ନୂଆଦିଲ୍ଲୀ : ଦେଶ ଦେଖିବ ନୂଆ ସଂସଦ । ସୃଷ୍ଟି ହୋଇଛି ନୂଆ ଇତିହାସ । ଗଣତନ୍ତ୍ରର ସବୋର୍ଚ୍ଚ ମନ୍ଦିରକୁ ମିଳିବ ନୂଆ ରୂପ, ନିଆରା ପରିଚୟ । ନୂଆ ସଂସଦ ଭବନ ପାଇଁ ଆଜି ଭୂମିପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୁଣା କୋଠାର ମାତ୍ର...
ଆଜିକାଲି ସମୟରେ ସମସ୍ତେ ପ୍ରାୟ ନିଜ ଘରେ ପୋଷା କୁକୁର ରଖିବାକୁ ବେଶ ପସନ୍ଦ କରୁଛନ୍ତି । କେବଳ ଯେ, ପସନ୍ଦ କରୁଛନ୍ତି ତାହା ନୁହେଁ ବରଂ ଅଧିକାଂଶ ଲୋକ ରଖୁଛନ୍ତି । ଆମେ ନିଜେ ନିଜର ଯେପରି ନୀତିଦିନ ନିଜର ଯତ୍ନ ନିଅନ୍ତି ସେମାନଙ୍କର ମଧ୍ୟ ଆମେ...
ବଲର ଦାମ ୯ ଲକ୍ଷ । ବିଶ୍ୱାସ ହେଉନଥିଲେ ବି ସତ । ସାଧାରଣ ଭାବରେ ଆପଣ ଭାବୁଥିବେ କି ବଜାରରେ ତ ୪୦ କିମ୍ବା ୫୦ ଟଙ୍କାରେ ଭଲ ବଲ ମିଳିଯାଉଛି । ଏ ବଲରେ ଏମିତି କଣ ଅଛି ଯେ, ଏହାର ଦାମ ଶହେ ନୁହେଁ...
ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ସମ୍ପତ୍ତି ବନ୍ଧକ ରଖିଲେ ଅଭନେତା ସୋନୁ ସୁଦ୍ । ଲକ୍ଷେ ନୁହେଁ କି ୨ ଲକ୍ଷର ନୁହେଁ ବରଂ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ଜୁହୁରେ ଅବସ୍ଥିତ ନିଜର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ ।...
ସବୁ ମହିଳାଙ୍କୁ ମିଳିବ ୬୦ ହଜାର ଟଙ୍କା । ଏମିତି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି । କାରଣ କୌଣସି ବି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଲେ ତାହା ବହୁ ଅଳ୍ପ...
ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜଳ ବଣ୍ଟନକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ । ଜଳସେଚନ ଲାଗି ଓଡ଼ିଶାରୁ ଆନ୍ଧ୍ର ପାଣି ନେଉଥିଲେ ମଧ୍ୟ ଜଳକର ପୈଠ କରୁନଥିବା ଅଭିଯୋଗ ହୋଇଛି । ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ହୋଇଥିବା ଜଳ ଆବଣ୍ଟନର ଚୁକ୍ତି ଆନ୍ଧ୍ରପ୍ରଦେଶ ଖିଲାପ...
ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନବେ । ସେ କହିଛନ୍ତି ଯେ, ଦିଲ୍ଲୀ ସୀମାରେ ଧାରଣା ଦେଉଥିବା ଚାଷୀ ନୁହଁନ୍ତି । ଏହାପଛରେ ରହିଛି ଚୀନ ଓ ପାକିସ୍ତାନର ହାତ । ଯାହାକୁ ନେଇ ଏବେ ବିଭିନ୍ନ ମହଳରେ ଦେଖାଦେଇଛି ବିରୋଧ ।...
ରାୟଗଡାରେ ରତ୍ନପଥର ଜବତ ଘଟଣାକୁ ନେଇ ତେଜୁଛି ରାଜନୀତି । କଂଗ୍ରେସ ପରେ ବିଜେପି ପକ୍ଷରୁ ମନ୍ତ୍ରୀ ଓ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ରତ୍ନପଥର ଚୋରାଚାଲାଣରେ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ସାଂସଦ ଏନ.ଭାସ୍କର ରାଓଙ୍କ ସଂପୃକ୍ତି ଥିବା ଅଭିଯୋଗ...
ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ,ନଚେତ୍ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ନ୍ତୁ । ଆଜି କିଛି ଏଭଳି ଢଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ସେ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତଙ୍କୁ ...
କଟକରେ ସିଏମ୍ସି ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା । ରାସ୍ତା ଉପରେ ଧାରଣା ଦେଲେ ବସ୍ତି ବାସିନ୍ଦା ଓ ବ୍ୟବସାୟୀ । ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ ଆଜି ଉଚ୍ଛେଦ କରାଯାଉଥିଲା
ବିବାହ ଭୋଜିକୁ ଯାଉଥିବା ବେଳେ ବାଟରେ ଚାଲିଗଲା ୬ ଜୀବନ । ମାତ୍ର କିଛି ଘଣ୍ଟା ମଧ୍ୟରେ ବିବାହ ଭୋଜିରେ ପହଞ୍ଚିଥାନ୍ତେ, ହେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅ ମଧ୍ୟକୁ ସିଧା ପଶିଗଲା କାର
ବଲାଙ୍ଗୀର : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ମାଲ ବୋଝେଇ ଟ୍ରକ୍ । ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ରାଜରାସ୍ତାର ଖମାରମୁଣ୍ଡା ଛକରେ ହଠାତ ଏକ ମାଲବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକ୍ ଟାୟାର ଫାଟିଯିବାରୁ ତାପାଖ ଦେଇ ଯାଉଥିବା ଦୁଇ ଜଣ ବାଇକ ଆରୋହୀ...
ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦେ।ଳନର ବହାରିବ କି ସମାଧାର ବାଟ? ସୂଚନା ଅନୁସାରେ ମୋଦି ସରକାର ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ କିଛି ପ୍ରସ୍ତାବ ଦେଇଛନ୍ତି । ଅଲ ଇଣ୍ଡିଆ କିଷାନ ସଙ୍ଗଠନର ନେତା ରାଜା ରାମ ସିଂହଙ୍କ କହିବା ଅନୁଯାୟୀ ସରକାରଙ୍କ କିଛି ପ୍ରସ୍ତାବ ମିଳିଛି । ଏଥିରେ...
ଜରୁରୀକାଳୀନ ଉପଯୋଗ ପାଇଁ DCGI ନିକଟରେ ଆବେଦନ କରିଛନ୍ତି ତିନି ତିନିଟି ସମ୍ଭାବ୍ୟ କରୋନା ଟିକା- ଫାଇଜର, କୋଭିସିଲ୍ଡ ଓ କୋଭାକ୍ସିନ । ତେବେ ପ୍ରଥମେ କାହାକୁ କରୋନା ଟିକା ମିଳିବ ଭାରତରେ?
ବାଘୁଣୀ ସୁନ୍ଦରୀକୁ ଫେରାଇ ନେବ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ମିଳିଥିବା ସୂଚନା ଅନୁସାରେ, କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ତାକୁ ରଖାଯିବ।
ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ନେଇ ସୂଚନା ମିଳିଛି । ବରଗଡ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଏଥିସହ ପଦ୍ମପୁରସ୍ଥିତ ଆଉ ଏକ ଭଡା ଘରେ ମଧ୍ୟ...
କ୍ରିକେଟ୍ ଜଗତରୁ ସନ୍ୟାସ ନେଲେ ପାର୍ଥିବ ପଟେଲ୍ । ସମସ୍ତ ପ୍ରକାର କ୍ରିକେଟରୁ ସେ ଅବସର ନେଉଥିବା ଘୋଷଣା କରିଛନ୍ତି । ୧୮ ବର୍ଷର କ୍ରିକେଟିଂ ଯାତ୍ରାରେ ଯବନିକା ପକାଇବା ନେଇ ସେ ନିଜେ ଟୁଇଟ୍ କରି ଜଣାଇଛନ୍ତି ।
ନିଜ ଦାବୀ ପୂରଣ କରିବାକୁ ଆନ୍ଦୋଳନକୁ ଜୋରସୋରରେ ଜାରି ରଖିଛନ୍ତି ଚାଷୀ । ପ୍ରବଳ ଥଣ୍ଡାକୁ ଖାତିର ନକରି ରାସ୍ତା ଉପରେ ଭୋକ ଉପାସରେ ପଡିରହିଛନ୍ତି ଚାଷୀ । ରାଜଧାନୀ ଦିଲ୍ଲୀ ବର୍ଡରରେ ଅନେକ ଦିନ ହେବ ଧାରଣାରେ ବସିଛନ୍ତି ଚାଷୀ ।
ଏଭରେଷ୍ଟ ଉଚ୍ଚତାକୁ ନେଇ ଅନେକ ସମୟରେ ବହୁବିବାଦ ଦେଖିବାକୁ ମିଳିଛି । ତେବେ ପୁଣି ଥରେ ଆଜି ଏନେଇ ବିବାଦ ଦେଖାଦେଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ୨୦୧୫ ମସିହାରେ ନେପାଳରେ ଆସିଥିବା ପ୍ରଳୟଙ୍କାରୀ ଭୂ-କମ୍ପ ପରେ ଏଭରେଷ୍ଟର ଉଚ୍ଚତା କମିଯାଇଛି