୫ ବର୍ଷ ପୂର୍ବେ ୯ ବର୍ଷର ବାଳକର ଓଜନ ୧୨୭ କିଲୋଗ୍ରାମରୁ ଅଧିକ ଥିଲା। ୧୧ ବର୍ଷ ବେଳକୁ ଏହା ବୃଦ୍ଧି ପାଇ ୧୯୧ କେଜି ହୋଇଥିଲା। ବର୍ତ୍ତମାନ ତାଙ୍କୁ ୧୪ ବର୍ଷ ହୋଇଥିବା ବେଳେ ଓଜନ ହୋଇଛି ୮୨ କିଲୋଗ୍ରାମ। ଜାଣନ୍ତୁ କେମିତି ହେଲା ସମ୍ଭବ?
ଏଠି ଥଣ୍ଡାର ପ୍ରକୋପ ଏମିତି ଯେ ସବୁ କିଛି ବରଫ ପାଲଟି ଯାଉଛି। ଏହା ଛାଡୁନି କୌଣସି ପଶୁପକ୍ଷୀଙ୍କୁ ବି। ଏକ ହରିଣ ଚାଲୁଚାଲୁ ରାସ୍ତା ମଝିରେ ବରଫ ପାଲଟିଯାଉଥିବା ଦେଖାଯାଏ। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ନୂଆ ବର୍ଷରେ ଚାଷୀଙ୍କୁ ବଡ ଉପହାର । ଜାନୁୟାରୀ ୧, ୨୦୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ଦଶମ କିସ୍ତି ପ୍ରଦାନ କରାଯିବ ।
ସାମାନ୍ୟ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ୪୮,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୨୧୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ସୁନାର ଦାମ୍ ୪୭,୫୦୦ ଟଙ୍କା ଓ ୫୧,୮୦୦ ଟଙ୍କା ରହିଛି ।
ବକ୍ସ ଅଫିସ୍ରେ କମାଲ କରୁଛି 'ପୁଷ୍ପା: ଦି ରାଇଜ୍'। କରୁଛି ଦମଦାର ରୋଜଗାର। ନିକଟରେ ରଣବୀର ସିଂହଙ୍କ ଫିଲ୍ମ '83' ରିଲିଜ୍ ହୋଇଥିଲେ ବି ଏହା ମଧ୍ୟ ଅଲୁ ଅର୍ଜୁନଙ୍କ ଫିଲ୍ମର ରୋଜଗାର ଉପରେ କୌଣସି ପ୍ରଭାବ ପକେଇ ନାହିଁ।
ପ୍ରାଚୀନ ଦ୍ୱାରିକା ନଗର ଭଳି ଏକ ସହର ସମୁଦ୍ର ଭିତରେ ମିଳିଥିଲା । ସହରଟି ହେଉଛି ଆଟଲାଣ୍ଟିସ୍ ସହର । କୁହାଯାଏ ଏହି ସହର ବେଶ ଭବ୍ୟ ଥିଲା ଓ ଏହା ସମଗ୍ର ଏସିଆ ମହାଦେଶଠାରୁ ମଧ୍ୟ ବିଶାଳକାୟ ଥିଲା । ଏହି ସହର ସହ ଜଡିତ ଅନେକ କାହାଣୀ ପ୍ରଚଳିତ, ହେଲେ ବାସ୍ତବରେ କଣ କାରଣ ହୋଇପାରେ ଏହି ସହରର ବିଲୁପ୍ତିର ?
ବାଉଁଶ ଗଛ ସମସ୍ତଙ୍କର ପରିଚିତ ଗଛ ଅଟେ l ଏହି ଗଛଟି ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଦେଖା ଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ବାଉଁଶ ଉଦ୍ଭିଦ ବା ଗଛ ଜୀବନରେ ସକରାତ୍ମକତା ଏବଂ ସୁଖ-ସମୃଦ୍ଧି ଆଣିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ । ବାଉଁଶ ଗଛଘରେ କିମ୍ବା ଅଫିସରେ ରଖିଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
ବଲିଉଡ୍ଙ୍କ କିଙ୍ଗ୍ ଖାନ୍ କହିଲେ ଶାହରୁଖ ଖାନଙ୍କୁ ବୁଝାଏ। ସେ ବଲିଉଡ୍ରେ ନିଜ କ୍ୟାରିଅର୍ରେ ଅନେକ ସଫଳତା ପାଇଛନ୍ତି। ତାଙ୍କର ଏହି ସଫଳତାର ରହସ୍ୟ ସେ ଖୋଲିଛନ୍ତି। ଏନେଇ ସେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି।
ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ନିଆରା ଷ୍ଟାଇଲରେ ବାହା ହେବାକୁ ସମସ୍ତେ ଚାହିଁଥାନ୍ତି। କିଏ ଘୋଡା ଚଢି କନିଆଁ ଘରକୁ ଯାଇଥାଏ ତ ଆଉ କିଏ ଶାଶୁ ଘରକୁ ହେଲିକପ୍ଟରରେ ଯାଇଥାଏ। ଏବେ ଜାଣନ୍ତୁ କେମିତି ହୋଇଥାଏ ହେଲିକପ୍ଟର ବୁକିଂ?
ନୂଆବର୍ଷକୁ ନେଇ କାହିଁ କେତେ ଉତ୍ସାହ । କିଏ କେତେ ପ୍ରକାର ପ୍ଲାନ୍ ବି କରିଛନ୍ତି । ହେଲେ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ କହୁଛି ଏମିତି କଥା, ଯାହାକୁ ଶୁଣିଲେ କେହି ବି ଭୟଭୀତ ହୋଇଯିବ ?
ନମ୍ୱର ଓ୍ୱାନ୍ ଥିଲା ଗୁଗୁଲ୍। ହେଲେ ତାକୁ କାଟି ୧ ନମ୍ୱର ସ୍ଥାନରେ ପହଞ୍ଚିଛି ଟିକଟକ୍। ଖୁବ୍ କମ ଦିନ ଭିତରେ ଚୀନର ଏହି କ୍ଷୁଦ୍ର ଭିଡିଓ ଆପ୍ ସାରା ବିଶ୍ୱରେ ଏକ ନମ୍ୱର ହୋଇ ରେକର୍ଡ କରିଛି। ଜାଣନ୍ତୁ ଏହା ପଛରେ କିଏ?
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ ଆପଣ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ବୃତ୍ତିଗତ ଜୀବନରେ ନୂତନ ସୁଯୋଗ ପାଇବେ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଗତକାଲି ମଧ୍ୟ ରାତ୍ରରେ ଅଭିନେତା ସଲମାନ୍ଙ୍କୁ ସାପ କାମୁଡ଼ି ଦେଇଥିବା ସୂଚନା ମିଳିଛି।
କୁରକୁରେ ଏବଂ ନୁଡୁଲ୍ସ କାରଖାନାରେ ବଏଲର ଫାଟି ବିସ୍ଫୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।
ଘୁରୁରୀ ଆଙ୍କୁଛି ଭଳିକି ଭଳି ଚିତ୍ର । କେବଳ ଚିତ୍ର ଆଙ୍କୁଛି ତାହା ନୁହେଁ ବରଂ ସେଗୁଡିକୁ ପ୍ରାୟ ଲକ୍ଷାଧିକ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି ।
ଚାଇନା ସ୍ଥିତ ହୁନାନ ଅଞ୍ଚଳର ଜଣେ ମହିଳା ନିଜ ପୋଷା କୁକୁରକୁ ନିଜଠାରୁ ବି ଅଧିକ ଭଲପାଇଥାନ୍ତି । ଏମିତିକି ସେ ତାଙ୍କ କୁକୁରର ଜନ୍ମଦିନ ଉପଲକ୍ଷେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୬ ତାରିଖ, ରବିବାର, ଧନୁ ୧୧ ଦିନ, ପୌଷମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....
ବୟସ ସିନା ୬ ସେ କିନ୍ତୁ ୫କୋଟି ଟଙ୍କା ଘରର ମାଲିକାଣୀ। ଭାଇଭଉଣୀମାନେ ମିଶି ନିଜ ପକେଟ୍ ମନୀରୁ ଏହି ଘର କିଣିବାରେ ସଫଳ ହୋଇଛନ୍ତି।
କେଶ ଝାଡ଼ିବା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି । କେଶ ଝଡା ରୋକିବା ଏବଂ ଚିକିତ୍ସା କଥା ପଡିଲେ ଅନେକ ଲୋକ ନିଜର ଖାଦ୍ୟକୁ ଅଣଦେଖା କରୁଥିବାରୁ ଏହି ସମସ୍ୟା ଦେଖାଦେଇ ଥାଏ । ତେବେ ଚାଲନ୍ତୁ ଜାଣିବା କଣ ଖାଇଲେ ଚୁଟି ଝଡିବା କମ୍ ହୋଇଥାଏ । ସାମ୍ନାକୁ ଆସେ ।
ପୂର୍ବରୁ ଛପାଯାଉଥିବା ଶୂନ ଟଙ୍କିଆ ନୋଟ୍। ଏଥିରେ ବି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯାଇଥିଲା। ଏହା ଅନ୍ୟ ନୋଟ୍ ପରି ମଧ୍ୟ ଦେଖାଯାଉଥିଲା। କିନ୍ତୁ ଏହା କାହିଁକି ଛପା ହେଉଥିଲା ଜାଣନ୍ତୁ।
୫ ମିନିଟ୍ କରୁଥିଲେ ଅଫିସ୍ କାମ। ବାକି ସମୟ ଫିଲ୍ମ ଦେଖୁଥିଲେ ନଚେତ ଶୋଉଥିଲେ। ଏହା ସତ୍ୱେ ଦରମା ବଢି ବଢି ଚାଲିଥିଲା ଆଉ ପଦୋନ୍ନତି ମଧ୍ୟ। ଏହା କିପରି ସମ୍ଭବ ଆସନ୍ତୁ ଜାଣିବା।
ସୌର ପ୍ରଣାଳୀର ଗ୍ରହ ଗଠନ ବିଷୟରେ ଦୁଇ ପ୍ରକାରର ତତ୍ତ୍ୱ ଅଛି। ନୂଆ ତତ୍ତ୍ୱ କହୁଛି ଯେ ମିଲିମିଟର ଆକାରର ଖଣ୍ଡଗୁଡ଼ିକ ସୌର ପ୍ରଣାଳୀର ବାହ୍ୟ ଅଂଶରୁ ସୂର୍ଯ୍ୟ ଆଡକୁ ଆସିବା ଆରମ୍ଭ କଲା ଏବଂ ବାଟରେ ସେଗୁଡିକ ବଡ ହୋଇ ନବଜାତ ଗ୍ରହର ଆକାର ନେଲେ ଏବଂ ସୌର ପ୍ରଣାଳୀର ଭିତର ଭାଗରେ ପହଞ୍ଚିଲେ।
ମୁମ୍ବାଇରେ ଦିନକରେ ୭୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ୬ ମାସ ପରେ ମୁମ୍ବାଇରେ ଏହା ସର୍ବାଧିକ ସଂକ୍ରମଣ ସେହିପରି ମହାରାଷ୍ଟ୍ରରେ ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି। ଭାରତରେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହା ସତର୍କ ରହିବାର ସମୟ, ସାବଧାନ ରହିବା।