• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

cinema-hall
ଫେବୃଆରୀ ୧ରୁ ୧୦୦% ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍

ନୂଆଦିଲ୍ଲୀ: ଶତପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍। ଫେବୃଆରୀ ୧ ଅର୍ଥାତ୍‌ ଆସନ୍ତାକାଲିଠୁ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ୍। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ଆଶା କରାଯାଉଛି। ଏହା ଦ୍ୱାରା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଓ ହଲ୍ ମାଲିକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। କରୋନା ଯୋଗୁ ଗତବର୍ଷ ମାର୍ଚ୍ଚ ମାସରୁ ସିନେମା ହଲ୍ ବନ୍ଦ […]

  • Tuesday, 13 July 2021
Anganwadi..
ଫେବୃଆରୀ ୧ରୁ ଖୋଲିବ ଅଙ୍ଗନବାଡ଼ି

ଭୁବନେଶ୍ୱର: ଫେବୃଆରୀ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରିବାକୁ ଫେବୃଆରୀ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି। ତେବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ବିଭାଗକୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଫେବୃଆରୀ ୧ରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ସେହିପରି ଇଞ୍ଜିନିୟରିଂ କଲେଜ ଖୋଲିବା ପାଇଁ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ।  ଏସ୍ଓପି ପାଳନ କରି ସିନେମା ହଲ୍, […]

  • Tuesday, 13 July 2021
vaccine
ଦେଶରେ କରୋନା ଟିକାକରଣ ଅଭିଯାନରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: ଦେଶରେ କରୋନା ଟିକାକରଣ ଅଭିଯାନରେ ପ୍ରଥମ ସ୍ଥାନରେ ଓଡ଼ିଶା। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ କରୋନା ଟିକାକରଣ ହାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାରେ ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି। ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବାକୁ ବାକି ରହିଛନ୍ତି। ରାଜ୍ୟରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ଯାଏ ଚାଲିବ। ତେଣୁ ଏହି ତିନି ଦିନ […]

  • Tuesday, 13 July 2021
vaccine
କରୋନା ଟିକା ନେବାର ୨ ଦିନ ପରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକ

ନୂଆପଡ଼ା(ମାୟାଧର ସରାଫ‌): କରୋନା ଟିକା ନେଇଥିବା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ନୂଆପଡ଼ା ଜିଲ୍ଲା ଦିଆନମୁଣ୍ଡାର ନାନିକରାମ୍ କେଉଟ। କରୋନା ଟିକା ନେବା ପରେ ନାନିକରାମ୍‌ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଗତ ୨୩ ତାରିଖରେ ନାନିକରାମ୍ କରୋନା ଟିକା ନେଇଥିଲେ ଏବଂ ୨୫ ତାରିଖରେ ଡ୍ୟୁଟି କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ନୂଆପଡ଼ା ଓ ପରେ ବୁର୍ଲା […]

  • Tuesday, 13 July 2021
corona testing
ପୁଣି ଉପର ମୁହାଁ ହେଉଛି କି କରୋନା ଗ୍ରାଫ୍‌ ? ଆଜି ବି ବାହାରିଲେ ୨ ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ । ଦୀର୍ଘ ୪୦ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ଦେଶର ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଥିବାବେଳେ ଗତକାଲିଠାରୁ ପୁଣି ବଢ଼ଛି। ଗତକାଲି ୨,୦୮,୯୨୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ୨,୧୧,୨୭୫ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୪ ଘଣ୍ଟାରେ ଦେଶରୁ ୩,୮୪୧ ଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କାଟି […]

corona testing
ରାଜ୍ୟରେ ୭ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା, କମୁନି ମୃତ୍ୟୁ ହାର

ଭୁବନେଶ୍ୱର: ରାଜ୍ୟରେ ହଠାତ୍‌ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଣଣ ହୋଇଛନ୍ତି  ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଛନ୍ତି ୨୭୭୪ ଜଣ। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲାକ ସମ୍ପର୍କ ବିଭାଗ । ସେହିପରି ରାଜ୍ୟରେ ଆଜି ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। […]

chlild affected by corona
ଏଇ ସହରରେ ୧୦ ହଜାରରୁ ଅଧିକ ଶିଶୁ ବାହାରିଲେ ପଜିଟିଭ: ଆସିଲା କି କରୋନାର ତୃତୀୟ ଲହର ?

ଜୟପୁର; କରୋନାର ଦ୍ଵିତୀୟ ଲହର ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ହେଲେ ଏବେଠାରୁ ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କୁହାଯାଉଛି, କରୋନାର ତୃତୀୟ ଳହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ । ହେଲେ ଏବେ ଏମିତି ସ୍ଥିତି ସୃଷ୍ଟି ହୋଇଛି ଦେଖିଲେ ଲାଗୁଛି ଯେମିତି ଚାଲି ଆସିଲା କି କରୋନାର ତୃତୀୟ ଲହର ? ରାଜସ୍ଥାନରେ ଏପ୍ରିଲ ଏବଂ ମେ’ରେ କରୋନା ପଜିଟିଭ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି […]

  • Tuesday, 13 July 2021
covid-hospital-1
୪୨ ଦିନରେ ସବୁଠାରୁ କମ୍‌ କରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି । ଗତ ୪୨ ଦିନରେ ସବୁଠାରୁ କମ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୫ ହଜାର ୬୮୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖ ୧ ଲକ୍ଷ ୮୫ ହଜାର […]

  • Tuesday, 13 July 2021
wuhan
ଚୀନର ଉହାନ ଲାବରୁ ବ୍ୟାପିଥିଲା କରୋନା ! ଗୋଇନ୍ଦା ରିପୋର୍ଟ କଲା ଏମିତି ଖୁଲାସା

ନୂଆଦିଲ୍ଲୀ: କରୋନା ଭାଇରସ ପୃଥିବୀକୁ ଆସି ଏପରି ଆତଙ୍କ ସୃଷ୍ଟି କରିବା ପ୍ରାୟ ଦେଢ ବର୍ଷ ହୋଇଗଲା । ଆଜିଯାଏ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ । ସେତିକି ନୁହେଁ, ଭାଇରସର ଉତ୍ପତି କେଉଁଠୁ ହେଲା ଏବଂ କେମିତି ହେଲା ତାହା ମଧ୍ୟ ଜାଣି ହେଲାନାହିଁ । ଇତିମଧ୍ୟରେ ଆମେରିକା ଗୋଇନ୍ଦା ରିପୋର୍ଟ କରୋନା ଭାଇରସର ଉତ୍ପତ୍ତିକୁ ନେଇ ଗୁରୁତ୍ବପୁର୍ଣ ତଥ୍ୟ ପ୍ରକାଶ କରିଛି । ଗୋଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି, ପୃଥିବୀକୁ କରୋନା ଭାଇରସ […]

  • Tuesday, 13 July 2021
corona positive
ଦେଶରେ କମୁନି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୪୪୫୪ ଆଖି ବୁଜିଲେ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରର ପ୍ରକୋପ ଆସ୍ତେ ଆସ୍ତେ କମି କମି ଆସୁଛି । ମେ’ ଆରମ୍ଭରେ କରୋନା ସଂକ୍ରମଣ ସଂଖ୍ୟା ଡରାଉଥିଲା । ହେଲେ ଶେଷ ଆଡ଼କୁ ସଂଖ୍ୟାରୁ ଆଶ୍ଵସ୍ତି  ମିଳିଛି । ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ […]

industrial-oxygen
କାହିଁକି ବ୍ୟାପୁଛି ବ୍ଲାକ ଫଙ୍ଗସ ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶରେ ବ୍ଲାକ ଫଙ୍ଗସ୍‌ ଅର୍ଥାତ୍‌ ମ୍ୟୁକରମାୟକୋସିସ୍‌ ରୋଗୀଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଦିନକୁ ଦିନ ବଢୁଥିବା ଫଙ୍ଗାଲ ଇନ୍‌ଫେକ୍ସନକୁ ଦେଖି କେନ୍ଦ୍ର ସରକାର କେତେକ ରାଜ୍ୟରେ ଏହାକୁ ମହାମାରୀ ଘୋଷଣା କରିବା ପାଇଁ କହିଛନ୍ତି । ଏମିତିରେ ଦେଖିଲେ ବ୍ଲାକ ଫଙ୍ଗସ କୌଣସି ନୂଆ ରୋଗ ନୁହେଁ । ତେବେ କରୋନା ପରବର୍ତ୍ତୀ ପ୍ରତିକ୍ରିୟା ଭାବେ ଏହା ଦେଖା ଦେଉଥିବାରୁ ଏହାର ପ୍ରଭାବ ଅଧିକ ଭୟଙ୍କର ହୋଇପଡ଼ିଛି । […]

  • Tuesday, 13 July 2021
caring of covid patient
କରୋନା ମୃତ୍ୟୁ: ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ୩ ନମ୍ବରରେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ରବିବାର ଏକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁସାରେ, କରୋନାରେ ସର୍ବାଧିକ ମୃତ୍ୟୁ ଘଟିଥିବା ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ୩ୟ ସ୍ଥାନରେ ରହିଛି ।  ଆମେରିକା ଏବଂ ବ୍ରାଜିଲ ଭାରତ ଉପରେ ରହିଛନ୍ତି । ମହାମାରୀର ୨ୟ ଲହର ଭାରତରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ମହାମାରୀ ଦେଶରୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଗତ ୨ […]

  • Tuesday, 13 July 2021
covid test
ଦେଶରେ ସଂକ୍ରମଣ କମୁଛି, ହେଲେ ଡରଉଛି ମୃତ୍ୟୁ ସଂଖ୍ୟା: ୨୪ ଘଣ୍ଟାରେ ଆଖି ବୁଜିଲେ ୪,୧୯୪

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଆଜି ବି ତଳମୁହାଁ ରହିଛି। ହେଲେ ମୃତ୍ୟୁ ସଂଖ୍ୟା କହୁଛି ଦେଶରୁ କରୋନା ବିପଦ ଟଳିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ  ୨ଲକ୍ଷ ୫୭ ହଜାର ୨୯୯  କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ହେଲେ ମୃତ୍ୟୁ ସଂଖ୍ୟା ଆଜି ବି ୪ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ […]

covid test-1
କମୁନି ମୃତ୍ୟୁ ସଂଖ୍ୟା; ଆଜି କରୋନାରେ ଆଖି ବୁଜିଲେ ୨୬

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବାବେଳେ ଓଡ଼ିଶାରେ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ଉପରେ ରହୁଛି। ଗତକାଲି ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନାରରେ ଆଖି ବୁଜିଥିବାବେଳେ ଆଜି ୨୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି। ଆଜି ମୃତ ୨୬ ଜଣଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ଖୋର୍ଦ୍ଧା ଓ କୋରାପୁଟ। ଏହି […]

_117666215_virusnosegraphic
ରାଜ୍ୟରେ ୧୧ ହଜାର ତଳକୁ ଖସୁନି ସଂକ୍ରମଣ; ଆଜି ବି ବାହାରିଲେ ୧୧, ୧୦୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦୈନିକ ସଂକ୍ରମଣ ଗତ କିଛି ଦିନ ହେଲା ୧୧ ହଜାର ତଳକୁ ଖସୁନି। ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୨,୫୨୩  ଥିବାବେଳେ ଆଜି ୧୧,୧୦୮ ରହିଛି। ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି। ଆଜି ବି ସର୍ବାଧିକ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି। ଏଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧,୪୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି କଟକ। ଏଠାରୁ ୯୪୪ ଜଣ […]

2nd dose
କ୍ଷତିକାରକ ନୁହେଁ ୨ୟ ଡୋଜର ଦୀର୍ଘ ବ୍ୟବଧାନ, ଶରୀରରେ ବୃଦ୍ଧି ପାଉଛି ୩୦୦% ଆଣ୍ଟିବଡି

ନୂଆଦିଲ୍ଲୀ:ଦେଶରେ କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ନେଉଛି। ସଂକ୍ରମଣ ହାର କମୁଥିଲେ ହେଁ ମୃତ୍ୟୁ ହାର ଏବେ ବି ୪ ହଜାର ଉପରେ ରହିଛି ।  ଏପରି ସ୍ଥିତିରେ ଗୋଟିଏ ଭରସା ଭାକ୍ସିନ। ଦେଶରେ ପର୍ଯ୍ୟାପ୍ତ ଭାକ୍ସିନ ମିଳୁ ନ ଥିବାରୁ ଅନେକ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜକୁ ଅପେକ୍ଷା କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ହାର ଏବଂ ଭାକ୍ସିନକୁ ଅପକ୍ଷା… ଏମିତି ପରିସ୍ଥିତି ମଧ୍ୟରେ ସାମ୍ନାକୁ ଆସିଛି ଏକ ଖୁସି ଖବର । […]

  • Tuesday, 13 July 2021
corona-in-jail
ଝାରପଡ଼ା ଜେଲ୍‌ରେ ୯୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଦିନକୁ ଦିନ ସଂକ୍ରମଣ ହାର ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି। ଲକଡାଉନ ସହ ସପ୍ତାହାନ୍ତ ସଟ୍‌ଡାଉନ ସଂକ୍ରମଣକୁ ରୋକିବାରେ ସଫଳ ହେଉନି। ଜେଲରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀମାନଙ୍କୁ ପାରୋଲ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି କ୍ରମରେ ଓଡ଼ିଶାର ୪୪୯ ଜଣ କଏଦୀଙ୍କୁ ସ୍ପେଶାଲ ପାରୋଲରେ ଛାଡିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ମେ’ ୧୫ ତାରିଖ ସୁଦ୍ଧା ୧୨୬ […]

  • Tuesday, 13 July 2021
covid 19-111
ଡରେଇଲାଣି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୪, ୨୦୯ କରୋନା ରୋଗୀ ଆଖି ବୁଜିଲେ

ନୂଆଦିଲ୍ଲୀ: କରୋନାର ୨ୟ ଲହରୀ ଦୁର୍ବଳ ହେଉଥିବା ପରି ମନେ ହେଉଥିଲେ ବି ବିପଦ ଟଳି ନାହିଁ। ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଡରେଇଲାଣି ମୃତ୍ୟୁ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟରୁ ଜଣାଯାଇଛି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨, ୫୯,୫୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୨୦୯ ରୋଗୀଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି […]

  • Tuesday, 13 July 2021
corona death
ଆଜି ରାଜ୍ୟରେ କରୋନାରେ ଆଖି ବୁଜିଲେ ସର୍ବାଧିକ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ କରିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ୨୭ ରୋଗୀ ଆଖି ବୁଜିଛନ୍ତି। ଦେଶରୁ ସବୁ ପ୍ରାନ୍ତରୁ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଥିବାବେଳେ ଓଡ଼ିଶାରେ ଗ୍ରାଫ ଉପରମୁହାଁ ହୋଇଛି। ଆଜି ୨୭ ମୃତକଙ୍କ ମଧ୍ୟର ଖୋର୍ଦ୍ଧା, କୋରାପୁଟରୁ ୪ ଲେଖାଏଁ, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏଁ, କଳାହାଣ୍ଡିରୁ ୨ ଓ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତିରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ […]

corona testing
ରାଜ୍ୟରେ ୧୨ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧,୮୪୨

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣ ଯେପରି କମିବାର ନାଁ ନେଉନି। ଆଜି ଦୈନିକ ସଂକ୍ରମଣ ପୁଣି ୧୨ ହଜାର ଉପରେ ରହିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି  ୧୨,୫୨୩ କରୋନା ପଜିଟିଭ। ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ   ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ବିଶେଷକରି ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ସବୁଠାରୁ […]

delhi
୧୦ ମିଟର ଦୂର ପର୍ଯ୍ୟନ୍ତ ପବନରେ ବ୍ୟାପିପାରେ ଭୂତାଣୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଜାରି ହେଲା ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ।  ମହାମାରୀ ବ୍ୟାପିବାର ପ୍ରମୁଖ ମାଧ୍ୟମ ହେଉଛି ଏରୋସଲ ଏବଂ ଡ୍ରପ୍ଲେଟ୍ । ଏପରି ସୂଚନା ଦେଇଛି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ ।   ଆଡଭାଇଜରିରେ କୁହାଯାଇଛି, ଭାରତରେ ମହାମାରୀ ପ୍ରକୋପ ମଧ୍ୟରେ ଆମକୁ ସାମାନ୍ୟ ନିୟମକୁ ମନେ ରଖିବାକୁ ହେବ ଏବଂ ଏହା ଦ୍ୱାରା ସାର୍ସ କୋଭିଡ-୨ ଭାଇରସର ସଂକ୍ରମଣକୁ ରୋକି ହେବ। ଆଡଭାଇଜରୀରେ କୁହାଯାଇଛି, ଘର ହେଉ ବା  […]

  • Tuesday, 13 July 2021
covid test
୪ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୈନିକ ହାର ସାମାନ୍ୟ ହ୍ରାସ ପାଇଛି। ଯାହା ଜଣାଯାଉଛି, ଦ୍ୱିତୀୟ ଲହରର ପିକ୍‌ ସମୟ ଶେଷ ହେବାକୁ ଯାଉଛି। ଗୁରୁବାର ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୬ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ତେବେ ବୁଧବାର ତୁଳନାରେ ଆଜିର ହାର ସାମାନ୍ୟ ଅଧିକ ରହିଛି। ଏଥି ସହିତ ଆଉ ଏକ ଆଶ୍ୱସ୍ତକର ତଥ୍ୟ ମଧ୍ୟ ସାମ୍ନାକୁ […]

  • Tuesday, 13 July 2021
covid-1
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ  ବଢି ଚାଲିଛି। ଲକ୍‌ ଡାଉନ ପରେ ବି ଦୈନିକ ସଂକ୍ରମଣରେ ଲାଗିପାରୁନି ବ୍ରେକ୍‌। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।  ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୦୩ରେ ପହଞ୍ଚିଛି। କଳାହାଣ୍ଡି ଓ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ […]

covid
ବାହାରିଲେ ୧୧ ହଜାରରୁ ଅଧିକ କରୋନା ପଜିଟିଭ; ଖୋର୍ଦ୍ଧା, କଟକ ହଜାରେ ଉପରେ

ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ କମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟା କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ  ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ […]

Prime Minister Narendra Modi
୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ସିକିମ, ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ମୋଦି। ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହାସହ ଅଧିକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ପଡ଼ିବ।