• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

central-govt
୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ଛୁଟି

ଭୁବନେଶ୍ୱର: ୫୦ବର୍ଷ ବୟସରୁ ଉର୍ଦ୍ଧ୍ୱ କର୍ମଚାରୀମାନେ ବିନା ଡାକ୍ତରୀ ପ୍ରମାଣପତ୍ରରେ ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତିତ ଛୁଟି ନେଇପାରିବେ। ଏଥିପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟସ୍ଥଳ ଛାଡ଼ି ୧୪ଦିନ ପାଇଁ ଘରୋଇ କ୍ୱାରେଣ୍ଟାଇନରେ ରହିବାକୁ  ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ ସରକାରୀ କର୍ମଚାରୀମାନଙ୍କ ନିମନ୍ତେ ରାଜ୍ୟ ସରକାର ନିୟମକୁ କେତେକ କୋହଳ କରିଛନ୍ତି। ଏହାବ୍ୟତୀତ […]

  • Wednesday, 14 July 2021
naveen
'ଘରେ ରହିବା ପାଇଁ ଶପଥ କର, ବାହାରୁ ଆସିଲେ ହାତ ଧୁଅ'

ଭୁବନେଶ୍ୱର: ସାରା ରାଜ୍ୟରେ ଲକଡାଉନ୍ ଜାରି ହୋଇଥିଲେବି କେତେକ ବ୍ୟକ୍ତିବିଶେଷ ମାନୁନାହାଁନ୍ତି। ଏପରି ହେଲେ କରୋନା ବ୍ୟାପିବାର ଭୟ ସୃଷ୍ଟି ହୋଇଛି। ତେବେ କରୋନା ମୁକାବିଲା ଓ ସଚେତନ କରିବା ନେଇ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ପିଲାଛୁଆ ଓ ବାପାମାଆଙ୍କ ନାଁରେ ଶପଥ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ‘କରୋନା’ ମୁକାବିଲା ପାଇଁ ‘ମୋ ଜୀବନ’ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଏବେ […]

  • Wednesday, 14 July 2021
aahar
ବନ୍ଦ ହେଲା ଆହାର କେନ୍ଦ୍ର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବନ୍ଦ ହେଲା ଆହାର କେନ୍ଦ୍ର। ଆସନ୍ତା ମାର୍ଚ୍ଚ ୨୯ ଯାଏଁ ସମସ୍ତ ଆହାର କେନ୍ଦ୍ର ବନ୍ଦ ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ତେବେ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିବ। ରାଜ୍ୟରେ ଥିବା ସମସ୍ତ ସର୍ବସାଧାରଣ ପାର୍କ ମଧ୍ୟ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ସବୁଦୋକାନ […]

  • Wednesday, 14 July 2021
rilinace
କରୋନା ରୋଗୀଙ୍କ ପାଇଁ ମେଡିକାଲ ନିର୍ମାଣ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବଡ ପଦକ୍ଷେପ ନେଲା ରିଲାଏନ୍ସ। କରୋନା ମୁକାବିଲା ପାଇଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ, ଜିଓ ଓ ରିଲାଏନ୍ସ ଫାଉଣ୍ଡେସନ ସରକାରକୁ ସହଯୋଗର ହାତ ବଢ଼ାଇଛନ୍ତି। କରୋନାର ରୋଗୀଙ୍କ ଚିକିତ୍ସା ପାଇଁ ମହାରାଷ୍ଟ୍ରରେ ସ୍ୱତନ୍ତ୍ର ମେଡିକାଲ ନିର୍ମାଣ କରାଯାଇଛି। ରିଲାଏନସ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ମେଡିକାଲରେ ଅତ୍ୟାଧୁନିକ ସୁବିଧା ରହିଛି। ଏହି ମେଡିକାଲରେ କେବଳ କରୋନା ରୋଗୀଙ୍କ ଚିକିତ୍ସା କରାଯିବ। ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ  ୧୦୦ଶଯ୍ୟା […]

  • Wednesday, 14 July 2021
naveen-babu
ନବୀନ ଦରମା ଦାନ କଲେ, ସହଯୋଗ ପାଇଁ ନିବେଦନ କଲେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଅଧୀନ କୋଭିଡ୍-୧୯ ଫଣ୍ଡକୁ ଦାନ କରିଛନ୍ତି।। କେବଳ ସେତିକି ନୁହେଁ,  ବିପର୍ଯ୍ୟୟ ସମୟରେ ଅନ୍ୟମାନେ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ପ୍ରତିକ୍ରିୟା ଜରୁରୀ। କୋଭିଡ୍ -୧୯ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ […]

  • Wednesday, 14 July 2021
quarntine
ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କୁ ଚିହ୍ନିବେ କେମିତି?

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଦିନରାତି ଏକ କରିଦେଇଛନ୍ତି। ସଂକ୍ରମଣ କିପରି ନ ବ୍ୟାପିବ ସେନେଇ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏମାନଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲାଗିବା ନିଷ୍ପତ୍ତି ନିଆଯାଇଛି। ଯେକୌଣସି ବ୍ୟକ୍ତି ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ ତଥା ଗୃହ ପୃଥକୀକରଣରେ ରଖାଯାଉଛି।  […]

  • Wednesday, 14 July 2021
lock-odisha
ଲକଡାଉନରେ ଆଉ ୯ ଜିଲ୍ଲା; ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍ ତାଲିକାରେ ସାମିଲ ହୋଇଥିବା ଜିଲ୍ଲାଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ପୂର୍ବରୁ ୫ଟି ଜିଲ୍ଲା ଗଂଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଲାଗି ଲକଡାଉନ୍ ଘୋଷଣା ହୋଇଥିଲା। ଏହି ସମସ୍ତ ୧୪ଟି ଜିଲ୍ଲାରେ ଆସନ୍ତାକାଲି(ମଙ୍ଗଳବାର) ୭ଟାରୁ ୨୯ ମାର୍ଚ୍ଚ […]

  • Wednesday, 14 July 2021
branch-post
୨୯ ଯାଏଁ ଶାଖା ଡାକଘର ବନ୍ଦ

ଭୁବନେଶ୍ୱର: କରୋନା ଯୋଗୁଁ ଡାକସେବା ପ୍ରଭାବିତ ହୋଇଛି। ‘କରୋନା’ ପାଇଁ ଘୋଷଣା ହୋଇଥିବା ଲକଡାଉନ୍‌, ଟ୍ରେନ ଓ ବିମାନ କଟକଣା ଯୋଗୁଁ ଏହା ପ୍ରଭାବିତ ହୋଇଛି। ଆସନ୍ତାକାଲିଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ରାଞ୍ଚ ପୋଷ୍ଟ ଅଫିସ ବନ୍ଦ ରହିବ। ବ୍ରାଞ୍ଚ ଓ ବି, ସି ବର୍ଗର ପୋଷ୍ଟ ଅଫିସ ବନ୍ଦ ରହିବ। ତେବେ ମୁଖ୍ୟ ଅଫିସ ଓ ଅନ୍ୟ ବଡ଼ ବ୍ରାଞ୍ଚ ୫୦ ପ୍ରତିଶତରୁ କମ୍ କର୍ମଚାରୀରେ ଚାଲିବ। ସମସ୍ତ RMC ବନ୍ଦ ରହିବା […]

  • Wednesday, 14 July 2021
metro
ଦେଶର ୮୦ଟି ସହର ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ୮ଟି ପ୍ରମୁଖ ସହରରେ ସମେତ ଦେଶର ୮୦ଟି ସହରକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଦିଆଯାଇଛି। ଏହା ସହିତ ୨୨ଟି ରାଜ୍ୟର ୭୫ଟି ସମ୍ବେଦନଶୀଳ ଜିଲ୍ଲାଗୁଡିକୁ ନାକାବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବଢିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବି ୩୬୦କୁ ବୃଦ୍ଧି ପାଇଛି ସେପଟେ ସ୍ଥିତିକୁ ଦେଖି ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ସମେତ […]

  • Wednesday, 14 July 2021
bollywood
ଘଣ୍ଟ ଓ ତାଳି ବଜାଇଲେ ବଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ସ୍ପଟ୍ ଉପରେ କରୋନା ମୁକାବିଲା କରୁଥିବା ଯୋଦ୍ଧାମାନଙ୍କୁ ସେଲିବ୍ରିଟି ଜଣାଇଲେ କୃତଜ୍ଞତା। ବଲିଉଡ୍ ସେଲିବ୍ରିଟିମାନେ ଜନତା କର୍ଫ୍ୟୁ ପାଇଁ ଆଜି ଦିନ ତମାମ୍ ଘରେ ରହିବା ସହ ଅପରାହ୍ଣ ୫ଟାରେ ତାଳି, ଘଣ୍ଟି ଆଦି ବଜାଇଥିଲେ। The Bachchan family shows gratitude towards those working relentlessly for the fight against #coronavirus !@juniorbachchan @SrBachchan#5Baje5Minute #IndiaFightsCorona #AishwaryaRaiBachchan pic.twitter.com/35bwXyHCuC — BombayTimes (@bombaytimes) March 22, 2020 ବିଗ୍ ବି ଅମିତାଭ […]

  • Wednesday, 14 July 2021
cur
ଆଜି ନିରବ ଥିଲା ବ୍ୟସ୍ତବହୁଳ ରାଜଧାନୀ; ଚାରିଆଡେ ଶୂନଶାନ ଚୁପଚାପ୍

ଭୁବନେଶ୍ୱର: କରୋନା ଲଢ଼େଇରେ ଜାଗ୍ରତ ଯୋଦ୍ଧା ସାଜିଛି ଓଡ଼ିଶା। ସଫଳ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଅକ୍ଷରେ ଅକ୍ଷରେ ପାଳନ ହୋଇଛି କରୋନା ଭାଇରସକୁ ମାତ ଦେବାର ଅଭିଯାନ। ବାଲେଶ୍ୱରରୁ ବ୍ରହ୍ମପୁର, ରାଉରକେଲାରୁ ରାଜଧାନୀ ସାରା ରାଜ୍ୟରେ ଆଜି ଜନତା କର୍ଫ୍ୟୁକୁ ମିଳିଛି ସ୍ୱତଃ ସମର୍ଥନ। ଜନଶୂନ୍ୟ ଜନଗହଳିପୂର୍ଣ୍ଣ ରାସ୍ତା, ଚାରିଆଡେ ଖାଁ ଖାଁ। ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକ, ଜୟଦେବ ବିହାର ଓଭର ବ୍ରିଜ୍ ଓ ରାମ ମନ୍ଦିର ଛକରେ ଜଣେ ଲୋକଙ୍କୁ ବୁଲିବାର ଦେଖିବାକୁ […]

  • Wednesday, 14 July 2021
naveen
ବେଲଣା କାଠିରେ ବାଡେଇ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳି ବଜାଇବା ସହ ବେଲଣା ପଟା ବାଡ଼େଇ କୋଭିଡ୍-୧୯ ମୁକାବିଲା ପାଇଁ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୋଦ୍ଧାଙ୍କୁ ନିଜ କୃତଜ୍ଞତା ଜଣାଛନ୍ତି। ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀ, ପରିବହନ କର୍ମଚାରୀ, ପୋଲିସ, ମିଡିଆ କର୍ମୀ ଏବଂ ଅନ୍ୟ ସହଯୋଗୀ ବ୍ୟକ୍ତିଙ୍କ ପାଇଁ ସେ ତାଳି ବଜାଇଥିବା ଟ୍ୱିଟ୍ କରିଛନ୍ତି। Deep gratitude to millions of frontline warriors working relentlessly to contain #COVID19. I […]

  • Wednesday, 14 July 2021
nagchi
'ଲକଡାଉନରେ ଥିଲେ ମହାପ୍ରଭୁ, ଏବେ ଆମେ ରହିବା'

ଭୁବନେଶ୍ୱର: କରୋନା ଭଳି ଅଚାନକ ବର୍ହିଶତ୍ରୁର ବିପଦକୁ ଏଡ଼ାଇବାକୁ ସାଧାରଣ ଲୋକଙ୍କ ପାଇଁ ଲକ୍ ଡାଉନ୍ ଜରୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବର୍ହିଶତ୍ରୁଙ୍କ ଆଡ଼ୁ ବିପଦ ସମୟରେ ତାଙ୍କର ସେବକମାନେ ତାଙ୍କୁ ବର୍ଷବର୍ଷ ଧରି ଲକ୍ ଡାଉନ ଅବସ୍ଥାରେ ରଖୁଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯିିବା ସହ ସାଧାରଣ ଲୋକମାନେ ଏଥିରୁ ନୀତିଶିକ୍ଷା ଲାଭ କରି ପରସ୍ପରକୁ ସାହାସ ଦେବା ଓ ଶାନ୍ତ୍ୱନା ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୫ଟି ଜିଲ୍ଲା […]

  • Wednesday, 14 July 2021
nature
ନିରବତାର ସୁନ୍ଦର ଦୃଶ୍ୟକୁ ଦେଖି ମୋଦି କହିଲେ...

ନୂଆଦିଲ୍ଲୀ: ଜନତା କର୍ଫ୍ୟୁକୁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ସମର୍ଥନ। ଗାଁ ଠୁ ସହର ସବୁଠି ଖାଁ ଖାଁ। ଦେଶର ପରିବେଶ ଯେପରି ଶାନ୍ତ ହୋଇଯାଇଛି। ଏପରିକି ନିରବତା ଭିତରେ କେବଳ ଶୁଭୁଛି ପଶୁ, ପକ୍ଷୀ ଓ ପ୍ରକୃତିର ସ୍ୱର। ଜନତା କର୍ଫ୍ୟୁକୁ ନେଇ ଦେଶର ଭିନ୍ନ ଭିନ୍ନ ଲୋକେ ନିଜର ମତ ବ୍ୟକ୍ତ କରିଛନ୍ତି। ଯାହାର ଜବାବ ରଖିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। You know what Mumbai. Massive respect. #JanataCurfew pic.twitter.com/K0UThRXtXn — TimeTraveler’s Life […]

  • Wednesday, 14 July 2021
doctor
୩୬୫ ଡାକ୍ତରଙ୍କୁ ନିର୍ଦ୍ଦେଶ: ମାସକ ଭିତରେ ଚାକିରିରେ ଯୋଗ ଦିଅ

ଭୁବନେଶ୍ୱର: କରୋନାକୁ ମୁକାବିଲା କରିବା ଲାଗି ଯେପରି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବ, ସେନେଇ ତ୍ୱରିତ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର। ୩୬୫ଜଣ ଡାକ୍ତରଙ୍କୁ ଆଜି ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦେଇଛନ୍ତି ସରକାର। ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ ଏହି ଡାକ୍ତରମାନେ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କୁ ମାସକ ମଧ୍ୟରେ ନିଜର ନୂଆ ଚାକିରିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆସିଷ୍ଟାଣ୍ଟ […]

  • Wednesday, 14 July 2021
high-alert
ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଲର୍ଟ ହେଲେ ସବୁ ରାଜ୍ୟ

ଭୁବନେଶ୍ୱର: ସାରା ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ୱର ୧୯୫ ଦେଶରୁ ଏବେ ସୁଦ୍ଧା ୧୮୬ ଦେଶକୁ ପଶିଗଲାଣି ମହାମାରୀ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ଦେଶରେ ୬୩ ଜଣ କୋଭିଡ୍-୧୯ ଭାଇରସ ଆକ୍ରାନ୍ତ ହେବା ପରେ ହାଇଆଲର୍ଟରେ ସବୁ ରାଜ୍ୟ ସରକାର। ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ଥିବାରୁ ଏହା ଯେଭଳି ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଗୋଷ୍ଠୀ ସଂକ୍ରମଣ […]

  • Wednesday, 14 July 2021
corona-odishA
ଗଣମାଧ୍ୟମ ଉପରେ କଟକଣା: 'କରୋନା' ରୋଗୀଙ୍କ ନାଁ କହିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ନାମ ଓ ସେମାନଙ୍କ ସମ୍ପର୍କୀୟଙ୍କ ନାମ ଯେପରି ଗଣମାଧ୍ୟମରେ ପ୍ରକାଶିତ ନହୁଏ, ଏନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ-୧୯ ସଂକ୍ରମିତ କୌଣସି ରୋଗୀଙ୍କ ନାଁ ଓ ଠିକଣାକୁ କୌଣସି ପରିସ୍ଥିତିରେ ବି କୌଣସି ଗଣମାଧ୍ୟମରେ ପ୍ରକାଶିତ କରାଯାଇ ପାରିବ ନାହିଁ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍ ଓ ସୋସିଆଲ ମିଡିଆ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ।କୋଭିଡ୍‌-୧୯ରେ ସଂକ୍ରମିତ ବ୍ୟକ୍ତି, ତାଙ୍କର ପରିବାର ବର୍ଗ, ସମ୍ପର୍କୀୟ, ତାଙ୍କୁ ଚିକିତ୍ସା […]

  • Wednesday, 14 July 2021
market
ଲକ୍ ଡାଉନ୍ ସମୟରେ ଏସବୁ ଖୋଲା ରହିବ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଲକ୍ ଡାଉନରୁ ମୁକ୍ତ ରହିବ। ଏହି ଲକ୍ ଡାଉନ୍ ସମୟରେ ବସ୍, ଟ୍ରେନ୍, ବିମାନସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ହୋଲସେଲ୍ ବଜାର ବି ଖୋଲା ରହିବ। ସେହିପରି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍ ଖୋଲା ରହିବ। ମ୍ୟୁନିସିପାଲିଟି, ପୋଲିସ, ଅଗ୍ନିଶମ […]

  • Wednesday, 14 July 2021
corona
୨୪ ଘଣ୍ଟାରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ : ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି ।

coronavirus
ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ରୋଗୀ

ଭାରତର ପ୍ରଥମ କରୋନା ରୋଗୀ ପୁଣିଥରେ ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟ ଅଧିକାରୀ ଗତକାଲି ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳା ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି।

Lav Agarwal
‘କରୋନାର ତୃତୀୟ ଲହର ପାଣିପାଗ ପୂର୍ବାନୁମାନ ଭଳି ନୁହେଁ ’

ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲ୍‌କା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ଭଳି ବର୍ଷା ଆସିବା ପୂର୍ବରୁ ଲୋକେ ଯେଭଳି ବାହାରେ ବୁଲାବୁଲି କରନ୍ତି, ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି।

Corona Virus
ସଂକ୍ରମଣ କମୁଛି, ଉଠିବ କି ଲକଡାଉନ୍‌?

ଦୁଇଦିନ ପରେ ଶେଷ ହେବ ପଞ୍ଚମ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌। ଜୁଲାଇ ୧୬ରୁ କେଉଁ କେଉଁ ନୂଆ ନିୟମ ଲାଗୁ ହେବ, କେଉଁ କ୍ଷେତ୍ରରେ କଟକଣା ଅଧିକ କୋହଳ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ସବୁ ଜିଲ୍ଲାରେ ଏଯାଏଁ ବସ୍ ସେବା ଆରମ୍ଭ ହୋଇନଥିବା ବେଳେ ଜିମ୍, ବିୟୁଟି ପାର୍ଲର, ମଲ୍ ଆଦି ବନ୍ଦ ରହିଛି।

Corona Virus
ସଂକ୍ରମଣ କମୁଛି, ଉଠିବ କି ଲକଡାଉନ୍‌?

ମେ ୫ରୁ ଜୁଲାଇ ୧୩ ଦୁଇମାସରୁ ଅଧିକ ସମୟ ଧରି ରାଜ୍ୟରେ ଲାଗି ରହିଛି କୋଭିଡ୍ କଟକଣା। ଆଉ ଦୁଇ ଦିନ ପରେ ଶେଷ ହେବ ପଂଚମ ପର୍ଯ୍ୟାୟ ଆଂଶିକ ଲକଡାଉ‌ନ। ତା ପରେ କି ନିଷ୍ପତ୍ତି ନେବେ ରାଜ୍ୟ ସରକାର? ସଂପୂର୍ଣ୍ଣ ଅନଲକ୍‌ ପ୍ରକ୍ରିୟାକୁ ଯିବେ ନା ନା ପୁଣିଥରେ କାଟାଗୋରି A, B ଫର୍ମୁଲା ଅନୁଯାୟୀ କଟକଣା ଲଗାଇବେ, ତାକୁ ନେଇ ଚାଲିଛି ତର୍ଜମା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ବି ୩ ପ୍ରତିଶତ ପାଖକୁ ଆସିଲାଣି

covaxin
ରାଜ୍ୟରେ ଅଭାବ ରହିବନି ଟିକା, ମହଜୁଦ୍‌ ବାଦ୍ ପୁଣି ଆସିଲା କୋଭାକ୍ସିନ

ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।

Modi
ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ, ୧୬ରେ ନବୀନଙ୍କ ସହ କରିବେ ଆଲୋଚନା

ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ । କେବଳ ଓଡ଼ିଶା ନୁହେଁ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ