• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

dharmendra
ରାଜ୍ୟର ଏହି ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ଜାଣନ୍ତୁ କେଉଁ ମନ୍ଦିର ପାଇଁ କହିଲେ କେନ୍ଦ୍ରମନ୍ତ୍ରୀ...

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଭଳି ରାଜ୍ୟର ଆଉ ୪ଟି ମନ୍ଦିର ପାଇଁ ସେହିପରି ଅଧ୍ୟାଦେଶ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

pradeep
ଶ୍ୱଶୁର ଓ ଜ୍ୱାଇଁଙ୍କୁ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ ଏସଆଇଟି ।  କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉଭୟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟି ୨ ଦିନିଆ ରିମାଣ୍ଡରେ...

supreme-court
ଆୟୁଷ ଡାକ୍ତରଙ୍କ ସମ୍ପର୍କରେ ବଡ ରାୟ ଦେଲେ ସୁପ୍ରିମକୋର୍ଟ

କରୋନା ମୁକାବିଲା ଲାଗି ପ୍ରତ୍ୟେକ ଦିନ କିଛି ନା କିଛି ଖବର ପ୍ରକାଶିତ ହେଉଛି । କରୋନା ଟିକା କେବେ ଆସିବ ଓ ଆସିଲେ କାହାକୁ ଦିଆଯିବ ସେନେଇ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ତେବେ ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରାଯାଇଛି

kejriwal
ୟୁପିରେ ବିଧାନସଭା ନିର୍ବାଚନ ଲଢିବ ଆପ୍

ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୋଷଣାନାମାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଏହା ଘୋଷଣା କରିଛନ୍ତି। ୟୁପିରେ ୨୦୨୨ ମସିହାରେ ବିଧାନସଭା ପାଇଁ ନିର୍ବାଚନ ହେବ

Thief
ନିଦ ହେଲା କାଳ, ଚୋରି କରିବାକୁ ଯାଇ ଶୋଇ ପଡିଲା ଚୋର...

ନିଦ ହେଲା କାଳ । ରାତି ଅଧରେ ମନ୍ଦିରରେ ଚୋରି କରିବାକୁ ଯାଇଥିଲେ ଦୁର୍ବୃତ୍ତ । କିନ୍ତୁ ନିଦ ଏମିତି ଭାବରେ ଆସଲା ଯେ, ସେହିଠାରେ ହିଁ ଶୋଇ ପଡିଲା ଚୋର । ତେବେ ମନ୍ଦିରରେ ଥିବା ଅନେକ ସାମଗ୍ରୀକୁ ନିଜ ବ୍ୟାଗରେ ବାନ୍ଧି ରଖିଥିଲା ଚୋର ।

Boris Johnson
ଭାରତର ନିମନ୍ତ୍ରଣକୁ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ : ଆଉ କହିଲେ...

ନିମନ୍ତ୍ରଣ ରକ୍ଷା କଲେ ବୋରିସ ଜନସନ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ମିଳିଥିବା ସୂଚନା ଅନୁସାରେ, ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ବୋରିସ

akhya kumar
୨୦୨୧ ରେ ରୋଜଗାରର ରେକର୍ଡ ଭାଙ୍ଗିବେ ଅକ୍ଷୟ କୁମାର

କରୋନା ମହାମାରୀ ପଇଁ ଚଳିତ ବର୍ଷ ଅନେକ ଫିଲ୍ମ ସିନେମା ହଲରେ ପହଞ୍ଚି ନଥିଲା । ମହାମାରୀ ବ୍ୟାପିବା ଡରରେ ଲୋକମାନେ ହଲକୁ ଯାଉନାହାନ୍ତି । ବରଂ ନିଜ ଘରେ ରହି ମୋବାଇଲ ଜରିଆରେ ଫିଲ୍ମ ଦେଖୁଛନ୍ତି ଲୋକେ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ନାମିଦାମୀ...

murder
ନିଜ ମାଆକୁ ୧୧୮ ଥର ଛୁରୀରେ ହାଣି ହତ୍ୟା କଲା ପୁଅ

ନୂଆଦିଲ୍ଲୀ : ସୀମା ଟପିଲା ନୃସଂଶତା । ସୀମା ଟପିଲା ବର୍ବରତାର । ଏମିତି ଏକ ଘଟଣା ଘଟିଛି ଯାହାକି ଆପଣଙ୍କୁ ବି ଆବାକ କରିଦେବ । ମିଳିଥିବା ସୂଚନା ଅନୁସାରେ, ଜଣେ ୧୭ ବର୍ଷିୟ ନାବାଳକ ନିଜ ମାଆକୁ ୧୧୮ ଥର ଛୁରୀରେ ଆକ୍ରମଣ କରି ହତ୍ୟା...

modi
ଚାଷୀଙ୍କୁ ନେଇ ବଡ କଥା କହିଲେ ମୋଦି : ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ

ଚାଷୀଙ୍କୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । ପ୍ରତ୍ୟେକଦିନ ଚାଷୀଙ୍କ ସମ୍ପର୍କରେ ସରକାରୀ ଓ ବିରୋଧୀଙ୍କ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରାଯାଉଛି । ତେବେ ଏହାରି ମଧ୍ୟରେ ଆଜି ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଗସ୍ତ ସମୟରେ...

FARMER
ଆନ୍ଦୋଳନ ସମୟରେ ଚାଲିଗଲା ଚାଷୀଙ୍କ ଜୀବନ

ଦେଶରେ ଥମିବାରେ ନା ନେଉ ନାହିଁ ଚାଷୀ ଆନ୍ଦୋଳନ । ଲଗାତାର ଭାବରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତ କାକରକୁ ଖାତର ନକରି ରାଜରାସ୍ତାରେ ସେମିତି ଅଖିଆ ଓ ଅପିଆ ବସିଛନ୍ତି ଚାଷୀ । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି...

LIG MATCH
ଆଜିଠୁ ଆରମ୍ଭ ହେଲା ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍

ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍ । ୨୨ ତାରିଖ ଯାଏ ହେବାକୁ ଥିବା ଏହି ଲିଗରେ ୩୭ଟି ଟିମକୁ ୬ଟି ଗ୍ରୁପରେ ଭାଗ କରାଯାଇଛି

Police DGP
ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ ।  ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି  ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି

rape
ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଝିଅକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ l ଗିରଫ ଯୁବକ ଜଣକ ହେଲେ ମୁରିବାହାଲ ଥାନା ସୁକୁନିପଦର ଗାଁର ଶୁକମଣି ଚିରାଗୁନ

anugul
ଚୁକ୍ତି ମୁତାବକ ନିଯୁକ୍ତି ନମିଳିବାରୁ ୨ଜଣ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ

ଚୁକ୍ତି ମୁତାବକ ନିଯୁକ୍ତି ନମିଳିବାରୁ ୨ଜଣ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ। ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

jawan
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନ ସହିଦ

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ସହିଦ। ଛତିଶଗଡ଼ କିସ୍ତରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ CRPFର ଡେପୁଟି କମାଣ୍ଡାଣ୍ଟ ବିକାଶ କୁମାର ସହିଦ ହୋଇଛନ୍ତି । କିଛି ବର୍ଷ ତଳେ ସିଆରଏଫର କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଥିଲେ

debotorr commisonor
ମନ୍ଦିର ଖୋଲିବା ପ୍ରସଙ୍ଗ : ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କଲେ ଦେବୋତ୍ତର କମିଶନର

ମନ୍ଦିର ଖୋଲିବ କେବେ? ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେବୋତ୍ତର ବିଭାଗ ଅଧିନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନର। କିନ୍ତୁ ମନ୍ଦିରରେ ଏକକାଳୀନ ଭକ୍ତ ପ୍ରବେଶ ଉପରେ ବାରଣ ରହିଛି ।

Bangladesh Terrorists
ଓଡ଼ିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ

ଓଡ଼ିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ । କୋଲକାତାରେ ୩ ଜଣ ବାଂଲାଦେଶୀ ଆତଙ୍କବାଦୀ ଧରାପଡ଼ିବା ପ୍ରସଙ୍ଗରେ ତନାଘନା । କୋଳକାତା ସହ ଯୋଗାଯୋଗରେ ରହିଥିବା କହିଛନ୍ତି ଓଡ଼ିଶା ଗୁଇନ୍ଦା ଅଧତ୍କାରୀ ।

naveen-nibas
କାହିଁକି ନବୀନ ନିବାସ ଘେରାଉ କଲେ RTI କର୍ମୀ?

ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାରେ RTI କର୍ମୀଙ୍କ ନବୀନ ନିବାସ ଘେରାଉ । ନବୀନ ନିବାସ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କର୍ମୀ । ମାଷ୍ଟର କ୍ୟାଣ୍ଟିନ ଛକରୁ ଶତାଧିକ RTI କର୍ମୀ ନବୀନ ନିବାସ ଅଭିମୁଖେ ବାହାରିଥିଲେ

police DGP
ସତ୍ୟ ପାଠରେ କଣ କହିଥିଲେ ଡିଜିପି ?

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତ ୧୮ ନଭେମ୍ବରରେ ଭିଡିଓ କନଫରେନସିଂରେ ହାଇକୋର୍ଟରେ ହାଜର ହୋଇଥିଲେ ପୋଲିସ ଡିଜିପି

police
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତ ୨ ପୋଲିସ ଅଧିକାରୀ ଏବେ କେଉଁଠି ?

ଭୁବନେଶ୍ୱର : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।୨ ପୋଲିସ ଅଧିକାରୀ ଏବେ କେଉଁଠି ? ପୋଲିସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଧରି ପଚରାଉଚରା କଲାଣି କି ? ବର୍ତ୍ତମାନ ସମୟରେ କେଉଁଠାରେ ପୋଲିସ କର୍ମୀ। ପୋଲିସ ଏମାନଙ୍କୁ ଚିହ୍ନଟ କଲାଣି କି? ଏନେଇ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି