ରାଇପୁର: ଅନ୍ଧ ବିଶ୍ୱାସ କୁହ କିମ୍ବା ପୁତ୍ର ସନ୍ତାନର ମୋହ, ଆଧୁନିକ ମଣିଷକୁ ଉପହାସ କରୁଛି ଏଇ ଭାଇରାଲ ଭିଡିଓଟି। ଭିଡିଓଟି ଛତିଶଗଡର ପାରମ୍ପରିକ ପର୍ବର । ଏଠାରେ ଦେଖିବାକୁ ମିଳିଛି ପ୍ରାୟ ୨୦୦ରୁ ଅଧିକ ମହିଳା ତଳେ ଶୋଇଛନ୍ତି। ପୂଜକଙ୍କ ପରି ଦିଶୁଥିବା କିଛି ଲୋକ ସେମାନଙ୍କ ଉପରେ ଚଢି ଚଢି ଆସୁଛନ୍ତି। ଏପରି କରିବା ଦ୍ୱାରା ଗ୍ରାମଦେବୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସନ୍ତାନହୀନ ମହିଳାଙ୍କର ସନ୍ତାନପ୍ରାପ୍ତି ହୋଇଥାଏ। ବିଶେଷକରି ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ […]
ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଥିବା ମେଟ୍ରୋରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୪୦ ବର୍ଷୀୟ ଜଣେ ମହିଳାଙ୍କୁ ମେଟ୍ରୋ ଟ୍ରେନ୍ ଆସିବାର କିଛି ସମୟ ପୂର୍ବରୁ ଟ୍ରେନ୍ ଟ୍ରାକ୍କୁ ଧକ୍କା ଦେଇଥିଲେ। ଫଳରେ ମହିଳା ଜଣକ ଟ୍ରେନ୍ର ତଳକୁ ଆସିଯାଇଥିଲେ। ଏହି ଘଟଣାଟି ୧୪ ଷ୍ଟ୍ରୀଟ୍ ୟୁନିୟନ୍ ସ୍କୋୟାରର ମେଟ୍ରୋ ଷ୍ଟେସନ୍ରେ ଘଟିଥିବା ଜଣାପଡ଼ିଛି। ମହିଳାଙ୍କର ଭାଗ୍ୟ ତାଙ୍କୁ ସାଥ୍ ଦେଇଛି। ଟ୍ରେନ୍ର ଚକା ତଳକୁ ଆସିଯାଇଥିଲେ ମଧ୍ୟ ସେ […]
ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ କୋଭିଡ୍ରେ ଲକ୍ଷାଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ସହରରେ କୋଭିଡ୍ ନିୟମ ଲାଗୁ କରାଯାଉଛି। ଏହି ନିୟମ ଅନୁକରଣ କରି ବିଭିନ୍ନ ଦୋକାନ ଏବଂ ଶିଳ୍ପଅନୁଷ୍ଠାନ ଖୋଲାଯାଉଛି। ସବୁଠି ମାସ୍କ ପରିଧାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ନିକଟରେ ଦିଲ୍ଲୀରେ କାର ଚଳାଇବା ସମୟରେ ମାସ୍କ ଖୋଲିଲେ ୨୦୦ଟଙ୍କା ଜୋରିମନାର ନିଷ୍ପତ୍ତି ନିଆଯାଇଛି। ତେବେ ନିକଟରେ ସୋଶାଲ୍ […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ରାତାରାତି ସୁପର୍ ଷ୍ଟାର ପାଲଟି ଯାଇଥିଲେ। ସେହି ସମୟରେ ସେ ଲୋକଙ୍କ ଦ୍ୱାରା ଏତେ ଆଦୃତ ହୋଇଯାଇଥିଲେ ଯେ ତାଙ୍କର ଫିଲ୍ମ କ୍ୟାରିୟରେ ସେତିକି ହୋଇ ନ ଥିଲେ। ସୋନୁଙ୍କ ପାଇଁ ତାଙ୍କ ଫ୍ୟାନ୍ସମାନେ ଯେମିତି ପାଗଳ ହୋଇ ଯାଇଛନ୍ତି! ସୋନୁଙ୍କର ଏମିତି କିଛି ଫ୍ୟାନ୍ ଅଛନ୍ତି ଯେଉଁମାନେ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଏମିତି ଜଣେ ଫ୍ୟାନ […]
ନୂଆଦିଲ୍ଲୀ: ବର୍ଷ ୨୦୨୦ ପୃଥିବୀବାସୀଙ୍କ ପାଇଁ ବିପଦ ପରେ ବିପଦ ଆଣି ଦେଉଛି। କେତେବେଳେ ପାଗ ବିଗୁଡ଼ୁଛି ତ କେତେବେଳେ ଯୁଦ୍ଧ ପାଇଁ ପୋଡ଼ୋଶୀକୁ ନାଲି ଆଖି ଦେଖାଉଛି ପଡ଼ୋଶୀ। ସାରା ବିଶ୍ୱକୁ ଘାଣ୍ଟୁଛି କରୋନା। ପ୍ରତିଦିନ କୁଢ଼ କୁଢ଼ ଶବ ଯାଉଛି ମାଶାଣି। ଯୁଈର ଧୂଆଁରେ ଆକାଶ ବି ଆକ୍ତାମାକ୍ତା। ଏପରିସ୍ଥଳେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଶୁଣିଲେ ଚିନ୍ତା ଆହୁରି ବଢ଼ିଯାଉଛି। ବର୍ଷ ଶେଷ ବେଳକୁ ପୃଥିବୀ ପୃଷ୍ଠ ଆଡ଼କୁ ମାଡ଼ି ଆସୁଛି […]
ଋଷ୍: କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ଏବଂ ଗୋଟିଏ ଭଲ ବନ୍ଧୁ ଭାବେ ବିବେଚନା କରାଯାଏ। ଯାହାର ଉଦାହରଣ ଋଷ୍ରେ ଦେଖିବାକୁ ମିଳିଛି। ଋଷ୍ରେ ଗୋଟିଏ ଗର୍ଭବତୀ କୁକୁର ନିଜ ଜୀବନକୁ ବାଜିରେ ଲଗାଇ ଚାରିଜଣ ଲୋକଙ୍କ ଜୀବନ ବଞ୍ଚାଇଛି। ଏହି ସମୟରେ ସେ ନିଜେ ମଧ୍ୟ ଆହତ ହୋଇଛି। କୁକୁରଟିର ଦେହର କିଛି ସ୍ଥାନ ପୋଡ଼ି ଯାଇଛି। ସ୍ଥାନୀୟ ମିଡିଆ spbvasilek/vk.comର ରିପୋର୍ଟ ମୁତାବିକ ଋଷ୍ର ଏକ ଘରୋଇ ଧର୍ମଶାଳାରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଠାରେ […]
କେନ୍ଦ୍ରାପଡା: ଜଣେ ଡାକ୍ତର ଭାବେ ଅନେକ ଘଟଣା, ଦୁର୍ଘଟଣା ତାଙ୍କ ସ୍ମୃତିକୁ ଜୀବନ୍ତ କରି ରଖିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଟିଥିବା କେଇଟି ମୁହୂର୍ତ୍ତ ତାଙ୍କର ସାରା ଜୀବନର ସ୍ମୃତିକୁ କରିଛି ସତେଜ। ଆଜି ପରିଣତ ବୟସରେ ସେଇ ସ୍ମୃତିକୁ ରୋମନ୍ଥନ କରି ପୁଲକିତ ହୁଅନ୍ତି ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ। କେନ୍ଦ୍ରାପଡାରେ ରୁହନ୍ତି ଓଡ଼ିଆ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ। ଓଡ଼ିଶା ସହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସଂପର୍କ ନିଆରା। ଅନେକ […]
୨୬ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ଦୌଡ଼ରେ ସାମିଲ୍
ଆସାମ: ଆସାମର ସୋନତିପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବାଘ ତିନି ଜଣ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି। ଯାହାର ଭିଡିଓ ଏବେ ସୋଶିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ସୋନିତପୁର ଜିଲ୍ଲାର ତେଜପୁର ସହରର ବୋର୍ଗୁରୀ ନାପାମ ଅଞ୍ଚଳରେ ଘଟିଛି। ଗତ ମଙ୍ଗଳବାର ଦିନ ଗୋଟିଏ ବାଘ ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଥିଲା। ଲୋକମାନେ ବାଘଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଘଟି ଜଙ୍ଗଲକୁ […]
ୱାଶିଂଟନ: କରୋନା ଭାଇରସ ସାରା ବିଶ୍ୱର ନରହତ୍ୟା ଚଳାଇଥିବା ବେଳେ କରୋନାକୁ ଦମନ କରିବାରେ ଲାଗିପଡ଼ିଥିବା ସ୍ୱାସ୍ଥ୍ୟକର୍ମୀମାନେ କେତେ ଯେ କଷ୍ଟ ସହୁଛନ୍ତି ତାର ଅନେକ ନିଦର୍ଶନ ଦେଖିବାକୁ ମିଳୁଛି। ଆମେରିକାର ଜଣେ ନର୍ସ ଏହାର ଏକ ଉତ୍ତମ ଉଦାହରଣ। ଆମେରିକାର ଟେନେସୀ ରାଜ୍ୟରେ ଏକ ନର୍ସ ଦୀର୍ଘ ୮ ମାସ ହେଲା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି। ସିଏ ସିନା ଚିକିତ୍ସାରେ ଲଗିଛନ୍ତି, ହେଲେ କରୋନା ପ୍ରଭାବରୁ ନିଜେ ବର୍ତ୍ତିପାରି ନାହାନ୍ତି। ଏଇ ୮ ମାସ […]
ନ୍ୟୁଜ୍ଲାଣ୍ଡ: ନ୍ୟୁଜ୍ଲାଣ୍ଡର ଏକ ସମୁଦ୍ର କୂଳରେ ଆଜି ୧୦୦ରୁ ଅଧିକ ଡଲ୍ଫିନ୍ ଓ ତିମି ମାଛ ମିରି ପଡ଼ିଥିବାର ଦେଖିବାକୁ ମିଳିଛି।ଏହି ସାମୁଦ୍ରିକ ଜୀବଗୁଡ଼ିକର ମୃତ ଦେହ ନ୍ୟୁଜ୍ଲାଣ୍ଡର ପୂର୍ବତଟରୁ ୮୦୦ କିଲୋମିଟର ଦୂର ଚାଥମ ଦ୍ୱିପରେ ପଡ଼ିଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ମାଛ ଗୁଡ଼ିକ କୂଳକୁ ଆସି ବାଲିରେ ଲାଖି ଯାଇଥିଲେ। ଯାହାଫଳରେ ସେମାନେ ସମୁଦ୍ରକୁ ଫେରିପାରିନଥିଲେ ଏବଂ ଏ ଖବର ଦ୍ୱିପରେ ବାସ କରୁଥିବା ଲୋକ ମାନେ ଜାଣିବା ପୂର୍ବରୁ ମାଛମାନଙ୍କର ମୃତ୍ୟୁ […]
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ମରୁ ଅଞ୍ଚଳରେ ଏକ ରହସ୍ୟମୟ ଧାତୁ ସ୍ତମ୍ଭର ସନ୍ଧାନ ମିଳିଛି । ଖମ୍ବ ଆକୃତିର ଏହି ଧାତୁକୁ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କିଏ କହୁଛି ଏଲିଏନ୍ସ ପୃଥିବୀକୁ ପଳାଇ ଆସିନାହାନ୍ତି ତ ! ସୋଶାଲ ମିଡିଆରେ ମଧ୍ୟ ଏହି ଚିତ୍ର ହଇଚଇ ସୃଷ୍ଟି କରି ଦେଇଛି। ଏହି ଉଜ୍ଜ୍ଜଳ, ତ୍ରିକୋଣୀୟ ଧାତବ ସ୍ତମ୍ଭକୁ ଦକ୍ଷିଣ ଅଟାଓର ଲାଲ୍ ଚଟ୍ଟାଣରେ ପୋତାଯାଇଥିଲା ଯାହାର ଉଚ୍ଚତା ପ୍ରାୟ ୧୨ ଫୁଟ । […]
ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ […]
ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଯୁଦ୍ଧର ସ୍ମାରକୀ ବେଶ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଜଗନ୍ନାଥ ସଂସ୍କୃତି ଅଧ୍ୟନୟରତ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସମୟ ଗୋଟାଏ ଚକ ଭଳି। ଯିଏ ହରଦମ୍ ଚାଲେ, ହେଲେ ଏଠି ଏ ଚକ ବିଲକୁଲ୍ ସ୍ଥିର। ନାଁ ତାର ନୀଳଚକ୍ର। ସମଗ୍ର ସଂସାରରକୁ ଏଇ ଚକରେ ଚଳାଉଥିବା କାଳିଆ ଠାକୁରର ଆଖି […]
କରୋନା ସମୟରେ କିଛି କମ୍ପାନୀ କର୍ମଚାରୀଙ୍କୁ ବାହାର କରି ଦେଉଛନ୍ତି। ଆଉ କିଛି କମ୍ପାନୀ କର୍ମଚାରୀଙ୍କୁ ଦରମା ଦେଉ ନାହାଁନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ଖବର ଦେଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମାଲିକ ନିଜ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ କୋଟିପତି କରି ଦେଇଛନ୍ତି। ଏ କଥାକୁ ଶୁଣି ଆପଣ ମିଛ ବୋଲି ଭାବୁଥିବେ। ହେଲେ ଏକଥା ଏକ ଦମ ସତ। ଆମେ କହୁଛୁ ବ୍ରିଟେନର ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ […]
ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୬ ମହିଳାଙ୍କ ସ୍ୱାମୀ । ୬ ପତ୍ନୀଙ୍କୁ ନେଇ ବେଶ ଗର୍ବିତ ଏଇ ବ୍ୟକ୍ତିଜଣକ। ସବୁଠାରୁ ମଜାକଥା ହେଲା, ୬ ଜଣ ପତ୍ନୀ ଏବେ ଗର୍ଭବତୀ। ସୋସିଆଲ ମିଡ଼ିଆରେ ଏହି ଫଟୋ ବେଶ ଭାଇରାଲ ହୋଇଛି। ଫଟୋଟିରେ ବ୍ୟକ୍ତି ଜଣକ ୬ ଜଣ ମହିଳାଙ୍କ ସହ ଠିଆ ହୋଇଛନ୍ତି। ଆଉ ପୁରୁଷଙ୍କ ସହ ବିଭିନ୍ନ ପୋଜ ଦେଇ ଠିଆ ହୋଇଥିବା ୬ ଜଣ ଯାକ ମହିଳା ଗର୍ଭବତୀ ଅଛନ୍ତି। ଯୁବକ ଜଣକ […]
ସୁନ୍ଦର, ଦାମୀ ପର୍ସ ସମସ୍ତଙ୍କର ପସନ୍ଦ। ହେଲେ ଦାମୀ ପର୍ସ ବ୍ୟବହାର କରିବାର ସୁଯୋଗ କେତେଜଣଙ୍କ ଭାଗ୍ୟରେ ଥାଏ ! ପର୍ସ ଟିକିଏ ମନ ପସନ୍ଦ ହେବ ମାନେ ଦାମ୍ ବି ସେମିତି ଥିବ। ହେଲେ ଆମେ ଆପଣଙ୍କୁ ଏକ ପର୍ସ ଦେଖାଇବୁ । ଦେଖିଲେ ତ ନିଶ୍ଚୟ ପସନ୍ଦ ହେବ। କିନ୍ତୁ ଦାମ… ! ବାପ୍ରେ ବାପ୍.. ଇଟାଲିର ଏକ ଲକ୍ଜୁରୀ ବ୍ରାଣ୍ଡ ପୃଥିବୀର ସବୁଠାରୁ ଦାମୀ ପର୍ସ ଲଞ୍ଚ କରିଛନ୍ତି। ବ୍ୟାଗର ଦାମ ୫୩ […]
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବ୍ରାଣ୍ଡ ନୂଆ ଲଗ୍ଜୁରୀ କାର୍କୁ ୧୦୦ ଫିଟ୍ ଉଚ୍ଚାରୁ ଘାଇକୁ ଫିଙ୍ଗୁଛି ବିଶ୍ୱର ଲୋକପ୍ରିୟ କାର୍ ନିର୍ମାତା କମ୍ପାନୀ ଭୋଲ୍ଭୋ। ହେଲେ ନୂଆ କାର୍ଗୁଡ଼ିକୁ ଏମିତି ଘାଇ ତଳକୁ କାହିଁକି ପିଙ୍ଗୁଛି କମ୍ପାନୀ ତାର କାରଣ ବି ଜାଣି ରଖନ୍ତୁ। .@VolvoCars ‘most extreme’ crash test involves a 100-foot drop from a crane: https://t.co/5znqZ5tEWo pic.twitter.com/PAxQLqCF5T — Car and Driver (@CARandDRIVER) November 16, 2020 […]
ସିମ୍ଲା: ଚେରି କୋଳି ଚାଷ ପ୍ରତି ବଢ଼ୁଛି ହିମାଚଳ ଚାଷୀଙ୍କ ଆଗ୍ରହ । ସେଓ ଅପେକ୍ଷା ଚେରି ଉତ୍ପାଦନ ଜଲ୍ଦି ହେଉଥିବାରୁ ଚାଷୀମାନେ ଏହି ଚାଷ ପ୍ରତି ମନବଳାଉଛନ୍ତି । ତା ଛଡ଼ା ଲକ୍ଡାଉନ୍ରେ ବି ଚେରି କୋଳିର ଚାହିଦା କମି…
କୌଣସି ମନୁଷ୍ୟ ବା ପଶୁପକ୍ଷୀଙ୍କର ମୁଣ୍ଡ କାଟି ଦେଲେ କଣ ହେବ? ଏହାର ଉତ୍ତର- ସେ ସଙ୍ଗେସଙ୍ଗେ ମରିଯିବ। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଗୋଟିଏ କୁକୁଡ଼ାର ମୁଣ୍ଡ କଟିଯିବା ପରେ ବି ସେ ୧୮ ମାସଧରି ଜୀବିତ ରହିଥିଲା। ଆମେରିକାରେ ୭୫ ବର୍ଷ ପୂର୍ବେ ଜଣେ ଚାଷୀ ଗୋଟିଏ କୁକୁଡ଼ାର ବେକ କାଟି ଦେଇଥିଲେ। କିନ୍ତୁ ସେ ମଲା ନାହିଁ ବରଂ ୧୮ ମାସ ପର୍ଯ୍ୟନ୍ତ ଜୀବିତ ରହିଥିଲା। ଏହା କୁକୁଡ଼ାଟିର ମାଲିକ ପ୍ରପୌତ୍ର […]
ହ୍ୱାଟସ୍ଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର। ଦୂର ହେଲା କୋଟି କୋଟି ୟୁଜର୍ସଙ୍କ ଚିନ୍ତା। ହ୍ୱାଟସ୍ଆପରେ ପୂର୍ବରୁ ଉପଲବ୍ଧ ଥିବା ଫିଚରରେ ପରିବର୍ତ୍ତନ କରାଯାଇ ‘Always Mute’ ଫିଚର ସଂଯୋଗ କରାଯାଇଛି। ମୋବାଇଲ୍ ବ୍ୟବହାରକାରୀ ହ୍ୱାଟସ୍ଆପର ନୂଆ ଫିଚର ଦେଖି ଖୁସି ହେଉଛନ୍ତି। ଏବେ ଆପଣ ଯେତେବେଳେ ବି ଚାହିଁବେ ପୂରା ଚାଟ ମ୍ୟୁଟ୍ କରିପାରିବେ। ତଥ୍ୟ ଲୁକାୟିତ ହୋଇ ରହିବ । ଆପଣଙ୍କ ତଥ୍ୟ କେହି କପି କିମ୍ବା ଚୋରି କରି ନେଇପାରିବେ ନାହିଁ। ପୂର୍ବରୁ […]
କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ନାମୀ ଷ୍ଟୁଡିଓରେ ଜଣେ ମହିଳା ଅନ୍ୟ ଜଣଙ୍କ ଶରୀରରେ ଟାଟୁ କରି ବିରଳ ରେକର୍ଡ ସୃଷ୍ଟି କରିଥିବା ଦାବି କରିଛନ୍ତି। ତାଙ୍କ ଦାବି ଯଦି ସତ ହୁଏ, ତେବେ ଆଫଗାନିସ୍ତାନ ଇତିହାସରେ ଏହା ପ୍ରଥମ ଘଟଣା ହେବ। କାରଣ ଆଫଗାନିସ୍ତାନରେ କେହି ମହିଳା ଟାଟୁକାରୀ ନଥିବା କୁହାଯାଏ। କାବୁଲର ସୋରାୟା ଶାହିଡି ନାମ୍ନୀ ଏହି ମହିଳା ଜଣକ ଅନ୍ୟ ଜଣେ ମହିଳା ନରଗିସ୍ ମର୍ଜାଇଙ୍କ ହାତରେ ସ୍ୱତନ୍ତ୍ର ଟାଟୁ କରି […]
ମୁମ୍ବାଇ: ମହାମାରୀ କରୋନା ଯୋଗୁ ବଦଳି ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। କିଏ ଚାକିରି ହରାଇଛି ତ ଆଉ କାହାର ବଦଳି ଯାଇଛି ପେଶା। ଆମେ ଏଠି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ, ଯାହାଙ୍କର ଜୀବନଶୈଳୀ ବଦଳାଇ ଦେଇଛି କରୋନା। ଯିଏ ଦିନେ ପଞ୍ଚ ତାରକା ହୋଟେଲ୍ରେ ସେଫ୍(chef) ଥିଲେ, ଆଜି ସେ ରାସ୍ତାକଡ଼ରେ ଷ୍ଟଲ୍ ଲଗାଇ ବିରିୟାନୀ ବିକ୍ରି କରୁଛନ୍ତି। ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମୁମ୍ବାଇର ଅକ୍ଷୟ […]
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ସାଇବର ଠକେଇର ଶିକାର ହେଉଛନ୍ତି ଗ୍ରାହକ। ବିଭିନ୍ନ ସାଇବର ଥାନାରେ ରୁଜୁ ହେଉଛି ସଂଖ୍ୟାଧିକ ମାମଲା। ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଗ୍ରାହକଙ୍କୁ କରୁଛନ୍ତି ଶୋଷଣ । ଫେକ୍ ଇ-ମେଲ୍ ଗ୍ରାହକଙ୍କ ପାଖକୁ ପଠାଇ ଅନଲାଇନ୍ ଦ୍ୱାରା ଟଙ୍କା ଉଠାଇ ନେଉଛନ୍ତି। ଏ ନେଇ ଦେଶର ୪୨ କୋଟି ଗ୍ରାହକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି SBI । ତେବେ ଏମିତି କୌଣସି ଇ-ମେଲ ଗ୍ରାହକମାନଙ୍କ ପାଖକୁ ପଠାଯାଉନଥିବା ନିଜେ ଟ୍ୱିଟ୍ […]