• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ranu
ରାନୁଙ୍କୁ ଟ୍ରୋଲିଂ ନେଇ ହିମେଶ୍‌ ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ?୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଥିଲେ। ଏପରିକି ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ମଧ୍ୟ ଥିଲେ। ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମ “ହାପି ହାର୍ଡି ଏଣ୍ଡ୍‌ ହିର୍‌”ରେ ଗୀତ […]

Sanjeev Balyan
ଜେଏନ୍‌ୟୁ ଓ ଜାମିଆ ଶିକ୍ଷାର୍ଥୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଖୋଲା ଧମକ

ମିରଟ: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ଜେଏନ୍‌ୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖୋଲା ଧମକ ଦେଇଛନ୍ତି। ଯେଉଁଠି ନିକଟରେ ନାଗରିକତା ଆଇନ୍‌କୁ ନେଇ ସଂଘର୍ଷ ହୋଇଥିଲା। ସେ କହିଛନ୍ତି, “ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନୁରୋଧ କରୁଛି କି ସେ ମୋ କଥାକୁ ଗୁରୁତ୍ୱ ଦିଅନ୍ତୁ। ଜେଏନୟୁ ଓ ଜାମିଆରେ ଯେଉଁମାନେ ଦେଶ ବିରୋଧରେ ନାରା ଦେଉଛନ୍ତି ସେମାନଙ୍କୁ ସାବାଡ କରିବା ପାଇଁ ଗୋଟିଏ […]

jaundice
ନବଜାତ ଶିଶୁଙ୍କୁ କାହିଁକି ହୋଇଥାଏ ଜଣ୍ଡିସ୍‌ ?

ସାଧାରଣତଃ ନବଜାତ ଶିଶୁଙ୍କୁ ଜଣ୍ଡିସ୍‌ ହେଲେ ବାପାମା’ ଟିକେ ଚିନ୍ତାରେ ପଡ଼ି ଯାଆନ୍ତି। ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ। ଯଦିଓ ଏହାକୁ ଏକ ଭୂତାଣୁ ଜନିତ ସଂକ୍ରମିତ ରୋଗ କୁହାଯାଏ ତେବେ ଏ ରୋଗ ହେବାର ଆହୁରି ଅନେକ କାରଣ ରହିଛି। ଆସନ୍ତୁ ଜାଣିବା ଜଣ୍ଡିସ୍‌ର ଲକ୍ଷଣ, କାରଣ ଓ ଏହାର ଉପଚାର ସମ୍ପର୍କରେ… କାହିଁକି ହୋଇଥାଏ ନବଜାତ ଶିଶୁଙ୍କୁ ଜଣ୍ଡିସ୍‌ ? ଯଦି ନବଜାତ ଶିଶୁଙ୍କୁ ଠିକ୍‌ […]

Assam
୬୪୪ ଜଣ ଉଗ୍ରବାଦୀଙ୍କ ଆତ୍ମସମର୍ପଣ

ଗୌହାଟୀ: ଆସାମ ସରକାରଙ୍କୁ ବଡ଼ ସଫଳତା ମିଳିଛି। ଅସିଦ୍ଧ ଘୋଷଣା ହୋଇଥିବା ୮ଟି ବିଦ୍ରୋହୀ ସଂଗଠନ ସହ ଜଡ଼ିତ ଥିବା ୬୪୪ ଜଣ ସଦସ୍ୟ ଆଜି ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆସାମରେ ଶାନ୍ତିର ପରିବେଶ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ୟୁଏଲ୍‌ଏଫଏ, ଏନ୍‌ଡିଏଫବି, ଆରଏନ୍‌ଏଲ୍‌ଏଫ, କେଏଲ୍‌ଓ, ସିପିଆଇ(ମାଓବାଦୀ) ଓ ଏନ୍‌ଏଲ୍‌ଏଫବିର ବିଦ୍ରୋହୀ ସଂଗଠନର ସଦସ୍ୟମାନେ ଆଜି ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଗୌହାଟୀରେ ଥିବା ଜିଏମଚିଏଚ୍‌ ଅଡିଟୋରିୟମରେ […]

Yogi Adityanath
‘ଆଜାଦୀ’ ସ୍ଲୋଗାନ୍‌କୁ ନେଇ ବିକ୍ଷୋଭକାରୀଙ୍କୁ ଯୋଗୀଙ୍କ ଚେତାବନୀ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକ୍ଷୋଭକାରୀଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ସିଏଏ ବିରୋଧ ପ୍ରଦର୍ଶନ କରୁଥିବା ରାଜ୍ୟର ପ୍ରାୟ ୧୨ ଶହ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ଦାଏର କରିଛି ଉତ୍ତରପ୍ରଦେଶ ପୁଲିସ୍‌। ଧାରା ୧୪୪ର ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା ଦାଏର ହୋଇଛି। ଏମାନଙ୍କ ମଧ୍ୟରୁ ଅନେକ ମହିଳା ମଧ୍ୟ […]

Pegasus
ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍

ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍ । ଇସ୍ରାଏଲି କଂପାନୀ NSO ଗ୍ରୁପ୍ ଦ୍ୱାରା ନିର୍ମିତ ପେଗାସସ୍ ସ୍ପାଏଓୟାର ବିଶ୍ୱସ୍ତରରେ ଦୁରୁପଯୋଗ ହୋଇଥିବା ଅଭିଯୋଗ ଉଠିବା ପରେ ଇସ୍ରାଏଲ୍ ସରକାର ଏହି ପଦକ୍ଷେପ ନେଇଛନ୍ତି ।

navjot singh sidhu
ପଞ୍ଜାବରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସିଦ୍ଧୁ, ଅମରିନ୍ଦର ଏବେ ବି ଅସନ୍ତୁଷ୍ଟ

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ନବଜୋତ ସିଂ ସିଦ୍ଧୁ ମନୋନୀତ ହେବା ପରେ ସମର୍ଥକଙ୍କୁ ଭେଟି ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ସିଦ୍ଧୁ ଅମୃତସର ବାସଭବନରେ ୬୨ ଜଣ ବିଧାୟକଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ।

sambit patra
‘ଦିଲ୍ଲୀ ସରକାରଙ୍କ ତଥ୍ୟ କହୁଛି କୋଭିଡ୍‌ରେ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇନାହିଁ’

ଦେଶରେ କୋଭିଡରେ ଅକ୍ସିଜେନ ଅଭାବରୁ କୌଣସି ବ୍ୟକ୍ତିଙ୍କ ଜୀବନ ଯାଇନାହିଁ । ଏନେଇ କେନ୍ଦ୍ର ସରକାର କହିବା ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

water tank
ହଠାତ୍‌ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି

ଭୋପାଳ: ଚାହୁଁ ଚାହୁଁ ହଠାତ୍‌ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି। ଆଉ ସ୍ଥାନୀୟ ଅଞ୍ଚଳରେ ପାଣିର ସୁଅ ଛୁଟିଲା। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ। ସୂଚନା ଅନୁସାରେ, ବୁଧବାର ଦିନ ଅପରାହ୍ଣ ୩ଟାରେ ସାରେଙ୍ଗା ଥାନା ଅନ୍ତର୍ଗତ ଫତେଦଙ୍ଗା ଅଞ୍ଚଳରେ ଏହି ପାଣି ଟାଙ୍କିଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଅନ୍ୟପକ୍ଷରେ ଟ୍ୟାଙ୍କି ଭୁଶୁଡ଼ି ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ଠପ୍ ହୋଇଯାଇଛି। ତେବେ ନିମ୍ନାମାନର କାମ ଯୋଗୁ […]

Nirbhaya Convicts
ଶେଷ ଇଚ୍ଛାକୁ ନେଇ ଚୁପ୍‌ ରହିଲେ ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ଶେଷ ଇଚ୍ଛା କ’ଣ ? ଏହା ସେମାନଙ୍କୁ ପଚରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ତିହାର ଜେଲ୍‌ରେ ଥିବା ଏହି ୪ ଦୋଷୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ସମ୍ପର୍କରେ ପଚରା ଯାଇଥିଲା। ଶେଷଥର ପାଇଁ ଘର ଲୋକଙ୍କୁ କେବେ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି ପଚରା ଯାଇଥିଲା। ହେଲେ ଏନେଇ ସେମାନେ ଚୁପ୍‌ ଥିବା ଜଣାପଡ଼ିଛି। କାହିଁକି ନା ୪ ଜଣଙ୍କୁ ମଧ୍ୟରୁ […]

nokia 4.2
ମାତ୍ର ୬ ହଜାରରେ କିଣନ୍ତୁ ୧୩ ହଜାର ଟଙ୍କାର ଫୋନ୍‌, ଆଜି ଶେଷ ଦିନ

ନୂଆଦିଲ୍ଲୀ: ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଥିବା ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ର (Amazon Great Indian Sale) ଆଜି ଶେଷ ଦିନ। ଏହି ସେଲ୍‌ରେ ନୂଆ-ପୁରୁଣା ସମସ୍ତ ବ୍ରାଣ୍ଡ୍‌ ଜିନିଷରେ କମ୍ପାନୀ ଅଫର୍‌ ଦେଉଛି। ଯଦି ଆମେ ଅଫର୍‌ କଥା କହିବା ତେବେ Nokia 4.2 ମୋବାଇଲ୍‌ ଫୋନ୍‌ରେ ଆପଣଙ୍କୁ ଭଲ ଅଫର୍‌ ମିଳିବ। ଯାହାର ଫାଇଦା ଆପଣ ଉଠାଇ ପାରିବେ। ଆମାଜନ୍‌ର ଏହି ସେଲ୍‌ରେ ଆପଣ Nokia 4.2 ଫୋନ୍‌କୁ ୭ ହଜାର ଟଙ୍କା […]

pregnancy
ଜାଣନ୍ତି, ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଆନ୍ତି ?

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି। ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ। ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ଔଷଧ ବାରଣ ଥିଲେ ମଧ୍ୟ ତୁଳସୀର ବାରଣ ନ ଥାଏ । କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ତେବେ ଏହାର […]

dsp
ଡେରିରେ କବାଟ ଖୋଲିଲେ ପତ୍ନୀ, ଗୁଳି ମାରିଦେଲେ ଡିଏସ୍‌ପି ସ୍ୱାମୀ !

ଚଣ୍ଡୀଗଡ଼: ପଞ୍ଜାବ ପୁଲିସ୍‌ରେ ସିଂଘମ ନାଁରେ ପରିଚିତ ଡିଏସ୍‌ପି ଅତୁଲ ସୋନିଙ୍କ ବିରୋଧରେ ହତ୍ୟା ଉଦ୍ୟମ (Attempt to murder) ଓ Arms Act ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଆସିଛି ଯେ, ଡିଏସ୍‌ପି ତାଙ୍କ ପତ୍ନୀଙ୍କ ଉପରେ ଗୁଳି ଚଳାଇ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଏକ ପାର୍ଟିରୁ ଅତୁଲ ଘରକୁ ଫେରିଥିଲେ। ଘରେ ପହଞ୍ଚି ସେ […]

neha
ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏସବୁ ଭିତରେ ଉଦିତ୍ ନାରାୟଣ ପୁଅର ବିବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ନେହାଙ୍କ ସହ ଆଦିତ୍ୟଙ୍କ ବିବାହକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଉଦିତ୍‌ କହିଛନ୍ତି, “ନେହା କକ୍କର ଜଣେ ବହୁତ ଭଲ ଝିଅ। ସେ […]

flight
ବିମାନରେ ଏମିତି ଶୁଖାଇଲେ ଜୋତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଜୋତା ଶୁଖାଇବା ପାଇଁ ଏମିତି ଏକ ପନ୍ଥା ଆପଣାଇଛନ୍ତି, ଯାହା ଆପଣଙ୍କୁ ଅଜବ ଲାଗିବ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାତ୍ରୀ ଜଣକ ନିଜ ଜୋତା ଶୁଖାଇବା ପାଇଁ ଏୟାର ଭେଣ୍ଟ୍‌ରୁ ବାହାରୁଥିବା ପବନର ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଯାତ୍ରୀଙ୍କ ଜଣକ ସିଟ୍‌ରେ ବସିଛନ୍ତି ଓ ଗୋଟିଏ ହାତରେ ଏକ ଜୋତା ଧରିଛନ୍ତି। ଜୋତାଟିକୁ […]

Poster
“ନୋ କ୍ୟାସ୍‌, ନୋ ପେଟିଏମ୍‌” ପୋଷ୍ଟର ଲଗାଇଲେ ଲୋକେ

ନୂଆଦିଲ୍ଲୀ: “ନୋ କ୍ୟାସ୍‌, ନୋ ପେଟିଏମ୍‌…ନୋ ଆକାଉଣ୍ଟ୍‌”। ପୋଷ୍ଟରରେ ଏମିତି କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି ଦିଲ୍ଲୀର ଶାହିନ୍‌ବାଗ୍‌ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ସ୍ଥାନରେ। ଅଭିଯୋଗ ଆସିଛି ଯେ, ବିକ୍ଷୋଭ ପ୍ରଦର୍ଶନ ପାଇଁ ଏଠାକୁ ଆସିଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆ ଯାଇଥିଲା। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ବିକ୍ଷୋଭରେ ସାମିଲ ହୋଇଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆଯାଇଥିବା ନେଇ […]

Shirdi
ଆଜିଠୁ ଶିରିଡି ବନ୍ଦ

ଶିରିଡି: ଆଜିଠୁ ଶିରିଡି ବନ୍ଦ। ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମନ୍ତବ୍ୟକୁ ଦୃଢ଼ ବିରୋଧ କରି ଆଜି ଶିରିଡିରେ ବନ୍ଦ ଡାକରା ଦିଆଯାଇଛି। ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଜିଠୁ ଶିରିଡିରେ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ ଓ ଆଶ୍ରମ ବନ୍ଦ ରହିବ। ଫଳରେ ପ୍ରତିଦିନ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମନ୍ଦିର […]

marriage invitation card
ବାହାଘର କାର୍ଡରେ CAA ସଚେତନତା, ଯୁବକ କହିଲେ...

ଭୋପାଳ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ସମର୍ଥନ ଓ ସଚେତନତା ନେଇ ମଧ୍ୟପ୍ରଦେଶର ଜଣେ ଯୁବକ ନିଜ ବିବାହ କାର୍ଡରେ ‘I Support CAA’ ଲେଖିଛନ୍ତ।। ଏହି ବାହାଘର କାର୍ଡକୁ ନେଇ ଏବେ ସହରରେ ବେଶ ଚର୍ଚ୍ଚା।  ଲୋକମାନେ ସିଏଏକୁ ଭଲ ଭାବରେ ଜାଣନ୍ତୁ ଏବଂ ବୁଝନ୍ତୁ ବୋଲି ଯୁବକ ଜଣକ ଚାହୁଁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏପରି  ଅଭିନବ ପ୍ରୟାସ କରିଥିବା କହିଛନ୍ତି। ଯୁବକ ଜଣକ ହେଲେ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାର […]

shiridi
କାଲିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ଶିରିଡି ବନ୍ଦ

ଶିରିଡି: ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନକୁ ତ୍ରୀବ ବିରୋଧ କରାଯାଇଛି। ଯାହାକୁ ନେଇ ଏବେ ଅନିର୍ଦ୍ଦିଷ୍ଟକାଳ ଯାଏ ଶିରିଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲିଠୁ ଶିରିଡି ବନ୍ଦ ନେଇ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ମନ୍ଦିର ଖୋଲା ରହିବ। ହେଲେ ସ୍ଥାନୀୟ ହୋଟେଲ, ଆଶ୍ରମ ସମେତ ଦୋକାନ, ବଜାର ସବୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ […]

wedding
ଦ୍ୱିତୀୟ, ତୃତୀୟ ବିବାହ କଲେ ଅଫର ଦେଉଛି ୱେଡିଂ ହଲ୍ , ଚତୁର୍ଥ ବିବାହ କଲେ ରିସେପସନ୍‌ ଫ୍ରି

ଇସଲାମାବାଦ: ଚଳିତ ବର୍ଷର ମ୍ୟାରେଜ୍‌ ସିଜନ୍‌ ଆରମ୍ଭ ହୋଇସାରିଛି। ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବିବାହ ମଣ୍ଡପ ଗୁଡ଼ିକ ଆକର୍ଷଣୀୟ ଅଫର ରଖିବା ସହ ଏହାକୁ ଅତି ସୁନ୍ଦର ଭାବେ ସଜାଇଛନ୍ତି। ହେଲେ ଆମେ ଏଠି ଆପଣଙ୍କୁ ଏମିତି ଏକ ୱେଡିଂ ହଲ୍‌ ବିଷୟରେ କହିବୁ ଯାହାର ଅଫର ଜାଣିଲେ ଆପଣଙ୍କୁ ଅଜବ ଲାଗିବ। ଅଫରଟି କେବଳ ପୁରୁଷମାନଙ୍କ ପାଇଁ ରହିଛି। ବିଶେଷ କରି ସେହି ବ୍ୟକ୍ତିମାନଙ୍କ ପାଇଁ ରହିଛି ଯେଉଁମାନେ ଦ୍ୱିତୀୟ, ତୃତୀୟ କିମ୍ବା […]

Nirbhaya's Mother
କଂଗ୍ରେସରେ ଯୋଗଦେବା ନେଇ ଏମିତି କହିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟାଙ୍କ ମା’ ଆଶା ଦେବୀ ନିର୍ବାଚନ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଦଳରେ ସାମିଲ ହୋଇ ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଶୁକ୍ରବାର ଦିନ ପୂରା ଘଟଣା ଉପରୁ ପରଦା ହଟିଛି। ରାଜନୀତି ତାଙ୍କର କୌଣସି ଇଚ୍ଛା ନାହିଁ ବୋଲି ସେ(ନିର୍ଭୟାଙ୍କ ମା’) ସ୍ପଷ୍ଟ ଭାବରେ କହିଛନ୍ତି। କଂଗ୍ରେସରେ ଯୋଗଦେବା ନେଇ ଏକ ପ୍ରଶ୍ନର ଉତ୍ତର […]

Sex-Racket
ନାମୀଦାମୀ ହୋଟେଲ୍‌ରେ ଚାଲୁଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌, ଅଭିନେତ୍ରୀ ଉଦ୍ଧାର

ମୁମ୍ୱାଇ: ମୁମ୍ୱାଇ ପୁଲିସ ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟକୁ ଠାବ କରିଛି। ମୁମ୍ୱାଇ ଅନ୍ଧେରିରେ ଥିବା ଏକ ତିନି ତାରକା ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ଗୁରୁବାର ରାତିରେ ପୁଲିସ ରେଡ୍ କରି ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଗିରଫ କରିବା ସହ ୩ ଜଣ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ମଧ୍ୟରେ ଜଣେ ନାବାଳିକା ଅଛନ୍ତି। ରେଡ୍ ବେଳେ ପୁଲିସ୍‌ ହାତରେ ଧରାପଡ଼ିଥିବା ଏହି ତିନି ମହିଳା ଦେହ ବ୍ୟବସାୟରେ ସାମିଲ୍ ଥିବା ଜଣାପଡ଼ିଛି। […]

aadhar
ବିନା ଡକ୍ୟୁମେଣ୍ଟସ୍‌ରେ ଏମିତି ବଦଳାନ୍ତୁ ଆଧାର କାର୍ଡରେ ନାମ, ଠିକଣା

ନୂଆଦିଲ୍ଲୀ: ଆଧାର କାର୍ଡରେ ନାମ, ଠିକଣା, ଓ ଜନ୍ମ ତାରିଖ ବଦଳାଇବା ପାଇଁ ସଠିକ୍‌ ବା ଭାଲିଡ୍‌(ବୈଧ) ଡକ୍ୟୁମେଣ୍ଟସ୍‌ର ଆବଶ୍ୟକତା ପଡ଼ିଥାଏ। ହେଲେ ଏହି ଡକ୍ୟୁମେଣ୍ଟସ୍‌ ଆପଣଙ୍କ ପାଖରେ ନାହିଁ ଓ ଏଥିପାଇଁ ଆପଣ ଚିନ୍ତିତ ଅଛନ୍ତି କି ? ତା’ହେଲେ ଏଣିକି ଆଉ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଭାଲିଡ୍‌ ଡକ୍ୟୁମେଣ୍ଟସ୍‌ ନ ଥିଲେ ମଧ୍ୟ ଆପଣ ଆଧାର କାର୍ଡରେ ଜରୁରୀ ତଥ୍ୟ ଅପଡେଟ୍‌ କରିପାରିବେ। ଏହି ପ୍ରକ୍ରିୟାକୁ ସହଜ କରିବା ଲାଗି […]

nirbhaya convict
ନୂଆ ଚାଲ୍‌ ଚଳାଇଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ଭୟା ଦୋଷୀମାନଙ୍କୁ କେବେ ଦିଆଯିବ ଫାଶି ସେନେଇ ସସ୍‌ପେନ୍ସ ଜାରି ରହିଥିବାବେଳେ ଅନ୍ୟପଟେ ଦୋଷୀମାନେ ତାଙ୍କର ଗୋଟିଏ ପରେ ଗୋଟିଏ ଚାଲ୍‌ ଚଳାଇବାରେ ଲାଗିଛନ୍ତି। ୨୨ ତାରିଖରେ ୪ ନର୍ଭୟା ଦୋଷୀଙ୍କୁ ଫାଶି ଦିଆଯାଇଥାନ୍ତା। ହେଲେ ଏହି ଫାଶୀ ଦଣ୍ଡ ଉପରେ ରୋକ ଲାଗିଛି। କାରଣ ଲୋମହର୍ଷଣକାରୀ ନର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ମୁକେଶ କ୍ଷମା ଆବେଦନ କରିଥିବାରୁ ଗତକାଲି ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କ ଫାଶୀ […]

cake
ବିଶ୍ୱର ସବୁଠାରୁ ଲମ୍ବା କେକ୍ ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲମ୍ବା କେକ୍, ଯାହାକି ଗିନିଜ୍ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ସବୁଠାରୁ ବଡ଼ କଥା ଏହି କେକ୍‌ଟିକୁ ଅନ୍ୟ କୌଣସି ଦେଶ ନୁହେଁ ବରଂ ଭାରତ ଏହାକୁ ପ୍ରସ୍ତୁତ କରିଛି। ଏହି କେକ୍‌ର ଲମ୍ବା ୬.୫ କି.ମି.। କେରଳର ୫୦୦ ବେକରୀରୁ ୧୦୦୦ରୁ ଅଧିକ ସେଫ୍‌ଙ୍କୁ ନେଇ ଏହି କେକ୍‌ଟି ପ୍ରସ୍ତୁତ ହୋଇଛି। କେକ୍‌ ଉପରେ ଚକୋଲେଟ୍‌ର ganache ଦେବା ଫଳରେ ଏହା ଆହୁରି ଅଧିକ ସୁନ୍ଦର ଓ ସୁସ୍ୱାଦୁ ହୋଇଛି। ଏହାସହ […]