• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

puri
ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ !

ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସରକାରଙ୍କ ଉପହାର। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

Jammu kashmir
ଜାମ୍ମୁରେ ଯୁଆଡେ ଚାହିଁବେ କେବଳ ବରଫ ହିଁ ବରଫ

ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର। ଲଗାତାର ଭାବରେ ଜାମ୍ମୁ ଓ କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଡାଲ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଶ୍ରୀନଗରରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ସେଲସିଅସକୁ ଖସି ଆସିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ...

bjpbengal-1605168594
ପରୀ ପାଇଁ କାଲିଠୁ ବିଜେପି କରିବ ପଦଯାତ୍ରା

ପରୀ ପାଇଁ ପଦଯାତ୍ରା କରିବ ବିଜେପି। ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀକୁ ନ୍ୟାୟ ଦେବାକୁ ପଦଯାତ୍ରା କରିବ ରାଜ୍ୟ ବିଜେପି ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ରାଜ୍ୟ ବିଜେପିର ଏହି ପଦଯାତ୍ରା। ମିଳିଥିବା ସୂଚନା ଅନୁସାରେ,  ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିବ...

lekhashree
ଏସଆଇଟି ଉପରେ ଗର୍ଜିଲେ ଲେଖାଶ୍ରୀ

SITର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର। କାହାକୁ ଏସଆଇଟି ସୁରକ୍ଷା ଯୋଗାଉଛି ? କାହିଁକି ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

Chandipur
ଭାରତୀୟ ସେନାକୁ ମିଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍

ଭାରତୀୟ ସେନାକୁ ମଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ଆର୍ଟିଲେରି ଗନର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଏହାର ବ୍ୟବହାରିକ ପରୀକ୍ଷଣ ହୋଇଛି। ଏହାସହ ଏହାର ଶକ୍ତି ଓ ସାମର୍ଥର ପ୍ରଦର୍ଶନ କରାଯାଇଛି। ATAGS ଶ୍ରେଣୀରେ ନିର୍ମାଣ...

odisha police
ସରୋଜଙ୍କ ବୟାନକୁ ନେଇ ଏମିତି କହିଲା ଓଡ଼ିଶା ପୋଲିସ

ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା SIT ମୁଖ୍ୟଙ୍କ ବିରୋଧରେ ସରୋଜ ସେଠୀଙ୍କ ବୟାନକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ଓଡ଼ିଶା ପୋଲିସ। ଗତକାଲି ଏକ ପ୍ରେସ ରିଲିଜ ଜାରି କରି ପୋଲିସ କହିଛି ଯେ, ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍ ପୂରା ଦମରେ କାମ କରୁଛି

Modern Vacsin
ମଡର୍ଣ୍ଣା ଟିକାକୁ ଅନୁମତି ଦେଲା ଆମେରିକା

ଆମେରିକାରେ ମଡର୍ଣ୍ଣା ଟିକାକୁ ଅନୁମତି। ଜରୁରୀ ପ୍ରୟୋଗ ଲାଗି ମଡର୍ଣ୍ଣା ଟିକାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁମତି ପ୍ରଦାନ କରିଛି। ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଟିକା ପ୍ରୟୋଗ ଲାଗି ଅନୁମତି ଦିଆଯାଇଛି। ଏହାସହ ଆମେରିକା ପ୍ରଥମ ଦେଶ ଭାବେ ମଡର୍ଣ୍ଣା ଟିକାକୁ ସବୁଜ ସଂକେତ...

puri
ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ବରିଷ୍ଠ ଅଧିକାରୀ

ଉନ୍ନୟନ କମିଶନର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ଓ ଏସପି କେ. ବି. ସିଂହ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ କରାଇବା ନେଇ ଏହି...

mandi problem
ଟୋକୋନ ବ୍ୟବସ୍ଥାକୁ ନେଇ ମଣ୍ଡିରେ ଉତ୍ତେଜନା

ଧାନ ବିକିବା ଲାଗି ଟୋକେନକୁ ନେଇ ମଣ୍ଡିରେ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି କାଲିମେଳା ବ୍ଲକର ଏମ୍.ଭି-୭୯ ଟୋକେନ୍ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶତାଧିକ ଚାଷୀ ଏକାଠି ହୋଇ ଟୋକେନ ବ୍ୟବସ୍ଥାକୁ ବିରୋଧ କରିଛନ୍ତି।

Dhenkanal
୬ ଟି ଜେସିବିକୁ ଜାଳିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ କାମାକ୍ଷାନଗରରେ ଦୁବୃର୍ତ୍ତଙ୍କ ଉନ୍ମକ୍ତକାଣ୍ଡ। ଜାଳିଦେଲେ ୬ଟି ଜେସିବି। ମିଳିଥିବା ସୂଚନା ଅନୁସାରେ, କାମାକ୍ଷାନଗର ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସରେ ୬ଟି ଜେସିବିକୁ ଜାଳି ଦେଇଛନ୍ତି କେହି ଦୁର୍ବୃତ୍ତ।

ncb
ବଲିଉଡକୁ ଘାରିଛି ଏନସିବି ଡର

ବଲିଉଡ୍ ଡ୍ରଗ୍ସ ଲିଙ୍କ ଘଟଣାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ପଞ୍ଝା କଷିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ସାମିଲ ଅଭିଯୋଗରେ ଅନେକ ସେଲିବ୍ରିଟିଙ୍କୁ ଜେରା ପରେ ଏବେ ପ୍ରଖ୍ୟାତ ପ୍ରଯୋଜକ କରନ ଜୋହରଙ୍କୁ ଜେରା କରିଛି ଏନସିବି।

arrest 22
ସାକ୍ଷୀପଡା ହତ୍ୟା ମାମାଲରେ ୨ ଗିରଫ

ସମ୍ବଲପୁର ସାକ୍ଷୀପଡ଼ା ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ। ଅନ୍ୟ ଅଭିଯୁକ୍ତମାନେ ଏବେବି ଫେରାର ଥିବାରୁ ସେମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି ପୋଲିସ। ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଗତ ମଙ୍ଗଳବାର ରାତିରେ ସାକ୍ଷୀପଡ଼ାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା...

pari-3
ପରୀ ହତ୍ୟା ଘଟଣାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ପରୀ ହତ୍ୟା ମାମଲା; ୩ ଜଣଙ୍କୁ ଉଠାଇ ନେଲା SIT। ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା। ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିବା ସୂଚନା ରହିଛି ।...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି