• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

ssssssssssss
ନିର୍ଦ୍ଦେଶକଙ୍କୁ ଏମିତି ଧମକ ଦେଇ ଗିରଫ ହୋଇଥିଲେ ଶାହରୁଖ୍‌

ମୁମ୍ୱାଇ: ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ ନିକଟରେ ଆମେରିକାର ଟିଭି ହୋଷ୍ଟ୍‌ ଡେଭିଡ୍‌ ଲେଟରମ୍ୟାନ୍‌ଙ୍କ ଚାଟ୍‌ ଶୋ’ ‘ମାଇଁ ନେକ୍ସଟ୍‌ ଗେଷ୍ଟ୍‌ ନିଡ୍‌ ନୋ ଇଣ୍ଟ୍ରୋଡକ୍ସନ୍‌’ରେ ଭାଗ ନେଇଥିଲେ। ଏହି ଶୋ’ରେ ସେ ତାଙ୍କ ଜୀବନ ସହିତ ଜଡ଼ିତ ଥିବା ଅନେକ କଥା କହିଥିଲେ, ଯାହା ହୁଏତ ଆପଣମାନେ ପୂର୍ବରୁ ଜାଣି ନଥିବେ। ଶାହରୁଖ୍‌ କହିଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏପରିକି ଜେଲ୍‌ରୁ ବାହାରିବା […]

  • Saturday, 10 July 2021
343323
ସୈଫ-କରୀନାଙ୍କ ଦିୱାଲି ପାର୍ଟିରେ ବଲିଉଡ୍‌ ଷ୍ଟାର: କ୍ୟୁଟ୍‌ ଲାଗୁଥିଲେ ତୈମୁର୍‌

ମୁମ୍ବାଇ:ବଲିଉଡ ଇଣ୍ଡଷ୍ଟ୍ରିରେ ଦୀପାବଳି ଧୁମ୍‌ଧାମ୍‌ରେ ମନାଉଛନ୍ତି ସେଲିବ୍ରିଟି। ଲାଗୁଛି ଫିଲ୍ମ ଜଗତର ସବୁ ଷ୍ଟାର ଯେମିତି ଫେଷ୍ଟିଭ୍‌ ମୁଡ୍‌ରେ। ଚାରିଆଡ଼େ ଉତ୍ସବର ମାହୋଲ। ଦୀପାବଳିର ଏହି ଖାସ୍‌ ଅବସରରେ ସୈଫ୍‌ ଅଲି ଖାନ ଏବଂ କରୀନା କପୁର ମଧ୍ୟ ନିଜ ଘରେ ନିଜ ଫ୍ୟାମିଲି ମେମ୍ବରଙ୍କ ପାଇଁ କରିଥିଲେ ଡିନର ପାର୍ଟି। କରୀନା ଏବଂ ସୈଫଙ୍କ ଡିନର ପାର୍ଟିରେ ଦେଖିବାକୁ ମିଳିଥିଲେ ସାରା ଅଲି ଖାନ, ଇବ୍ରାହିମ୍ ଅଲି ଖାନ। ପାର୍ଟିରେ ପୁରା ପଟୌଦି ପରିବାରକୁ ଦେଖିବାକୁ […]

  • Saturday, 10 July 2021
Untitled-2 copy
ନଭେମ୍ବରରେ ଆସୁଛି ’ମାଲ ମହୁ ଜୀବନ ମାଟି’

ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ନିର୍ମଳ ନାୟକ ଏଥିରେ ସଂଳାପ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ମୁକ୍ତିଲାଭ ପୂର୍ବରୁ ଚଳଚ୍ଚିତ୍ର ’ମାଲ ମହୁ ଜୀବନ ମାଟି’ ନୂଆ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରଥମ ଥର ପାଇଁ ଅଭିନବ ଶୈଳୀରେ ଉପସ୍ଥାପିତ […]

  • Saturday, 10 July 2021
34343434
ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢିବାକୁ ଭୁଲିଗଲେ ଜାହ୍ନବୀ

ମୁମ୍ବଇ:ବଲିଉଡ ଷ୍ଟାରଙ୍କ ଷ୍ଟାଇଲ୍‌, ଫ୍ୟାସନ ତାଙ୍କର ଫ୍ୟାନ୍ସଙ୍କୁ ବେଶ ପ୍ରଭାବିତ କରିଥାଏ। ଫ୍ୟାନ୍ସମାନେ ବିଶେଷକରି ଅଭିନେତ୍ରୀଙ୍କ ପରିଧାନ ଉପରେ ସେମାନେ ସବୁବେଳେ ନଜର ରଖିଥାନ୍ତି । ଆଉ ଏହି କାରଣରୁ ସୋଶାଲ ମିଡିଆରେ ଆଜି ଶ୍ରୀଦେବୀ ତନୟା ଜାହ୍ନବୀ କପୁରଙ୍କ ମଜାକ୍‌ ଉଡାଇଛନ୍ତି ଫ୍ୟାନ୍ସ।  ଜାହ୍ନବୀ ଭୁଲ୍‌ରେ ତାଙ୍କ ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢି ନ ଥିଲେ। ତାଙ୍କର ଏହି ଭୁଲ୍‌ ମିଡିଆ କ୍ୟାମେରା ଆଗରେ ଧରା ପଡ଼ି ଯାଇଥିଲା। ଆଉ ଏହା ପରେ ଫ୍ୟାନ୍ସମାନେ ଆରମ୍ଭ […]

  • Saturday, 10 July 2021
234
ଲାଜକୁଳା ପ୍ରଭାସଙ୍କ ପାଇଁ କେତେ ବାହାଘର ପ୍ରସ୍ତାବ ଆସିଲାଣି ଜାଣନ୍ତି ?

ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଲୋକପ୍ରିୟତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି। ଏବେ ସେ ଆଉ କେବଳ ସାଉଥ୍‌ ସୁପରଷ୍ଟାର୍ ହୋଇ ରହିନାହାନ୍ତି। ଏବେ ସେ ବଲିଉଡ୍‌ ପ୍ରେମୀଙ୍କର ବି ସୁପରଷ୍ଟାର୍‌ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଫିଲ୍ମ ‘ବାହୁବଳୀ’ରେ ତାଙ୍କର ଦମଦାର ଅଭିନୟ ଦେଖି ସାରା ଦୁନିଆରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଛି। ନିକଟରେ ଲଣ୍ଡନରେ ମଧ୍ୟ ଏହି ଫିଲ୍ମକୁ ଷ୍ଟାଣ୍ଡିଂ ଓଭେଶନ୍‌ ମିଳିଥିଲା। ଆଜି ହେଉଛି ପ୍ରଭାସଙ୍କର ଜନ୍ମ ଦିନ। ଆଜି ସେ ୪୦ ବର୍ଷର […]

  • Saturday, 10 July 2021
gaga
ସଂସ୍କୃତ ଶ୍ଲୋକ ଟ୍ୱିଟ୍‌ କଲେ ହଲିଉଡ୍‌ ଷ୍ଟାର୍; ଏବେ ଭାଇରାଲ୍

ନୂଆଦିଲ୍ଲୀ: ହଲିଉଡ୍‌ରେ ଲୋକପ୍ରିୟ ଅଭିନେତ୍ରୀ ତଥା ପପ୍‌ ସିଙ୍ଗର୍‌ ଲେଡି ଗାଗା ସୋଶାଲ୍ ମିଡିଆରେ ଖୁବ୍‌ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଶୋସାଲ୍‌ ମିଡିଆରେ ମାଧ୍ୟମରେ ସେ ସବୁବେଳେ ଫ୍ୟାନ୍‌ଙ୍କ ଗହଣରେ ରୁହନ୍ତି। କିନ୍ତୁ ନିକଟରେ ସେ ଏକ ଟ୍ୱିଟ୍‌ କରିଛନ୍ତି ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଟ୍ୱିଟ୍‌ ଦେଖିବାମାତ୍ରେ ତାଙ୍କ ଫ୍ୟାନ୍‌ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ସେତିକି ଖୁସି ବି ହେଉଛନ୍ତି। କାରଣ ଗାଗା […]

  • Saturday, 10 July 2021
11111
ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ନୂଆଦିଲ୍ଲୀ:ବଲିଉଡର ମହାନାୟକ ଅମିତାଭଙ୍କ ନାଁ ହିଁ ଯଥେଷ୍ଟ ସୋଶାଲ ମିଡିଆରେ ଚର୍ଚ୍ଚା ପାଇଁ। ଅମିତାଭ ବି ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥା’ନ୍ତି। ଏପରିକି ନିଜର ଫଟୋ, କବିତା, ଭିଡିଓ ଆଦି ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କ ପାଖରେ ନିଜର ଉପସ୍ଥିତି ଜାହିର କରିଥାନ୍ତି। ନିକଟରେ ଏକ ଫଟୋ ଅମିତାଭ ତାଙ୍କ ଟ୍ୱିଟର ହ୍ୟାଣ୍ଡଲ ଜରିଆରେ ପୋଷ୍ଟ କରିଛନ୍ତି ଯେଉଁଥିରେ  ସେ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଏହି ଫଟୋ ତାଙ୍କର ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ […]

  • Saturday, 10 July 2021
222222
‘ସୋଲମେଟ ଫର ଏଭର’-ମାଧୁରୀଙ୍କ ଏ ରୋମାଣ୍ଟିକ ମେସେଜ୍‌ କାହାପାଇଁ

ନୂଆଦିଲ୍ଲୀ: ଏକଥା ସତ, ବଲିଉଡ ଦୁନିଆରୁ ଦୂରରେ ଅଛନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ହେଲେ ବଲିଉଡ୍‌ରେ ତାଙ୍କର ଦବ୍‌ଦବା ଏବେ ବି ରହିଛି। ଅବଶ୍ୟ ଟିକେ ଭିନ୍ନ ଅନ୍ଦାଜରେ।  ନିକଟରେ ମାଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହାର କିଛି ଫଟୋ ବି ସୋଶାଲ ମିଡିଆରେ ସେୟାର କରିଛନ୍ତି। ଡାକ୍ତର ଶ୍ରୀରାମ ନେନେଙ୍କ ସହ ମାଧୁରୀ ବେଶ୍‌  ରୋମାଣ୍ଟିକ୍‌ ଅନ୍ଦାଜରେ ଏହି ଫଟୋ ଉଠାଇଛନ୍ତି। ଏଥିମଧ୍ୟରୁ ଅନେକ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ […]

  • Saturday, 10 July 2021
444434
ବାପାଙ୍କ ବାହାଘର କଥା ଶୁଣିବା ପରେ ଏମିତି କହିଥିଲେ ସାରା

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ଷ୍ଟାର୍‌ କିଡ୍‌ଙ୍କ ଟ୍ରେଣ୍ଡ। ଗତ ଦୁଇ ବର୍ଷ ଭିତରେ ଅନେକ ଷ୍ଟାର୍‌ କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରି ସାରିଲେଣି। ହେଲେ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସୈଫ୍ ଲଳନା ସାରା ଅଲି ଖାନ୍‌, ଯିଏ ନିଜ ଡେବ୍ୟୁ ଫିଲ୍ମ ‘କେଦାରନାଥ’ରୁ ହିଁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ସାରା ନିଜ ଫିଲ୍ମି ଲାଇଫ୍‌ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ନିଜ ରିଲେସନ୍‌ଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏବେ […]

  • Saturday, 10 July 2021
234567788
ଖୁବ୍‌ ଶୀଘ୍ର ଏକାଠି ହେବେ ହ୍ରିତିକ୍‌-ଅନୁଷ୍କା !

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି। ସୂଚନା ଅନୁଯାୟୀ,  ଫର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା। ଯଦି ଏ ଖବର ସତ ହୁଏ, […]

  • Saturday, 10 July 2021
2222222
ପୋଷାକ ବିକିବେ ଦୀପିକା

ମୁମ୍ବଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଡ୍ରେସ୍ ଷ୍ଟାଇଲ ଆପଣଙ୍କୁ କେମିତି ଲାଗେ ? ଭଲ ନା ! ଯଦି ଦୀପିକାଙ୍କ ଡ୍ରେସ ପସନ୍ଦ କରନ୍ତି ଚାହିଁଲେ ଆପଣ ତାହାକୁ କିଣି ପାରିବେ । କାରଣ ଦୀପିକା ତାଙ୍କ ପୋଷାକ ବିକ୍ରି କରିବାକୁ ଯାଉଛନ୍ତି। ଦୀପିକା ତାଙ୍କର ଫେବରାଇଟ ପୋଷାକ ବିକ୍ରି କରିବାକୁ ଯାଉଛନ୍ତି। ଏହି ପୋଷାକକୁ ଚାହିଁଲେ ଆପଣ ୱେବ ସାଇଟ୍‌ରେ କିଣି ପାରିବେ। ଏ ନେଇ ଦୀପିକା ନିଜେ ସୋଶାଲ ମିଡିଆ ଜରିଆରେ ଘୋଷଣା […]

  • Saturday, 10 July 2021
RAIMOHAN
ବାପ୍‌ରେ ବାପ୍ ! ଲଣ୍ଡା ହେବା ପାଇଁ ଏତେ ଟଙ୍କା ନେଇଥିଲେ ରାଇମୋହନ

ଭୁବନେଶ୍ୱର: ଓଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଦମ୍‌ଦାର ଅଭିନୟ ଓ ସଂଳାପ କହିବାର ଭୟାନକ ଷ୍ଟାଇଲ୍‌ ଦେଖି ଦର୍ଶକ ଛାତି ଥରିଯାଏ। ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ଖଳନାୟକର ମୃତ୍ୟୁ ବେଳର ଦୃଶ୍ୟରେ ରାଇମୋହନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ତେବେ ଅଭିନୟ ସହିତ ସେ ନିଜ ଲୁକ୍‌କୁ ବେଶ୍‌ ଗୁରୁତ୍ୱ ଦିଅନ୍ତି। ସିନେମା ଲାଇନ୍‌ ଏସବରୁ […]

  • Saturday, 10 July 2021
8765790
ବିଲରେ ଚାଷ କରୁଛନ୍ତି କରୀନା ! ଫାଉଡ଼ା ଧରି ମାଟି ହାଣିବାରେ ବ୍ୟସ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟ୍ରିସ୍‌ କରୀନା କପୁର ଖାନ୍‌। ଆଜିକାଲି ତ ତାଙ୍କୁ ଟିଭି ରିୟଲିଟି ସୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ରେ ଖୁବ୍‌ ଦେଖିବାକୁ ମିଳୁଛି। ହେଲେ ଫାଉଡ଼ା ଧରି ଏଠି କ’ଣ କରୁଛନ୍ତି କରୀନା ? ଏକ ଘାସ ଜମିରେ କୁରାଢୀ ଧରି ହାଣୁଛନ୍ତି ବୋଧେ ? ଚାଷ କରିବେ ନା କ’ଣ ?  ଭିଡିଓରେ ତ ସେମିତି କିଛି ଦେଖିବାକୁ ମିଳୁଛି । କିନ୍ତୁ ନା ମାଟି ହଟୁଛି ନା ଘାସ ! ତେବେ କ’ଣ […]

  • Saturday, 10 July 2021
564536
ରଣବୀର ଓ ଦୀପିକାଙ୍କୁ ନେଇ ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟ !

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରଣବୀର ସିଂହ ଓ ଦୀପିକା ପାଦୁକୋନ ଏକ  ହିଟ୍‌ ଯୋଡ଼ି । ଦୁହିଁଙ୍କୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍‌ ହିଟ୍‌ ହୋଇଛି। ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏହି ହିଟ୍ ଯୋଡ଼ିକୁ ନେଇ ଏକ ଫିଲ୍ମ କରୁଛନ୍ତି। ୨୦୧୮ରେ ଏ ଦୁହେଁ ଭଂଶାଲୀଙ୍କ ‘ପଦ୍ମାବତ୍‌’ରେ କାମ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟରେ ଏହି ଯୋଡ଼ିଙ୍କୁ ଦର୍ଶକ ଏକାଠି ରୋମାନ୍ସ କରିବା ଦେଖିବାକୁ ପାଇବେ। ନିକଟରେ ଭଂଶାଲୀଙ୍କ […]

  • Saturday, 10 July 2021
65656
କିନ୍ନର ବେଶରେ ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡ଼ୀ ଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ଫାଷ୍ଟ୍‌ ଲୁକ୍‌ର ପୋଷ୍ଟର୍ ରିଲିଜ୍‌ ହୋଇଯାଇଛି । ଏହି ପୋଷ୍ଟର୍‌ରେ କିନ୍ନର ଗେଟ୍‌ଅପ୍‌ରେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟରରେ ଅକ୍ଷୟ ଲାଲ୍‌ ଶାଢ଼ି ପିନ୍ଧିଛନ୍ତି। ମୁଣ୍ଡରେ ଲାଲ୍‌ ବିନ୍ଦି ଲଗାଇଛନ୍ତି। ଏଇ ନୂଆ ଲୁକ୍‌ରେ ଅକ୍ଷୟ ବେଶ୍ ପାୱାରଫୁଲ୍‌ ଲାଗୁଛନ୍ତି। ତାଙ୍କର ଏହି ନୂଆ ଲୁକ୍‌କୁ ଦର୍ଶକ ବି ବେଶ୍ ପସନ୍ଦ କରୁଛନ୍ତି। […]

  • Saturday, 10 July 2021
5454545
୩ଜି, ୪ଜି, ୫ଜି ନ ଥିଲେ ବି ନେଟ୍‌ୱାର୍କ ଚାଲିବ- ସମାଧାନର ସୂତ୍ର ବତାଇଲେ ବିଗ୍‌ ବି

ନୂଆଦିଲ୍ଲୀ:ପିଲାମାନଙ୍କ ମୋବାଇଲ ନିଶା ଅଭିଭାବକଙ୍କ ନିଦ ହଜାଇ ଦେଲାଣି। ଯେତେ ବାରଣ କଲେ ବି ମୋବାଇଲ ନିଶାରୁ ପିଲାଙ୍କୁ ଦୂରେଇ ପାରୁନାହାନ୍ତି ବାପା-ମା’। ପଚାରିଲେ ଉତ୍ତର ମିଳୁଛି-‘ପ୍ରଶ୍ନର ଉତ୍ତର ଇଣ୍ଟରନେଟରେ ସର୍ଚ୍ଚ କରୁଛୁ..’ ତେବେ ପିଲାଙ୍କୁ ମୋବାଇଲରୁ କିପରି ଦୂରେଇ ରଖିବେ ?  ଏଇ ସମସ୍ୟାର ସରଳ ସମାଧାନ କରିଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ସମାଧାନର ସୂତ୍ର ଅମିତାଭ ନଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଏମିତିରେ ତ ବିଗ୍‌ ବିଙ୍କୁ ନେଇ ସୋଶାଲ […]

  • Saturday, 10 July 2021
232323
ପରଲୋକରେ ବଲିଉଡ୍‌ ଅଭିନେତା ବିଜୁ ଖୋଟେ

ମୁମ୍ବଇ:ବଲିଉଡର ବରିଷ୍ଠ କଳାକାର ତଥା ଶୋଲେ ଫିଲ୍ମର  ଡାକୁ ‘କାଳିଆ‘ ବିଜୁ ଖୋଟେ ଆଉ ନାହାନ୍ତି। ୭୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। କେବଳ ବଲିଉଡ ନୁହେଁ, ଅନେକ ମରାଠି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ସେ ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୩୦୦ ଫିଲ୍ମ କରିସାରଛନ୍ତି। ତେବେ ଶୋଲେର କାଳିଆ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଶୋଲେରେ ବିଜୁ ଖୋଟେ ଡାକୁ କାଳିଆ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ କାଳିଆର ସେଇ […]

  • Saturday, 10 July 2021
download (3)
ମହମ୍ମଦ ରଫିଙ୍କ ସହ ଗୀତ ଗାଇବା କାହିଁକି ବନ୍ଦ କରିଦେଇଥିଲେ ଲତା

ମୁମ୍ୱାଇ : ଭାରତରତ୍ନ ସମ୍ମାନିତ ହୋଇଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମଦିନ। ୧୯୨୯ ମସିହା ୨୮ ସେପ୍ଟେମ୍ୱରରେ ମଧ୍ୟପ୍ରଦେଶର ଏକ ମଧ୍ୟବିତ୍ତ ମରାଠି ପରିବାରରେ ଲତା ଜନ୍ମ ଗ୍ରହଣ କରିଥିଲେ। ଲତାଙ୍କର ପ୍ରଥମ ନାମ ହେମା ଥିଲା। କିନ୍ତୁ ଜନ୍ମର ୫ ବର୍ଷ ପରେ ବାପା-ମା ତାଙ୍କ ନାମ ଲତା ବୋଲି ରଖିଥିଲେ। ଲତା ତାଙ୍କ ଭଉଣୀ ଆଶା, ଉଷା ମୀନାତାଇ ଓ ଭାଇ ହୃଦୟନାଥ ସମସ୍ତଙ୍କଠୁ ବଡ଼। ଲତାଙ୍କର ବାପା ରଙ୍ଗମଞ୍ଚର ଜଣେ […]

  • Saturday, 10 July 2021
057590479
‘ବିଗ୍‌ବସ୍‌ ୧୩’ର ସବୁଠାରୁ ଦାମୀ ପ୍ରତିଯୋଗୀ କିଏ ଜାଣନ୍ତି ?

ମୁମ୍ୱାଇ : ‘ବିଗ୍‌ବସ୍‌ ୧୩’କୁ ଟିଭି ପରଦାରେ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରି ରହିଛନ୍ତି। ୨୯ ସେପ୍ଟେମ୍ୱରରେ ଏହି ଶୋ’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ତେବେ ଶୋ’ରେ କେଉଁମାନେ ପ୍ରତିଯୋଗୀ ରହିବେ, ଏହାର ତାଲିକା ଏପର୍ଯ୍ୟନ୍ତ ବିଗ୍‌ବସ୍‌ର ଅଫିସିଆଲ୍‌ ସାଇଟ୍‌ରେ ଘୋଷଣା କରାଯାଇନାହିଁ। କିନ୍ତୁ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ରଶ୍ମି ଦେଶାଇ ବିଗ୍‌ବସ୍‌ର ଏହି […]

  • Saturday, 10 July 2021
321
ରାମାୟଣ ଜ୍ଞାନ ଏତେ କମ୍‌ ସୋନାକ୍ଷୀଙ୍କର !

ମୁମ୍ବାଇ: ସୋନାକ୍ଷୀ ସିହ୍ନା ହେଉଛନ୍ତି ବଲିଉଡ୍‌ର ଅନ୍ୟତମ ନାମୀଦାମୀ ଅଭିନେତ୍ରୀ। ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ଓ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ମଙ୍ଗଲ୍’ ରିଲିଜ୍ ହୋଇଥିଲା। ତେବେ ଗତକାଲି ‘କୌନ୍ ବନେଗା କୋରଡ୍‌ପତି’ ଶୋ’ରେ ଯୋଗ ଦେଇଥିବା ସୋନାକ୍ଷୀଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଛି। ଗତକାଲି ଶୋ’ରେ ସ୍ୱତନ୍ତ୍ର ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ରାଜସ୍ଥାନର ରୁମା ଦେବୀ, ଯିଏ ୨୨ ହଜାର ମହିଳାଙ୍କୁ ସ୍କିଲ୍ ଡେଭଲପ୍‌ମେଣ୍ଟ୍ […]

  • Saturday, 10 July 2021
jitendra-1-750x430
ଜିତେନ୍ଦ୍ର ମିଶ୍ରଙ୍କ ‘ଦ ଲାଷ୍ଟ୍ କଲର’କୁ ଦୁଇ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର: ଟିଟିଲାଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ସିନେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ରଙ୍କ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’କୁ ଆମେରିକାରେ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ମିଳିଛି । ଏହି ସିନେମାକୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସେଲିବ୍ରେଟି ସେଫ୍ ବିକାଶ ଖାନ୍ନା। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଓଡ଼ିଆ ପୁଅ […]

  • Saturday, 10 July 2021
8765887
ରାତିରେ ହୋଟେଲ୍‌ରେ ଏ କ’ଣ କରୁଛନ୍ତି ଶିଳ୍ପା !

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେଆର୍‌ କରି ଟ୍ରୋଲର ଶିକାର ହୋଇଛନ୍ତି। ସୋଶାଲ୍‌ ମିଡିଆ ୟୁଜରମାନେ ତାଙ୍କୁ ନିନ୍ଦା କରିବା ସହିତ ବିଭିନ୍ନ ଖରାପ ପ୍ରତିକ୍ରିୟା ଦେଇ ଟ୍ରୋଲ୍‌ କରୁଛନ୍ତି। ଏହି ଭିଡିଓରେ ଶିଳ୍ପା ଏକ ପାର୍ଟିରେ ପ୍ଲେଟ୍ ଭାଙ୍ଗି ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ତାଙ୍କର କିଛି ସାଥୀ ଭଙ୍ଗା ପ୍ଲେଟ୍ ଉପରେ ନାଚ କରୁଥିବା ବେଳେ ଆଉ କିଛି ସାଥୀ ପ୍ଲେଟ୍ ଫୋପାଡ଼ି ଭାଙ୍ଗୁ […]

  • Saturday, 10 July 2021
7654567
ଭାଇରାଲ ହେଲା ରାନୁଙ୍କର ଆଉ ଏକ ଗୀତ

ମୁମ୍ବାଇ: ରାନୁ ମଣ୍ଡଳ। ଏ ନାଁ ଏବେ କିଏ ବା ନ ଜାଣେ! ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି। ତାଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ତାଙ୍କୁ କେବଳ ବଲିଉଡ୍‌ରେ ପରିଚୟ ଦେଇନି, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ମଧ୍ୟ ଦେଇଛି। ଏହି ଗୀତଟି ରିଲିଜ୍‌ ହେବା ପୂର୍ବରୁ ହିଁ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ସେହିପରି ରାନୁଙ୍କ ନୂଆ ଗୀତ ‘ଆଦତ୍’କୁ ଲୋକେ ପସନ୍ଦ କରିଛନ୍ତି। ‘ଆଦତ୍’ ଗୀତର ମେକିଂ […]

  • Saturday, 10 July 2021
875678
ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ମୁମ୍ବାଇ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଟ୍ୱିଟ୍‌ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ  ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ପ୍ରଧାନମନ୍ତ୍ରୀଙ୍କୁ  ଏକ ବଡ଼ ଉପହାର ଦେଇଛନ୍ତି। ମୋଦିଙ୍କ ଜୀବନ ଉପରେ ଆଧାରିତ ଏକ ସ୍ପେଶାଲ୍ ଫିଲ୍ମ ‘ମନ୍ ବୈରାଗୀ’ର ଫାଷ୍ଟ୍‌ ଲୁକ୍‌କୁ ସେ ଉପହାର ସ୍ୱରୂପ ତାଙ୍କୁ ଭେଟି ଦେଇଛନ୍ତି। […]

  • Saturday, 10 July 2021
33 (1)
ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ଭୁବନେଶ୍ୱର: ଓଡିଶାରୁ ମାୟାନଗରୀ। ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍‌ ହେବେ ନହେଲେ କରନ୍‌ ଜୋହରଙ୍କ ଫିଲ୍ମର ହିରୋଇନ୍‌। ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ। ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି। ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ। ପିଲାଦିନ କଟିଥିଲା ଦିଲ୍ଲୀରେ। ‘ଲି ଷ୍ଟାର୍ସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌’, ନ୍ୟୁୟର୍କରେ ସେ ପାଠ ପଢିଛନ୍ତି। ସେଠାରୁ ଫେରିବା ପରେ ନଇଶା ମୁମ୍ବାଇର ମିଠିବାଇ କଲେଜ୍‌ […]

  • Saturday, 10 July 2021