ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଆଜି ୨୦୨୧ ମସିହା, ନଭେମ୍ବର ମାସ ୩୦ ତାରିଖ, ମଙ୍ଗଳବାର, ବିଛା ୧୫ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଏକାଦଶୀତିଥି, ହସ୍ତାନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର, ମକର ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର, ଶିମ୍ବ, ଆମିଷ ନ ଖାଇଲେ ଭଲ, ପର୍ବଦିନ-ଆଜି ଉତ୍ପନା ଏକାଦଶୀ ।ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ନୂଆ ମାରାତ୍ମକ କରୋନା ଭାରିଆଣ୍ଟ୍ର ନାମ ଓମିକ୍ରନ୍ କାହିଁକି ? କେଉଁ ଆଧାରରେ ଏହି ନମା ଦିଆଯାଇଛି ।
ଆମ ଅଜାଣତରେ ବେଳେ ବେଳେ ଅନେକ ଡାଟା ହ୍ୱାଟ୍ସଆପ୍ରୁ ଡିଲିଟ୍ ହୋଇଯାଏ। ଏଥିରେ ମଧ୍ୟ ଥାଏ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ତେବେ ଜାଣନ୍ତୁ ସେହି ଉପାୟ କିପରି ଫେରିପାଇବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍।
ମହିଳାଙ୍କ ନାମରେ ଆସିଥିଲା ମିଛ ଅଭିଯୋଗ। ବାହାନା କରି ଛୁଟି ନେଇଥିବା କୁହାଯାଇଥିଲା। ଏହା ପରେ ଏହି ମହିଳା ଛାଡି ଦେଇଥିଲେ ପୁଲିସ୍ ଚାକିରି। ଏବେ ସୋସିଆଲ ମିଡିଆରେ ନିଜ ଚେହେରାର ଯାଦୁରେ ଉଡଉଛନ୍ତି ଲୋକଙ୍କ ହୋସ୍ ଆଉ କମଉଛନ୍ତି ଢେର ଟଙ୍କା।
ଏକା ଥରକେ ଖାଇଗଲେ ୭ ଜଣଙ୍କ ଖାଦ୍ୟ। ଏତେ ଖାଇ କେମିତି ହଜମ କରନ୍ତି ବୋଲି ପଚାରିବାରୁ କହିଲେ ଏହି ଉପାୟ…
ଦ୍ୱିତୀୟ ଭାଗରେ ୩ଟି ଏବଂ ତୃତୀୟ ଭାଗରେ ୫ଟି ଓ୍ୱିକେଟ୍ ନେଇଥିଲେ ହେଁ ଟିମ୍କୁ ଜିତାଇ ପାରି ନ ଥିଲେ । ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତ ୨୩୪/୭ ରନ୍ରେ ପାଳି ସମାପ୍ତି ଘୋଷଣା କରିଥିଲା ।
ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କୋଉ ବାପା-ମା ବା ଚିନ୍ତିତ ନୁହନ୍ତି। ତେବେ ଏଠି ଜାଣନ୍ତୁ, ଶିଶୁକୁ ବାହ୍ୟ ସଂକ୍ରମଣରୁ ବଞ୍ଚାଇବା ପାଇଁ କ’ଣ କୁହନ୍ତି ପୁଷ୍ଟି ବିଜ୍ଞାନୀ ଜ୍ୟୋତ୍ସ୍ନା ମହାପାତ୍ର।
ଟ୍ୱିଙ୍କିଲ୍ ଖାନ୍ନା ଦିନେ ସାଜିଥିଲେ କୁଲି। ସେ ତାଙ୍କ ଷ୍ଟାର୍ ମା’ ଡିମ୍ପଲ୍ କପାଡିଆଙ୍କ ପାଇଁ ସାଜିଥିଲେ କୁଲି। ତାଙ୍କୁ କହୁଥିଲେ ରାଣୀ ସାହେବା। ଜାଣନ୍ତୁ ପୂରା କାହାଣୀ…
ନୂତନ ଭାରିଆଣ୍ଟ୍ ଅଧିକ ସଂକ୍ରାମକ ହୋଇଥିବା ସୂଚନା ମିଳିଛି । ଏହି ଭ୍ୟାରିଆଣ୍ଟ କକଟେଲ ଆଣ୍ଟିବଡ଼ିକୁ ବି ପ୍ରତିହତ କରିବାର କ୍ଷମତା ରଖେ ବୋଲି ଆଶଙ୍କା କରାଯାଉଛି ।
ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରାୟତଃ ଶୁଭ ଫଳ ନେଇ ଆସିଛି । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଚଳିତ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...
କୋଭିଡ୍ ପରେ ଏବେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ଭୟ । ଯାହାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି । ଓମିକ୍ରନ ବାବଦରେ ଏବେ ଯାଏଁ ନିର୍ଦ୍ଦିଷ୍ଟ ତଥ୍ୟ ମିଳିନଥିବା ବେଳେ ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ବିଲ୍ ପାରିତ ହେବା ପୂର୍ବରୁ କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ କୃଷି ଆଇନ୍ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ ହଲ୍ଲା କରିଥିଲେ। ଫଳରେ ଗୃହ ଅଚଳ ହୋଇଯାଇଥିଲା।
ପନିପରିବା ଓ ଫଳରେ ଆର୍ଟ କରି ଚର୍ଚ୍ଚାରେ ଯୁବକ । ଜାପାନର ଜଣେ କଳାକାର ଗାକୁ ଫଳ ଓ ପନିପରିବାରେ ଭଳିକି ଭଳି ନିଆରା କଳାକୃତି କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଗାକୁ ଫଳ ଏବଂ ପରିବାରେ ନିଜ ଚମତ୍କାର ଚିତ୍ରକଳା କରନ୍ତି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଜିଓର ୧୨୯ ଟଙ୍କାର ଅନଲିମିଟେଡ୍ ପ୍ଲାନ୍ ପାଇଁ ବର୍ତ୍ତମାନ ଗ୍ରାହକଙ୍କୁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏହି ଯୋଜନାରେ ଗ୍ରାହକଙ୍କୁ ମାସିକ ତଥ୍ୟ ସହିତ ଅନଲିମିଟେଡ୍ କଲିଂ ସହିତ ୩୦୦ SMS ଦିଆଯାଉଛି । ଜିଓର ୧୨୯ର ଯୋଜନା ମଧ୍ୟ ୨୮ ଦିନର ବୈଧତା ସହିତ ଆସିଥାଏ ।
ରିପୋର୍ଟ ନେଗେଟିଭ୍ ଆସିଲେ ବି ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ । ଅଷ୍ଟମ ଦିନରେ ପୁଣି କୋଭିଡ୍ ଟେଷ୍ଟ୍ କରିବେ । ସେତେବେଳେ ମଧ୍ୟ ନେଗେଟିଭ୍ ଆସିଲେ ଆଉ ୭ ଦିନ ସେଲ୍ଫ ମନିଟରିଂ ବା ନିଜ ଅନୁଧ୍ୟାନରେ ରହିବେ
ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୯ତାରିଖ, ସୋମବାର, ବିଛା୧୪ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ,ଦଶମୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,କଳମଶାଗ ନ ଖାଇଲେ ଭଲ । ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସଂସଦ ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି | ତେବେ ଏଥର ସଂସଦର ଶୀତକାଳୀନ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।କାରଣ ସରକାର ତିନିଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ, ଯଦ୍ୱାରା ଗୃହରେ ଜୋରଦାର ବିତର୍କ ହେବାର ସମ୍ଭାବନା ରହିଛି।
କେହି ଯଦି ଝିଅ ତୁଳନାରେ ମା’କୁ ଅଧିକ ସୁନ୍ଦର କୁହେ ତେବେ କୋଉ ଝିଅ ବା ଖୁସି ନ ହେବ! କିନ୍ତୁ ଏମିତି କିଛି ଝିଅ ବି ଅଛନ୍ତି ଯେଉଁମାନେ ଏହାକୁ ସହଜେ ହଜମ କରିପାରନ୍ତି ନାହିଁ। ସେମିତି ଏକ ଝିଅ କ୍ଷେତ୍ରରେ ଦେଖାଦେଇଛି, ଯିଏ ମା’ର ସୌନ୍ଦର୍ଯ୍ୟକୁ ନେଇ ଈର୍ଷାରେ ଜଳୁଛି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛନ୍ତି ମାୟାବୀ ନାରୀ। ପୌରାଣିକର କାହାଣୀ ପରି ସେ ବି ନିମିଷକେ ବଦଳେଇ ଦେଇ ପାରୁଛନ୍ତି ନିଜ ରୂପ। ଆପଣ ବି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ।
ଜଣେ ନାରୀର ମା’ ହେବାର ଯନ୍ତ୍ରଣାକୁ ଆଉ ବା କିଏ କିପରି ଅନୁଭବୀ ପାରିବ। ଏହି ସମୟରେ ଜଣେ ନାରୀ ଯାହା ସହିଥାଏ ତାହା ଦୁନିଆ ପାଇଁ ସବୁଠାରୁ ଶ୍ରେଷ୍ଠ ଅବଦାନ ବୋଲି କୁହାଯାଏ। କିନ୍ତୁ ଏହି ମହିଳା ଯାହା କିଛି କରିଛନ୍ତି ତାହା ଜାଣିଲେ ଆପଣ ତାବୁଜ୍ ହୋଇ ରହିଯିବେ।
ଅଗରତାଲା ମହାନଗର ନିଗମ ସମେତ ୧୪ଟି ପୌରାଞ୍ଚଳରେ ହୋଇଥିବା ଭୋଟ୍ରେ ଜନମତ ପୋଛିନେଲା ଭାରତୀୟ ଜନତା ପାର୍ଟି ।
ସତରେ ଡରାଇଲାଣି ତୃତୀୟ ଲହର ଆଶଙ୍କା । ଓମିକ୍ରନ ଭାରିଏଣ୍ଟ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ । ଡେଲ୍ଟା ଭାରିଏଣ୍ଟ ଠାରୁ ବି ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ସହଜରେ ସଂକ୍ରମିତ କରିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ।
କୁହାଯାଏ ମା’ ଗାଳି ଦାଣ୍ଡ ଧୂଳି। ଏଇଥିରେ ଥାଏ ସବୁ କିଛି। ମା’ର ମମତା, ସ୍ନେହ, ତାଗିଦ୍ ଆଉ ଦରଦ ଭରା ଭଲପାଇବା। ଅନୁପମ ଖେର୍ ହେଉଛନ୍ତି ସେଭଳି ଭାଗ୍ୟବାନ ବ୍ୟକ୍ତି ଯିଏ ଏବେ ବି ମା’ ଗାଳିକୁ ଗଣ୍ଠିକରି ରଖିଛନ୍ତି।