• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

plane crash
ଦୁଇ ମହଲା ବିଲ୍ଡିଂରେ ପିଟି ହେଲା ବିମାନ, ୯ ମୃତ

ଅଲ୍‌ମାଟୀ: କଜାଖସ୍ତାନର ଅଲ୍‌ମାଟୀ ସହର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମୟରେ ଏହି ବେକ୍‌ ବିମାନରେ ୯୫ ଜଣ ଯାତ୍ରୀ ଓ ୫ ଜଣ crew ମେମ୍ବରର୍ସ ଥିଲେ। ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଆଜି ସକାଳ ୭ଟା ୨୨ ମିନିଟ୍‌ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କଜାଖସ୍ତାନର ରାଜଧାନୀ ନୁର୍‌-ସୁଲ୍‌ତାନ୍‌ ଅଭିମୁଖେ ଯାତ୍ରା କରିବାର ଥିଲା। ହେଲେ ଉଡାଣ ଭରିବାର ମାତ୍ର କିଛି […]

Savitribai
କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଜେପି ନେତା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ସାବିତ୍ରୀ ବାଇ ଫୁଲେ ଆଜି କଂଗ୍ରେସ ଦଳକୁ ମଧ୍ୟ ବାଏବାଏ କହିଛନ୍ତି। କଂଗ୍ରେସରେ ତାଙ୍କ କଥାକୁ ଶୁଣା ଯାଉ ନଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଏଥିସହ ସେ କଂଗ୍ରେସ ଓ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିବା ମଧ୍ୟ କହିଛନ୍ତି। ଆଜି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଫୁଲେ ଆଗାମୀ ଦିନରେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିବେ ବୋଲି ମଧ୍ୟ […]

mla ram kumar gautam
ବିଜେପିର ହରିଆଣା ସହଯୋଗୀ ଜେଜେପିରେ ଫାଟ !

ନୂଆଦିଲ୍ଲୀ: ବିଜେପିର ହରିଆଣା ସହଯୋଗୀ ଜେଜେପିରେ ଫାଟ ! ହରିଆଣାରେ ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ସହ ମିଶି ସରକାର ଗଠନ କରିଥିବା ବିଜେପି ଏବେ ସଙ୍କଟ ସ୍ଥିତିର ସାମ୍ନା କରିବାକୁ ଯାଉଥିବା ସଙ୍କେତ ମିଳିଛି। ବିଜେପି ସହ ଗୁପ୍ତ ଭାବେ ଗୋଟିଏ ମଲ୍‌ରେ ଜେଜେପି ମେଣ୍ଟ କରିବା ଓ ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ଅରାଜକତାକୁ ବିରୋଧ କରି ଆଜି ଜେଜେପିର ବିଧାୟକ ତଥା ଉପ ସଭାପତି ରାମ କୁମାର ଗୌତମ ନିଜ ପଦରୁ […]

rahul gandhi
ଆରଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ଆରଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଦେଶର କୌଣସି ସ୍ଥାନରେ ଡିଟେନ୍‌ସନ୍‌ ସେଣ୍ଟର ତିଆରି ହେଉ ନାହିଁ। ଅର୍ବାନ ନକ୍ସଲମାନେ ସିଏଏକୁ ନେଇ ଗୁଜବ ଖବର ପ୍ରଚାର କରୁଛନ୍ତି। ଏଥିସହ ମୁସଲିମଙ୍କୁ ଡିଟେନସେନ ସେଣ୍ଟରକୁ ପଠାଯିବ ବୋଲି କହୁଛନ୍ତି। ମୋଦିଙ୍କର ଏହି ମନ୍ତବ୍ୟର ଭିଡିଓ କ୍ଲିପକୁ […]

celebrity
୩ ବଲିଉଡ୍‌ ସେଲେବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ର ୩ ଜଣ ଜଣାଶୁଣା ସେଲେବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଅଭିନେତ୍ରୀ ରବୀନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରାହ ଖାନ୍‌ ଓ କମେଡିଆନ୍‌ ଭାରତୀ ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ୩ ସେଲେବ୍ରିଟି ଏମିତି କିଛି କହିଛନ୍ତି, ଯେଉଁଥିପାଇଁ ତାଙ୍କ ବିରୋଧରେ ପୁଲିସ୍‌ରେ ମାମଲା ରୁଜୁ ହେବାକୁ ପଡ଼ିଛି। ଏକ କାର୍ଯ୍ୟକ୍ରମରେ ଏହି ୩ ଜଣ ଧର୍ମକୁ ନେଇ ଏମିତି କିଛି କହି ଦେଇଥିଲେ ଯେଉଁଥିପାଇଁ ଲୋକମାନେ ରାଗି ଯାଇଛନ୍ତି। ଯାହାର […]

watching movie
ଗର୍ଲଫ୍ରେଣ୍ଡ୍‌ଙ୍କ ସହ ‘ମର୍ଦ୍ଦାନୀ-୨’ ଫିଲ୍ମ ଦେଖୁଥିଲେ; ହଲ୍‌ରେ ପହଞ୍ଚିଗଲେ ସ୍ତ୍ରୀ, ଆଉ ତା’ପରେ...

ଅହମଦାବାଦ: ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍‌ ସହ ହଲ୍‌ରେ ଫିଲ୍ମ ଦେଖିବା। ଲୁଚିଛପି ଜଣେ ବ୍ୟକ୍ତି ଗର୍ଲଫ୍ରେଣ୍ଡ୍‌ଙ୍କ ସହ ହଲ୍‌ରେ ଫିଲ୍ମ ଦେଖୁଥିଲେ, ଏହି ସମୟରେ ହଠାତ୍‌ ପହଞ୍ଚି ଯାଇଥିଲେ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା। ଗୁଜରାଟର ଅହମଦାବାଦରେ ଏମିତି କିଛି ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ମର୍ଦ୍ଦାନୀ-୨’ ଦେଖିବାକୁ ହଲ୍‌ ଯାଇଥିଲେ। ଏସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଜାଣିବା ପରେ ସେ ହଲ୍‌ରେ ପହଞ୍ଚି […]

dharmendra pradhan
ଗଡ଼ିଲା ଦେଶର ପ୍ରଥମ ଦୂରଗାମୀ ସିଏନ୍‌ଜି ବସ୍‌

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍‌ଜି ବସ୍‌ର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି। ଟାଇପ୍-ଫୋର୍ କମ୍ପୋଜିଟ୍‌ ସିଲିଣ୍ଡର ଏହି ସିଏନ୍‌ଜି ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତାୟାତ କରିପାରିବ। ପୂର୍ବରୁ ସିଏନ୍‌ଜି ବସ୍‌ ଗୁଡ଼ିକ ଥରେ ଫିଲ୍ କଲେ ୨୦୦ରୁ ୨୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିଲା। ହେଲେ ଏବେ ଏହି ନୂଆ ସିଏନ୍‌ଜି ସିଲିଣ୍ଡର ଦ୍ୱାରା ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହାସହ […]

bsnl
BSNL ର ଖ୍ରୀଷ୍ଟ୍‌ମାସ୍‌ ଗିଫ୍ଟ: ଜାଣନ୍ତୁ ଏହି ଧମାକାଦାର ଅଫର୍‌ ବିଷୟରେ

ନୂଆଦିଲ୍ଲୀ: ଖ୍ରୀଷ୍ଟ୍‌ମାସ୍‌ର ଦିନକ ପୂର୍ବରୁ BSNL ଏହାର ଗ୍ରାହକମାନଙ୍କୁ ଖ୍ରୀଷ୍ଟ୍‌ମାସ୍‌ ଗିଫ୍ଟ ଭାବେ ନୂଆ ଆକର୍ଷଣୀୟ ଉପହାର ଦେଇଛି। ୧,୯୯୯ ଟଙ୍କାର ପ୍ଲାନ୍‌କୁ ରିଭାଇଜ୍‌ କରାଯାଇ କମ୍ପାନୀ ପକ୍ଷରୁ ଏହାର ଭାଲିଡିଟି(ବୈଧତା)କୁ ୬୦ ଦିନ ଯାଏ ବୃଦ୍ଧି କରାଯାଇଛି। ଏବେ ଏହି ପ୍ଲାନ୍‌ ୩୬୫ ଦିନ ବଦଳରେ ୪୨୫ ଦିନର ବମ୍ପର୍‌ ଭାଲିଡିଟି ମିଳିବ। ଏହାସହ ଗ୍ରାହକଙ୍କୁ ୧୨୭୫ ଜିବି ଇଣ୍ଟରନେଟ୍‌ ଡାଟା ମଧ୍ୟ ମିଳିବ। ଖାଲି ଏତିକି ନୁହେଁ ଏହି ପ୍ଲାନ୍‌କୁ ସବ୍‌ସ୍କ୍ରାଇବ୍‌ କରିଥିବା ୟୁଜର୍ସଙ୍କୁ […]

operation theatre
ପୁଣିଥରେ ଜୀବନ ଫେରି ପାଇବେ ମୃତ ବ୍ୟକ୍ତି ! ଡାକ୍ତର କଲେ ଏମିତି ଦାବି...

ନୂଆଦିଲ୍ଲୀ: ମରି ଯାଇଥିବା ଲୋକ ପୁଣିଥରେ ଜୀବନ ଫେରି ପାଇପାରିବେ ! ଏସମ୍ପର୍କରେ ଭାବିବା ତ ଦୂରର କଥା।   କେହି କହିଲେ ବି ବିଶ୍ୱାସ କରିହେବନି । କିନ୍ତୁ ଡାକ୍ତର ଏମିତି ଦାବି କରିଛନ୍ତି। ସତରେ କ’ଣ ଏହା ସମ୍ଭବପର ହୋଇପାରିବ ? ମେଡିକାଲ୍‌ ସାଇନ୍ସରେ ଅନ୍ୟ ଅଙ୍ଗ ଭଳି ହେଡ୍‌ ଟ୍ରାନ୍ସପ୍ଲାଣ୍ଟ୍‌ କ’ଣ ସମ୍ଭବପର ହୋଇପାରିବ ? ଯାହା ଫଳରେ ମୃତ ବ୍ୟକ୍ତି ପୁଣିଥରେ ଜୀବନ ଫେରି ପାଇପାରିବେ। ବ୍ରିଟେନ୍‌ର ଜଣେ ପୂର୍ବତନ ନ୍ୟୁରୋସର୍ଜନ ଓ […]

hemanta
ଅଧୁରା ରହିଯିବ କି ହେମନ୍ତଙ୍କ ସ୍ୱପ୍ନ ? ଦ୍ୱିତୀୟ ଥର ଗାଦିରେ ବସିବା ଲକ୍ଷ୍ୟରେ ରଘୁବର

ରାଞ୍ଚି: ଝାଡ଼ଖଣ୍ଡର ମୋଟ ୮୧ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), ଆର୍‌ଜେଡି ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ଜେଏମ୍‌ଏମ୍‌ ଓ କଂଗ୍ରେସ ମିଶି ୪୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୩୦ଟି ଆସନରେ ଏଜଏସୟୁ ୪ଟି ଆସନରେ, ଜେଭିଏମ୍‌ ୩ଟି ଆସନରେ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛନ୍ତି। ଯଦି ନିର୍ବାଚନ […]

horse 11
ଘୋଡ଼ାର ଦାମ୍‌ ୧୦ କୋଟି

ନୂଆଦିଲ୍ଲୀ: ଆମେ ଆଜି ଆପଣଙ୍କୁ ଏମିତି ଏକ ଘୋଡ଼ା ବିଷୟରେ କହିବୁ ଯାହାର ଦାମ୍‌, ଖାଦ୍ୟପେୟ ଆଦି ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହା ଏମିତି ଏକ ଘୋଡ଼ା, ଯାହା ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ଘୋଡ଼ାର ଦାମ୍‌ ଏତେ ଯେ ଏହି ମୂଲ୍ୟରେ ଆପଣ ଦାମୀ କାର୍‌ ମଧ୍ୟ କିଣିପାରିବେ। ଦାମ୍‌ ଯେମିତି ଘୋଡ଼ାର ନାଁ ସେମିତି ବି ରଖାଯାଇଛି। ଏହାର ନାଁ ‘ଶାନ୍‌’। ଘୋଡ଼ାର ମାଲିକଙ୍କ […]

fire
କପଡ଼ା ଗୋଦାମରେ ନିଆଁ, ଜୀଅନ୍ତା ଜଳିଗଲେ ୯ ଜଣ

ନୂଆଦିଲ୍ଲୀ: ୧୫ ଦିନ ମଧ୍ୟରେ ଦିଲ୍ଲୀରେ ପୁଣି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି।  କିରାରିରେ ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ବିଲ୍ଡିଂର ଗ୍ରାଉଣ୍ଡ୍‌ ଫ୍ଲୋର୍‌ ବା ତଳ ମହଲାରେ ଏହି କପଡ଼ା ଗୋଦାମ ରହିଛି। ଗତକାଲି ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ ସମୟରେ ଗୋଦାମ ଭିତରେ ଶ୍ରମିକମାନେ ଶୋଇ […]

constable
ଚମତ୍କାର ! ପୁଲିସ୍‌ କନଷ୍ଟେବଳଙ୍କ ଜୀବନ ବଞ୍ଚାଇଲା ପର୍ସ

ଫିରୋଜାବାଦ: ନାଗରିକତା ସଂଶୋଧନ ଆଇନକୁ ବିରୋଧ ବେଳେ ହିଂସାକୁ ଅଟକାଇବାକୁ ଯାଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଦ୍ୱିତୀୟ ଜୀବନ ପାଇଛନ୍ତି ପୁଲିସ୍‌ କନଷ୍ଟେବଳ ବିଜେନ୍ଦ୍ର କୁମାର (୨୪)। ଶୁକ୍ରବାର ଦିନ ଉତ୍ତର ପ୍ରଦେଶ ଫିରୋଜାବାଦରେ ହିଂସା ପ୍ରଦର୍ଶନ ବେଳେ ଗୋଟିଏ ଗୁଳି ବିଜେନ୍ଦ୍ର ପିନ୍ଧିଥିବା ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌ ପାର୍‌ କରି ଯାଇଥିଲା। ତେବେ ଜ୍ୟାକେଟ୍‌ ତଳେ କଏନ ଭର୍ତ୍ତି ପର୍ସ ଥିବାରୁ ଗୁଳିଟି ଆଉ ଶରୀରରେ ପ୍ରବେଶ କରି ନ ପାରି କଏନରେ ବାଜି ଅଟକି […]

hyderabad
ପୁଣିଥରେ ହେବ ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ପୋଷ୍ଟ ମର୍ଟମ୍‌, ଗଠନ ହେଲା ଡାକ୍ତରୀ ଟିମ୍‌

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ଏମ୍ସ ଜିନି ଜଣ ସିନିଅର୍‌ ଫରେନ୍ସିକ୍‌ ଏକ୍ସପର୍ଟଙ୍କୁ ନେଇ ଏକ ଟିମ୍‌ ଗଠନ କରିଛି। ଏହି ୩ ଜଣ ଡାକ୍ତର ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବେ। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଏହି ଡାକ୍ତରୀ ଟିମ୍‌ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ। କାଲି ସକାଳେ ପୋଷ୍ଟମର୍ଟମ୍‌ ହୋଇପାରେ। […]

fire
ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା

ଉନ୍ନାଓ: ଆଖି ବୁଜିଲେ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା। ଆଜି ଆଉ ଜଣେ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ଯାଇଥିବାରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା(୨୩) ଜଣକ ନ୍ୟାୟ ପାଇବାରେ ନିରାଶ ହୋଇଥିଲେ। ଏହାପରେ ଡିସେମ୍ୱର ୧୬ରେ ସେ ଏସ୍‌ପି ଅଫିସଙ୍କ ସାମ୍ନାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ପୁଲିସ୍‌ ନିଆଁ […]

cricket
ବାରବାଟୀରେ ମହା ମୁକାବିଲା: ଟସ୍‌ ଜିତିଲା ଭାରତ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଆଜି ହେବ ଭାରତ-ୱେଷ୍ଟଇଣ୍ଡିଜ୍‌ ନିର୍ଣ୍ଣାୟକ ମୁକାବିଲା। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ତେବେ ଚୂଡ଼ାନ୍ତ ଖେଳାଳିଙ୍କ ସ୍ଥାନରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି। ଦୀପକ ଚହରଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ସାମିଲ କରାଯାଇଛି। ତିନିମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍ ୧-୧ରେ ବରାବର ଥିବାରୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚର ବିଜେତା ହିଁ ସିରିଜ୍ ହାତେଇବ। […]

shahrukh khan
ଶାହରୁଖଙ୍କୁ ନେଇ ପତ୍ନୀ କଲେ ଏମିତି ଖୁଲାସା...

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ ଖାନ୍ ଶାହରୁଖଙ୍କୁ ନେଇ ପତ୍ନୀ ଗୌରୀ ଖାନ୍‌ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଶାହରୁଖଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ଅଧିକ ସମୟ ଲାଗିଥାଏ। ତାଙ୍କର(ଶାହରୁଖ) ଏକ ବଡ଼ ରୁମ୍‌ରେ ଖାଲି ୱାର୍ଡରୋବ୍‌(ଆଲ୍‌ମିରା)ରେ ଭର୍ତ୍ତି। ଗୌରୀ କହିଛନ୍ତି, ‘କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ମୋତେ ପାଞ୍ଚ ମିନିଟ୍‌ ସମୟ ଲାଗୁଥିବାବେଳେ ସେ(ଶାହରୁଖ) ପାଞ୍ଚ ଘଣ୍ଟା ନେଇଥାନ୍ତି।’ ଗୌରୀଙ୍କ ଏହି କଥାର ଉତ୍ତରରେ […]

twinkle-khanna
‘ପିଆଜ କାନଫୁଲ’ ପିନ୍ଧି ଚର୍ଚ୍ଚାରେ ଅକ୍ଷୟଙ୍କ ପତ୍ନୀ

ମୁମ୍ବାଇ: ଏବେ ପିଆଜ ଦର ଯେଉଁଭଳି ଭାବରେ ଆକାଶ ଛୁଆଁ ହୋଇଛି ଲୋକେ ହୀରା, ସୁନା ଅପେକ୍ଷା ପିଆଜକୁ ଅଧିକ ମୂଲ୍ୟବାନ ବୋଲି ଭାବି ନେଇଛନ୍ତି। ଏମିତି ବି ଦେଖାଯାଇଛି କେହି କେହି ମ୍ୟାରେଜ୍‌ ପାର୍ଟିରେ ଗିଫ୍ଟ ବଦଳରେ ପିଆଜ ଉପହାର ଦେଉଛନ୍ତି। ଏସବୁ ଭିତରେ ବଲିଉଡ୍‌ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ମଧ୍ୟ ପତ୍ନୀ ଟ୍ୱିଙ୍କିଲ୍‌ ଖାନାଙ୍କୁ ପିଆଜର କାନଫୁଲ ଗିଫ୍ଟ କରି ଏବେ ଚର୍ଚ୍ଚାରେ। ଅକ୍ଷୟ ଗିଫ୍ଟ କରିଥିବା ଏହି କାନଫୁଲ ଟ୍ୱିଙ୍କିଲ୍‌ଙ୍କୁ ଏତେ […]

headphone
ଏଣିକି ସୂର୍ଯ୍ୟଙ୍କ କିରଣରେ ଚାର୍ଜ ହେବ ହେଡ୍‌ଫୋନ୍‌

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ନୂଆ ନୂଆ ଟେକ୍ନୋଲୋଜି ସାମ୍ନାକୁ ଆସିବା ସହ ଏଥିରେ କିଛି ପରିବର୍ତ୍ତନ ମଧ୍ୟ ହେଉଛି। ସାଧାରଣତଃ ଆମେ ପର୍ସନାଲ୍‌ କମ୍ପ୍ୟୁଟର୍‌, ମୋବାଇଲ୍‌ ଫୋନ୍‌ର ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖିବାକୁ ପାଇଥାଉ ହେଲେ ଏବେ ହେଡ୍‌ଫୋନ୍‌ରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଅର୍ଥାତ୍‌ ଖୁବ୍‌ ଶୀଘ୍ର ସୂର୍ଯ୍ୟଙ୍କ କିରଣରେ ଚାର୍ଜ ହୋଇପାରୁଥିବା ଏକ ହେଡ୍‌ଫୋନ୍‌ ଲଞ୍ଚ ହେବାକୁ ଯାଉଛି। ନୂଆ ଟେକ୍ନୋଲୋଜି ଉପରେ ଆଧାରିତ ଏହି ହେଡ୍‌ଫୋନ୍‌କୁ  JBL କମ୍ପାନୀ ପକ୍ଷରୁ ଲଞ୍ଚ କରାଯିବ। ମିଳିଥିବା ସୂଚନା […]

uddhav thackeray
କୃଷିଋଣ ଛାଡ଼ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଋଣଗ୍ରସ୍ତ ଚାଷୀଙ୍କୁ ମିଳିବ ଆଶ୍ୱସ୍ତି। ୨ ଲକ୍ଷ ଟଙ୍କା ଯାଏ କୃଷି ଋଣ ଛାଡ଼ କରିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୨୦୧୯ ସେପ୍ଟେମ୍ବର ୩୦କୁ କଟ୍‌ଅଫ୍‌ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ବିଷୟରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “୨୦୧୯ ସେପ୍ଟେମ୍ବର ୩୦ ଯାଏ […]

neha kakkar
ପୁରୁଣା ସ୍ମୃତିକୁ ମନେ ପକାଇ ଏକ୍ସ ବୟଫ୍ରେଣ୍ଡଙ୍କ ପାଇଁ ଗୀତ ଗାଇଲେ ନେହା

ମୁମ୍ୱାଇ: ଲୋକପ୍ରିୟ ଟେଲିଭିଜନ୍‌ ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ଆଗାମୀ ଏପିସୋଡ୍‌ରେ କମେଡିଆନ୍‌ ଭାରତୀ ସିଂହ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିୟାଙ୍କ ସହିତ ଯୋଗ ଦେଉଛନ୍ତି। ତେଣୁ ଦର୍ଶକଙ୍କ ପାଇଁ ଏହି ଏପିସୋଡ୍‌ଟି ମନୋରଞ୍ଜନର ଭରପୂର ଖୋରାକ୍ ଯୋଗାଇବ ବୋଲି ଆଶା କରାଯାଉଛି। ଏହି ଏପିସୋଡ୍‌ର ନାମ ‘ଶାଦି ସ୍ପେଶାଲ୍‌’ ରଖାଯାଇଛି। ଏଥିରେ ନେହା କକ୍କର ତାଙ୍କ ଏକ୍ସ ବୟଫ୍ରେଣ୍ଡ୍‌ ହିମାଂଶ କୋହଲିଙ୍କ ପାଇଁ ‘ଚନ୍ନା ମେରେୟା‘ ଗୀତ ଗାଇଛନ୍ତି। ନେହା ଏହି ଗୀତ ଗାଉଥିବା ସମୟର […]

farhan akhtar
ଅଭିନେତା ଫରହାନ୍‌ ଅଖତରଙ୍କ ନାଁରେ ଥାନାରେ ଅଭିଯୋଗ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଟ୍ୱିଟ୍‌ କରିବା ବଲିଉଡ୍‌ ଅଭିନେତା ଫରହାନ୍‌ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଏକ ହିନ୍ଦୁ ସଂଗଠନ ପକ୍ଷରୁ ହାଇଦ୍ରାବାଦର ଏକ ଥାନାରେ ଅଭିଯୋଗ କରାଯାଇଛି। ତାଙ୍କ ବିରୋଧରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ନେଇ ଅଭିଯୋଗ ହୋଇଛି। ହାଇଦ୍ରାବାଦର ଆଡ୍‌ଭୋକେଟ୍ କରୁଣା ସାଗର ଏହି ଅଭିଯୋଗ କରିଛନ୍ତି। ସେ ଏହି ସଂଗଠନ ସହିତ ଜଡ଼ିତ ଅଛନ୍ତି। Telangana: The complaint has been filed […]

shop
ବଢ଼ିପାରେ ଅତ୍ୟାବଶ୍ୟକ ସାମଗ୍ରୀ ଦର

ନୂଆଦିଲ୍ଲୀ: ଲୋକମାନଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ହେବ। କାହିଁକି ନା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପ୍ୟାକେଜଡ୍‌ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇପାରେ। ଏଗୁଡ଼ିକର ଉତ୍ପାଦ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାମଗ୍ରୀ ଗୁଡ଼ିକର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧି ଲୋକଙ୍କ ଚାହିଦାକୁ ହ୍ରାସ କରିବାର ଆଶଙ୍କା ଥିବାରୁ କମ୍ପାନୀ ଗୁଡ଼ିକ କ୍ଷତି ସହିବେ ବୋଲି ମଧ୍ୟ ଜଣାପଡ଼ିଛି। ନେସ୍‌ଲେ, ପାର୍ଲେ ଓ ଆଇଟିସି ଭଳି ଏଫଏମସିଜି କମ୍ପାନୀ ଗୁଡ଼ିକ […]

Matthew Lepre
ଫଟୋଗ୍ରାଫରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ମାସକୁ ଦରମା ୨୬ ଲକ୍ଷ

ନୂଆଦିଲ୍ଲୀ: ଦେଶ-ଦୁନିଆର ଅନେକ ସ୍ଥାନରେ ଯୁବକମାନେ ରୋଜଗାର ପାଇଁ ଏଠିସେଠି ଘୂରି ବୁଲୁଛନ୍ତି। ସେମାନଙ୍କ ପାଖରେ ଭଲ ଡିଗ୍ରୀ ଓ ଦକ୍ଷତା ଥାଇ ମଧ୍ୟ ସେମାନଙ୍କୁ କୌଣସି ଚାକିରି ମିଳୁନାହିଁ। ଏଭଳି ସ୍ଥିତିରେ ଏବେ ଜଣେ କୋଟିପତି ବିଜ୍‌ନେସ୍‌ ମ୍ୟାନ୍‌ ଏମିତି ଏକ ଚାକିରି ଅଫର୍‌ ଦେଇଛନ୍ତି ଯେଉଁଥିରେ ଆପଣ ମାସକୁ ୨୬ ଲକ୍ଷ ଟଙ୍କା ଆୟ କରିପାରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯାହାକି ଏକ ସୁବର୍ଣ୍ଣ ସୁଯୋଗ ବୋଲି ମଧ୍ୟ କୁହାଯାଉଛି। […]