• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rakhi
ରାକ୍ଷୀ ଦେଲେ କରୋନା ଟିପ୍ସ

ମୁମ୍ବାଇ: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଏଭଳି ସ୍ଥିତିରେ ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ ? କ’ଣ କ’ଣ ସତର୍କତା ଓ ପଦକ୍ଷେପ ଗ୍ରହଣ କରିବେ ? ସେନେଇ ଲୋକଙ୍କୁ ସଚେତନତା କରାଯାଉଛି। ଅନେକ ସେଲେବ୍ରିଟି ମଧ୍ୟ କରୋନାଠୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରୟାସ କରୁଛନ୍ତି। ଏସବୁ ଭିତରେ ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ କରୋନାକୁ ନେଇ ଚିନ୍ତା ପ୍ରକଟ କରିବା […]

petrol pump
ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର। କାହିଁକି ନା ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଲିଟର ପିଛା ୩ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଇଥିବା ସତ୍ତ୍ୱେ ଏହି ବର୍ଦ୍ଧିତ ଉତ୍ପାଦ ଶୁଳ୍କ ଲାଗୁ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ସ୍ୱତନ୍ତ୍ର ଉତ୍ପାଦ ଶୁଳ୍କ ଲିଟର ପିଛା ୨ରୁ ୮ଟଙ୍କାକୁ ବୃଦ୍ଧି କରାଯାଇଥିବା […]

hand-wash
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ କେମିତି ଧୋଇବେ ହାତ? ଜାଣନ୍ତୁ...

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ କେମିତି ଧୋଇବେ ହାତ ? ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏକ ଭିଡିଓ ଜାରି କରିଛି। ସାବୁନ କିମ୍ବା ହ୍ୟାଣ୍ଡ୍‌ୱାଶ୍‌ରେ କିଭଳି ଭାବରେ ହାତ ଧୋଇବେ, ସେନେଇ ୧୧ଟି ସୋପାନ ଏହି ଭିଡିଓରେ ଦର୍ଶାଯାଇଛି। ଏହି ୧୧ଟି ସୋପାନରେ ହାତ ଧୋଇ ଭିଡିଓରେ ଦେଖାଉଛନ୍ତି ନିଜେ WHO ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନମ୍। ହାତ ପାପୁଲି, ହାତର ପଛପଟ, ଆଙ୍ଗୁଳି ସନ୍ଧି ଏବଂ ନଖକୁ କେମିତି ଭଲରେ ସଫା […]

da-hike...
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ନୂଆଦିଲ୍ଲୀ:  କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର କ୍ୟାବିନେଟ୍‌ ଆଜି ଏହାକୁ ଅନୁମୋଦନ କରିଛି। ୪ ପ୍ରତିଶତ ଭତ୍ତା ବୃଦ୍ଧି ହେଲେ କେନ୍ଦ୍ର କର୍ମଚାରୀଙ୍କ ମାସିକ ଦରମା ୭୨୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇବ। ଚଳିତ ମାସ ଏହି ଟଙ୍କା ମିଳିବ। ସୂଚନାଥାଉ କି, ବର୍ଷକୁ ୨ ଥର […]

sensex
୪୫ ମିନିଟ୍ ପାଇଁ ଟ୍ରେଡିଂ ବନ୍ଦ

ନୂଆଦିଲ୍ଲୀ: ଗତକାଲି ପରି ଆଜି ମଧ୍ୟ ବି ଷ୍ଟକ୍‌ ମାର୍କେଟ୍‌ରେ କାରବାର ହ୍ରାସ ପାଇଛି। ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ୩ ହଜାରୁ ଅଧିକ ପଏଣ୍ଟ ଖସି ଆସିଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୯ହଜାର ତଳକୁ ଖସିଛି। ପରିସ୍ଥିତି ଏପରି ହୋଇଥିଲା ଯେ ୪୫ ମିନିଟ୍ ପାଇଁ କାରବାର ବନ୍ଦ ରହିଥିଲା। କିଛି ସମୟ ପରେ ଷ୍ଟକ୍‌ ମାର୍କେଟରେ ସୁଧାର ଆସିଥିଲା ଓ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ୨ହଜାର […]

trump-1
ହ୍ୟାଣ୍ଡ୍‌ଶେକ୍‌ ବଦଳରେ ଏବେ ନମସ୍କାର ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ଶେଷରେ ବିଶ୍ୱ ବୁଝିଲା ଭାରତୀୟ ସଂସ୍କୃତିର ମହତ୍ୱ। କରୋନାଠୁ ଦୂରେଇ ରହିବା ପାଇଁ ଏବେ ସମସ୍ତଙ୍କୁ ନମସ୍କାର। ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଯୋଗୁ ଚାରିଆଡ଼େ ଭୟର ବାତାବରଣ ଦେଖା ଦେଇଛି। ଏନେଇ ପରସ୍ପର ସହ ହାତ ନ ମିଳାଇବାକୁ ଆଡଭାଇଜରି ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶର ନେତାମାନେ ପରସ୍ପରକୁ ନମସ୍କାର କରି ଅଭିନନ୍ଦନ କରୁଥିବା ଦେଖିବାକୁ ମିଳିଛି। ଆମେରିକା ଗସ୍ତରେ ଆସିଥିବା ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭାରାଦକର୍‌, ରାଷ୍ଟ୍ରପତି ଡୋନାଲ୍ଡ […]

sensex down
ଗୋଟିଏ ମିନିଟ୍‌ରେ ଉଡ଼ିଗଲା ୬ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଗୋଟିଏ ମିନିଟ୍‌ରେ ଉଡ଼ିଗଲା ନିବେଶକଙ୍କ ୬ ଲକ୍ଷ କୋଟି ଟଙ୍କା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭାଇରସ୍‌କୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ଷ୍ଟକ୍‌ ମାର୍କେଟ ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ଷ୍ଟକ୍‌ ମାର୍କେଟ୍‌ରେ କାରବାର ଆରମ୍ଭ ହେବା ପରେ ଷ୍ଟକ୍‌ ମାର୍କେଟ୍‌ ଲଗାତର ଖସିବାକୁ ଲାଗିଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ୧୮୨୧ ପଏଣ୍ଟ ଖସି ୩୩ ହଜାର ୮୭୬ରେ ପହଞ୍ଚିଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ […]

jhilik
ବିବାହ କଲେ ଝିଲିକ୍‌ !

ଭୁବନେଶ୍ୱର: ବାହା ହୋଇଗଲେ କି ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ? ଓଲିଉଡ୍‌ର ଏହି ଚୁଲ୍‌ବୁଲି ନାୟିକା ଜଣେ ରାଜନେତାଙ୍କୁ ନିଜ ଜୀବନସାଥୀ ଭାବେ ବାଛିଥିବା ଶୁଣିବାକୁ ମିଳୁଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଅଭିନେତ୍ରୀ ଝିଲିକ୍‌ ବିବାହ କରିଥିବା ନେଇ କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ବିବାହ ବେଦୀରେ ଝିଲିକ୍‌ଙ୍କ ମଥାରେ ପ୍ରୀତିରଞ୍ଜନ ସିନ୍ଦୂର ପିନ୍ଧାଉଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଫଟୋରେ ପ୍ରୀତିରଞ୍ଜନ ଘଡେଇଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ […]

health minister
କରୋନାରେ ଆକ୍ରାନ୍ତ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ, ରହୁଛନ୍ତି ଅଲଗା

ଲଣ୍ଡନ: ଚୀନର ଉହାନରୁ ବ୍ୟାପିଥିବା ପ୍ରାଣଘାତୀ କରୋନା ଭାଇରସ୍‌ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ସାରା ବିଶ୍ୱରେ ୪ ହଜାରରୁ ଅଧିକ ଲୋକ ଏହି କରୋନା ଭାଇରସରେ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷେରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ‌ଅଛନ୍ତି। ଏବେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ତଥା କନଜରଭେଟିଭ୍‌ ପାର୍ଟିର ସାଂସଦ ନଦୀନ ଡୋରିସ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟରେ ତାଙ୍କ ଶରୀରରେ କରୋନା ଭାଇରସ ରହିଥିବା ସ୍ପଷ୍ଟ ହୋଇଛି। ଫଳରେ ସେ […]

temple
ମନ୍ଦିରରେ ଶିବଲିଙ୍ଗଙ୍କୁ ପିନ୍ଧାଗଲା ମାସ୍କ, ପୁରୋହିତ କହିଲେ....

ବାରଣାସୀ: ଚୀନରେ ମହାମାରୀ ରୂପ ନେଇଥିବା କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  କରୋନାଠାରୁ ଦୂରେଇ ରହିବାକୁ ହେଲେ ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସଚେତନତା। ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି। ସେପଟେ କରୋନା ଭାଇରସ୍‌ରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ମାସ୍କ ଓ ସାନିଟାଇଜର୍ସର ବ୍ୟବହାର କରୁଛନ୍ତି। ଏସବୁ ଭିତରେ ସୋଶାଲ୍‌ ମିଡିଆରେ […]

congees
ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍‌- “ଆପଣ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ବ୍ୟସ୍ତ, ସେପଟେ...”

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଏକ ନିର୍ବାଚିତ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବାବେଳେ ଆନ୍ତର୍ଜାତିକ ବଜାରରେ ତୈଳଦର ୩୫ ପ୍ରତିଶତ ହ୍ରାସ ପାଇବା ଘଟଣାକୁ ଅଣଦେଖା କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଧାସଳଖ ଟାର୍ଗେଟ୍‌ କରି ରାହୁଲ ଗାନ୍ଧି କହିଛନ୍ତି, “ଯେତେବେଳେ ଆପଣ ଏକ ନିର୍ବାଚିତ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି […]

Jyotiraditya Scindia's Son
“କ୍ଷମତା ପାଇଁ ମୋ ପରିବାର ଲାଳାୟିତ ନୁହଁନ୍ତି”

ଭୋପାଳ: ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ନିଷ୍ପତ୍ତିକୁ ତାଙ୍କର ପୁଅ ମହାନଆର୍ଯ୍ୟମନ୍‌ ସିନ୍ଧିଆ ସ୍ୱାଗତ ଜଣାଇଛନ୍ତି। ତାଙ୍କ ପରିବାର କେବେବି କ୍ଷମତା ପାଇଁ ଲୋଭ କରି ନାହାନ୍ତି ବୋଲି ଆର୍ଯ୍ୟମନ୍‌ କହିଛନ୍ତି। ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡ଼ିବା ନିଷ୍ପତ୍ତିକୁ ଆର୍ଯ୍ୟମନ୍‌ ସ୍ୱାଗତ ଜଣାଇବା ସହ ଟ୍ୱିଟ୍‌ କରି ଏହାର ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, “ମୁଁ ମୋ ବାପାଙ୍କ ପାଇଁ ଗର୍ବିତ, କାରଣ ସେ ନିଜ ପାଇଁ ଛିଡ଼ା ହୋଇଛନ୍ତି। ମୋ ପରିବାର […]

petrol pump
କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ହ୍ରାସର ପ୍ରଭାବ ଏବେ ଭାରତୀୟ ବଜାରରେ ପଡ଼ିଛି। ଆଜି ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ଧରଣର ହ୍ରାସ ଘଟିଥିବା ରେକର୍ଡ କରାଯାଇଛି। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୨ଟଙ୍କାରୁ ଅଧିକ ହ୍ରାସ ଘଟିଥିବା ଜଣାପଡ଼ିଛି। ଆଜି ପେଟ୍ରୋଲ ଦର ୨ ଟଙ୍କା ୬୯ ପଇସା ହ୍ରାସ ଘଟି ପ୍ରତି ଲିଟର ୭୦.୨୦ ଟଙ୍କା ହୋଇଥିବାବେଳେ ଡିଜେଲ ୨ ଟଙ୍କା ୩୩ […]

mp
ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ: ବିଧାୟକଙ୍କୁ ଅନ୍ୟତ୍ର ସିଫ୍ଟ କଲା ବିଜେପି

ଭୋପାଳ: ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୧ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବାପରେ କଂଗ୍ରେସ ନେତୃତ୍ୱାଧୀନ କମଲନାଥ ସରକାରଙ୍କ ପ୍ରତି ଅଡ଼ୁଆ ବଢ଼ିଛି। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସରୁ ଇସ୍ତଫା ଦେବାପରେ ଜ୍ୟୋତିରାଦିତ୍ୟ ଏବେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ଜ୍ୟୋତିରାଦିତ୍ୟଙ୍କ ଇସ୍ତଫାକୁ କଂଗ୍ରେସର ୨୧ ଜଣ ବିଧାୟକ ସମର୍ଥନ ଜଣାଇଛନ୍ତି। ଆହୁରି ମଧ୍ୟ ଣୁଣିବାକୁ ମିଳୁଛି ଯେ, ଖୁବ୍‌ ଶୀଘ୍ର କଂଗ୍ରେସରୁ […]

5g-dmartphone
ଶସ୍ତାରେ କିଣନ୍ତୁ ଏହି ନୂଆ 5G ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଭାରତରେ ଶସ୍ତାରେ ମିଳୁଛି 5G ସ୍ମାର୍ଟଫୋନ୍‌ IQOO 3। ଅନ୍‌ଲାଇନ୍‌ ସପିଂ ସାଇଟ୍‌ flipkartରେ ଆପଣ ଏହି ସୁବିଧା ପାଇପାରିବେ। କମ୍ପାନୀ ପକ୍ଷରୁ ଏହି 5G ସ୍ମାର୍ଟଫୋନ୍‌ 8GB+128GB Variant ର ମୂଲ୍ୟ ୩୬,୯୯୦ଟଙ୍କା, 8GB+256GB Variant ର ମୂଲ୍ୟ ୩୯,୯୯୦ ଟଙ୍କା, 12GB+256GB Variant ର ମୂଲ୍ୟ ୪୪,୯୯୦ ଟଙ୍କା ରଖାଯାଇଛି। କିନ୍ତୁ ଆପଣ ଯଦି ଏହି ସ୍ମାର୍ଟଫୋନ୍‌କୁ flipkartରେ କିଣିବେ, ତା’ହେଲେ ଆପଣ ଏକ୍ସକ୍ଲ୍ୟୁସିଭ୍‌ ଅଫର ପାଇପାରିବେ। flipkart ପକ୍ଷରୁ ଦିଆଯାଇଥିବା ସୂଚନା […]

sensex
ଷ୍ଟକ୍‌ ମାର୍କେଟରେ କରୋନା ଭୟ

ନୂଆଦିଲ୍ଲୀ: କରୋନା ଭୟ ଯୋଗୁ ଷ୍ଟକ୍‌ ମାର୍କେଟରେ କାରବାର ପ୍ରଭାବିତ ହୋଇଛି। ଆଜି କାରବାର ଆରମ୍ଭରୁ ଷ୍ଟକ୍‌ ମାର୍କେଟ ପ୍ରାୟ ୪ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ୧୭୧୮ ପଏଣ୍ଟ ଖସି ୩୫ ହଜାର ୮୫୭ ପଏଣ୍ଟରେ ପହଞ୍ଚିଥିଲା। ସେହିପରି Nifty ସୂଚକାଙ୍କ ମଧ୍ୟ ହ୍ରାସ ପାଇଛି। କରୋନା ଭୟ ଯୋଗୁ ନିବେଶକ ମାନେ ଷ୍ଟକ୍‌ ମାର୍କେଟ ଉପରେ ଆସ୍ଥା ହରାଉଛନ୍ତି। ଖାଲି ଷ୍ଟକ୍‌ ମାର୍କେଟ୍‌ ନୁହେଁ କରୋନା ଯୋଗୁ ତୈଳଦର […]

radha
ଦୋଳ ମଣ୍ଡପରେ ରାଧାକୃଷ୍ଣଙ୍କୁ ଦର୍ଶନ କରନ୍ତୁ

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୯ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

pulwama attack
ପୁଲ୍‌ୱାମା ଆକ୍ରମଣ: ବୋମା ପାଇଁ ଏହି ଅନ୍‌ଲାଇନ୍‌ ସାଇଟ୍‌ରୁ ଆସିଥିଲା କେମିକାଲ୍‌ !

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଗତକାଲି ଆଉ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏମାନଙ୍କୁ ଗିରଫ ପରେ ଏକ ବଡ଼ ଖୁଲାସା ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ବିସ୍ଫୋରଣରେ ବ୍ୟବହୃତ ଆଇଡି ତିଆରି କରିବା ପାଇଁ ଆବଶ୍ୟକ କେମିକାଲ ଅନ୍‌ଲାଇନ୍‌ରେ ଆମାଜନ୍‌ରୁ କିଣିଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି। ଗିରଫ ଦ୍ୱୟ ହେଲେ- ଶ୍ରୀନଗର ବାଗ୍‌-ଏ-ମେହତାବ ଅଞ୍ଚଳର ୱାଇଜ୍‌-ଉଲ୍‌-ଇସ୍‌ଲାମ୍‌(୧୯), ପୁଲ୍‌ୱାମା ହକରୀପୁରା […]

crow
କାଉକୁ ଖାଇବାକୁ ଦିଅନ୍ତୁ

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୭ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

accident
ସ୍କର୍ପିଓ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଚାଲିଗଲା ୧୧ ଜୀବନ

ମୁଜାଫରପୁର: ବିହାରର ମୁଜାଫରପୁର ନିକଟ ଜାତୀୟ ରାଜପଥ-୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କାଣ୍ଟି ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଗତକାଲି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବରପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

fever
ଋତୁକାଳୀନ ଜ୍ୱର ନା କରୋନା ? କେମିତି ଜାଣିବେ ?

ଚୀନରେ ମହାମାରୀ ରୂପ ନେଇଥିବା କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନାଠାରୁ ଦୂରେଇ ରହିବାକୁ ହେଲେ ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସଚେତନତା। କରୋନା ପ୍ରତି କିପରି ସତର୍କ ରହିବ ସେ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। କରୋନା ଭାଇରସ୍‌ର ମହାମାରୀ ରୂପ ଦେଖି ସାଧାରଣ ଜ୍ୱର ବା କାଶ ହେଲେ ଲୋକେ ଡରି […]