• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

death
ଜଳ ଲାଗି ପାଇଁ ଯାଇଥିଲେ, ଆଉ ଫେରିଲେନି

ଶିବଙ୍କୁ ଜଳଲାଗି କରିବାକୁ ଯାଇଥିବା 3ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଏବେ ଶୋକରେ ବୁଡ଼ିଛି କେନ୍ଦୁଝର ତେଲକୋଇର ସତେଇଭଞ୍ଜ ଗାଁ ।

 lack of infrastructure
ନା ଅଛି ସୁରକ୍ଷିତ କୋଠା, ନା ପାଠପଢ଼ା ପାଇଁ ବ୍ଲାକବୋର୍ଡ

ପିଲାଏ ସ୍ୱପ୍ନ ଦେଖିବେ କେମିତି? ଯେଉଁଠି ବିଦ୍ୟାଳୟର ଅବସ୍ଥା ଏମିତି । ନା ଅଛି ସୁରକ୍ଷିତ କୋଠା ନା ପଢ଼ାଇବା ପାଇଁ ବ୍ଲାକ ବୋର୍ଡ । ସ୍କୁଲ ଚାରିପାଖ ଅନାବନା ଘାସରେ ପରିପୂର୍ଣ୍ଣ ।

  • Wednesday, 23 August 2023
Awas yojana
ସ୍ୱାମୀ ଯିବା ପରେ ଦୌଡି ଦୌଡି ନୟାନ୍ତ ହେଲେଣି ଘର ଖଣ୍ଡିଏ ପାଇଲେନି

ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ପାଣି । ଅନ୍ଧାର ରାତିରେ ବଡ କଷ୍ଟରେ କଟୁଛି ଦିନ । ସ୍ୱାମୀ ଥିଲା ବେଳୁ ଘର ପାଇଁ କହିକହି ଥକିପଡିଲେଣି ହେଲେ ଘରଟିଏ ମିଳିଲା ନାହିଁ । ଅଣ୍ଟିରେ ଧନ ନଥିବାରୁ ଦୁଇ ପୁଅଙ୍କ ପାଠରେ ବନ୍ଧା ହେଲାଣି ଡୋରି

 Telkoi
ପାଠ ପାଇଁ ନଦୀ ସ୍ରୋତରେ ଜୀବନ ବାଜି

ଭରା ନଦୀରେ ପ୍ରଖର ସ୍ରୋତରେ ଛାତ୍ରଛାତ୍ରୀଙ୍କୁ ପାରିହେବାକୁ ପଡୁଛି ନଦୀ । କାନ୍ଧରେ ବସାଇ ଅଭିଭାବକ ସେମାନଙ୍କ ପିଲାଙ୍କ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାରି କରୁଛନ୍ତି। ବର୍ଷା ଦିନ ହେଲେ ଯାତାୟାତରେ ବାଧା ସୃଷ୍ଟି କରିଥାଏ ସମାକୋଈ ନଦୀ ।

  • Wednesday, 23 August 2023
  • School
Sarpanch
ଟଙ୍କା ଦେଲେ ଘର ମିଳିବ, ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍‌

ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍‌ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ

Sarpanch spends own money to build new houses for villagers in Mayurbhanj’s Udala
ଅସହାୟ ଲୋକଙ୍କ ସାଥୀ...ସାବାସ୍‌ ସରପଞ୍ଚ ମ୍ୟାଡମ୍

ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର

  • Saturday, 19 August 2023
Love marriage
କେଡ଼େ ନିଷ୍ଟୁର ସେ ସ୍ୱାମୀ!ଯାହାଙ୍କୁ ଭଲପାଇ ବାହା ହୋଇଥିଲେ ସିଏ ପର କରିଦେଲା

କୋଳରେ କୁନି ଝିଅ, ଦେହରେ ପୁଣି ରୋଗ । ଏମିତି ପରିସ୍ଥିତିରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ କାଟୁଛନ୍ତି ଦିନ...ଯଦି ଆପଣ ସାହାଯ୍ୟ କରନ୍ତେ ତେବେ...

Teacher Protest
ରାଜଧାନୀରେ ଶିକ୍ଷକ ଗର୍ଜନ

୨୦-୩୦ ବର୍ଷ ଚାକିରୀ ପରେ ବି ହକ୍ ଆଉ ଅଧିକାର ପାଇଁ ଲଢେଇ। ସେ ପୁଣି ସରକାରଙ୍କ ବିରୋଧରେ ଶିକ୍ଷକମାନଙ୍କର। ଆଜି ଲୋୟର ପିଏମଜିରେ ସମାନ କାମକୁ ସମାନ ଦରମା ଦାବୀରେ ଗର୍ଜିଛନ୍ତି ୧୦ ହଜାରରରୁ

  • Wednesday, 16 August 2023
Dengue
ଡେଙ୍ଗୁ ବଢାଉଛି ଡର,ଆତଙ୍କ ବଢାଉଛି ଏଡିସ୍ ମଶା

ଡେଣା ମେଲାଉଛି ଡେଙ୍ଗୁ। ରାଜ୍ୟ ରାଜଧାନୀରେ ଅସମ୍ଭାାଳ ହେଲାଣି ଡେଙ୍ଗୁର ସ୍ଥିତି। ବିଏମସିର ତଥ୍ୟ କହୁଛି, ରାଜଧାନୀରେ ଜୁନ୍ ମାସରେ ୧୦୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଜୁଲାଇରେ ସଂଖ୍ୟା ପହଞ୍ଚିଥିଲା ୫୪୧।

  • Wednesday, 16 August 2023
  • Dengue
Viswakarma Scheme
ପିଏମ୍ ବିଶ୍ବକର୍ମା ଯୋଜନାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଂଜୁରୀ

ଆସନ୍ତା ବିଶ୍ବକର୍ମା ଜୟନ୍ତୀଠୁ ଆରମ୍ଭ ହେବାକୁ ଥିବା ଏଇ ଯୋଜନାରେ ୧୮ଟି ବିଭିନ୍ନ କୌଳିକ ବୃତ୍ତିରେ ଥିବା ହିତାଧିକାରୀଙ୍କୁ ୫ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ବ୍ୟବସ୍ଥା ରହିଛି। ଯେଉଁଥିରେ ଉପକୃତ ହେବେ ୩୦ ଲକ୍ଷ ପରିବାର।

  • Wednesday, 16 August 2023
crocodile
ମାତିଛନ୍ତି ମଣିଷଖିଆ କୁମ୍ଭୀର।

କେନ୍ଦ୍ରାପଡ଼ାରେ ଜୁନ୍ ଓ ଜୁଲାଇ ମାସରେ ୪ଟି ଜୀବନ ଯାଇଥିବା ବେଳେ, ଆଜି ଯାଜପୁର ଜିଲ୍ଲା ବରୀ ପାଲଟପୁରରେ ଘଟିଛି ହୃଦୟ ବିଦାରକ ଘଟଣା। ବିରୁପା ନଦୀକୁ ଲୁଗାସଫା ପାଇଁ ଯାଇଥିବା ବେଳେ, ଜଣେ ମହିଳାଙ୍କୁ ଟାଣିନେଇଛି ବିରାଟକାୟ କୁମ୍ଭୀର। 

  • Wednesday, 16 August 2023
Venom Racket
ନାଗ ସାପକୁ ନେଇ ବିଷ ବେପାର

ପୁଣି ଚର୍ଚ୍ଚାରେ ସାପ ବିଷ ବେପାର। ବାଲେଶ୍ବର ବନ ବିଭାଗ ବାଲିଆପାଳ ପଞ୍ଚୁପାଲି ଗାଁରେ ଚଢ଼ାଉ କରି ବାଲେଶ୍ବର ବନବିଭାଗ 29ଟି ନାଗ ସାପକୁ ଉଦ୍ଧାର କରିବା ସହ ଜଣେ ମହିଳାଙ୍କ ସହ 3 ଜଣ ।

  • Wednesday, 16 August 2023
MAHANGA
ପୁଣି ଜଘନ୍ୟ ଅପରାଧ ପ୍ରଚ୍ଛଦପଟରେ ପଲିଟିକାଲ ଲିଙ୍କ୍ !

ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ରଫାଦଫା କରିବାରେ କରିତକର୍ମା ନେତାଙ୍କ କଳା କାହାଣୀ!

  • Wednesday, 16 August 2023
Odisha BJP workers stage protest over 5T secretary VK Pandian’s visit
5T ସଚିବଙ୍କ ଗସ୍ତ ପୂର୍ବରୁ ବିରୋଧ

5ଟି ସଚିବ ଭି କେ ପାଣ୍ଡିଆନଙ୍କ ବାଙ୍କୀ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇ ବିରୋଧ କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ‘ଓଡିଶାରୁ ପାଣ୍ଡିଆନ ହଟାଅ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

elephant menace
ବଣାଇରେ ଦନ୍ତାହାତୀ ଆତଙ୍କ

ସୁନ୍ଦରଗଡ଼ ବଣାଇରେ ଦନ୍ତାହାତୀ ଆତଙ୍କ । ହାତୀ ଘର ଭାଙ୍ଗିବା ସହ ଘରୁ ଚାଉଳ ଆଣି ଖାଉଛି । ବଣାଇ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ।

Deficit rainfall
ମୌସୁମୀର ଲୁଚକାଳି ଖେଳରେ ଚାଷୀର କପାଳ ଫାଟିଲା

ଯୋଡ଼ା ଶ୍ରାବଣ ଯାଇ ଭାଦ୍ରବ ହେବାକୁ ବସିଲାଣି l ତଥାପି ବିଲକୁ ଯାଇପାରୁନି ଲଙ୍ଗଳ l ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନରେ ଅଧାରେ ଅଟକିଛି ଧାନ ଚାଷ କାର୍ଯ୍ୟ l ଜଳସେଚନ ସୁବିଧା ନଥିବାରୁ ତଳି ରୁଆ ଓ ବେଉସା କାର୍ଯ୍ୟ ଆଗକୁ ବଢିପାରୁ ନାହିଁ । ଆଗକୁ ବର୍ଷାର ପରିମାଣ ନ ହେଲେ ଏଥର ମରୁଡ଼ିରେ ବେଉସା .....

 bridge problem
ସରକାର ଅଳି ଅର୍ଦ୍ଦଳି ନ ଶୁଣିବାରୁ କାଠ ପୋଲ ଗଢ଼ିଦେଲେ ଗାଁ ଲୋକେ

ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇଲା ପରେ ବି କିଛି ସୁଫଳ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଲୋକ ନିଜ ପାରିଶ୍ରମିକରେ କାଠର ପୋଲ ଟିଏ ଗଢ଼ିଦେଲେ । ଗାଁର କୁନି କୁନି ପିଲାମାନେ ମଧ୍ୟ ଗୁଣ୍ଡୁଚି ମୂଷା ଭଳି ସହଯୋଗ ଦେଲେ ଆଉ ସରକାରୀ ବିଫଳତାର ପର୍ଦ୍ଦାଫାସ କଲେ....

  • Wednesday, 09 August 2023
special story
ଆଉ ଆସିବେନି ସାର୍, ଲୁହରେ ଭିଜିଲା ସ୍କୁଲ

୩୦ ବର୍ଷ ହେଲା ପିଲାଙ୍କୁ ଶିକ୍ଷାଦାନ ଦେଇ ଆସୁଥିଲେ। ଆଉ ଆଜି ଅବସର ନେଇ ଯାଉଥିବା ସମୟରେ ଲୁହରେ ଭିଜିଲା ସ୍କୁଲ ପରିସର। ପ୍ରିୟ ଶିକ୍ଷକଙ୍କୁ ସ୍କୁଲ ଛାଡି ଯିବା କଥାକୁ ନା ସହ୍ୟ କରି ପାରୁଛନ୍ତି ଛାତ୍ରଛାତ୍ରୀ ନା ନିଜେ ଶିକ୍ଷକ। କାନ୍ଦି କାନ୍ଦି ଏକା ସାଙ୍ଗରେ ତିନିଜଣ ଶିକ୍ଷକଙ୍କୁ ମହା ଆଡମ୍ବରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ...

Odisha youth is set to become doctor
ଦାଦନ ଶ୍ରମିକରୁ ନିଟ ପାସ୍ କରି ଡାକ୍ତରୀ ପଢୁଛନ୍ତି ଅଭାବୀ ଆଦିବାସୀ ଯୁବକ

ଇଛାଶକ୍ତି ଓ ମନୋବଳ ଆଗରେ ହାର୍ ମନିଛି ଦାରିଦ୍ର୍ୟତା । ଦାଦନ ଶ୍ରମିକରୁ ନିଟ୍ ପାସ୍ କରି ଡାକ୍ତରୀ ପାଠ ପଢୁଛନ୍ତି ଅଭାବୀ ଆଦିବାସୀ ଯୁବକ । ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସଦର ପଞ୍ଚାୟତ ଥୁଆପାଡ଼ି ଗାଁର ଜଣେ ଆଦିବାସୀ ଯୁବକ ଯୁକ୍ତ ଦୁଇ ପଢ଼ିବା ପରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ । ସେଠାରୁ ଫେରି ନୀଟ ପରୀକ୍ଷାରେ ପାସ୍ କରି ଏବେ ଡାକ୍ତର ପାଠ ପଢୁଛନ୍ତି ....

  • Wednesday, 09 August 2023
  • Doctor
Anandpur
ଦଇବ ଯେବେ ଦାଉ ସାଧିବ ଦୁଃଖ କହିବ କାହାକୁ

ଆଗ ପଛ ହୋଇ ଦୁଇ ଭେଣ୍ଡିଆ ପୁଅ ଚାଲିଗଲେ । ଘରେ ବିଧବା ପତ୍ନୀ ସେମାନଙ୍କ ଚାରି ଚାରିଟା ଛୁଆ । ଅସୁସ୍ଥ ବାପା ଓ ମା ଏବେ କେମିତି ଘର ଚଳାଇବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ସରକାରୀ ସୁବିଧା ଏ ଯାଏ ସେମାନଙ୍କୁ ମିଳିନଥିବାରୁ କ୍ଷୋଭ ପ୍ରକାଶ ପାଇଛି....

 Ganjam
ବାହାରୁ ସୁନ୍ଦର ଲାଗୁଥିଲେ ବି, ବାସ୍ତବ ସ୍ଥିତି ଅତି ସଂଗୀନ

ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର । ଉପର ଚିକ୍କଣ, ଭିତର ଫମ୍ପା।

  • Saturday, 05 August 2023
ratna bhandar reopening or counting of valuables
ଦୁର୍ମୂଲ୍ୟ ଅଳଙ୍କାର ଗଣତି ? ନା ରତ୍ନଭଣ୍ଡାରର ମରାମତି ?

ଏତେ ହୋ ହଲ୍ଲା ପରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ହେଲା ସୁପାରିସ୍, ତା ପୁଣି ଆରବର୍ଷକୁ। ହାଇକୋର୍ଟ ଛାଟ ଓ ଆସୁଥିବା ନିର୍ବାଚନକୁ ଭୟ କରି ରାଜ୍ୟ ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଅଭିଯୋଗ ଆଣି ବର୍ଷିଲେ ବିରୋଧୀ।

  • Saturday, 05 August 2023
Official meeting concludes in BJP headquarters in Bhubaneswar
ବିଜେପିକୁ ଓଡ଼ିଶାରେ କ୍ଷମତାସୀନ ପାଇଁ ଶାହାଙ୍କ ଗୁରୁମନ୍ତ୍ର

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାଛି ଦୁର୍ବାର ଲଢେଇ ପାଇଁ ନେତାଙ୍କୁ ଆହ୍ୱାନ..ରାଜ୍ୟ ସରକାରଙ୍କ ବିରୋଧରେ ଦଳୀୟ ନେତାଙ୍କୁ ଆହ୍ୱାନ ଦେଲେ ଶାହ

Odisha floods
ଲକ୍ଷାଧିକ ଲୋକ ଏବେବି ପାଣି ଘେରରେ

ବର୍ଷା କମିଛି, ନଦୀର ଜଳସ୍ତର ବି ଧିରେ ଧିରେ କମିବାରେ ଲାଗିଛି। ହେଲେ ବଢିଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା।

Mob sets police station on fire
ଆକ୍ରୋଶରୁ ପୋଲିସ୍ ଉପରେ ଭୟଙ୍କର ଆକ୍ରମଣ

ରଣକ୍ଷେତ୍ର ପାଲଟିଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପରିସର। ଉତ୍ତ୍ୟକ୍ତ ଲୋକେ ପୋଲିସ୍ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଥାନାକୁ ଜାଳି ଦେଇଛନ୍ତି।