ହିରୋଇନ୍ମାନଙ୍କ ପ୍ରକୃତ ଜୀବନର ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଅନେକ ନାୟିକାଙ୍କ ପ୍ରକୃତ ପ୍ରେମ କାହାଣୀ ଆଶ୍ଚର୍ଯ୍ୟ କରେ। ବଲିଉଡ୍ର ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ ଗ୍ୟାଙ୍ଗ୍ଷ୍ଟର୍ଙ୍କୁ ମନ ଦେଇଛନ୍ତି। ଆସନ୍ତୁ ଜାଣିବା ସେମିତି ୫ ଅଭିନେତ୍ରୀଙ୍କୁ।
'ରାମ ତେରୀ ଗଙ୍ଗା ମୈଲି'ରେ ବଲିଉଡରେ ପ୍ରବେଶ କରିଥିବା ମନ୍ଦାକିନୀ ଏବେ ପୁଣି ଥରେ ପରଦାକୁ ଫେରିବା ନେଇ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ଭାଇ ଭାନୁ ତାଙ୍କୁ ପୁଣିଥରେ ଅଭିନୟକୁ ଫେରିବା ନେଇ ବାଧ୍ୟ କରିଛନ୍ତି।