• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

7
ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଆସାମ: ଆସାମର ସୋନତିପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବାଘ ତିନି ଜଣ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି। ଯାହାର ଭିଡିଓ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣା ସୋନିତପୁର ଜିଲ୍ଲାର ତେଜପୁର ସହରର ବୋର୍ଗୁରୀ ନାପାମ ଅଞ୍ଚଳରେ ଘଟିଛି। ଗତ ମଙ୍ଗଳବାର ଦିନ ଗୋଟିଏ ବାଘ ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଥିଲା। ଲୋକମାନେ ବାଘଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଘଟି ଜଙ୍ଗଲକୁ […]

  • Thursday, 01 July 2021
nurse
କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ୱାଶିଂଟନ: କରୋନା ଭାଇରସ ସାରା ବିଶ୍ୱର ନରହତ୍ୟା ଚଳାଇଥିବା ବେଳେ କରୋନାକୁ ଦମନ କରିବାରେ ଲାଗିପଡ଼ିଥିବା ସ୍ୱାସ୍ଥ୍ୟକର୍ମୀମାନେ କେତେ ଯେ କଷ୍ଟ ସହୁଛନ୍ତି ତାର ଅନେକ ନିଦର୍ଶନ ଦେଖିବାକୁ ମିଳୁଛି। ଆମେରିକାର ଜଣେ ନର୍ସ ଏହାର ଏକ ଉତ୍ତମ ଉଦାହରଣ। ଆମେରିକାର ଟେନେସୀ ରାଜ୍ୟରେ ଏକ ନର୍ସ ଦୀର୍ଘ ୮ ମାସ ହେଲା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି। ସିଏ ସିନା ଚିକିତ୍ସାରେ ଲଗିଛନ୍ତି, ହେଲେ କରୋନା ପ୍ରଭାବରୁ ନିଜେ ବର୍ତ୍ତିପାରି ନାହାନ୍ତି। ଏଇ ୮ ମାସ […]

  • Thursday, 01 July 2021
11
ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

ନ୍ୟୁଜ୍‌ଲାଣ୍ଡ: ନ୍ୟୁଜ୍‌ଲାଣ୍ଡର ଏକ ସମୁଦ୍ର କୂଳରେ ଆଜି ୧୦୦ରୁ ଅଧିକ ଡଲ୍‌ଫିନ୍‌ ଓ ତିମି ମାଛ ମିରି ପଡ଼ିଥିବାର ଦେଖିବାକୁ ମିଳିଛି।ଏହି ସାମୁଦ୍ରିକ ଜୀବଗୁଡ଼ିକର ମୃତ ଦେହ ନ୍ୟୁଜ୍‌ଲାଣ୍ଡର ପୂର୍ବତଟରୁ ୮୦୦ କିଲୋମିଟର ଦୂର ଚାଥମ ଦ୍ୱିପରେ ପଡ଼ିଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ମାଛ ଗୁଡ଼ିକ କୂଳକୁ ଆସି ବାଲିରେ ଲାଖି ଯାଇଥିଲେ। ଯାହାଫଳରେ ସେମାନେ ସମୁଦ୍ରକୁ ଫେରିପାରିନଥିଲେ ଏବଂ ଏ ଖବର ଦ୍ୱିପରେ ବାସ କରୁଥିବା ଲୋକ ମାନେ ଜାଣିବା ପୂର୍ବରୁ ମାଛମାନଙ୍କର ମୃତ୍ୟୁ […]

  • Thursday, 01 July 2021
mistry
ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ମରୁ ଅଞ୍ଚଳରେ ଏକ ରହସ୍ୟମୟ ଧାତୁ ସ୍ତମ୍ଭର ସନ୍ଧାନ ମିଳିଛି । ଖମ୍ବ ଆକୃତିର ଏହି ଧାତୁକୁ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କିଏ କହୁଛି ଏଲିଏନ୍ସ ପୃଥିବୀକୁ ପଳାଇ ଆସିନାହାନ୍ତି ତ ! ସୋଶାଲ ମିଡିଆରେ ମଧ୍ୟ ଏହି ଚିତ୍ର ହଇଚଇ ସୃଷ୍ଟି କରି ଦେଇଛି। ଏହି ଉଜ୍ଜ୍ଜଳ, ତ୍ରିକୋଣୀୟ ଧାତବ ସ୍ତମ୍ଭକୁ ଦକ୍ଷିଣ ଅଟାଓର ଲାଲ୍‌ ଚଟ୍ଟାଣରେ ପୋତାଯାଇଥିଲା ଯାହାର ଉଚ୍ଚତା ପ୍ରାୟ ୧୨ ଫୁଟ । […]

  • Wednesday, 30 June 2021
nagarjun-besha
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ […]

nagarjuna
ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଯୁଦ୍ଧର ସ୍ମାରକୀ ବେଶ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଜଗନ୍ନାଥ ସଂସ୍କୃତି ଅଧ୍ୟନୟରତ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସମୟ ଗୋଟାଏ ଚକ ଭଳି। ଯିଏ ହରଦମ୍ ଚାଲେ, ହେଲେ ଏଠି ଏ ଚକ ବିଲକୁଲ୍ ସ୍ଥିର। ନାଁ ତାର ନୀଳଚକ୍ର। ସମଗ୍ର ସଂସାରରକୁ ଏଇ ଚକରେ ଚଳାଉଥିବା କାଳିଆ ଠାକୁରର ଆଖି […]

Representative image
କର୍ମଚାରୀଙ୍କୁ କୋଟିପତି କରିଦେଲେ ମାଲିକ

କରୋନା ସମୟରେ କିଛି କମ୍ପାନୀ କର୍ମଚାରୀଙ୍କୁ ବାହାର କରି ଦେଉଛନ୍ତି। ଆଉ କିଛି କମ୍ପାନୀ କର୍ମଚାରୀଙ୍କୁ ଦରମା ଦେଉ ନାହାଁନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ଖବର ଦେଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମାଲିକ ନିଜ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ କୋଟିପତି କରି ଦେଇଛନ୍ତି। ଏ କଥାକୁ ଶୁଣି ଆପଣ ମିଛ ବୋଲି ଭାବୁଥିବେ। ହେଲେ ଏକଥା ଏକ ଦମ ସତ। ଆମେ କହୁଛୁ ବ୍ରିଟେନର ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ […]

  • Wednesday, 30 June 2021
nigerian-playboy-01
୬ ମହିଳା ଗର୍ଭବତୀ, ସ୍ୱାମୀ କହିଲେ-ସବୁ ପିଲାଙ୍କର ବାପା......

ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୬ ମହିଳାଙ୍କ ସ୍ୱାମୀ । ୬ ପତ୍ନୀଙ୍କୁ ନେଇ ବେଶ ଗର୍ବିତ ଏଇ ବ୍ୟକ୍ତିଜଣକ। ସବୁଠାରୁ ମଜାକଥା ହେଲା, ୬ ଜଣ ପତ୍ନୀ ଏବେ ଗର୍ଭବତୀ। ସୋସିଆଲ ମିଡ଼ିଆରେ ଏହି ଫଟୋ ବେଶ ଭାଇରାଲ ହୋଇଛି। ଫଟୋଟିରେ ବ୍ୟକ୍ତି ଜଣକ ୬ ଜଣ ମହିଳାଙ୍କ ସହ ଠିଆ ହୋଇଛନ୍ତି। ଆଉ ପୁରୁଷଙ୍କ ସହ ବିଭିନ୍ନ ପୋଜ ଦେଇ ଠିଆ ହୋଇଥିବା ୬ ଜଣ ଯାକ ମହିଳା ଗର୍ଭବତୀ ଅଛନ୍ତି। ଯୁବକ ଜଣକ […]

  • Wednesday, 30 June 2021
bag-2
ଲଞ୍ଚ ହେଲା ପୃଥିବୀର ଦାମୀ ପର୍ସ; ମୂଲ୍ୟ‌ କେତେ ଜାଣନ୍ତି ?

ସୁନ୍ଦର, ଦାମୀ ପର୍ସ ସମସ୍ତଙ୍କର ପସନ୍ଦ। ହେଲେ ଦାମୀ ପର୍ସ ବ୍ୟବହାର କରିବାର ସୁଯୋଗ କେତେଜଣଙ୍କ ଭାଗ୍ୟରେ ଥାଏ !  ପର୍ସ ଟିକିଏ ମନ ପସନ୍ଦ ହେବ ମାନେ ଦାମ୍‌ ବି ସେମିତି ଥିବ। ହେଲେ ଆମେ ଆପଣଙ୍କୁ ଏକ ପର୍ସ ଦେଖାଇବୁ । ଦେଖିଲେ ତ ନିଶ୍ଚୟ ପସନ୍ଦ ହେବ। କିନ୍ତୁ ଦାମ… ! ବାପ୍‌ରେ ବାପ୍‌.. ଇଟାଲିର ଏକ ଲକ୍‌ଜୁରୀ ବ୍ରାଣ୍ଡ ପୃଥିବୀର ସବୁଠାରୁ ଦାମୀ ପର୍ସ ଲଞ୍ଚ କରିଛନ୍ତି। ବ୍ୟାଗର ଦାମ ୫୩ […]

  • Wednesday, 30 June 2021
car
ଏକାଧିକ ଲଗ୍‌ଜୁରୀ କାର୍‌କୁ ଘାଇରେ ଫିଙ୍ଗିଦେଲା ଭୋଲ୍‌ଭୋ କମ୍ପାନୀ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବ୍ରାଣ୍ଡ ନୂଆ ଲଗ୍‌ଜୁରୀ କାର୍‌କୁ ୧୦୦ ଫିଟ୍‌ ଉଚ୍ଚାରୁ ଘାଇକୁ ଫିଙ୍ଗୁଛି ବିଶ୍ୱର ଲୋକପ୍ରିୟ କାର୍ ନିର୍ମାତା କମ୍ପାନୀ ଭୋଲ୍‌ଭୋ। ହେଲେ ନୂଆ କାର୍‌ଗୁଡ଼ିକୁ ଏମିତି ଘାଇ ତଳକୁ କାହିଁକି ପିଙ୍ଗୁଛି କମ୍ପାନୀ ତାର କାରଣ ବି ଜାଣି ରଖନ୍ତୁ। .@VolvoCars ‘most extreme’ crash test involves a 100-foot drop from a crane: https://t.co/5znqZ5tEWo pic.twitter.com/PAxQLqCF5T — Car and Driver (@CARandDRIVER) November 16, 2020 […]

  • Wednesday, 30 June 2021
Chhery
ଚେରୀ କୋଳି ଚାଷ ପ୍ରତି ବଢ଼ୁଛି ଚାଷୀଙ୍କ ଆଗ୍ରହ, ଜାଣନ୍ତୁ କାହିଁକି ?

ସିମ୍‌ଲା: ଚେରି କୋଳି ଚାଷ ପ୍ରତି ବଢ଼ୁଛି ହିମାଚଳ ଚାଷୀଙ୍କ ଆଗ୍ରହ । ସେଓ ଅପେକ୍ଷା ଚେରି ଉତ୍ପାଦନ ଜଲ୍‌ଦି ହେଉଥିବାରୁ ଚାଷୀମାନେ ଏହି ଚାଷ ପ୍ରତି ମନବଳାଉଛନ୍ତି । ତା ଛଡ଼ା ଲକ୍‌ଡାଉନ୍‌ରେ ବି ଚେରି କୋଳିର ଚାହିଦା କମି…

ମୁଣ୍ଡ ନଥିଲା, ହେଲେ ୧୮ ମାସ ହେବ ଜୀବିତ ଥିଲା କୁକୁଡ଼ା

କୌଣସି ମନୁଷ୍ୟ ବା ପଶୁପକ୍ଷୀଙ୍କର ମୁଣ୍ଡ କାଟି ଦେଲେ କଣ ହେବ? ଏହାର ଉତ୍ତର- ସେ ସଙ୍ଗେସଙ୍ଗେ ମରିଯିବ। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଗୋଟିଏ କୁକୁଡ଼ାର ମୁଣ୍ଡ କଟିଯିବା ପରେ ବି ସେ ୧୮ ମାସଧରି ଜୀବିତ ରହିଥିଲା। ଆମେରିକାରେ ୭୫ ବର୍ଷ ପୂର୍ବେ ଜଣେ ଚାଷୀ ଗୋଟିଏ କୁକୁଡ଼ାର ବେକ କାଟି ଦେଇଥିଲେ। କିନ୍ତୁ ସେ ମଲା ନାହିଁ ବରଂ ୧୮ ମାସ ପର୍ଯ୍ୟନ୍ତ ଜୀବିତ ରହିଥିଲା। ଏହା କୁକୁଡ଼ାଟିର ମାଲିକ ପ୍ରପୌତ୍ର […]

  • Wednesday, 30 June 2021
whats app
Whatsapp ଦେଲା ଏମିତି ଭେଟି, ୟୁଜର୍ସ କହିଲେ ଚିନ୍ତା ଗଲା

ହ୍ୱାଟସ୍ଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର। ଦୂର ହେଲା କୋଟି କୋଟି ୟୁଜର୍ସଙ୍କ ଚିନ୍ତା।  ହ୍ୱାଟସ୍ଆପରେ ପୂର୍ବରୁ ଉପଲବ୍ଧ ଥିବା ଫିଚରରେ ପରିବର୍ତ୍ତନ କରାଯାଇ ‘Always Mute’ ଫିଚର ସଂଯୋଗ କରାଯାଇଛି।  ମୋବାଇଲ୍ ବ୍ୟବହାରକାରୀ ହ୍ୱାଟସ୍ଆପର ନୂଆ ଫିଚର ଦେଖି ଖୁସି ହେଉଛନ୍ତି।  ଏବେ ଆପଣ ଯେତେବେଳେ ବି ଚାହିଁବେ  ପୂରା ଚାଟ ମ୍ୟୁଟ୍ କରିପାରିବେ। ତଥ୍ୟ ଲୁକାୟିତ ହୋଇ ରହିବ । ଆପଣଙ୍କ ତଥ୍ୟ କେହି କପି କିମ୍ବା ଚୋରି କରି ନେଇପାରିବେ ନାହିଁ। ପୂର୍ବରୁ […]

  • Wednesday, 30 June 2021
tattoo_1200_RTR
ଟାଟୁ କରି ରେକର୍ଡ କଲେ ମହିଳା

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ନାମୀ ଷ୍ଟୁଡିଓରେ ଜଣେ ମହିଳା ଅନ୍ୟ ଜଣଙ୍କ ଶରୀରରେ ଟାଟୁ କରି ବିରଳ ରେକର୍ଡ ସୃଷ୍ଟି କରିଥିବା ଦାବି କରିଛନ୍ତି। ତାଙ୍କ ଦାବି ଯଦି ସତ ହୁଏ,  ତେବେ ଆଫଗାନିସ୍ତାନ ଇତିହାସରେ ଏହା ପ୍ରଥମ ଘଟଣା ହେବ। କାରଣ ଆଫଗାନିସ୍ତାନରେ କେହି ମହିଳା ଟାଟୁକାରୀ ନଥିବା କୁହାଯାଏ। କାବୁଲର ସୋରାୟା ଶାହିଡି ନାମ୍ନୀ ଏହି ମହିଳା ଜଣକ ଅନ୍ୟ ଜଣେ ମହିଳା ନରଗିସ୍ ମର୍ଜାଇଙ୍କ ହାତରେ ସ୍ୱତନ୍ତ୍ର ଟାଟୁ କରି […]

  • Wednesday, 30 June 2021
Chef Lost Job
ଦିନେ ପଞ୍ଚ ତାରକା ହୋଟେଲ୍‌ରେ ସେଫ୍‌ ଥିଲେ, ଆଜି ରାସ୍ତାକଡ଼ରେ ବିକ୍ରି କରୁଛନ୍ତି ବିରିୟାନୀ

ମୁମ୍ବାଇ: ମହାମାରୀ କରୋନା ଯୋଗୁ ବଦଳି ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। କିଏ ଚାକିରି ହରାଇଛି ତ ଆଉ କାହାର ବଦଳି ଯାଇଛି ପେଶା। ଆମେ ଏଠି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ, ଯାହାଙ୍କର ଜୀବନଶୈଳୀ ବଦଳାଇ ଦେଇଛି କରୋନା। ଯିଏ ଦିନେ ପଞ୍ଚ ତାରକା ହୋଟେଲ୍‌ରେ ସେଫ୍(chef)‌ ଥିଲେ, ଆଜି ସେ ରାସ୍ତାକଡ଼ରେ ଷ୍ଟଲ୍‌ ଲଗାଇ ବିରିୟାନୀ ବିକ୍ରି କରୁଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମୁମ୍ବାଇର ଅକ୍ଷୟ […]

  • Wednesday, 30 June 2021
sbi
କ’ଣ ପାଇଁ ୪୨ କୋଟି ଗ୍ରାହକଙ୍କୁ ସାବଧାନ କଲା SBI

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ସାଇବର ଠକେଇର ଶିକାର ହେଉଛନ୍ତି ଗ୍ରାହକ। ବିଭିନ୍ନ ସାଇବର ଥାନାରେ ରୁଜୁ ହେଉଛି ସଂଖ୍ୟାଧିକ ମାମଲା। ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଗ୍ରାହକଙ୍କୁ କରୁଛନ୍ତି ଶୋଷଣ । ଫେକ୍ ଇ-ମେଲ୍ ଗ୍ରାହକଙ୍କ ପାଖକୁ ପଠାଇ ଅନଲାଇନ୍ ଦ୍ୱାରା ଟଙ୍କା ଉଠାଇ ନେଉଛନ୍ତି। ଏ ନେଇ ଦେଶର ୪୨ କୋଟି ଗ୍ରାହକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି SBI । ତେବେ ଏମିତି କୌଣସି ଇ-ମେଲ ଗ୍ରାହକମାନଙ୍କ ପାଖକୁ ପଠାଯାଉନଥିବା ନିଜେ ଟ୍ୱିଟ୍ […]

  • Wednesday, 30 June 2021
marige
ବିବାହର ୨ ଘଣ୍ଟା ପରେ ଥାନାକୁ ଗଲା ମାମଲା, କନ୍ୟାପକ୍ଷ କହିଲେ କାହିଁକି ଏମିତି କଲ ?

ଗୋରଖପୁର- ସାତ କଳସ ଆଠ ଦୀପ, ପବିତ୍ର ସାହାନାଇ, ବାହାବେଦି ଏମିତି କିଛି ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ବିବାହର ୨ ଘଣ୍ଟା ବିତିଲା ପରେ ଘଟିଗଲା ଅବିଶ୍ୱସନୀୟ ଘଟଣା । ବଦଳିଗଲା ୨ଟି ମଣିଷର ବୈବାହିକ ଜୀବନ।  ସାତ ଜନମର ସାଥୀ ହେବାର ସ୍ନପ୍ନ ହେଲା ଚୂରମାର । କ’ଣ ଥିଲା ଘଟଣାକ୍ରମ ଆସନ୍ତୁ ଜାଣିବା- ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ହେମଚ୍ଛାପୁର ନିବାସୀ ଭୂଆଲ ନିଷାଦଙ୍କ […]

  • Wednesday, 30 June 2021
makeup
ଏମିତି ମେକ୍ଅପ୍ ନେଇ ଆପଣ ବି ଦେଖାଯିବେ ଆକର୍ଷଣୀୟ

ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟିରେ ସବୁଠୁ ସୁନ୍ଦର ନାରୀ। ଆଉ ଯେତେବେଳେ ନାରୀ ସଜେଇ ହୁଏ ସେତେବେଳେ ସେ ଦେବୀ ପରି ଲାଗେ। ସାଧାରଣତଃ ଝିଅମାନଙ୍କର ସାଜସଜ୍ଜା ପ୍ରତି ଅହେତୁକ ଦୁର୍ବଳତା ଥାଏ। ବାହାଘର ହେଉ କିମ୍ବା କୌଣସି ଉତ୍ସବ, ବିନା ମେକଅପ୍‌ରେ ଯିବାକୁ ଝିଅମାନେ ପସନ୍ଦ କରନ୍ତି ନାହିଁ। ଆଉ ବାହାଘର ସମୟରେ ତ କନ୍ୟା ସଜେଇ ହେବା ଅଧିକ ଗୁରୁତ୍ୱ ବହନ କରେ। ମୁହଁର ସାଜସଜ୍ଜା ସହିତ ଅଳଙ୍କାରରେ ସଜାଇ ହେଲେ ଫଟୋ ସୁଟ୍ ପାଇଁ […]

  • Wednesday, 30 June 2021
AIDS
୪୦ ବର୍ଷ ଧରି ମଣିଷର ଜୀବନ ନେଉଛି ଏହି ଭୟଙ୍କର ରୋଗ; ଏଯାଏଁ ବାହାରିପାରିନି ଟିକା କି ଔଷଧ

ଡିସେମ୍ବର ପହିଲାରେ ପାଳନ ହେଲା ବିଶ୍ୱ ଏଡସ ଦିବସ। ଚାରିଆଡ଼େ ସଚେତନତା କାର୍ଯ୍ୟକ୍ରମ ବି ହେଲା। ଲୋକେ ଅଳ୍ପ ବହୁତ ସଚେତନ ହେଲେ। କିନ୍ତୁ ଦୁଃଖର ବିଷୟ ହେଲା ଏଡ୍‌ସର ମୂଳୋତ୍ପାଟନ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରିପାରିନାହିଁ। ଏହି ଅପେକ୍ଷା ଦିନେ କି ଦୁଇ ଦିନର ନୁହେଁ, ଦୀର୍ଘ ୪୦ ବର୍ଷ ହେଲା ବାହାରିପାରିନି ଏଚଆଇଭି ପାଇଁ ଭ୍ୟାକସିନ୍। ଏଚଆଇଭିକୁ ପ୍ରତିହତ କରିବା ପାଇଁ ସେମିତି କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିନାହିଁ। […]

  • Wednesday, 30 June 2021
manabasa
କାହିଁକି ଓଡ଼ିଆ ଘରର ବୋହୂ ପାଳେ ମାଣବସା ଗୁରୁବାର ?

ନମସ୍ତେ କମଳା ମାଗୋ ସାଗର ଦୁଲଣୀ, ନମନ୍ତେ ନମନ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ…। ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ଏମିତି କିଛି ଆଧ୍ୟାତ୍ମିକ ଗୀତ ସହ ଭାସିଆସେ ମାଆ ଲକ୍ଷ୍ମୀଙ୍କ ବନ୍ଦନା। ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ମାଣବସା ଗୁରୁବାର । ବିଶ୍ୱାସ ରହିଛି ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ବିରାଜମାନ କରେ। ଘର ପରିଜନଙ୍କ ଦୁଃଖ ଶୋକ ଦୂର ହୁଏ। ଅଶାନ୍ତ ବାତାବରଣ ପାଖ ମାଡ଼େ ନାହିଁ। ଘରର ଆର୍ଥିକ […]

  • Wednesday, 30 June 2021
Pari
ପରୀ, ପରିବାର ଏବଂ ଅବଶ୍ୟମ୍ଭାବୀ ପରିବର୍ତ୍ତନ

ବିଶ୍ୱବନ୍ଦିତା ସ୍ୱାଇଁ ଲଢ଼େଇର ଅନ୍ଧାରୀ ଗଳିକୁ ବାହାରି ନ୍ୟାୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେ ବାଟସାରା ଯାହା ଛାଡ଼ିଦେଉ, ସେସବୁ ଯନ୍ତ୍ରଣାର ଛିଟା ବହନ କରୁଥିବା ଗୋଟେ ଗୋଟେ ପରିବର୍ତ୍ତନ। ଏ ପରିବର୍ତ୍ତନ ଶକ୍ତ ଏବଂ ସମାନତାର ବାର୍ତ୍ତା ବାଣ୍ଟୁଥିବା ଏକ ସମାଜ ଗଢ଼ିବାକୁ। ନୟାଗଡ଼ ଜିଲ୍ଲାର ୫ବର୍ଷର ଝିଅ ପରୀ ପାଇଁ ନ୍ୟାୟର ଲଢ଼େଇ ସେଭଳି ଏକ ପରିବର୍ତ୍ତନ ପାଇଁ ପ୍ରୟାସର ଅଂଶବିଶେଷ। ଅନେକ ଆଶା ଏବଂ ଅବଶୋଷର ସମୁଦ୍ର ମଧ୍ୟରେ ଏକ ଅଦମନୀୟ ଜିଦ୍ […]

  • Wednesday, 30 June 2021
ରଥଖଳାରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ
ଚାଲିଛି ମହାପ୍ରଭୁଙ୍କ ରଥ କାମ

ଚଳଚଞ୍ଚଳ ହୋଇଛି ରଥଖଳା । ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ରଥନିର୍ମାଣ କାମକୁ ପିଢି ପରେ ପିଢି ବଂଶାନୁମକ୍ରମିକ ଭାବେ କରି ଆସୁଛନ୍ତି ପୁରୀ ସହରରେ କିଛି ନିର୍ଦ୍ଦିଷ୍ଟ ସେବାୟତ ପରିବାର ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି
ମହାପ୍ରଭୁଙ୍କ ସ୍ନାନଯାତ୍ରା

ସ୍ନାନବେଦି ଉପରେ ବସି ମହାପ୍ରଭୁଙ୍କ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ ।