ଅହାନ ଶେଟ୍ଟୀ ଓ ତାରା ସୁତାରିଆଙ୍କ ଅଭିନୀତ ‘ତଡପ୍’ ବକ୍ସ ଅଫିସ୍ରେ ଧମାଲ କରିଚାଲିଛି। ଆଗଧାଡିର ଅଭିନେତାଙ୍କୁ ଟକ୍କର ଦେଇ ଭଲ ରୋଜଗାର କରିଚାଲିଛି।
କୁହାଯାଏ ଦୁବାଇଠାରୁ ସୁନ୍ଦର ସ୍ଥାନ ସାରା ପୃଥିବୀରେ ଆଉ କେଉଁଠାରେ ନାହିଁ । କିନ୍ତୁ ବର୍ତ୍ତମାନ ଦୁବାଇକୁ ଟକ୍କର ଦେବାରେ ଲାଗିଛି ହଲାଣ୍ଡର ଆଉ ଏକ ସହର । ଏଭଳି ଏକ ସହର ଯାହା ସୁନ୍ଦରତାର ପରିଭାଷା । ଏହି ସହରର ନାଁ ରଟରଡ୍ୟାମ୍ ।
ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଘରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଦେବା ,ପାରିବାରିକ ଅଶାନ୍ତି ଦେଖାଦେବା ଆଦି ବାସ୍ତୁ ଶାସ୍ତ୍ରର କାରଣ ହୋଇପାରେ । ତେବେ ବାସ୍ତୁ ଅନୁସାରେ ବିଭିନ୍ନ ଉପାୟର ସାମାଧାନ ହୋଇପାରିବ । ଚାଲନ୍ତୁ ଜାଣିବା ...
ଆଜି ୨୦୨୧ ମସିହା, ଡିସେମ୍ବର, ୬ ତାରିଖ, ସୋମବାର, ବିଛା, ୨୧ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ ,ତୃତୀୟା ତିଥି , ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ଶୋ’ ପାଇଁ ବିଦେଶ ବାହାରିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।
ଗୋଟିଏ ବିମାନରେ ଯାତ୍ରା କରନ୍ତି ପାଇଲଟ୍ ଓ କୋ-ପାଇଲଟ୍, କିନ୍ତୁ ଖାଆନ୍ତି ଅଲଗା ଅଲଗା ଖାଦ୍ୟ। ଏହା ପଛରେ ରହିଛି କି କାରଣ। ପଢନ୍ତୁ ଓ ଜାଣନ୍ତୁ…
ପ୍ରେମିକାଙ୍କ ମା’ଙ୍କୁ ଭେଟି ଆଶ୍ଚର୍ଯ୍ୟ ହେଇଗଲେ ଯୁବକ। କାରଣ ୨ ବର୍ଷ ପୂର୍ବରୁ ସେ ତାଙ୍କୁ ଭଲ ପାଉଥିଲେ। ସେବେବେଳେ ଯୁବକ ଜଣକ ୧୯ ବର୍ଷର ଥିବା ବେଳେ ମହିଳା ଜଣକ ୪୦ ବର୍ଷର ଥିଲେ।
ଜୁଗ୍ନୁ ଆହ୍ୱାନକୁ ଗ୍ରହଣ କରି ବାଦଶାହ ଗୀତରେ ଧୂଆଁଧାର ନାଚିଲେ ଡାକ୍ତରୀ ଛାତ୍ରୀ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେଉଥିବା ବେଳେ ଅନେକ ପ୍ରଶଂସା ସାଉଁଟିଛି।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।
ଏଫ୍ଆଇଏଚ୍ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍ରେ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମିଳିଥିବା ଅନେକ ସୁଯୋଗକୁ ହାତଛଡା କରି ବ୍ରୋଞ୍ଜ୍ ମେଡାଲ୍ ମ୍ୟାଚ୍ରେ ଫ୍ରାନ୍ସ ଠାରୁ ୩-୧ଗୋଲ୍ରେ ପରାଜୟ ସ୍ୱୀକାର କରିଛି ଭାରତ। ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଛି ।
ହଠାତ୍ ଦିନରେ ଅନ୍ଧାର ଛାଇଗଲା । ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା । ଲୋକ ଜୀବନ ବଂଚାଇ ଦୌଡିବାକୁ ଲାଗିଲେ । କେହି କିଛି ଭାବିବା ପୂର୍ବରୁ ଆରମ୍ଭ ହୋଇସାରିଥିଲା ଧ୍ୱଂସଲୀଳା ।
ଅପରେଟର ଥିଓରିରେ ପ୍ରଥମ ସିପ୍ରିଆନି ଫୋଏସ୍ ପୁରସ୍କାରରେ ସମ୍ମାନୀତ ହେଲେ ଭାରତୀୟ-ଆମେରିକୀୟ ଗଣିତଜ୍ଞ ନିଖିଲ ଶ୍ରୀବାସ୍ତବ। ଆମେରିକୀୟ ଗଣିତ ସୋସାଇଟି ଦ୍ୱାରା ମନୋନୀତ ହେଲେ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।
ଫିଲ୍ମ ‘ବବ୍ ବିଶ୍ୱାସ’ରେ ଅଭିଷେକ ବଚ୍ଚନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ସେ ଏଥିରେ ଜଣେ କିଲର୍ ଭୂମିକା ନିଭାଉଛନ୍ତି। ଏହା ସହିତ ଜଣେ ପତି ଓ ଜଣେ ପିତାର ଭୂମିକାକୁ ବାସ୍ତବତାର ସହିତ ଫୁଟେଇଛନ୍ତି ସେ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ବର୍ଡର ରୋଡ ଅର୍ଗାନାଇଜେସନ(BRO) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BRO ପକ୍ଷରୁ ଖାଲିପଡିଛି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।
ବଲିଉଡ୍ର ଏକ ଜଣାଶୁଣା ନାଁ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍, ଯିଏ ଶ୍ରୀଲଙ୍କାରୁ ଆସି ବଲିଉଡ୍ରେ ଜାଗା ମାଡି ବସିଛନ୍ତି। ତେବେ ଏହା କିପରି ସମ୍ଭବ ହେଲା? ଆସନ୍ତୁ ଜାଣିବା…
ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ଶାସ୍ତ୍ର ଅନୁସାରେ ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ । ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ । ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ ନିଶ୍ଚୟ କରିବା ଉଚିତ ।
ଦେଶ ୨ଜିରୁ ୪ଜିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିବା ବେଳେ ଆମେ ଅପ୍ଟିକାଲ୍ ଫାଇବର୍, କ୍ଲାଉଡ୍ ଏବଂ ଡାଟା ସେଂଟର ଭିତ୍ତିଭୂମି ଜରିଆରେ ଡିଭାଇସ୍ ଲାଗି ଏକ ସମାନ ସୁଲଭ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟାରେ ରହିଛୁ । ପରବର୍ତୀ ପଦକ୍ଷେପ ହେବ ମେସିନ୍, ଡିଭାଇସ୍ ଓ ଗାଡ଼ି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଯାହା ହେଉଛି ଇଟଂରନେଟ୍ ଅଫ୍ ଥିଙ୍ଗସ୍
ଦକ୍ଷିଣ ଓଡ଼ିଶାରେ ବର୍ଷା କମିଛି, ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିଛି । ଓଡ଼ିଶା ଉପକୂଳରେ ଆଜି ସଂଧ୍ୟା ଯାଏଁ ପବନ ବହିବ, ରାତିକୁ କମିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି ।
୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି ।
ଆମ ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ପର୍ଯ୍ୟଟନ ପାଇଁ ପ୍ରଯୁଜ୍ୟ । ସେ ମଧ୍ୟରୁ ଅନେକ ସ୍ଥାନଗୁଡିକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ସମ୍ଭବ ହୋଇପାରେ ନାହିଁ । ତେବେ ସେହିଭଳି ନିଜ ଭିତରେ ନିଆରା ସ୍ଥାନ ହେଉଛି ସାଉଥ୍ କୋରିଆର ଏକ ଆଇଲ୍ୟାଣ୍ଡ । ଯାହାକୁ କୁହାଯାଏ ପର୍ପଲ୍ ଆଇଲ୍ୟାଣ୍ଡ । ତେବେ ଏକ ଆଇଲ୍ୟାଣ୍ଡ ପର୍ପଲ କଲରର କେମିତି ଆଉ କାହିଁକି ହେଲା । କଣ ରହିଛି ଏହା ପଛରେ କାହାଣୀ ଓ ଇତିହାସ ।
ମନ୍ଦିରରୁ ଫେରୁଥିବା ସମୟରେ ବାଇକରେ ଥିବା ତିନି ଭାଇଭଉଣୀଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ । ମଧ୍ୟପ୍ରଦେଶର ଖିଲଚିପୁରରେ ଏହି ଦୁର୍ଘଟଣା ଘଟିଛି ।
ଯବାନଙ୍କ ସହ ରାତ୍ରି ଭୋଜନ କଲେ ଆଉ ଦେଶଭକ୍ତିର ଗୀତ ଶୁଣି ଭାବବିହ୍ୱଳ ହୋଇଗଲେ ଗୃହମନ୍ତ୍ରୀ ଅମିତ ଶାହ ।
ଶରୀର ପାଇଁ ଲାଭଦାୟକ ଅଟେ ଚକୋଲେଟ୍ । ବିଶେଷ କରି ହୃତପିଣ୍ଡ ପାଇଁ ଚକୋଲେଟ୍ ବହୁତ ଲାଭଦାୟକ ଅଟେ, ଶରୀରରେ କୋଲେଷ୍ଟ୍ରଲ୍ କମେଇବାରେ, ଡିପ୍ରେସନ୍ କମ୍ କରିଥାଏ ଚକୋଲେଟ୍ । ତେବେ ଚାଲନ୍ତୁ ଜାଣିବା ଡାର୍କ ଚକୋଲେଟର ଅନ୍ୟାନ ଲାଭଦାୟକ ଗୁଣ ବିଷୟରେ ....
ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ସଂକ୍ରମିତ ଯୁବକଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ ଓମିକ୍ରନର ଭୟ ସାରା ଦେଶରେ ଆତଙ୍କ ଖେଳାଇବାରେ ଲାଗିଛି। କେନ୍ଦ୍ର ପକ୍ଷରୁ ଏନେଇ ସତର୍କବାଣୀ ଜାରି କରାଯାଇଛି ।