେ ବିସିସିଆଇ ଶୋକ ପ୍ରକାଶ କରିଛି। ଟ୍ୱିଟ୍ କରି ବିସିସିଆଇ ପକ୍ଷରୁ କୁହାଯାଇଛି, “ଚାରୁଲତା ପଟେଲ ଜୀ ସବୁବେଳେ ଆମମାନଙ୍କ ହୃଦୟରେ ରହିବେ। ଖେଳ ପ୍ରତି ତାଙ୍କର ରୁଚି ସବୁବେଳେ ମନେ ରହିବ। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ”। #TeamIndia‘s Superfan Charulata Patel ji will always remain in our hearts and her passion for the game will […]
ମୁମ୍ବାଇ: ନୂଆବର୍ଷରେ ନୂଆ ଖବର ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫ୍ୟାନ୍ସଙ୍କୁ ଚମକାଇ ଦେଇଥିଲେ। ବଲିଉଡ୍ ଅଭିନେତ୍ରୀ ତଥା ଦୀର୍ଘ ଦିନର ପ୍ରେମିକା ନତାଶା ଷ୍ଟାନକୋଭିକଙ୍କୁ ରିଙ୍ଗ୍ ପିନ୍ଧାଇ ହାର୍ଦ୍ଦିକ ତାଙ୍କ ପ୍ରେମର ପରିପ୍ରକାଶ କରିଥିଲେ। ଏହାପରେ ସେମାନଙ୍କର ଏନ୍ଗେଜ୍ମେଣ୍ଟ୍ ଫଟୋ ସାମ୍ନାକୁ ଆସିଥିଲା। ସୋଶାଲ୍ ମିଡିଆରେ ହାର୍ଦ୍ଦିକଙ୍କ ଏନ୍ଗେଜ୍ମେଣ୍ଟ୍ ଫଟୋ ଓ ଭିଡିଓ ଭାଇରାଲ ହେବାପରେ ଲୋକମାନେ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି। ଏନ୍ଗେଜ୍ମେଣ୍ଟ୍ ପରେ ନତାଶା, ହାର୍ଦ୍ଦିକଙ୍କ ସହ ପୁଣି ଆଉ ଏକ […]
ପାନପତ୍ରରେ ଅନେକ ଭିଟାମିନ୍ ରହିଛି, ଯେପରିକି ଭିଟାମିନ୍-ସି ଓ କ୍ୟାଲ୍ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରାମ […]
ମୁମ୍ବାଇ: ବଲିଉଡ୍ର ଡାସିଂ ହିରୋ ହ୍ରିତିକ୍ ରୋଶନ, ଯିଏକି ସବୁବେଳେ ତାଙ୍କର ଡାନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡାନ୍ସିଂ ଷ୍ଟାଇଲ୍ ଓ ଷ୍ଟେପ୍ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଥାଏ। ସେ ଯେଉଁଭଳି ଭାବରେ ପର୍ଫେକ୍ଟ୍ ଓ Smooth ଡାନ୍ସ କରିଥାନ୍ତି ଏଭଳି କରିବା ଜଣଙ୍କ ପାଇଁ କଷ୍ଟକର ହୋଇପଡ଼େ। ହେଲେ ହ୍ରିତିକ୍ ନିଜେ, ଜଣେ ଯୁବକଙ୍କ ଡାନ୍ସ ମୁଭ୍ସ୍କୁ ଦେଖି ପୂରାପୂରି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମ୍ପୃକ୍ତ ଯୁବକଙ୍କର ଡାନ୍ସ ହ୍ରିତିକ୍ଙ୍କୁ ଏତେ ଭଲ ଲାଗିଛି ଯେ, […]
ନୂଆଦିଲ୍ଲୀ: ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହୋଇ ଟଙ୍କା ଉଠାଇବା ପାଇଁ ଲୋକମାନେ ପସନ୍ଦ କରୁ ନାହାନ୍ତି। ଏଥିପାଇଁ ତ ଏସବୁ ସମସ୍ୟାର ସମାଧାନ ପାଇଁ ଏଟିଏମ୍ ରହିଛି। ଏହାଦ୍ୱାରା ଲୋକମାନେ ଯେତେବେଳେ ଇଚ୍ଛା ସେତେବେଳେ ଚାହିଁଲେ ଏଟିଏମ୍ରୁ ଟଙ୍କା ଉଠାଇ ପାରୁଛନ୍ତି। ହେଲେ ଏସବୁ ଭିତରେ ଏଟିଏମ୍କୁ ନେଇ ଲଗାତାର ଭାବେ ଠକେଇ ବା ଫ୍ରଡ୍ ଘଟଣା ସାମ୍ନାକୁ ଆସୁଛି। ଆପଣଙ୍କର ଟିକିଏ ଅସାବଧାନତା ଯୋଗୁ ଆପଣଙ୍କ […]
ନୂଆଦିଲ୍ଲୀ: ଏଣିକି ଟିଭି ଦେଖିବା ପାଇଁ ଆପଣଙ୍କୁ ଆଉ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ। କାହିଁକି ନା ଯେଉଁଠି ଆପଣଙ୍କୁ ଗୋଟିଏ ଚ୍ୟାନେଲ୍ ଦେଖିବା ପାଇଁ ୧୯ ଟଙ୍କା ଦେବାକୁ ପଡ଼ୁଥିଲା, ଏବେ ଏଥିପାଇଁ ୧୨ ଟଙ୍କା ଦେବାକୁ ପଡ଼ିବ। TRAI ଚେୟାର୍ମ୍ୟାନ୍ ଆର୍ଏସ୍ ଶର୍ମା ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ‘ପୂର୍ବରୁ କିଛି ଚ୍ୟାନେଲ୍ ପାଇଁ ଗ୍ରାହକଙ୍କୁ ୫ ଟଙ୍କା ଚାର୍ଜ କରାଯାଉଥିଲା।। ଯାହାକି ପରେ ଏହା ୧୯ ଟଙ୍କା ହୋଇଯାଉଥିଲା। SD […]
ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ‘ଇଣ୍ଡିଆନ୍ ଆଇଡଲ୍ ୧୧’ ଶୋ’ରେ ଉଦିତ୍ ନାରାୟଣ ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି, ଯେଉଁଠି ଉଭୟ ପତି-ପତ୍ନୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଏପରିକି ଉଦିତ୍ କହିଛନ୍ତି, ପ୍ରଥମ ଏପିସୋଡ୍ରୁ ସେ ଏହି ଶୋ’କୁ ଫଲୋ କରୁଛନ୍ତି ଓ ଏହା ପଛରେ ୨ଟି କାରଣ ରହିଛି। […]
ପୁଣେ: ଲୋକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ଏବଂ ସେମାନଙ୍କୁ ଯେପରି ସମସ୍ତ ପ୍ରକାରର ସହାୟତା ମିଳିପାରିବ ସେନେଇ ଦେଶରେ ଥିବା ଅନେକ ପୁଲିସ୍ ବିଭାଗ ସୋଶାଲ୍ ମିଡିଆର ବ୍ୟବହାର କରିଥାନ୍ତି। ତେବେ ପୁଲିସ୍ ଆକାଉଣ୍ଟରୁ ଯେତେବେଳେ ମଜାଳିଆ ଓ କ୍ରିଏଟିଭ୍ ୱାର୍ଣ୍ଣିଂ ଆସିଥାଏ, ତାହା ଲୋକଙ୍କୁ ଆହୁରି ଅଧିକ ଆକର୍ଷିତ କରିଥାଏ। ଏଭଳି କିଛି ଘଟଣା ଟ୍ୱିଟରରେ ଦେଖିବାକୁ ମିଳିଛି। ଟ୍ୱିଟରରେ ପୁଣେ ପୁଲିସ୍କୁ ଜଣେ ଯୁବକ ମହିଳାଙ୍କ ଫୋନ୍ ନମ୍ବର ମାଗିଥିଲେ। […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବିଶ୍ୱର ଅନ୍ୟତମ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ୩୨ ବର୍ଷର ପୁଅ ଅଛି ! ଏକଥା ଆମେ କହୁନୁ ଏହା ଏହି ଯୁବକ ଜଣକ କହିଛନ୍ତି। ଐଶ୍ୱର୍ଯ୍ୟା ରାୟ ତାଙ୍କ ମା’ ବୋଲି ଯୁବକ ଜଣକ ଦାବି କରିଛନ୍ତି। ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ନା ? କଥାଟା ବି ଏମିତି ଯେ କେହିବି ଶୁଣିବେ ବିଶ୍ୱାସ କରିପାରିବେନି। ସମସ୍ତେ ଜାଣନ୍ତି ଐଶ୍ୱର୍ଯ୍ୟା ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁଅ […]
ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବାପାଇଁ BSNL ଏହାର ଗ୍ରାହକଙ୍କ ପାଇଁ ନୂଆ ବ୍ରଡ୍ ବ୍ୟାଣ୍ଡ୍ ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍ରେ ଗ୍ରାହକଙ୍କୁ 200Mbps ସ୍ପିଡ୍ର ୧୫୦୦ଜିବି ଡାଟା ମିଳିବ। ଏହି ପ୍ଲାନ୍, କମ୍ପାନୀର bharat fiber portfolio planର ଏକ ଅଂଶ। ଏହାର ମୂଲ୍ୟ ୧,୯୯୯ ଟଙ୍କା ରଖା ଯାଇଛି। ସୂଚନା ଅନୁସାରେ, ଏହି ପ୍ଲାନ୍ଟି ଲଞ୍ଚ ହେବାର (୨୦୨୦, ଜାନୁଆରୀ ୮) ୯୦ ଦିନ ପର୍ଯ୍ୟନ୍ତ ଏହାର ଭାଲିଡିଟି(ବୈଧତା) ରହିବ। ବର୍ତ୍ତମାନ କିଛି ସର୍କଲ୍ […]
ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ।
ଭୁବନେଶ୍ୱର: ସିଲଭର୍ ସ୍କ୍ରିନ୍ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ଅଛନ୍ତି ଅରିନ୍ଦମ ଏବଂ ଶିବାନୀ। ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ। ଅବଦୁଲ ଅମିନ୍ ଖାନ ଓରଫ୍ ବାବୁ ଭାଇଜାନ୍ ନାମକ ଜଣେ ଯୁବକଙ୍କ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ଜଣେ ସାଧାରଣ ଦର୍ଜିରୁ କିଭଳି ଅନ୍ତର୍ଜାତୀୟ ସ୍ତରରେ ନିଜର ବ୍ୟବସାୟ ବିସ୍ତାର କରିଛନ୍ତି ତାକୁ ନେଇ କାହାଣୀଟି ନିର୍ମାଣ କରାଯାଇଛି। ସିନେମାରେ […]
ବେଙ୍ଗାଲୁରୁ: ୧୦୦ ଟଙ୍କିଆ ବଦଳରେ ଏଟିଏମ୍ରୁ ବାହାରିଲା ଖାଲି ୫୦୦ ଟଙ୍କିଆ ନୋଟ୍। ଏହାପରେ ଲୋକମାନେ ଲୋଭରେ ପଡ଼ି ଏଟିଏମ୍ରୁ ଟଙ୍କା ଉଠାଇବାରେ ପୂରାପୂରି ବ୍ୟସ୍ତ ରହିବା ସହ ଏଟିଏମ୍ ବାହାରେ ବି ଲୋକଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା। ବୁଧବାର ଦିନ କର୍ଣ୍ଣାଟକରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା। କର୍ଣ୍ଣାଟକ କୋଡାଗୁ ଜିଲ୍ଲାର ମଦିକରୀ ସହରରେ ଥିବା କାନାଡ଼ା ବ୍ୟାଙ୍କର ଏକ ଏଟିଏମ୍ରେ ଏଭଳି କିଛି ତ୍ରୁଟି ଦେଖିବାକୁ ମିଳିଥିଲା। ଏଟିଏମ୍ରୁ ୧୦୦ ଟଙ୍କା […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ଆଣିଥାଏ। ତାହା କଲିଂ ହେଉ କିମ୍ବା ଇଣ୍ଟରନେଟ୍ ଡାଟା, କମ୍ପାନୀର ରିଜାର୍ଜ ପ୍ଲାନ୍ ଏମିତି ଥାଏ ଯାହା ୟୁଜର୍ସଙ୍କୁ କମ୍ ଦାମ୍ରେ ଅଧିକ ଫାଇଦା ମିଳିଥାଏ। ଖାଲି ଏତିକି ନୁହେଁ ଜିଓ ଏହାର ରିଚାର୍ଜ ପ୍ଲାନ୍ ସହ ମାଗଣାରେ ଜିଓ ଆପ୍ସକୁ access କରିବା ପାଇଁ ସୁବିଧା ମଧ୍ୟ ଦେଇଥାଏ। ଯଦି ଆପଣଙ୍କ ବଜେଟ୍ କମ୍ ରହିଛି ଆଉ ଏହି ବଜେଟ୍ ଭିତରେ ଆପଣ […]
ଶ୍ରୀନଗର: ଆତଙ୍କୀ ଲିଙ୍କ୍ରେ ଗିରଫ ହେଲେ ଡିଏସ୍ପି। ଆତଙ୍କବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ DSP ଦଭିନ୍ଦର ସିଂଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ୍ ଶନିବାର ଗିରଫ କରିଛି। ଏହାସହ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ୨ ଜଣ ଟପ୍ ଆତଙ୍କବାଦୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ଏହି ଦୁଇ ଆତଙ୍କବାଦୀ ହେଲେ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ଟପ୍ କମାଣ୍ଡର ନଭିଦ୍ ବାବୁ ଓ ଆତଙ୍କବାଦୀ ଅସିଫ୍ ରାଥର। ଏହି ୨ ଜଣ ଆତଙ୍କବାଦୀଙ୍କ ସହ DSP କାର୍ରେ ଯାତ୍ରାରେ କରୁଥିବା ବେଳେ […]
ପୁଣେ: ସିରିଜ୍ ବିଜୟରୁ ଟିମ୍ ଇଣ୍ଡିଆ ତା’ର ୨୦୨୦ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଟିମ୍ ଇଣ୍ଡିଆ ପୁଣେ ଟି-୨୦ରେ ୭୮ ରନ୍ରେ ପରାସ୍ତ କରି ୨-୦ରେ ସିରିଜ୍ ଜିତିଛି। ତେବେ ଏହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଦଳର ଅଧିନାୟକ ବିରାଟ କୋହଲି। ଟିମ୍ ଇଣ୍ଡିଆର ନିୟମିତ ଓପନର ରୋହିତ ଶର୍ମା ଏହି ସିରିଜ୍ରେ ବିଶ୍ରାମ ନେଇଥିବାରୁ କେଏଲ ରାହୁଲ ଓ ଶିଖର ଧୱନ ଇନିଂସ ଆରମ୍ଭ କରିଥିଲେ। ରାହୁଲ ୫୪ ରନର ଇନିଂସ୍ […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଜାନୁଆରୀ ୧୦ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଆଇନ୍ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିଜ ଧର୍ମ ପାଇଁ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ୍, ଖ୍ରୀଷ୍ଟିଆନ୍, ପାର୍ସୀ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀଙ୍କୁ ନାଗରିକତା ମିଳିବ। ତେବେ ସର୍ତ୍ତ ରହିଛି ସେମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ […]
ନୂଆଦିଲ୍ଲୀ: ଜେଏନ୍ୟୁ ହିଂସା ପଛରେ ୩୭ ଜଣଙ୍କୁ ଚିହ୍ନଟ କରିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଏହି ଚିହ୍ନଟ ପ୍ରକ୍ରିୟା ୬୦ ଜଣିଆ ହ୍ୱାଟ୍ସ ଆପ୍ ଗ୍ରୁପ ‘ୟୁନିଟି ଏଗ୍ନେଷ୍ଟ ଲେଫ୍ଟ’ରୁ କରିଛି ପୁଲିସ୍। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ବିଶ୍ୱବିଦ୍ୟାଳୟ ବାହାରର ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଶୁକ୍ରବାର ଦିନ ପ୍ରେସ୍ କନଫରେନ୍ସ କରି ଜେଏନ୍ୟୁ ହିଂସା ପଛରେ ୯ ଜଣଙ୍କୁ ଚିହ୍ନଟ କରିଥିଲା ପୁଲିସ। ଯେଉଁଥିରେ ଜେଏନ୍ୟୁ ଛାତ୍ର ସଂଘର […]
ନୂଆଦିଲ୍ଲୀ: ବଲିଉଡ୍ରେ କାଷ୍ଟିଂ କାଉଚ୍ ନେଇ ପୁଣି ଜଣେ ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି। ଏହି ଅଭିନେତ୍ରୀ ଜଣକ ତାଙ୍କ କ୍ୟାରିୟର ସହ ଜଡ଼ିତ ଏମିତି କିଛି ହୃଦୟ ଥରାଇଲା ଭଳି କାହାଣୀ କହିଛନ୍ତି ଯାହା ଜାଣିଲେ ଆପଣ ବି କହିବେ ସତରେ କ’ଣ ଏମିତି ହୋଇପାରେ ? ସେ ଏହି ଅଭିଯୋଗ ଜଣେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଆଣିଛନ୍ତି। ଯିଏକି ତାଙ୍କ ବାପା ବୟସର। ଅଭିନେତ୍ରୀ ମହ୍ଲାର ରାଠୋଡ୍ ଏହି ଅଭିଯୋଗ ଆଣିଛନ୍ତି। ନ୍ୟୁଜ୍ ଏଜେନ୍ସି AFP […]
କୋଚି: ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡ୍ରେ ମାଟିରେ ମିଶିଗଲା ବିଶାଳକାୟ ଆପାର୍ଟମେଣ୍ଟ୍। ଆଉ ନିମିଷକେ ମଧ୍ୟରେ ଧୂଳିସାତ୍ ହୋଇଗଲା ସବୁ କିଛି। କେରଳର କୋଚିରେ ଆଜି ସକାଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ର ତଟ ନିୟନ୍ତ୍ରଣ ଆଇନ୍ ଉଲ୍ଲଂଘନ ଯୋଗୁ କେରଳର କୋଚି ସହରର ମାରାଡୁରେ ଥିବା ଆପାର୍ଟମେଣ୍ଟ୍କୁ ରାଜ୍ୟ ସରକାର ଭାଙ୍ଗିବା ଆରମ୍ଭ କରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆଜି ସକାଳ ୧୧ଟା ୧୮ ମିନିଟ୍ରେ ୬୦ […]
ମୁମ୍ବାଇ: ବଲିଉଡ୍ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ଭାରତୀୟ କ୍ରିକେଟର ରିଷଭ ପନ୍ତ ତାଙ୍କ ହ୍ୱାଟ୍ସଆପ୍ରୁ ବ୍ଲକ୍ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏହି ଅଭିନେତ୍ରୀଙ୍କ ସହ ଡେଟ୍ କରୁଥିବା ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। କଥାଟା ହେଲା ଫିଲ୍ମ ଅପେକ୍ଷା ଆଫାୟାର୍ସଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ରୌଟେଲାଙ୍କୁ କ୍ରିକେଟର ରିଷଭ ପନ୍ତ ତାଙ୍କ ହ୍ୱାଟ୍ସଆପ୍ ବ୍ଲକ୍ କରି ଦେଇଥିବା କୁହାଯାଉଛି। ପ୍ରଥମେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ […]
ନୂଆଦିଲ୍ଲୀ: ସାପ ଓଗାଳିଲା କୋଲ୍ଡ ଡ୍ରିଙ୍କ୍ସ୍ ବୋତଲ। କଥାଟା ଶୁଣିକି ଆଚମ୍ବିତ ଲାଗୁଥିଲେ ମଧ୍ୟ ସତ। ସାପଟି ଏହାକୁ ଚୋବାଇ ନ ପାରିବାରୁ ଅତି କଷ୍ଟରେ ଏହାକୁ ବାହାରକୁ ବାହାର କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଛି। ଯଦିଓ ଘଟଣାଟି ୩ ବର୍ଷ ପୂର୍ବେ ଘଟିଥିଲା, ହେଲେ ଏବେ ଏହି ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ଗତକାଲି ସକାଳେ ଆଇଏଫ୍ଏସ୍ ପ୍ରବୀଣ କାସ୍ୱାନ୍ ତାଙ୍କ ଟ୍ୱିଟର୍ […]
ମୁମ୍ବାଇ: ପଞ୍ଚ ତାରକା ହୋଟେଲ୍ରେ ଚାଲିଥିଲା ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍। ତାହା ପୁଣି ଅଭିନେତ୍ରୀ ଓ ମଡେଲ୍ଙ୍କ ତତ୍ତ୍ୱାବଧାନରେ। ଏହି ଦୁଇ ଜଣ ଦେହ ବ୍ୟବସାୟ ପାଇଁ ଝିଅ ମାନଙ୍କୁ ସପ୍ଲାଏ କରୁଥିଲେ ବୋଲି ସୂଚନା ମିଳିଛି। ଏମିତି ଏକ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ କରିଛି ମୁମ୍ବାଇ ପୁଲିସ୍। ସୂଚନା ଅନୁସାରେ, ଗୁରୁବାର ରାତିରେ ଗୋରେଗାଓଁ ଇଷ୍ଟ୍ରେ ଥିବା ଏକ ପଞ୍ଚ ତାରକା ହୋଟେଲ୍ରେ ମୁମ୍ବାଇ ପୁଲିସ୍ ଅଚାନକ ଚଢ଼ାଉ କରି ଏହି […]
ମୁମ୍ବାଇ: ଫିଲ୍ମ ଷ୍ଟାରଙ୍କ କଥା ଉଠିଲେ ପ୍ରଥମେ ଆମ ମନକୁ ଆସିଥାଏ ସେମାନଙ୍କର ଫିଲ୍ମ ଓ ତାଙ୍କ ସହ ଜଡ଼ିତ ବିବାଦ କଥା। ହେଲେ ଆଜି ଆମେ ଏମିତି ଜଣେ ଫିଲ୍ମ ଷ୍ଟାର୍ଙ୍କ କଥା କହିବୁ ଯାହାଙ୍କ ପ୍ରକୃତ ଜୀବନ ସାଧାରଣ ଲୋକଙ୍କ ଭଳି। ଖାଲି ଏତିକି ନୁହେଁ ସେ ତାଙ୍କ ଶ୍ୱଶୁରଙ୍କଠୁ ଗାଳି ମଧ୍ୟ ଶୁଣନ୍ତି। ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ ? ଆଜ୍ଞା ହଁ, ଆମେ ଏଠି ଆଉ କାହା […]
ଦେଓରିଆ: ସୀମା ଟପିଗଲା ସବୁ ବର୍ବରତା। ସାମାନ୍ୟ ମୋବାଇଲ୍ ଚୋରି ସନ୍ଦେହରେ ତଳେ ପକାଇ ଅତି ନିର୍ମମ ଭାବେ ଜଣେ ବ୍ୟକ୍ତିଙ୍କୁ ବେଲ୍ଟରେ ପିଟିବା ସହ ତାଙ୍କ ମୁହଁ ଉପରେ ମଧ୍ୟ ଛିଡ଼ା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଦୃଶ୍ୟ କୌଣସି ରାସ୍ତାଘାଟରେ ନୁହେଁ ବରଂ ଥାନା ଭିତରେ ଖୋଦ୍ ପୁଲିସ୍ ବାବୁ ଏଭଳି ଥାର୍ଡ ଡିଗ୍ରୀ ଦେଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅବଶ୍ୟ ଏହା ପୁଲିସ୍ ବାବୁଙ୍କ […]