• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

travel
ଗାଁ ସାଙ୍ଗଙ୍କ ସହିତ ମିଳାମିଶା କରିଥିଲେ ୪୫ ନମ୍ବର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ୍ ବେହେରାଗୁଡ଼ାର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖ ଅପରାହ୍ଣରେ ଗାଁରେ କିଛି ସାଙ୍ଗଙ୍କ ସହ ମିଳାମିଶା କରିଥିଲେ। ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ଘରେ ରହିଥିଲେ। ମାର୍ଚ୍ଚ ୨୫ ତାରିଖରେ ଗାଁରେ ଥିବା ଗ୍ରୋସରୀ ଦୋକାନକୁ ଯାଇଥିଲେ। ତେବେ ମାର୍ଚ୍ଚ ୨୬ରୁ ଏପ୍ରିଲ […]

  • Wednesday, 14 July 2021
blackday-final-edt
ମନେପଡ଼େ ୯୧ ବର୍ଷ ତଳର ବିଭୀଷିକା, କରୋନା ପାଇଁ ଆସିବ କି କଳାଯୁଗ?

ନୂଆଦିଲ୍ଲୀ: କରୋନା ଆଗରେ ସମଗ୍ର ବିଶ୍ୱ ସତେ ଯେପରି ଅସହାୟ ହୋଇପଡ଼ିଛି। ବିଶେଷ କରି କରୋନା ମାଡ଼ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଲାଣି। ଆଜକୁ ଠିକ୍ ୯୧ ବର୍ଷ ପୂର୍ବେ ବିରାଟ ଆର୍ଥିକ ମାନ୍ଦାବସ୍ଥା ବିଶ୍ୱରେ ଉଭା ହୋଇଥିଲା। ତେବେ କରୋନା ପ୍ରଭାବ ବିଶ୍ୱ ଅର୍ଥନୀତିରେ ପୁଣିଥରେ ଏକ କଳାଯୁଗ ସୃଷ୍ଟି କରିବ କି? କାହିଁକି ନା କରୋନାକୁ ଆୟତ୍ତରେ ରଖିବାକୁ ଲକ୍‌ଡାଉନ୍‌ ଓ କର୍ଫ୍ୟୁ ଭଳି ବିଭିନ୍ନ କଟକଣା ଯୋଗୁଁ ସାରା ବିଶ୍ୱରେ ଶିଳ୍ପ ଓ […]

  • Wednesday, 14 July 2021
hcl
ଭାରତରେ କେତେ ଗଚ୍ଛିତ ରହିଛି ହାଇଡ୍ରୋକ୍ସି କ୍ଲୋରୋକୁଇନ?

ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେଶରେ ବହୁ ପରିମାଣର ଗଛିତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି, ଦେଶ ପାଇଁ ଆଗାମୀ ଏକ ସପ୍ତାହରେ ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ୍ ଆବଶ୍ୟକ ରହିଛି ହେଲେ ଆମ ଦେଶରେ ଏବେ ୩.୨୮ କୋଟି ଟାବଲେଟ ମହଜୁଦ୍ ଅଛି। ଯଦି ମାସକ ପାଇଁ ଆକଳନ କରାଯାଏ, ତା ହେଲେ […]

  • Wednesday, 14 July 2021
harsh
କରୋନା ମୁକାବିଲା: ଅଧିକ ଆର୍ଥିକ ସହାୟତା ଦାବି କଲା ଓଡ଼ିଶା

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଅଧିକ ଆର୍ଥିକ ସହାୟତା ଲାଗି ଓଡ଼ିଶା ଦାବି କରିଛି। ଉକ୍ତ ବୈଠକରେ ରାଜ୍ୟରେ କରୋନାର ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଭିଡିଓ କନଫେରେନ୍ସି ମାଧ୍ୟମରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଥିଲେ।ଓଡିଶାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ବୈଠକରେ ଯୋଗ ଦେଇଥିଲେ। କରୋନାର ମୁକାବିଲା ରାଜ୍ୟର ଆବଶ୍ୟକତା ସମ୍ପର୍କରେ ସେ କେନ୍ଦ୍ରକୁ ଜଣାଇଥିଲେ। […]

  • Wednesday, 14 July 2021
mkcg
ବ୍ରହ୍ମପୁରରେ ଖୋଲିବ ୨୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ନେଇ ବ୍ରହ୍ମପୁରରେ ୨୦୦ ଶଯ୍ୟା ଓ ୧୫ ଆସିୟୁର କୋଭିଡ ହସ୍ପିଟାଲ ହେବ। ଏମ୍‌କେସିଜିରେ କୋଭିଡ-୧୯ ଟେଷ୍ଟ ପାଇଁ ଆଇସିଏମ୍‌ଆର୍ ଅନୁମତି ଦେଇଛି। ଏସ୍‌ସିବି ପରେ ରାଜ୍ୟରେ ଟାଟା ଷ୍ଟିଲ ସହାୟତାରେ ୨ୟ ସରକାରୀ ମେଡିକାଲରେ ହେବ କରୋନା ଟେଷ୍ଟ। ମୁମ୍ବାଇରୁ ୪ ହଜାର କିଟ୍‌ ପରୀକ୍ଷଣ ପାଇଁ ଭୁବନେଶ୍ୱର ପହଞ୍ଚିଛି ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ସ୍ଥାନରେ କରୋନା ପାଇଁ ସାମ୍ପୁଲ ଟେଷ୍ଟ କରିବାକୁ ରାଜ୍ୟ ସରକାରଙ୍କ […]

  • Wednesday, 14 July 2021
dmet
ରାଜ୍ୟରେ ଗୋଷ୍ଠୀ ସଂକ୍ରମଣକୁ ନେଇ କ'ଣ କହିଲେ ଡିଏମ୍‌ଇଟି?

ଭୁବନେଶ୍ୱର: କରୋନାକୁ ନେଇ ସୋସାଲ ମିଡିଆ ଓ ସାଧାରଣରେ ଅନେକ କଥା ଚର୍ଚ୍ଚା ହେଉଛି। ଓଡ଼ିଶାରେ କରୋନା ସ୍ଥିତି କଣ ସେ ଆଜି ସ୍ପଷ୍ଟ ହୋଇଛି। ରାଜ୍ୟରେ କରୋନା ଏଯାଏଁ କୌଣସି ଗୋଷ୍ଠୀ ସଂକ୍ରମଣ ଆଡକୁ ଯାଇନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ଷ୍ଟେଜ୍-୨ରେ ହିଁ ରହିଛି। ତେବେ ଆଗକୁ ଯଦି ନମୂନା ଟେଷ୍ଟ ସଂଖ୍ୟା ବଢ଼ିଲେ ହୁଏତ ଆହୁରି ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି। ଡାକ୍ତର ସିବେକେ ମହାନ୍ତିଙ୍କ […]

  • Wednesday, 14 July 2021
seized
ଲକ୍‌ଡାଉନ୍‌ରେ ବଳବତ୍ତର ରହିବ ଗାଡି ସିଜ୍! ହାଇକୋର୍ଟଙ୍କ ରାୟରେ ସଂଶୋଧନ

ଭୁବନେଶ୍ୱର: କରୋନା ଲକଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ହାଇକୋର୍ଟଙ୍କ ରାୟରେ ସଂଶୋଧନ। ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଛାଡ଼ିବା ଲାଗି ଗତକାଲି କୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ସଂଶୋଧନ କରାଯାଇଛି। କେବଳ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ତିନିଥର ଯାଏ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋହଳ କରାଯିବ ଓ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯିବ। ସେହିପରି […]

  • Wednesday, 14 July 2021
died
୧୬୯ ଜଣଙ୍କ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ: ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡ଼ୁରେ ସ୍ଥିତି ଜଟିଳ ହେବାରେ ଲାଗିଛି। ସେପଟେ ଆଜି ଇନ୍ଦୋରରେ କରୋନା ସଂକ୍ରମିତ ହୋଇଥିବା ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ସ୍ଥିତି ଦେଖିବାକୁ ଗଲେ, ଗତ ୨୪ ଘଣ୍ଟାରେ ନୂଆ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬୫ ରହିଛି। ସେମାନଙ୍କ ମଧ୍ୟରେ ୭୧ ଜଣ ବିଦେଶୀ ନାଗରିକ ରହିଛନ୍ତି। ଦେଶରେ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି। ସେପଟେ ରେଳ ବିଭାଗ ପକ୍ଷରୁ ଡାକ୍ତରୀ […]

  • Wednesday, 14 July 2021
hcl
କ୍ଲୋରୋକ୍ୱିନ୍‌ ଔଷଧ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ କି?

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ ହାଇଡ୍ରକ୍ସି କ୍ଲୋରୋକ୍ୱିନ୍ ଔଷଧ। କରୋନା ଭୟରେ ମନଇଚ୍ଛା ସମସ୍ତେ ଏହାକୁ ଖାଇବା ଉଚିତ ନୁହେଁ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମନ୍ତ୍ରାଳୟର ଯୁଗ୍ମ ସଚିବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କେଉଁମାନେ ଏହି ହାଇଡ୍ରକ୍ସି କ୍ଲୋରୋକ୍ୱିନ୍ ଖାଇବେ ସେନେଇ ନିର୍ଦ୍ଦିଷ୍ଟ ନିୟମ ରହିଛି। କେବଳ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରମାନେ ଏହା ଖାଇପାରିବେ। ସବୁ ଔଷଧ ଭଳି ଏହାର ମଧ୍ୟ ପାର୍ଶ୍ୱପ୍ରତିକ୍ରିୟା ରହିଥିବାରୁ, […]

  • Wednesday, 14 July 2021
dhenkanal
ଢ଼େଙ୍କାନାଳର କରୋନା ଆକ୍ରାନ୍ତଙ୍କ ନିଜାମୁଦ୍ଦିନ ଲିଙ୍କ୍!

ଭୁବନେଶ୍ୱର: ଢେଙ୍କାନାଳରୁ ଚିହ୍ନଟ କରୋନା ରୋଗୀଙ୍କ ସହ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ମିଳଛି। ସେ ବାହାରକୁ ଯାଇନଥିଲେ ହେଲେ ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସେ ତାଙ୍କ ଘରେ ରହିଥିଲେ। ଏପ୍ରିଲ ୩ ତାରିଖରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ତାଙ୍କଠାରେ ଲକ୍ଷଣ ଜଣାପଡ଼ିନଥିଲେ ବି ତାଙ୍କୁ ସର୍ଭିଲାନ୍ସରେ ରଖାଯାଇଥିଲା। ୮ ତାରିଖରେ ତାଙ୍କ ସାମ୍ପୁଲ ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା। […]

  • Wednesday, 14 July 2021
corona-patients
ଆମ୍ୱୁଲାନ୍ସରେ ଆସିବାବେଳେ ବାଟରେ ଚା’ ପିଇଥିଲେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୪୪ତମ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଇଛନ୍ତି ସରକାର। ପଶ୍ଚିମବଙ୍ଗ ମେଦିନିପୁର ଆକ୍ରାନ୍ତ ଆପୋଲୋ ହସ୍ପିଟାଲରେ ଥିଲେ। ସେ ଏପ୍ରିଲ ୭ରେ ଆପୋଲୋ ହସ୍ପିଟାଲକୁ ଆମ୍ବୁଲାନ୍ସରେ ବାହାରିଥିଲେ। ଆସିବା ବେଳେ ବାଲେଶ୍ୱର ବାଇପାସ୍‌ରେ ଚା’ ଷ୍ଟଲରେ ଅଟକିଥିଲେ। ୮ ତାରିଖ ସକାଳେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୯ରେ ପଜିଟିଭ ଆସିବା ପରେ କିମ୍ସ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ […]

  • Wednesday, 14 July 2021
violators
ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ଭୋଗିବେ ଜେଲ୍‌ ଦଣ୍ଡ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଳିତ ଏପିଡେମିକ୍ ଡିଜିଜ୍ ଆକ୍ଟ -୧୮୯୭ର ସଂଶୋଧନ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ ପୂର୍ବରୁ ପ୍ରଚଳିତ ଆଇନରେ ଦଣ୍ଡବିଧାନ କୋହଳ ଥିବାରୁ ସଂଶୋଧିତ ଆଇନରେ ଉଲ୍ଲଂଘନକାରୀଙ୍କୁ ସର୍ବନିମ୍ନ ୧୦ ହଜାର ଜରିମାନା ଏବଂ ୨ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଏହି ଆକ୍ଟ ଅନୁଯାୟୀ ଅପରାଧକୁ ଗୁରୁତର ଅପରାଧ ଭାବେ ବିବେଚନା କରାଯିବ ଏବଂ ଏହା ଜାମିନଯୋଗ୍ୟ। ସେକ୍ସନ ୩ ଅନୁସାରେ ଅପରାଧୀ କେବଳ ଜରିମାନା ଦେଇ ମଧ୍ୟ ଜେଲଦଣ୍ଡ କୋହଳ କରିପାରିବେ ବୋଲି ମୁଖ୍ୟ […]

  • Wednesday, 14 July 2021
Jay-panda
ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ବୈଜୟନ୍ତଙ୍କ ସ୍ୱାଗତ

ଭୁବନେଶ୍ୱର: ଲକଡାଉନ ସମୟସୀମା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସରକାରଙ୍କ ଏହି ନିଷ୍ପତ୍ତିକୁ ପାଳନ କରିବା ପାଇଁ ବିଜେପି ନିଶ୍ଚିତ ସହଯୋଗ କରିବ ବୋଲି ବୈଜୟନ୍ତ କହିଛନ୍ତି। ସରକାରୀ ନିୟମ ଓ ଗାଇଡଲାଇନ୍ସ ପାଳନ କରିବା ସହ ଘରୁ ବାହାରିଲେ ମୁହଁରେ ମାସ୍କ କିମ୍ବା କପଡା ବ୍ୟବହାର କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଯୋଗୁ ଉପୁଜୁଥିବା […]

  • Wednesday, 14 July 2021
lab
କରୋନା ପାଇଁ ରାଜଧାନୀରେ ନିର୍ମାଣ ହେବ ସ୍ୱତନ୍ତ୍ର ମେଡିକାଲ୍ ଲ୍ୟାବ

ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟରେ ହେବ ଦୈନିକ ୧୦୦୦ କରୋନା ସାମ୍ପୁଲ ଟେଷ୍ଟିଂ। ଏନେଇ ଭୁବନେଶ୍ୱରକୁ ପହଞ୍ଚିଲା ମେଡିକାଲ୍ ସରଞ୍ଜାମ। ଭାରତୀୟ ବାୟୁ ସେନାର କାଗ୍ରୋ ବିମାନ AN-32 ବିମାନର ୩ ହଜାର ୫ ଶହ ମେଡିକାଲ୍ ସରଞ୍ଜାମ ଅଣାଯାଇଛି। ଏହାସହ ୧୯ ଜଣ ଡାକ୍ତରୀ ଟିମ୍ ଭୁବନେଶ୍ୱର ପହଞ୍ଚିଛନ୍ତି। କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ମେଡିକାଲ୍ ଲ୍ୟାବ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଏହି ଆଧାରରେ ତାମିଲନାଡ଼ୁ ତାମ୍ବରମ୍‌ରୁ ଭୁବନେଶ୍ୱରକୁ ଏହି ସବୁ ସରଞ୍ଜାମ […]

  • Wednesday, 14 July 2021
PRESCRIBE
ସାଧାରଣ ରୋଗୀ ଚିକିତ୍ସା ପାଇଁ ଯିବେ କେଉଁଠି?

ଭୁବନେଶ୍ୱର: ସାଧାରଣ ରୋଗୀମାନେ ବିନା ଦ୍ୱିଧାରେ ସରକାରୀ ହସ୍ପିଟାଲକୁ ଯାଆନ୍ତୁ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍ ହସ୍ପିଟାଲରେ ହେବ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। SCBରେ ବର୍ତ୍ତମାନ କେହି କୋଭିଡ୍ ଆକ୍ରାନ୍ତ ନାହାନ୍ତି। କଟକର ସିଟି ହସ୍ପିଟାଲରେ ମଧ୍ୟ କୋଭିଡ୍ ରୋଗୀ ନାହାନ୍ତି। କ୍ୟାପିଟାଲ ହସ୍ପିଟାଲରେ କେବଳ ଜଣେ କୋଭିଡ୍ ଆକ୍ରାନ୍ତ ଅଛନ୍ତି ଏବଂ ସେ ସୁସ୍ଥ ହୋଇଗଲେଣି। ନମୁନା ପରୀକ୍ଷା ପରେ […]

  • Wednesday, 14 July 2021
contact
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୪୦ ଛୁଇଁଲା

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଜଣେ କୋଭିଡ୍ ୧୯-କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ନମୂନା ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ ହେଉଛି ୩୨ ବର୍ଷ। New #COVID19 Case in #Odisha One 32 Years Male from Kendrapada Returned From Dubai on 24th March is confirmed positive for COVID-19 Today New Positive Case: 01 Total Positive Case in […]

  • Wednesday, 14 July 2021
corona
ଦେଶରେ ୧୧୧ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଆଜି ଶହେ ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଘାତକ ମହାମାରୀ ଏଯାଏଁ ୧୧୧ ଜଣଙ୍କ ମୁଣ୍ଡ ନେଲାଣି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୭୦୪ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ରେ ପହଞ୍ଚିଥିବାବେଳେ ୩ ହଜାର ୬ଶହ ୬୬ ଚିକିତ୍ସାଧୀନ ଅଛନ୍ତି। କରୋନା ସଂକ୍ରମଣରୁ ସୁସ୍ଥ […]

  • Wednesday, 14 July 2021
home-mask
ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ବାହାରକୁ ଗଲେ ମୁହଁରେ କପଡ଼ା ଦେବା ଜରୁରୀ। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ଏଣିକି ସମସ୍ତେ ମାସ୍କ ପିନ୍ଧିବାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଆସନ୍ତା ୯ ତାରିଖ ସକାଳ ୭ଟାରୁ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ। ଫଳରେ ଏଣିକି ଘରୁ ବାହାରିଲେ ମାସ୍କ […]

  • Wednesday, 14 July 2021
no-bike
ବଜାରକୁ ବାଇକ୍‌ ଓ କାର୍‌ ନେବା ମନା

ଭୁବନେଶ୍ୱର: ଏଣିକି ବଜାରକୁ କାର୍‌ ଓ ବାଇକ୍‌ ନେବା ମନା। ବଜାରକୁ ଗଲେ ସାଇକେଲ କିମ୍ବା ଚାଲିକରି ଯିବେ ବୋଲି କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ନିୟମ ଆଗରୁ ହୋଇଥିଲେ ବି କାଲିଠୁ ଆହୁରି କଡ଼ାକଡ଼ି କରାଯିବ। ଲକ୍‌ଡାଉନ୍ ପିରିୟଡ୍‌ରେ ହୋଲସେଲ ମାର୍କେଟକୁ ଯାଇପାରିବେନି। ସାଧାରଣ ଲୋକେ ସଉଦା ପାଇଁ ବଜାରକୁ ଗଲେ ବାଇକ୍ ଓ କାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯଦି କେହି ବ୍ୟକ୍ତି ଗ୍ରୋସରି କିମ୍ବା ପରିବା କିଣିବାକୁ […]

  • Wednesday, 14 July 2021
sample2
ବୁର୍ଲା ଓ ବ୍ରହ୍ମପୁରରେ ଦୈନିକ ହେବ ୧୦୦୦ କରୋନା ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର: ଖୁବ୍ ଶୀଘ୍ର ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ଆରମ୍ଭ ହେବ କରୋନା ଟେଷ୍ଟ। ୫ଦିନ ମଧ୍ୟରେ ଦୈନିକ ଟେଷ୍ଟ ହେବ ୧ ହଜାର ସାମ୍ପଲ(ନମୂନା)। ଏହି ୨ ମେଡିକାଲରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟେଷ୍ଟ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ […]

  • Wednesday, 14 July 2021
viral
ଆଇସୋଲେସନ୍‌ ସେଣ୍ଟରରେ ମଦ ପିଉଥିଲେ, ବେଡ୍ ଉପରେ ଗପୁଥିଲେ; ତା’ ପରେ...

ପୁରୀ: କୋଭିଡ୍-୧୯ ଆଇସୋଲେସନ ସେଣ୍ଟରରେ ଥିବା ବେଡ୍ ଉପରେ ବସି ଗପସପ କରିବା ଓ ପରିସରରେ ବସି ମଦ ପିଇବା ହେଲା କାଳ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ଼ଡା ପଦକ୍ଷେପ ଗ୍ରହଣ କରାଯାଇଛି। ଘଟଣାରେ ସଂମ୍ପୃକ୍ତ ଜିଆର୍‌ଏସ୍‌ଙ୍କୁ ଚାକିରିରୁ ବହିଷ୍କାର କରିଥିବାବେଳେ ପଞ୍ଚାୟତ ଅଫିସରଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂ। ଏହାସହ ବାହାରେ ମଦ ପିଉଥିବା ବ୍ୟକ୍ତିଙ୍କ […]

  • Wednesday, 14 July 2021
market
ଦିନ ୧୧ଟା ପରେ ଦୋକାନ ଓ ହାଟ ବନ୍ଦ

ଜଗତ୍‌ସିଂହପୁର: ଜଗତସିଂହପୁରରେ ଲକ୍‌ଡାଉନ୍‌କୁ ଅଧିକ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଓ ହାଟ ୧୧ଟା ପରେ ବନ୍ଦ ରହିବ। ସେହିପରି ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ କଟକଣା କରାଯାଇଛି। ଦିନ ଗୋଟାଏ ପରେ ସାଧାରଣ ଉପଭୋକ୍ତାଙ୍କୁ ପେଟ୍ରୋଲ ମିଳିବନି ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ। ତେବେ କେବଳ ଜରୁରୀ ସେବା ପ୍ରଦାନକାରୀଙ୍କୁ ଦିନ ଗୋଟାଏ ପରେ ପେଟ୍ରୋଲ […]

  • Wednesday, 14 July 2021
modi
ଘରେ ମାସ୍କ ତିଆରି କରି ପିନ୍ଧ, ୫ ଜଣଙ୍କୁ ଗିଫ୍ଟ ଦିଅ

ନୂଆଦିଲ୍ଲୀ: ଗତକାଲି ରାତି ୯ଟାରେ ୯ ମିନିଟ ଦୀପ ପ୍ରଜ୍ୱଳନ ନେଇ ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୋନା ଲଢ଼େଇ ଲମ୍ବା ଲଢ଼େଇ, ଆମେ ଜିତିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କାଲି ରାତିରେ ସାରା ଦେଶର ୧୩୦ କୋଟି ଲୋକ ଶକ୍ତି ପ୍ରଦର୍ଶନ କଲେ। ୧୩୦ କୋଟି ଲୋକଙ୍କ ସାମୁହିକ ଶକ୍ତିକୁ ଆମେ ଦର୍ଶନ କଲୁ। ଏହି ଶକ୍ତି କରୋନା ବିରୋଧ ଲଢ଼େଇରେ […]

  • Wednesday, 14 July 2021
lincense
ସାମାଜିକ ଦୂରତା ନ ରଖିଲେ ସିଲ୍ ହେବ ଦୋକାନ

ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ୫ ଫୁଟ ଅନ୍ତରରେ ଗାର ଟାଣିବେ ଦୋକାନୀ। ନହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍‌ ଲାଇସେନ୍ସ ରଦ୍ଦ ହେବ। ଦୋକାନୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି କହଛିନ୍ତି  ବିଏମସି କମିଶନର ଓ ଟ୍ୱିନସିଟି ପୋଲିସ କମିଶନର। କଟକ ଓ ଭୁବନେଶ୍ୱର ସହରରେ ଥିବା ଦୋକାନୀମାନଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ଲକ୍‌ଡାଉନ୍ ପରେ ବି ବଜାୟ ରହିବ ସାମାଜିକ ଦୂରତା ରକ୍ଷା। ଏ ସମ୍ପର୍କରେ ଆଜି ଏକ ପ୍ରେମିସିଟରେ ସୂଚନା […]

  • Wednesday, 14 July 2021
mask
ମାସ୍କ କିମ୍ବା ରୁମାଲ୍‌ ନ ପିନ୍ଧିଲେ ଗଣିବେ ୧୦୦୦ ଟଙ୍କା ଫାଇନ୍

ବ୍ରହ୍ମପୁର: ବାହାରକୁ ଆସିଲେ ମୁହଁରେ ମାସ୍କ, ରୁମାଲ୍ କିମ୍ବା କପଡ଼ା ପିନ୍ଧିବା ବାଧ୍ୟତାମୂଳକ। ନହେଲେ ଦୋବାକୁ ପଡ଼ିବ ଜୋରିମାନା ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ସେ କହିଛନ୍ତି। ବଜାରକୁ ଆସୁଥିବା ଲୋକମାନେ ମୁହଁରେ ମୁସ୍କ କିମ୍ୱା ରୁମାଲ୍‌ ବାନ୍ଧୁନଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ଏପରି ଚିତ୍ର ଦେଖିବା ପରେ ଜିଲ୍ଲାପାଳ କଠୋର ହୋଇଛନ୍ତି। ମୁହଁରେ ମାସ୍କ କିମ୍ବା ରୁମାଲ ନବାନ୍ଧିଲେ ଫାଇନ୍ […]

  • Wednesday, 14 July 2021