• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ranu
ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ରାନୁ

ମୁମ୍ବାଇ: ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାନୁ ମଣ୍ଡଳ। ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟାଙ୍କ ଫିଲ୍ମରେ ଗୀତ ଗାଇ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଗୁଗୁଲ୍‌ର ତଥ୍ୟ ଅନୁସାରେ ରାନୁଙ୍କୁ ୟୁଜର୍ସମାନେ ବହୁବାର ସର୍ଚ୍ଚ […]

marriage
ଗୋଟିଏ ବେଦୀରେ ପତ୍ନୀ ଓ ଶାଳୀଙ୍କୁ ବିବାହ କଲେ

ଭୋପାଳ: ଗୋଟିଏ ବେଦୀରେ ପୁଣିଥରେ ପତ୍ନୀଙ୍କୁ ବିବାହ କରିବା ସହ ଶାଳୀଙ୍କୁ ବିବାହ କଲେ ଜଣେ ବ୍ୟକ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁଦାୱାଲି ଗାଁର ଦୀପୁ ପରିହାର ଓରଫ ଦିଲୀପ(୩୫) ଏହି ବିବାହ କରିଛନ୍ତି। ନଭେମ୍ବର ୨୬ରେ ହୋଇଥିବା ଦିଲୀପଙ୍କ ଏହି ବିବାହ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଦିଲୀପ, ଗତ ୯ ବର୍ଷ […]

eagle
ଧରାପଡ଼ିଲା ଗୁପ୍ତଚର ଇଗଲ୍‌ !

ପାଟନା: ବିହାରର ଶିବହର ଜିଲ୍ଲାରୁ ଏକ ଇଗଲ୍‌କୁ ଉଦ୍ଧାର କରାଯାଇଛି। ଏହି ଇଗଲ୍ ଦେହରେ କ୍ୟାମେରା, ସୋଲାର୍ ପ୍ଲେଟ୍ ସହିତ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି। ଚିକନୌତା ଅଞ୍ଚଳରେ ଇଗଲ୍‌କୁ ଏଭଳି ଅବସ୍ଥାରେ ଦେଖିବା ପରେ ଲୋକେ ଏହାକୁ ଗୁପ୍ତଚର ପକ୍ଷୀ ବୋଲି ସନ୍ଦେହ କରି ସ୍ଥାନୀୟ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଇଗଲ୍‌ଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଇଗଲ୍‌ ପକ୍ଷୀଟି କେଉଁଠୁ ଆସିଲା ? କିଏ, କାହିଁକି ଏବଂ […]

sara
ଷ୍ଟେଜ୍‌ ଉପରେ ସାରାଙ୍କ ସହ ହେଲା ଏମିତି କିଛି....

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଝିଅ ସାରା ଅଲୀ ଖାନ୍‌ ଓ ଅଭିନେତା କାର୍ତ୍ତିକ ଆର୍‌ୟାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। ଆପଣମାନେ ଭାବୁଥିବେ କାହିଁକି ଏହି ଦୁହିଁଙ୍କୁ ନେଇ ଏତେ ଚର୍ଚ୍ଚା ହେଉଛି। କଥାଟା ହେଲା, ନିକଟରେ ଉଭୟଙ୍କୁ ଷ୍ଟାର ସ୍କ୍ରିନ୍‌ ଆୱାର୍ଡସ୍‌ରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସାରା, ଷ୍ଟେଜ୍‌ ଉପରେ ପଡ଼ି ଯାଇଥାନ୍ତେ ହେଲେ ଠିକ୍‌ ସମୟରେ କାର୍ତ୍ତିକ ତାଙ୍କୁ ଧରି ପକାଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ […]

rs 2000
କ’ଣ ବନ୍ଦ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍‌ ? ଏମିତି କହିଲେ ସରକାର...

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ପରଠୁ ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ, ଏହି ଖବର ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଖବରଟି ବି ଏମିତି ଯାହା ଶୁଣିଲେ କେହିବି ଚିନ୍ତାରେ ପଡ଼ି ଯିବେ। ତେବେ ପ୍ରକୃତରେ କ’ଣ ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ ? ଏହା ବଦଳରେ ପୁଣି କ’ଣ ୧୦୦୦ ଟଙ୍କିଆ ନୋଟ୍‌ ଆସିବ ? ଆସନ୍ତୁ ଜାଣିବା ପ୍ରକୃତରେ ଏହି ଖବରର ସତ୍ୟାସତ୍ୟ ବିଷୟରେ…. କଳାଧନକୁ ବନ୍ଦ […]

milk
‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର’: ପେଟା

ନୂଆଦିଲ୍ଲୀ : ଆଲ୍‌କୋହଲ୍‌ ବା ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଏହା ସମସ୍ତେ ଜାଣନ୍ତି। କିନ୍ତୁ ନିକଟରେ ପେଟା ବା ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌’ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ପ୍ରଦାନ କରିଛି। ପେଟାର ତଥ୍ୟ ଅନୁସାରେ ‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର।’ କ୍ଷୀର ପିଇଲେ, ଶରୀରର ବିକାଶ ହୋଇଥାଏ ବୋଲି ପିଲାଟି ଦିନରୁ ଆମେ ଶୁଣି ଆସୁଛେ। ଏପରିକି ଦିନକୁ ଦୁଇ ଗ୍ଲାସ୍‌ କ୍ଷୀର […]

sania
ଏହି ପୂର୍ବତନ କ୍ରିକେଟରଙ୍କ ବୋହୂ ହେବାକୁ ଯାଉଛନ୍ତି ସାନିଆଙ୍କ ଭଉଣୀ

ନୂଆଦିଲ୍ଲୀ: ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ୍‌ ମିର୍ଜା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାନିଆ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଅନମ୍‌ଙ୍କ ବିବାହର ଏକ ରସମ୍‌ ଅର୍ଥାତ୍‌ ମେହେନ୍ଦୀ ନାଇଟ୍‌ର ଫଟୋ ଶେଆର୍‌ କରିଛନ୍ତି। ଏଥିରେ ଉଭୟ ବହୁତ ସୁନ୍ଦର ଦିଶୁଛନ୍ତି। ସାନିଆ, ବ୍ଲାକ୍‌ ରଙ୍ଗର କ୍ରପ୍‌ ଟପ୍‌ ଓ ରେଡ୍‌ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।     View this post on Instagram   Mehendi night ?❣️ #AbBasAnamHi @anammirzaaa […]

chimpanzee
ସାବୁନ୍‌କୁ ଦେଖି ସମ୍ଭାଳି ପାରିଲାନି ସିମ୍ପାଜି, ଏମିତି ସଫା କଲା କପଡ଼ା

ନୂଆଦିଲ୍ଲୀ: କପଡ଼ା ଅପରିଷ୍କାର ହୋଇଗଲେ ଆମେ ଏହାକୁ ସଫା କରିଥାଉ। ହେଲେ ଆପଣ କେବେ ଶୁଣିଛନ୍ତି ସିମ୍ପାଜି କପଡ଼ା ସଫା କରିବା ? ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଦୃଶ୍ୟ ଚୀନ୍‌ର ଏକ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି। ସିମ୍ପାଜି-ମନୁଷ୍ୟ ଭିତରେ ଅନେକ ସମାନତା ରହିଛି, ଯାହା ଅନେକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଚୀନ୍‌ର ଏହି ଚିଡ଼ିଆଖାନାରେ ଏକ ସିମ୍ପାଜି ଏକ ଧଳା ରଙ୍ଗର ଟି-ଶାର୍ଟ ସଫା କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଯାହାକୁ […]

phone
ସ୍ମାର୍ଟଫୋନ୍‌ କିଣିଲେ, ମିଳୁଛି ଏମିତି ଉପହାର

ଚେନ୍ନାଇ: ନୂଆ ମୋବାଇଲ୍‌ ଉପରେ ଦୋକାନୀମାନେ ଗ୍ରାହକଙ୍କୁ କିଛି ଅଫର୍‌ ଦେଇଥାନ୍ତି। ଅଫର୍‌ କହିଲେ ମୋବାଇଲ୍‌ ଦାମ୍‌ ଯେତିକି ଥାଏ ସେଥିରୁ କିଛି ଟଙ୍କା କମ୍‌ କରି ଗ୍ରାହକଙ୍କୁ ମୋବାଇଲ୍ ବିକି ଥାନ୍ତି। ହେଲେ ତାମିଲନାଡୁର ଜଣେ ମୋବାଇଲ୍‌ ଦୋକାନୀ ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଏକ ନୂଆ ତରିକାରେ ଇନୋଭେଟିଭ୍‌ ମାର୍କେଟିଂ ଓ ପବ୍ଲିସିଟି ଷ୍ଟଣ୍ଟ୍ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପେଟୁକୋଟାଇ ଅଞ୍ଚଳରେ ଥିବା ଏକ ମୋବାଇଲ୍‌ ଦୋକାନୀ ତାଙ୍କ ଷ୍ଟୋର୍‌କୁ ନୂଆ […]

mobile charge
ଚାର୍ଜିଂ ପଏଣ୍ଟରୁ ଡାଟା ଚୋରି !

ନୂଆଦିଲ୍ଲୀ: ପବ୍ଲିକ୍‌ ମୋବାଇଲ୍‌ ଫୋନ୍‌ ଚାର୍ଜିଂ ପଏଣ୍ଟରେ ମୋବାଇଲ୍‌ ଚାର୍ଜ କରୁଛନ୍ତି କି ? ତା’ହେଲେ ସାବଧାନ ହୋଇଯାଆନ୍ତୁ। ନ ହେଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। କାରଣ ଏବେ ପବ୍ଲିକ୍‌ ମୋବାଇଲ ଫୋନ୍ ଚାର୍ଜିଂ ପଏଣ୍ଟରେ ଗୁପ୍ତ ତଥ୍ୟ ଚୋରି ହେଉଥିବା ଅଭିଯୋଗ ହୋଇଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦିଲ୍ଲୀରେ ଜଣେ ଯୁବକ ପବ୍ଲିକ୍‌ ମୋବାଇଲ୍‌ ଫୋନ୍‌ ଚାର୍ଜିଂ ପଏଣ୍ଟରେ ମୋବାଇଲ ଫୋନ ଚାର୍ଜ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ […]

jio
ଜିଓର ଜବରଦସ୍ତ ପ୍ଲାନ୍, ମାତ୍ର ୯୮ ଟଙ୍କାରେ ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ନୂଆ Tariff ପ୍ଲାନ୍‌ ଡିସେମ୍ବର ୬ ରୁ ଲାଗୁ କରିଛି।  କମ୍ପାନୀର ଏହି ନୂଆ All-in-one Tariff ପ୍ଲାନ୍‌ରେ ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାର ପ୍ଲାନ୍‌ ସାମିଲ ଅଛି। ହେଲେ ଆମେ ଏଠି ଆପଣଙ୍କୁ ଜିଓର ସେହି ପ୍ଲାନ୍ ସମ୍ପର୍କରେ କହିବାକୁ ଯାଉଛି ଯାହାର ଦାମ୍‌ ବହୁତ କମ୍‌, ଆଉ ଫାଇଦା ଅଧିକ। ଏଠି ଆମେ ଜିଓର ୯୮ ଟଙ୍କା ପ୍ଲାନ୍‌ ବିଷୟରେ କହୁଛୁ। ଏହି ପ୍ଲାନ୍‌କୁ ଜିଓ […]

bride
ବରଯାତ୍ରୀ ଠିକ୍‌ ସମୟରେ ନ ପହଞ୍ଚିବାରୁ ଏମିତି କଲେ ଯୁବତୀ

ଲକ୍ଷ୍ନୌ: ବିବାହ ପାଇଁ ସବୁ କିଛି ପ୍ରସ୍ତୁତ ହୋଇ ସାରିଥିଲା। ବରଯାତ୍ରୀଙ୍କୁ ପାଛୋଟି ନେବାଠୁ ଆରମ୍ଭ କରି ସେମାନଙ୍କର ଖାଇବା ପିଇବା ଆଦି ସବୁର ବନ୍ଦୋବସ୍ତ ହୋଇଥିଲା। ହେଲେ ଏ କ’ଣ ହଠାତ୍‌ ବିବାହ କରିବା ପାଇଁ ମନା କରିଦେଲେ ଯୁବତୀ। କାରଣ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ବର ବିଳମ୍ବରେ ପହଞ୍ଚିବାରୁ ଯୁବତୀ ଜଣକ ବିବାହ କରିବାକୁ ମନା କରି ଦେଇଥିବା ଜଣାପଡ଼ିଛି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଉତ୍ତରପ୍ରଦେଶ ବିଜନୌର […]

clove
ସୁନ୍ଦର ତ୍ୱଚା ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ୱାସ୍ଥ୍ୟ ଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍‌ଟିକ୍‌ ଗୁଣ ସହିତ ଭିଟାମିନ୍‌ ସି, ଭିଟାମିନ୍‌ ଏ , ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ ସୁସ୍ଥ ତ୍ୱଚା ପାଇବା ପାଇଁ ଖୁବ୍‌ ଉପକାରୀ। ତା’ହେଲେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରି ତ୍ୱଚା ଜନିତ କେଉଁ କେଉଁ ସମସ୍ୟାରୁ ମୁକ୍ତି ପାଇ ପାରିବେ। […]

aamir 11
ନୂଆ ଲୁକ୍‌ରେ ବଲିଉଡ୍‌ର ଏହି ଅଭିନେତା

ମୁମ୍ବାଇ: ନିକଟରେ ନୂଆ ଲୁକ୍‌ରେ ବଲିଉଡ୍‌ର ଜଣେ ଅଭିନେତାଙ୍କ ଫଟୋ ଭାଇରାଲ୍‌ ହୋଇଛି। ଆପଣ ବି ହଠାତ୍‌ ତାଙ୍କୁ ଦେଖିଲେ ଚିହ୍ନି ପାରିବେ ନାହିଁ। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହିତ ଟୋପି ପିନ୍ଧିଛନ୍ତି। ଏହି ଅଭିନେତାଙ୍କର ଏହି ନୂଆ ଲୁକ୍‌ର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ। ଏଠି ଆମେ ଆମୀର ଖାନ୍‌ଙ୍କ କଥା କହୁଛୁ।  ଆମୀରଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ୍ ସିଂହ […]

sbi
ଡିସେମ୍ବର ୩୧ ସୁଦ୍ଧା SBI ର ଏହି କାର୍ଡ ଡିଆକ୍ଟିଭ୍‌ ହୋଇଯିବ

ନୂଆଦିଲ୍ଲୀ: SBI ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା। ଆପଣଙ୍କ ପାଖରେ SBI ର Magstripe କିମ୍ବା Magnetic stripeର ଡେବିଟ୍‌ କାର୍ଡ ଅଛି କି? ତା’ହେଲେ ଆଉ ଡେରି ନ କରି ଆପଣ ଆପଣଙ୍କର ଘରୋଇ ଶାଖାକୁ ଯାଇ ଏହାକୁ ମାଗଣାରେ ରିପ୍ଲେସ୍‌ମେଣ୍ଟ କରି ନୂଆ EMV (Europay, Mastercard ଓ Visa) chip ଏବଂ PIN ଆଧାରିତ କାର୍ଡ ପାଇଁ ତୁରନ୍ତ ଆବେଦନ କରନ୍ତୁ। SBI ଗ୍ରାହକଙ୍କ ନୂଆ କାର୍ଡ ପାଇଁ ଡିସେମ୍ବର ୩୧ […]

metro
ଚଳନ୍ତା ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ। ଦ୍ରୁତ ଗତିରେ ଟ୍ରେନ୍‌ଟି ଆସୁଥିବାବେଳେ ହଠାତ୍‌ ଏହି ସମୟରେ ଜଣେ ଯୁବକ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି।  ସୂଚନା ଅନୁସାରେ, ନୋଇଡା ସେକ୍ଟର ୩୯ ମେଟ୍ରୋ ଷ୍ଟେସନ୍‌ରେ ଜଣେ ଯୁବକ ପ୍ଲାଟ୍‌ଫର୍ମରେ ଠିଆ ହୋଇଥିଲେ। ଏହି ସମୟରେ ଆସିଲା ଏକ ମେଟ୍ରୋ ଟ୍ରେନ୍‌। ଟ୍ରେନ୍‌ଟି ଯେମିତି ତାଙ୍କର ନିକଟତର ହୋଇଛି, କେହି କିଛି ବୁଝିବା ଆଗରୁ ହଠାତ୍‌ ସେ […]

airtel
Airtelର ନୂଆ ପ୍ଲାନ୍‌: ଅନ୍‌ଲିମିଟେଡ୍‌ କଲ୍ ସହ ମିଳିବ ଅନେକ ସୁବିଧା

ନୂଆଦିଲ୍ଲୀ: ଡିସେମ୍ବର ୬ ରୁ Airtel ଏହାର ନୂଆ Tariff plan ଗ୍ରାହକଙ୍କ ପାଇଁ ଲାଗୁ କରିଛି। ହକଙ୍କ ପାଇଁ କମ୍ପାନୀ ୩ଟି ନୂଆ ପ୍ଲାନ୍‌ ଲଞ୍ଚ୍‌ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଯେକୌଣସି ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ କଲ୍ ମିଳିପାରିବ। ସୂଚନାଥାଉ କି, ଗତ ସପ୍ତାହରେ Airtel ଏହାର ନୂଆ Tariff planର ଘୋଷଣା କରିଥିଲା। ଏହି ନୂଆ ପ୍ଲାନ୍ ଅନୁସାରେ ଅନ୍ୟ ନେଟ୍‌ୱର୍କକୁ କଲ୍‌ କରିବାକୁ ହେଲେ ଆଇୟୁସି ଚାର୍ଜ ଲାଗିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା ହୋଇଥିଲା। […]

new delhi
‘ଭାଇ, ମୁଁ ମରିବାକୁ ଯାଉଛି...ମୋ ପରିବାର ଓ ଛୁଆଙ୍କ ଧ୍ୟାନ ରଖିବ’

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଣୀ ଝାନ୍ସି ରୋଡ୍‌ ସ୍ଥିତ ଅନାଜ୍‌ ମଣ୍ଡି ଅଞ୍ଚଳରେ ଥିବା ଏକ ଚାରି ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳୁ ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ସବୁଠାରୁ ବଡ଼ କଥା, ଯେଉଁ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା ସେହି ସମୟରେ ଅଧିକାଂଶ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଶୋଇଥିଲେ। ମୃତ ଶ୍ରମିକଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମୁଶରଫ୍‌ ଅଲୀ ନାମକ ଜଣେ ବ୍ୟକ୍ତି ଥିଲେ। ସେ ୟୁପିର ବିଜ୍‌ନୌର୍‌ […]

tiger
ଚିତା ଠାରୁ ଜୀବନ ରକ୍ଷା ପାଇଁ ଛୁଆ ‘ନ୍ୟାଲା’ର ସଂଘର୍ଷ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:  ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସ୍‌ନାଲ୍‌ ପାର୍କରେ ସଫାରୀ ଗାଇଡ୍‌ ପକ୍ଷରୁ ଏକ ଭିଡିଓ ଜାରି ହୋଇଛି। ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ଦେଖିବାକୁ ମିଳିଛି-ଏକ ଛୁଆ ନ୍ୟାଲା(ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଥିବା  ଏକ ପ୍ରଜାତି) ଚିତା ବାଘ ଠାରୁ ବର୍ତ୍ତିବା ପାଇଁ ତାକୁ ବାରମ୍ବାର ଆଘାତ କରୁଛି। ଏହି ଭିଡିଓ ଏଣ୍ଡ୍ରି ଫୋରୀ (Andre Fourie) ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ କରିଛନ୍ତି। ଫୋରୀ ଏହି ଭିଡିଓ ଟ୍ୱିଟ କରି ଜଣାଇବାକୁ ଚାହିଁଛନ୍ତି, […]

hockey
ତ୍ରିରାଷ୍ଟ୍ରୀୟ ମହିଳା ଜୁନିୟର ହକି ଟୁର୍ଣ୍ଣାମେଣ୍ଟ ଜିତିଲା ଭାରତ

କ୍ୟାନବେରା (ଅଷ୍ଟ୍ରେଲିଆ): ଭାରତୀୟ ଜୁନିୟର ମହିଳା ହକି ଟିମ୍ ରବିବାର ଏଠାରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧-୨ରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହି ଭାରତ ଏହି ତିନି ଦେଶକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଜିତି ନେଇଛି। ଭାରତ ଚାରୋଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି। ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟ ୪ଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି, କିନ୍ତୁ ଭାରତ ଉନ୍ନତ ଗୋଲ୍ ବ୍ୟବଧାନ କାରଣରୁ ଶୀର୍ଷ […]

soyabean
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ଖାଆନ୍ତୁ ‘ସୋୟାବିନ୍‌’

ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ୍‌ ଲାଭଦାୟକ। ଡାକ୍ତର ବି ଡାଇବେଟିସ୍‌ ରୋଗୀଙ୍କୁ ଡାଏଟ୍‌ରେ ସୋୟାବିନ୍‌ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍‌ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍‌ ମାଧ୍ୟମରେ ସୋୟାବିନ୍‌ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ। ଡାଇବେଟିସ୍‌ ଶରୀରରେ […]

fireman
୧୧ ଜଣଙ୍କ ଜୀବନ ବଞ୍ଚାଇଲେ ଏହି ‘ହିରୋ’ ଫାୟାର୍‌ମ୍ୟାନ୍‌

ନୂଆଦିଲ୍ଲୀ: ନିଜ ଜୀବନକୁ ପାଣି ଛଡ଼ାଇ ୧୧ ଜଣଙ୍କ ଜୀବନ ବଞ୍ଚାଇଥିବା ଫାୟାର୍‌ମ୍ୟାନ୍‌ ରାଜେଶ ଶୁକ୍ଲାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦିଲ୍ଲୀର ଅନାଜ୍‌ ମଣ୍ଡି ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡ ପରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଥମେ ନିଆଁ ଲାଗିଥିବା ଅଞ୍ଚଳକୁ ପ୍ରବେଶ କରିଥିବା ଦିଲ୍ଲୀ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମଧ୍ୟରୁ ରାଜେଶ ଶୁକ୍ଲା ଥିଲେ ଅନ୍ୟତମ। ନିଆଁ ଭିତରେ ପଶି ସେ ମରଣ ମୁହଁରୁ ୧୧ଜଣଙ୍କ ଜୀବନ ଫେରାଇ ଆଣିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ […]

auto
ଏବେ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣାରେ ଘରେ ଛାଡ଼ିବ ପୁଲିସ୍‌

ବେଙ୍ଗାଲୁରୁ: ଟିକେ ବିଳମ୍ବିତ ରାତି ହୋଇଗଲେ ଘର ହେଉ ଅବା ଅନ୍ୟ କୌଣସି ସ୍ଥାନକୁ ଯିବାକୁ ଅସୁବିଧା ହୋଇଥାଏ। ଏଣିକି ଏଥିପାଇଁ ଆପଣଙ୍କୁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏବେ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣାରେ ଘର ଛାଡ଼ିବ ପୁଲିସ୍‌। ଅର୍ଥାତ୍‌ ଏହି ସମୟ ସୀମା ମଧ୍ୟରେ ଯଦି କୌଣସି ମହିଳା କୌଣସି ସ୍ଥାନକୁ ଯିବାକୁ ଚାହୁଁଛନ୍ତି ପୁଲିସ୍ ନେବା ଆଣିବା ବ୍ୟବସ୍ଥା କରିବ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ […]

jio
ଜାଣନ୍ତୁ ଜିଓର ଏହି ନୂଆ Tariff ପ୍ଲାନ୍‌ ସମ୍ପର୍କରେ...

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ନୂଆ Tariff plans ଡିସେମ୍ବର ୬ ରୁ ଲାଗୁ ହୋଇଛି। ଏହାପୂର୍ବରୁ କମ୍ପାନୀ ଏହାର ନୂଆ ପ୍ଲାନ୍‌ All-in-one plan ଘୋଷଣା କରିଥିଲା। ଏହି ନୂଆ Tariff plan ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାରେ ଉପଲ୍ଲବ୍ଧ। ୧୯୯ ଟଙ୍କାର ପ୍ଲାନ୍‌…. ଏହି ପ୍ଲାନ୍‌ର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଛି। ଏହି ସମୟ ସୀମା ଭିତରେ ଆପଣ ଯେକୌଣସି ଜିଓ ନେଟ୍‌ୱର୍କକୁ ମାଗଣାରେ ଫୋନ୍‌ କରିପାରିବେ। ଅନ୍ୟ ନେଟ୍‌ୱର୍କକୁ ଫୋନ୍‌ […]

nawazuddin
ନୱାଜୁଦ୍ଦିନ୍‌ଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସୀ ସିଦ୍ଦିକିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା। ଗତ ୮ ବର୍ଷ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ପୁନେର ଏକ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଏବେ ନୱାଜୁଦ୍ଦିନ୍‌ ଏକ ସୁଟିଂ ପାଇଁ ଭାଇ ଫୈଜୁଦ୍ଦିନ୍‌ଙ୍କ ସହ ଆମେରିକା ଗସ୍ତରେ ଅଛନ୍ତି। ଗତ ବର୍ଷ ଅକ୍ଟୋବରରେ ନୱାଜ୍‌ ତାଙ୍କ ଭଉଣୀ ସାୟମାଙ୍କ ସମ୍ପର୍କରେ […]