• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

dill-bechara
ରିଲିଜ୍‌ ହେଲା ସୁଶାନ୍ତଙ୍କ ଫିଲ୍ମ 'ଦିଲ୍‌ ବେଚାରା'; ମାଗଣାରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ରିଲିଜ ହେଲା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’। ଡିଜ୍‌ନୀ ହଟ୍‌ଷ୍ଟାରରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ, ଏହାକୁ ମାଗଣାରେ ଦେଖିପାରିବେ ଦର୍ଶକ। ସୁଶାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଥାଇରଏଡ୍ କ୍ୟାନ୍ସର ଆକ୍ରାନ୍ତ ଜଣେ ଯୁବତୀଙ୍କ ପ୍ରେମ, ସଂଘର୍ଷ ଓ ସ୍ୱପ୍ନପୂର୍ତ୍ତିକୁ ନେଇ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଓ ସଞ୍ଜନା ସାଂଘି ଅଭିନୟ କରିଛନ୍ତି। ଏଥିରେ […]

  • Tuesday, 06 July 2021
kangana ranaut 1
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସାମ୍ନାକୁ ଆସିଲା କଙ୍ଗନା ଓ ମୁମ୍ବାଇ ପୋଲିସ୍‌ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି। ହେଲେ କେବେ ସେ ତାଙ୍କର ବୟାନ ପୋଲିସ୍‌କୁ ଦେବେ ଏନେଇ ବାନ୍ଦ୍ରା ପୋଲିସ୍‌ ପକ୍ଷରୁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ବୟାନ ରେକର୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଉ ବୋଲି କଙ୍ଗନାଙ୍କ ଟିମ୍‌ ପକ୍ଷରୁ କୁହାଯାଇଛି। ଏସବୁ ଭିତରେ କଙ୍ଗନାଙ୍କ ଟିମ୍‌ ପକ୍ଷରୁ ଟ୍ୱିଟ୍‌ରରେ ଏକ ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ […]

  • Tuesday, 06 July 2021
sushant singh
ସୁଶାନ୍ତଙ୍କୁ ମିଳିବ ନ୍ୟାୟ ! ପ୍ରଧାନମନ୍ତ୍ରୀ ମୋଦି ଦେବେ କି ସଙ୍କେତ ?

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଲାଗି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ ମନରେ ଏକ ପ୍ରକାର ବିଶ୍ୱାସ ସୃଷ୍ଟି ହୋଇଛି ଯେ, ସୁଶାନ୍ତଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ।  ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣା ଉପରେ ଧ୍ୟାନ ଦେବା ସହ ସଠିକ୍‌ ତଦନ୍ତ ଲାଗି ଲକ୍ଷାଧିକ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି […]

  • Tuesday, 06 July 2021
ar rahman
ସୋନୁ ନିଗମଙ୍କ ପରେ ବଲିଉଡ୍‌‌ ଇଣ୍ଡଷ୍ଟ୍ରିକୁ ନେଇ ଆଉ ଏକ ଖୁଲାସା କଲେ ଏଆର୍‌ ରହମାନ୍‌

  AR Rahman ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର କିଛି ଦିନ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଥିବା ବେଳେ ଏବେ ଆଉ ଜଣେ ପ୍ରସିଦ୍ଧ ଗାୟକ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବଲିଉଡ୍‌ରେ କାହିଁକି ତାଙ୍କ୍‌ କମ୍‌ କାମ ମିଳୁଛି ବୋଲି ଏହାର ଖୁଲାସା କରିଛନ୍ତି ଗାୟକ ତଥା କମ୍ପୋଜର୍‌ ଏଆର୍‌ ରହମାନ୍‌। ସେ କହିଛନ୍ତି, ଏକ […]

amitab
ଅମିତାଭଙ୍କ ଗୋଟେ ଟ୍ୱିଟ୍‌ ରାତାରାତି ବନେଇଦେଲା ଯୁବତୀଙ୍କୁ ଷ୍ଟାର!

ମୁମ୍ୱାଇ: ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରୁହନ୍ତି। ଏବେ ଅମିତାଭ ବଚ୍ଚନ ଟ୍ୱିଟରରେ ଏକ ଭିଡିଓ ଶେୟାର୍ କରିଛନ୍ତି, ଯେଉଁଥିରେ ଜଣେ ଝିଅକୁ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ଟୁଇଟ୍‌ କରି ଗୀତ ଗାଉଥିବା ଝଅକୁ ପ୍ରଶଂସା କରି କହିଥିଲେ ଯେ ‘ସେ ଜଣେ ବିଶେଷ ପ୍ରତିଭା’। ଅମିତାଭଙ୍କ ଠାରୁ କପ୍ଲିମେଣ୍ଟ ପାଇବା ପରେ ଝିଅଟି ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା […]

  • Tuesday, 06 July 2021
susamnta
ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’କୁ ନେଇ ଭାବବିହ୍ୱଳ ହେଲେ ଅଙ୍କିତା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ତାଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଗତ୨୪ଜୁଲାଇରେ ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକମାନେ ମଧ୍ୟ ଭଲ ପସନ୍ଦ କରୁଛନ୍ତି। ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। From #pavitrarishta to #dilbechara One last time !!! pic.twitter.com/3tCruDZD1h — Ankita lokhande (@anky1912) July […]

  • Tuesday, 06 July 2021
big b
ଅମିତାଭ ବଚ୍ଚନଙ୍କ ବଙ୍ଗଳାରୁ ହଟିଲା କଣ୍ଟେନ୍‌ମେଣ୍ଟ ପୋଷ୍ଟର

ମୁମ୍ବଇ: ଅମିତାଭ ବଚ୍ଚନଙ୍କ ପରିବାରରେ କରୋନା ପଶିବା ପରେ ପରେ ତାଙ୍କ ବାସଭବନ ‘ଜଲ୍‌ସା’କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । କରୋନା ପଜିଟିଭା ରିପୋର୍ଟ ଆସିବା ପରେ ବିଗ୍‌ ବିଙ୍କ ସହ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା  ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଏହାପରେ ବିଏମସି ପକ୍ଷରୁ ତାଙ୍କ ଘର ‘ଜଲ୍‌ସା’ କଣ୍ଟନେମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ହେଲେ ଏବେ ଏଠାରୁ କଣ୍ଟେନମେଣ୍ଟ ପୋଷ୍ଟର ହଟାଇ ଦିଆଯାଇଛି । […]

  • Tuesday, 06 July 2021
Actress Vijayalakshmi
ଭିଡିଓ କରି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, କହିଲେ- ଏଇଟା ମୋର ଶେଷ ଭିଡିଓ

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା ଘଟଣା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ। ଏସବୁ ଭିତରେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯାହାକୁ ନେଇ ଅଭିନେତ୍ରୀଙ୍କ ଫ୍ୟାନ୍ସମାନଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ତାମିଲ୍‌ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଠିକ୍‌ ସମୟରେ ତାଙ୍କୁ ବଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ହସ୍ପିଟାଲ୍‌ରେ ତାଙ୍କର […]

  • Tuesday, 06 July 2021
nitin
ଶାଲିନୀଙ୍କ ହାତ ଧରିଲେ ସାଉଥ୍ ଷ୍ଟାର୍ ନୀତିନ୍

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର୍ ନୀତିନ ରେଡ୍ଡୀ ଆରମ୍ଭ କରିଛନ୍ତି ନୂଆ ଜୀବନ। ରବିବାର ହାଇଦ୍ରାବାଦର ତାଜ୍‌ଫାଲକନୁମା ପ୍ୟାଲେସରେ ସାଉଥ ସୁପରଷ୍ଟାର ନୀତିନ ରେଡ୍ଡୀ ତାଙ୍କ ମଙ୍ଗେତର ଶାଲିନୀ କାଣ୍ଡୁକୁରିଙ୍କୁ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିଛନ୍ତି। ନିତିନ ଓ ଶାଲିନୀଙ୍କ ବିହାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଛି। ଅଭିନେତାଙ୍କ ପ୍ରଶଂସକଙ୍କ ସହିତ ସେଲିବ୍ରିଟୀ‌ମାନେ ମଧ୍ୟ ଦୁହିଁଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି। କରୋନାଭାଇରସ ଯୋଗୁ ନୀତିନ ଓ ଶାଲିନୀ କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ […]

  • Tuesday, 06 July 2021
mahesh-bhatt
ସୁଶାନ୍ତଙ୍କ ମୃତ୍ୟୁ ମାମଲା, ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଜେରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଜେରା ଜାରି ରହିଛି। ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଆଜି ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ବୟାନ୍ ରେକର୍ଡ ହୋଇଛି। ସୋମବାର ସକାଳ ୧୧ଟା ବେଳେ ମହେଶ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ପ୍ରାୟ ୨ ଘଣ୍ଟା ଧରି ଜେରା କରାଯାଇଥିଲା। ପୂର୍ବରୁ ମହେଶ ଭଟ୍ଟଙ୍କୁ ଜେରା କରିବାକୁ ସମନ ଜାରି କରାଯାଇଥିଲା। ମହେଶ ଭଟ୍ଟଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ […]

  • Tuesday, 06 July 2021
bachan
ଆସିଲା ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଦୁହିଁଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏନେଇ ଅଭିଷେକ ବଚ୍ଚନ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଅଭିଷେକ କହିଛନ୍ତି ଯେ ସେ ଏବଂ ତାଙ୍କ ବାପା ଅମିତାଭ ବଚ୍ଚନ ଏବେ ଡାକ୍ତରଖାନାରେ ମେଡିକାଲ କର୍ମଚାରୀଙ୍କ ଅବଜରଭେସନ୍‌ରେ ରହିବେ। Mumbai: Aishwarya Rai […]

  • Tuesday, 06 July 2021
ankita
ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଘରୁ ବାହାରିଲେ ଅଙ୍କିତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍‌ ଯିବାର ଇତି ମଧ୍ୟରେ ଦେଢମାସ ବିତି ଗଲାଣି। ଜୁନ୍‌ ୧୪ ତାରିଖ ତାଙ୍କର ବାନ୍ଦ୍ରା ସ୍ଥିତ ଘରେ ସୁଶାନ୍ତଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ତାଙ୍କର ଏକ୍ସ ଗର୍ଲ ‍ଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କ ଅକସ୍ମାତ ମୃତ୍ୟୁ ତାଙ୍କ ପାଇଁ ଥିଲା ଏକ ବଡ ଧକ୍କା। ପ୍ରାୟ ଦେଢ ମାସ ପରେ ଅଙ୍କିତା ପ୍ରଥମ ଥର ପାଇଁ ଘରୁ ବାହାରକୁ ଆସିଥିବା ଦେଖିବାକୁ ମିଳିଛି। ତାଙ୍କର […]

  • Monday, 05 July 2021
Capture
ଜନ୍ମ ନେଲେ ‘ଦୀପା ସାହୁ’

ଭୁବନେଶ୍ୱର: ଆଲବମ୍‌ ଦୁନିଆର ଚୁଲ୍‌ବୁଲି ନାୟିକା ଦୀପା ସାହୁ ଆଉ ନାହାନ୍ତି।  ଦୀର୍ଘଦିନ ଧରି କ୍ୟାନ୍ସର ସହ ଲଢିବା ପରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀପାଙ୍କ ବିୟୋଗରେ ଆଲବମ୍‌ କଳାକାରଙ୍କ ସହ ଓଲିଉଡ୍‌ର ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି। ଓଲିଉଡ୍‌ କଳାକାର ସବ୍ୟସାଚୀ ମିଶ୍ର ମଧ୍ୟ ଦୀପାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୀପାଙ୍କ ବିୟୋଗ ପରେ ସେ ଟ୍ୱିଟ କରି କହିଥିଲେ-‘ଦୀପା ଆଲବମ୍‌ ଦୁନିଆର ଜଣେ ସଫଳ ଅଭିନେତ୍ରୀ ଥିଲେ। […]

  • Monday, 05 July 2021
kumkum`
ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ କୁମକୁମ୍

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ କୁମକୁମଙ୍କର ପରଲୋକ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁମକୁମଙ୍କର ଦେହାନ୍ତ ନେଇ ପ୍ରକ୍ୟାତ କମେଡିଆନ୍ ଜନ୍ନି ୱାକରଙ୍କ ପୁଅ ନାସିର୍ ଖାନ୍ ଟ୍ୱିଟରରେ ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ସାୟା ଖେଳିଯାଇଛି। କୁମକୁମ୍ ‘ମଦର୍ ଇଣ୍ଡିଆ’, ‘ଉଜାଲା’, ‘ଏକ ସପେରା ଏକ ଲୁଟେରା’ ଏବଂ ‘ନୟା ଦୌର୍’ ଭଳି ଅନେକ ଫିଲ୍ମରେ ନିଜର ନୁଖଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିଲେ। […]

  • Monday, 05 July 2021
police susanta
କରନ୍‌ ଜୋହରଙ୍କ ସିଇଓଙ୍କୁ ଜେରା

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଘନ ଘନ ଜେରା କରାଯାଉଛି। ଗତକାଲି ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା ହେବା ପରେ ଆଜି କରନ୍ ଜୋହରଙ୍କ ସଂସ୍ଥାର କର୍ମଚାରୀଙ୍କୁ ଜେରା ହୋଇଛି । କରନ୍‌ଙ୍କ ଧର୍ମା ପ୍ରଡକ୍ସନ୍‌ର ସିଇଓ ଅପୂର୍ବା ମେହେଟ୍ଟାଙ୍କୁ ଆମ୍ବୋଲି ପୋଲିସ୍ ଷ୍ଟେସନ୍‌ରେ ପଚରାଉଚରା କରାଯାଇଛି । ସୁଶାନ୍ତଙ୍କ ଫିଲ୍ମ ଡ୍ରାଇଭ୍ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା । ତେବେ ଏହା ପ୍ରାୟ ଦୁଇ ବର୍ଷ ବିଳମ୍ବରେ ରିଲିଜ୍ ହୋଇଥିବାରୁ ସୁଶାନ୍ତ ଏଥିପ୍ରତି […]

  • Monday, 05 July 2021
susa
ସୁଶାନ୍ତ ମୃତ୍ୟୁର ରହସ୍ୟ ଖୋଲୁଛି, ରିଆ ମୁଖ୍ୟ ଷଡ଼ଯନ୍ତ୍ରକାରୀ କି?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଟୁଇଷ୍ଟ। ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ବିହାର ପୋଲିସ୍ ମାମଲା ରୁଜୁ କରିଛି। ରିଆଙ୍କ ବିରୋଧରେ ଆଉ କେହି ନୁହନ୍ତି ବରଂ ସୁଶାନ୍ତଙ୍କ ପିତା କେ.କେ. ସିଂ ଏହି ଏଫଆଇଆର୍ ଦାଖଲ କରିଛନ୍ତି। ସେ ପାଟଣାର ରାଜୀବ ନଗର ଥାନାରେ ଏହି ଏଫଆଇଆର ଦାଖଲ କରିଛନ୍ତି। କେକେ ସିଂ ଅଭିଯୋଗ ଆଣିଛନ୍ତି ଯେ ରିଆ ସୁଶାନ୍ତଙ୍କୁ ଟଙ୍କା ପାଇଁ ଏବଂ ତାଙ୍କୁ (ସୁଶାନ୍ତ)ଙ୍କୁ ଆତ୍ମହତ୍ୟା […]

  • Monday, 05 July 2021
anupam
କାନ୍ଦୁଛନ୍ତି ଅନୁପମ ଖେର!

ନୂଆଦିଲ୍ଲୀ: କରୋନାଭାଇରସ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦେଶରେ ଏବେ ୧୪ଲକ୍ଷ ୮୩ ହଜାରକୁ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ଅନୁପମ ଖେର ନିଜ ଟ୍ୱିଟ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଅନୁପମ କରୋନା ଟିକା ତିଆରି ହୋଇ ପାରୁନଥିବା ଯୋଗୁ କାନ୍ଦୁଥିବା ଦେଖିବାକୁ ମିଳିଛି। ଅନୁପମ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାନ୍ତି। रहिमन वैक्सीन ढूंढिए बिन वैक्सीन […]

  • Monday, 05 July 2021
reha
ଫେରାର୍‌ ହୋଇଗଲେ କି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ? ଖୋଜିପାଉନି ପୋଲିସ !

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଫେରାର ହୋଇ ଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରେହା ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଫେରାର୍ ଥିବା କୁହାଯାଉଛି। ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହ ପଟନା ଥାନାରେ ଏକ ମାମଲା ରୁଜୁ କରିବା ପରେ ପୁଲିସ ରିୟାଙ୍କୁ ଖୋଜିବା ଆରମ୍ଭ କରିଦେଇଛି। ଏନେଇ ମଙ୍ଗଳବାର ବିହାର ପୁଲିସର ଏକ ୪ ଜଣିଆ ଟିମ୍‌ ମୁମ୍ବାଇରେ ଆସି […]

  • Monday, 05 July 2021
pintu nanda
ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଜଣେ ଯୁବତୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ଶୁଟିଂ ସେଟ୍‌କୁ ଡାକି ପିଣ୍ଟୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପିଣ୍ଟୁଙ୍କ ସମେତ ୩ ଜଣଙ୍କ ନାଁରେ ଥାନାରେ ମାମଲା ଦାଏର ହୋଇଛି। ପୋଲିସ FIR ଗ୍ରହଣ କରିଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ ଏହି ୩ଜଣ ନୟାପଲ୍ଲୀ ଥାନାକୁ ଆସି […]

  • Monday, 05 July 2021
pintu 11
ଯୁବତୀଙ୍କ ଅଭିଯୋଗ-ପିଣ୍ଟୁ ମୋତେ ଟଣାଓଟରା କଲେ, ପିଣ୍ଟୁ ରଖିଲେ ଏମିତି ଉତ୍ତର...

ଭୁବନେଶ୍ୱର: ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଜଣେ ଯୁବତୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ଶୁଟିଂ ସେଟ୍‌କୁ ଡାକି ପିଣ୍ଟୁ ଦୁର୍ବ୍ୟବହାର, ଟଣାଓଟରା ଓ ଗାଳିଗୁଲଜ କରିଥିବା ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପିଣ୍ଟୁ କହିଛନ୍ତି, ‘ସମ୍ପୃକ୍ତ ଯୁବତୀଙ୍କୁ ମୁଁ ଚିହ୍ନି ନାହିଁ କି ତାଙ୍କ ସହ କଥା ହୋଇନି।ଯୁବତୀଙ୍କୁ ଜୁନିଅର ଆର୍ଟିଷ୍ଟ ସପ୍ଲାୟର ଶୁଟିଂ ସେଟ୍‌କୁ ଆଣିଥିଲେ। ଆଣିଥିବା ବ୍ୟକ୍ତିଙ୍କ ସହ ଯୁବତୀଙ୍କର ପାଟିତୁଣ୍ଡ ହୋଇଥିବା ଜାଣିବାକୁ ପାଇଥିଲି।” […]

  • Monday, 05 July 2021
SUSHANT-3
ସୁଶାନ୍ତଙ୍କୁ ହତ୍ୟା କରାଯାଇଛି-୨୬ଟି ସୁରାକ୍‌ ଦେଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ଘଟଣା ଦିନକୁ ଦିନ ରୋଚକ ମୋଡ ନେଉଛି। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ସୁଶାନ୍ତଙ୍କ ଫ୍ୟାନ୍ସ ତଥା ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି।  ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ (Central Bureau of Investigation) ତଦନ୍ତ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ୁଥିଲେ ବି ମୁମ୍ବାଇ ପୋଲିସ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ କହି ଏହାକୁ ଏଡ଼ାଇ ଦେଇଛି। ଏପରିକି ମହାରାଷ୍ଟ୍ର ଗୃହ ମନ୍ତ୍ରୀ  […]

  • Monday, 05 July 2021
prakruti mishra
ଥାନାରେ ଫେରାଦ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଏକ ଓଡ଼ିଆ ୱେବ୍‌ସାଇଟ୍‌ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଚରିତ୍ରକୁ କଦର୍ଥ କରି ଦର୍ଶାଇବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ସେ ଏହି ୱେବ୍‌ସାଇଟ୍‌ ନାଁରେ  ଅଭିଯୋଗ ଆଣିଛନ୍ତି। ଖାଲି ତାଙ୍କ ବିରୋଧରେ ନୁହେଁ ଏପରିକି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ପ୍ରକୃତି ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି। ପ୍ରକୃତି ଅଭିଯୋଗ […]

  • Monday, 05 July 2021
sushant singh
ସୁଶାନ୍ତଙ୍କ ମୃତ୍ୟୁର ୨ ଦିନ ପୂର୍ବରୁ ଘଟିଥିଲା ଏହି ରହସ୍ୟମୟ ଘଟଣା, କଙ୍ଗନା କହିଲେ ଏମିତି...

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ଖୁଲାସା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ୍‌। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ନେଇ ସେ ଏହି ଖୁଲାସା କରିଛନ୍ତି। ଟ୍ୱିଟ୍‌ କରି କଙ୍ଗନା ଲେଖିଛନ୍ତି, ‘ଗତ ୬ ମାସ ହେବ ରିୟା, ସୁଶାନ୍ତଙ୍କ ସହ ଥିଲେ। ସୁଶାନ୍ତଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବା ଦର୍ଶାଇ ତାଙ୍କୁ ବୁଝାଇବା ପାଇଁ ରିୟା ମହେଶ ଭଟ୍ଟଙ୍କୁ କହିଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁର ୨ ଦିନ ପୂର୍ବରୁ […]

  • Monday, 05 July 2021
ram
ରିଲିଜ୍ ହେଲା ‘ଥ୍ରୀଲର୍’ର ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲର୍। ରାମ ଗୋପାଳ ବର୍ମାଙ୍କ ଏହି କ୍ରାଇମ୍ ସସ୍‌ପେନ୍ସରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ। ଫିଲ୍ମରେ ହ୍ୟାଣ୍ଡସମ୍ ରକ୍ କାଚ୍ଛି ଓ ବୋଲ୍ଡ ଅପସରା ରାଣୀଙ୍କୁ ଦେଖିବାକୁ ମିଳିବ। ଦୁଇ ମିନିଟ୍‌ ୩୬ ସେକେଣ୍ଡର‌ ଟ୍ରେଲର୍‌ରେ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି ଉଭୟ। ପ୍ରଥମ ଥର ପାଇଁ କୌଣସି ହିନ୍ଦୀ ଫିଲ୍ମରେ ଏକାଥରେ ଦୁଇ ଓଡ଼ିଆ ନଜର ଆସିବେ। ରିଲିଜ୍ ପୂର୍ବରୁ ଅପସରା ଓ ରକ୍ କାଚ୍ଛି  […]

  • Monday, 05 July 2021
susant
ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଖାରଜ କଲେ ସୁପ୍ରିମ୍ କୋର୍ଟ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଯାଚିକାକୁ ଖାରଜ କରିଦିଆଯାଇଛି। ଅର୍ଥାତ୍ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାହିଁ। ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଛନ୍ତି, ଏବେ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସକୁ କରିବାକୁ ଦିଆଯାଉ। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ମୁମ୍ବାଇ ପୁଲିସ ଠାରୁ ସିବିଆଇକୁ ଟ୍ରାନ୍ସଫର କରିବା ପାଇଁ ଅଲକା ପ୍ରିୟା ସୁପ୍ରିମ୍ କୋର୍ଟରେ ଅପିଲ୍ କରିଥିଲେ। ତେବେ […]

  • Monday, 05 July 2021