ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ମାମଲାରେ ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଥିବାବେଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଗୋଟିଏ ଏତଲା ଦେଇଛନ୍ତି। ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରି ବର୍ଷା...
ବିଶାଖାପାଟଣା ଷ୍ଟିଲ୍ ପ୍ଳାଣ୍ଟରେ ବଡ଼ ଧରଣର ଅଘଟଣ। ଷ୍ଟିଲ ପ୍ଳାଣ୍ଟର SMS-2 ବିଭାଗରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ୨୦ ଟନ୍ ତରଳ ପଦାର୍ଥ ନେଉଥିବା ବେଳେ କ୍ରେନ୍ ତାର ଛିଡ଼ି ଥିବାରୁ ଦୁର୍ଘଟଣା ଘଟିଛି। ସେହି ତରଳ ପଦାର୍ଥ ପଡ଼ିବା ପରେ ପ୍ଲାଣ୍ଟ ପରିସରରେ...
ରାଜଧାନୀରେ ଛାତ୍ରଙ୍କୁ ନିଶା ଦେଇ ଲୁଟପାଟ୍ ଅଭିଯୋଗ। ଲୁଟର ଶୀକାର ଛାତ୍ରଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିର ଛାତ୍ର। ବିବେକାନନ୍ଦ ହସ୍ପିଟାଲ ସମ୍ମୁଖରେ ତାଙ୍କୁ ପ୍ରଥମେ କିଛି ରାସାୟନିକ ଜିନିଷ ସ୍ପ୍ରେ କରି ଅଚେତ କରିଦେଇଥିଲେ ଦୁର୍ବୃତ୍ତ। ଏହାପରେ ଅପହରଣ କରିନେବା ସହ ଭୁବନେଶ୍ୱର କ୍ଲବ...
ସମବାୟ ବିଭାଗର ଅଜବ ନୀତି। ନିଜସ୍ୱ କାର୍ଯ୍ୟାଳୟ ଥାଇ ମଧ୍ୟ ୪ ବର୍ଷ ହେଲା ଭଡା ଘରେ ଚାଲୁଛି ସମବାୟ ସମିତି। ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର ଏବେ ଭୂତକୋଠିରେ ପରିଣତ ହେଲାଣି। ଜରାଜୀର୍ଣ୍ଣ ଅବସ୍ଥାରେ ସମବାୟ ସମିତି କାର୍ଯ୍ୟାଳୟ
ଆଡିଲେଡ ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ। ଆଜି ମ୍ୟାଚର ତୃତୀୟ ଦିନ ହୋଇଥିବା ବେଳେ ଭାରତ ୬୨ ରନରେ ଲିଡ୍ ନେଇଛି। ଆଜି ୧ ୱିକେଟରେ ୯ ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିବ। ଗତକାଲି ଦ୍ୱିତୀୟ ଦିନରେ ଓ୍ୱିକେଟ୍ ବର୍ଷା ହୋଇଥିଲା ବୋଲରଙ୍କ କମାଲ...
ଉତ୍ତରପ୍ରଦେଶ ପ୍ରୟାଗରାଜରେ ନିଆରା ବାହାଘର। ହସ୍ପିଟାଲ ବେଡ ଉପରେ ପଡିଲା ହାତଗଣ୍ଠି। ଷ୍ଟ୍ରେଚର ଉପରେ ନବବଧୂଙ୍କୁ ସିନ୍ଦୁର ପିନ୍ଧାଇଲେ ଭାବୀ ବର। ବାହାଘର ପାଇଁ ଧୁମଧାମରେ ଆୟୋଜନ ବେଳେ ଛାତ ଉପରୁ ଖସିପଡିଥିଲେ କନ୍ୟା। କିନ୍ତୁ ବାହାଘର ଭାଙ୍ଗିନଥିଲା। ଉଭୟ ବର କନ୍ୟା ବିବାହ କରିବାକୁ ସ୍ଥିର କରି...
ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ତୟାର ଭାରତୀୟ ସେନା। ପାକ୍ ସୀମାନ୍ତ ପୁଂଚ୍ ସେରରେ ଚାଲିଛି ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ। ଶତ୍ରୁକୁ ମାତ୍ ଦେବାକୁ ଜାଗ୍ରତ ଆମର ବୀର ଯବାନ। ଗତକାଲି ପୁଂଚ୍, ମେଣ୍ଢାର ଓ ରାଜୌରି ଅଂଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ପ୍ରୟାସ କରିଥିଲା ପାକିସ୍ତାନ
ଏମିତିକି ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଭାରତ ନିଜ ଘନିଷ୍ଠ ସହଯୋଗୀଙ୍କଠାରୁ ଅନୁମୋଦନ ନେବାକୁ ବି ଚେଷ୍ଟା ଜାରି ରଖିଥିବା ନେଇ ତାଙ୍କ ପାଖରେ ପକ୍କା ଗୁଇନ୍ଦା ସୂଚନା ରହିଥିବା କହିଛନ୍ତି ସେ କହିଛନ୍ତି।
ଅସନ୍ତୁଷ୍ଟ ନେତାଙ୍କୁ ଭେଟିବେ ସୋନିଆ ଗାନ୍ଧୀ। ମିଳିଥିବା ସୂଚନା ଅନୁସାରେ, କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି...
ବିଜେପିର ବଙ୍ଗ ଦଖଲ ପାଇଁ ସଜବାଜ। ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନରେ ଦଳୀୟ ନେତାଙ୍କ ସହ ବୈଠକ କରି ପ୍ରସ୍ତୁତ କରିବେ ରଣନୀତି। ଏହାସହ ରାଜ୍ୟର ଚାଷୀ ମାନଙ୍କୁ ଭେଟି ଆଲୋଚନା କରିବାର...
କରୋନା ଟିକା ନେବା ଇଚ୍ଛାଧୀନ ବ୍ୟାପାର। ଦେଶରେ କରୋନା ଟିକା ଉପଲବ୍ଧ ହେବା ପରେ ଯେଉଁ ବ୍ୟକ୍ତି ନିଜ ତରଫରୁ ଚାହିଁବେ, ସେମାନେ ନେଇ ପାରିବେ। ଏବଂ ଏହା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର
କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀରେ ମାଆ ଓ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଘର ଭିତରୁ ମିଳିଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ବେଡ୍ ଉପରେ ପଡ଼ି ରହିଥିଲା ୭ ମାସ ଝିଅର କ୍ଷତାକ୍ତ ମୃତଦେହ।
ରାଜ୍ୟରେ ବଢିବ ଶୀତ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ହାଥରସ କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛନ୍ତି ସିବିଆଇ ଅଧିକାରୀ। ମିଳିଥିବା ସୂଚନା ଅନୁସାରେ ଏସସି/ଏସଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟକୁ କୋର୍ଟ ଗ୍ରହଣ କରିଥିବା ମଧ୍ୟ ଜଣାଯାଇଛି
କାମ କରିବା ଲାଗି ମନା କପିଦେବାରୁ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ। ଜାଳିବା ପୂର୍ବରୁ ଯୁବକଙ୍କୁ ମାଡ ମର।ଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଏହି ଘଟଣାରୁ ଆପଣ ଜାଣିପାରିବେ ଯେ, ମଣିଷ କେତେ ନିଷ୍ଠୁର ହୋଇପାରେ।
ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା ।କୋରାପୁଟ ରେ ଶୀତ ଆସିଲେ ହୁଏ ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଆସ୍ତରଣ। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ
ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ। କହିଲେ, ଚାଷୀଙ୍କ ପାଇଁ ଆସିଥିବା ଆଇନ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ।
ବିକ୍ରି ହେବ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ। ବାରଣାସୀ ଗୁରୁଧାମ କଲୋନୀରେ ଥିବା ମୋଦିଙ୍କ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଓଏଲଏକ୍ସରେ ବିଜ୍ଞାପନ ଦିଆଯାଇଛି।
ମାଆ ହେବେ ନେହା କକ୍କର। ଏହି ଖବର ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେଲବାରେ ଲାଗିଛି। ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଶଂସକମାନେ ମଂଧ୍ୟ ଆଶ୍ଚର୍ଯ୍ୟ ହୋଅଯାଇଛନ୍ତି। କାରଣ ବିବାହର ଏତେ କମ ଦିନ ମଧ୍ୟରେ ଏମିତି ଖୁସି ଖବର ନେହା ଦେବେ ବୋଲି କେହି...
ଚାଷୀଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଚାଷୀଙ୍କୁ ନେଇ ଲଗାତାର ଭାବରେ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରେଧୀ। ତେବେ ଏହାରି ମଧ୍ୟରେ ଚାଷୀ ପ୍ରସଙ୍ଗରେ ପୁଣି ଥରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେପଟେ ଚାଷୀ ଆନ୍ଦୋଳନ ସମୟରେ ମଧ୍ୟପ୍ରଦେଶରେ ଚାଷୀଙ୍କୁ ସମ୍ବୋଧନ...